Home

ଶତାଧିକ ଜବ୍‌କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ

କୋକସରା,୨୯ା୬(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍‌କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ ବୁଧବାର ଦୁଇ ଗ୍ରାମବାସୀ କୋକସରା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ପଞ୍ଚାୟତ ଓ…

ଗ୍ରୀଲ୍‌ ଭାଙ୍ଗି ସୁନା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ହିଞ୍ଜିଳିକାଟୁ,୨୯ା୬(ଡି.ଏନ୍‌.ଏ.): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ଙ୍କ ଘରର ବାଡ଼ିପଟ ଗ୍ରୀଲ୍‌ ଭାଙ୍ଗି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ପ୍ରାୟ ୮ ଭରି ସୁନା ଓ ୨୦ ଭରି ରୁପା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…

ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା ଶାହାରୁଖଙ୍କ ‘ଜଓ୍ବାନ’

ବମ୍ବେ: ୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍‌ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍‌ଦାର ଅଭିନୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ ପସନ୍ଦ…

ସିଦ୍ଧୁଙ୍କ ଭଳି ମାରିଦେବାକୁ ମନୁଙ୍କୁ ମିଳିଛି ଧମକ, ୧୦ ଲକ୍ଷ ନ ଦେଲେ…

ବମ୍ବେ: ‘ବିଗ ବସ-୧୦’ ପ୍ରତିଯୋଗୀ ମନୁ ପଞ୍ଜାବୀଙ୍କୁ ହତ୍ୟା ଧମକ। ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ଭଳି ତାଙ୍କୁ ମଧ୍ୟ ଜୀବନରେ ମାରିଦେବାକୁ ଧମକ ମିଳିଛି। ଏନେଇ ମନୁ ଟୁଇଟରରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ୪ ଘଣ୍ଟା…

ବେସରକାରୀ ଜାଗାରେ ୫୦ ବର୍ଷର ସ୍କୁଲ୍‌, ଛାଡ଼ିବା ପାଇଁ ନୋଟିସ୍‌

ଜମନକିରା,୨୯ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ବ୍ଲକ ସଦର ମହକୁମାସ୍ଥିତ କଦଳୀମୁଣ୍ଡା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟକୁ ନିଜ ଜାଗା ଦାବି କରି ସ୍କୁଲକୁ ନୋଟିସ୍‌ କରାଯାଇଛି। ସୂଚନାଯୋଗ୍ୟ, ଜମନକିରା ସଦର ମହକୁମାରେ କଦଳୀମୁଣ୍ଡା ସରକାରୀ ଉନ୍ନୀତ ପ୍ରାଥମିକ ବିଦ୍ୟାଳୟଟି ୧୯୭୦ରେ ପ୍ରତିଷ୍ଠା…

ହାଇକୋର୍ଟରେ ପହଞ୍ଚିଲା ହାତୀ ମୃତ୍ୟୁ ମାମଲା

କଟକ ଅଫିସ,୨୯ା୬: ରାଜ୍ୟରେ ବାରମ୍ବାର ହାତୀ ମୃତ୍ୟୁ ହେଉଥିବା ନେଇ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରାଯାଇଛି। କଟକ ମଙ୍ଗଳାବାଗ ଅଞ୍ଚଳର ସମାଜସେବୀ ଗୀତା ରାଉତ ଏହି ମାମଲା ରୁଜୁ କରିଛନ୍ତି। ହାତୀ ଶିକାରକୁ ରୋକିବା ପାଇଁ କଠୋର ଆଇନ…

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ ଭଗବାନଙ୍କୁ ହାତ ଯୋଡ଼ି ବାହାରିଲେ ସବୁ କାମ ଶୁଭ ହୋଇଥାଏ। ଏହାଛଡ଼ା ଜ୍ୟୋତିଷଶାସ୍ତ୍ରରେ ଏଭଳି…

‘ଫ୍ଲୋର୍‌ ଟେଷ୍ଟରେ ଆମେ ଜିତିବୁ’

ଗୁଆହାଟୀ,୨୯।୬: ମହାରାଷ୍ଟ୍ରରେ କ୍ଷମତାସୀନ ମହା ବିକାଶ ଅଘାଡି (ଏମଭିଏ) ସରକାର ସଙ୍କଟରେ ପଡିଛି। ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିବା ଶିବସେନାର ୪୦ରୁ ଅଧିକ ବିଧାୟକ ଏବେ ଆସାମର ଗୁଆହାଟୀରେ ଅଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶୟାରୀ ଗୁରୁବାର ୧୧.୫ ସୁଦ୍ଧା…

୪୩ ହଜାର ଦରମା ଜାଗାରେ ୧.୪ କୋଟି ଟଙ୍କା ପଠାଇଦେଲା କମ୍ପାନୀ, ପରେ କର୍ମଚାରୀ ଯାହା କଲେ…

ମାସ ଯାକ କାମ କରିବା ପରେ ପ୍ରତ୍ୟେକ କର୍ମଚାରୀ ପହିଲାକୁ ଅପେକ୍ଷା କରିଥାନ୍ତି। କାରଣଟି ହେଉଛି ଦରମା। ମାସ ଶେଷରେ ଦରମା ମିଳିବାର ଖୁସି ଅଲଗା ପ୍ରକାର ଥାଏ। ଏବେ ଏହି ଦରମାକୁ ନେଇ ଏକ ନିଆରା ମାମଲା ସାମ୍ନାକୁ ଆସିିଛି।…

ମମିତା ମେହର ହତ୍ୟା ମାମଲା: ଗୋବିନ୍ଦ ସାହୁଙ୍କୁ ଜାମିନ୍‌

କଟକ ଅଫିସ,୨୯ା୬: ବହୁଚର୍ଚ୍ଚିତ ମମିତା ମେହର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ବୁଧବାର ଜାମିନ୍‌ ମିଳିଛି। ଗୋବିନ୍ଦଙ୍କୁ ୨ ସପ୍ତାହ ପର୍ଯ୍ୟନ୍ତ ଏହି ଜାମିନ ମିଳିଥିବା ଜଣାପଡ଼ିଛି। ତେବେ ଗୋବିନ୍ଦଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍‌ ଦେଇଛନ୍ତି ହାଇକୋର୍ଟ। ସ୍ତ୍ରୀ…

ଇଂଲଣ୍ଡ ବିପକ୍ଷ ଟେଷ୍ଟ ଖେଳିବେ ନାହିଁ ରୋହିତ: ବୁମ୍‌ରା ଅଧିନାୟକ!

ଲଣ୍ଡନ,୨୯।୬: ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟ ପୂର୍ବରୁ ଟିମ ଇଣ୍ଡିଆକୁ ଏକ ବଡ଼ ଝଟ୍‌କା ଲାଗିଛି। କରୋନା ଆକ୍ରାନ୍ତ ଥିବା ରୋହିତ ଶର୍ମା ପଞ୍ଚମ ଟେଷ୍ଟରେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଦ୍ରୁତ ବୋଲର ଜଶପ୍ରୀତ ବୁମ୍‌ରାଙ୍କୁ ଅଧିନାୟକତ୍ୱ ଦିଆଯାଇଛି। କରୋନା…

ଭାଜପାକୁ ସମର୍ଥନ ଦେବେ ରାଜ ଠାକରେ

ମୁମ୍ବାଇ,୨୯।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ଭାଜପା ଆସ୍ଥାଭୋଟ ଦାବି କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନେତା ଦେବେନ୍ଦ୍ର ଅଛନ୍ତି। ଏହି କ୍ରମରେ ବୁଧବାର ସେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କ ସହ କଥା ହୋଇଛନ୍ତି। ଫ୍ଲୋର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?