Home

ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତି ଆବଶ୍ୟକ ନୁହେଁ, ହାଇକୋର୍ଟ…

ପାଟନା, ୨୯।୬ : ଦମ୍ପତିଙ୍କ ବ୍ୟକ୍ତିଗତ ସମ୍ପର୍କରେ ସାମାଜିକ ସ୍ବୀକୃତିର ଆବଶ୍ୟକତା ନାହିଁ। ପାଟନା ହାଇକୋର୍ଟ ଏକ ମାମଲାର ବିଚାର କରି ଏଭଳି କହିଛନ୍ତି। ବିଚାରପତି ଅହସାନୁଦ୍ଦିନ ଅମାନୁଲାହ ଏବଂ ପୂର୍ଣ୍ଣେନ୍ଦୁ ସିଂଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏକ ଦାମ୍ପତ୍ୟ ମାମଲାର…

ଅଗଷ୍ଟ ୬ରେ ଉପରାଷ୍ଠ୍ରପତି ନିର୍ବାଚନ

ନୂଆଦିଲ୍ଲୀ,୨୯।୬: ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବୁଧବାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅଗଷ୍ଟ ୬ ତାରିଖରେ ଉପରାଷ୍ଟ୍ରପତି ନିର୍ବାଚନ ହେବ ବୋଲି ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ମିଳିଛି। ଏଥିପାଇଁ ଜୁଲାଇ ୫ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଅଗଷ୍ଟ ୬ରେ ଭୋଟ…

ଗାଧୋଇବା ପରେ ଏମିତି ଥରୁଛି କୁକୁର ଛୁଆ, ଭିଡିଓ ଦେଖିଲେ…

କୁକୁର ପିଲାଦିନରୁ ବୁଦ୍ଧିମାନ ଆଉ ସାହସୀ ମଧ୍ୟ। ବେଳେବେଳେ ଏମାନଙ୍କର ସାହସୀ ପଣିଆ ଉଭେଇ ଯାଇ ଭୟଭୀତ ହୋଇଯାଆନ୍ତି। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଦୟା ଆସିବ। ଭିଡିଓରେ ଏକ କୁକୁର ଛୁଆକୁ…

ମୌସୁମୀ ଅଧିବେଶନ: ଏଥର ଦିନକୁ ୬ ଘଣ୍ଟା ଯାଏ ଚାଲିବ ବିଧାନସଭା କାର୍ଯ୍ୟ

ଭୁବନେଶ୍ୱର,୨୯।୬(ବ୍ୟୁରୋ): ଏଥର ଦିନକୁ ୬ ଘଣ୍ଟା ଚାଲିବ ବିଧାନସଭା କାର୍ଯ୍ୟ। ମୌସୁମୀ ଅଧିବେଶନରେ ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହ କାର୍ଯ୍ୟ। ପ୍ରଥମ ପର୍ଯ୍ୟାୟ ସାଢ଼େ ୧୦ରୁ ସାଢ଼େ ଗୋଟାଏ ଓ ଦ୍ୱିତୀୟ ପର୍ଯ୍ୟାୟରେ ଅପରାହ୍ନ ୪ ଟାରୁ ୬ଟା ପରିବର୍ତ୍ତେ ୭ଟା…

ଓଓ୍ବାଇସିଙ୍କୁ ଝଟ୍‌କା: ୪ ବିଧାୟକ ଆର୍‌ଜେଡିରେ ସାମିଲ

ପାଟନା,୨୯।୬: ବିହାରରେ ଆସାଦୁଦ୍ଦିନ ଓୱାଇସିଙ୍କ ପାର୍ଟିକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟରେ ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ମଧ୍ୟରୁ ଚାରିଜଣ ଆରଜେଡିରେ ଯୋଗ ଦେଇଛନ୍ତି। ସେମାନେ ହେଲେ ଶାହନଓ୍ବାଜ,ଇଜହାର, ଅଞ୍ଜାର ନାଇୟନୀ ଏବଂ ସଇଦ ରୁକଉଦ୍ଦିନ। ବିହାର ବିଧାନସଭାରେ ବିରୋଧୀ ଦଳର ନେତା ତଥା…

ମହାରାଷ୍ଟ୍ର-ରାଜସ୍ଥାନରେ ହିଂସା ଷଡ଼ଯନ୍ତ୍ର ନେଇ ଗୁପ୍ତ ସୂଚନା, ୨୦ ହଜାର ଆରଏଏଫ୍‌ ଏୟାର ଲିଫ୍ଟ ପାଇଁ ପ୍ରସ୍ତୁତ…

ମୁମ୍ବାଇ/ଜୟପୁର, ୨୯।୬ : କେନ୍ଦ୍ରୀୟ ଇଣ୍ଟେଲିଜେନ୍ସ ଏଜେନ୍ସି ଦ୍ୱାରା ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ହିଂସା ଓ ଦଙ୍ଗାର ଆଶଙ୍କା ନେଇ ଗୁପ୍ତ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ସିଆରପିଏଫ୍‌ର ରାପିଡ ଆକ୍ସନ ଫୋର୍ସ (ଆରଏଏଫ୍‌)ର ୧୫ ଟି ବାଟାଲିୟନ…

ଉପାସନା ଅଧିକାର ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରତିବନ୍ଧିତ ସାମାଜିକ ଅଧିକାର…

ଥିରୁଭାନନ୍ତପୁରମ୍‌, ୨୯।୬ : ଗୁରୁଭୟୁର ଶ୍ରୀକୃଷ୍ଣ ମନ୍ଦିରରେ ଉପାସନା ପ୍ରସଙ୍ଗରେ କେରଳ ହାଇକୋର୍ଟ କହିଛନ୍ତି ଯେ, ଉପାସନା ଅଧିକାର ମନ୍ଦିର ପରିଚାଳନା କମିଟି ଦ୍ୱାରା ପ୍ରତିବନ୍ଧିତ ସାମାଜିକ ଅଧିକାର। ଏହାକୁ କୌଣସି ବ୍ୟକ୍ତି ବିଶେଷ, ମନ୍ଦିର କମିଟି ସଦସ୍ୟ, ପ୍ରଶାସକ ଅବା…

ବଢୁଛି ତାପମାତ୍ରା, ୟେଲୋ ଓ୍ବାର୍ନିଂ ଜାରି

ବେଜିଂ,୨୯ା୬: ଚାଇନାର ବିଭିନ୍ନ ଅଞ୍ଚଳରେ ବୁଧବାର ଉଚ୍ଚ ତାପମାତ୍ରା ଏବଂ ଲୁ ପାଇଁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କେନ୍ଦ୍ରୀୟ ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ଯେ, ଙ୍ଗାସୁ, ସିଚୁଆନ, ଚୋଗକିଙ୍ଗ୍‌, ହେନାନା, ଅନହୁଇ, ହୁନାନ, ଝୋଜିୟାଙ୍ଗ, ଫୁଜିୟାନ, ଝିଞ୍ଜିୟାଙ୍ଗରେ ଦିନରେ…

ସ୍ତ୍ରୀଙ୍କ କମେଣ୍ଟ୍‌କୁ ଅପେକ୍ଷା କରିଥିଲେ ରଣବୀର, ଶେଷରେ…

ବଲିଉଡ୍‌ ଅଭିନେତା ରଣବୀର ସିଂ ସୋସିଆଲ ମିଡିଆରେ ସ୍ତ୍ରୀ ଦୀପିକା ପାଦୁକୋନଙ୍କ ସହ ବହୁତ ମଜା କରନ୍ତି। ପରସ୍ପରର ଗୋଡ ଟାଣିବାଠାରୁ ଆରମ୍ଭ କରି ପରସ୍ପର ଉପରେ ପ୍ରେମ ବର୍ଷା କରିବାକୁ ଉଭୟ ଆଦୌ ପଛାନ୍ତି ନାହିଁ। ନିକଟରେ ରଣବୀର ଇନଷ୍ଟାଗ୍ରାମରେ…

ରାଷ୍ଟ୍ରପତି ନିର୍ବାଚନ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୨୯।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଅସ୍ବୀକୃତିରେ ହସ୍ତକ୍ଷେପ କରିବାକୁ ବୁଧବାର ସୁପ୍ରିମ୍‌କୋର୍ଟ ମନା କରିଛନ୍ତି। ଏହା ସହିତ ଶୀର୍ଷକୋର୍ଟ ଡ. ମାଣ୍ଡତି ଥରୁପତି ରେଡ୍ଡୀଙ୍କ ଆବେଦନକୁ ବିଚାର କରିବାକୁ ମନା କରିଦେଇଛନ୍ତି। ମାଣ୍ଡତି ରାଷ୍ଟ୍ରପତି ନିର୍ବାଚନ ପାଇଁ…

ଧୋନୀଙ୍କ ରାସ୍ତାରେ ହାର୍ଦ୍ଦିକ, ଟ୍ରଫି ଜିତିବା ପରେ କଲେ ଏଭଳି…

ଡବଲିନ,୨୯।୬: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ରାସ୍ତାରେ ଚାଲିଲେ ହାର୍ଦ୍ଦକ ପାଣ୍ଡ୍ୟା। ଆୟର୍ଲାଣ୍ଡ ବିପକ୍ଷରେ ଟିମ୍‌ ଇଣ୍ଡିଆ ୨-୦ରେ ସିରିଜ ଜିତିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଭାରତର ଏହି ବିଜୟ ବେଶ ରୋମାଞ୍ଚକର ରହିଥିଲା। ସିରିଜ ଜିତିବା ପରେ ଯେତେବେଳେ…

ରୋହିତ ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଲେ ଝିଅ: ଦେଖନ୍ତୁ ଭିଡିଓ

ଲଣ୍ଡନ,୨୯।୬: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏଜବାଷ୍ଟନ ଟେଷ୍ଟ ପୂର୍ବରୁ କରୋନା ସଂକ୍ରମିତ ହୋଇଛି। ରୋହିତ ଏବେ ଦଳ ଏବଂ ପରିବାର ସଦସ୍ୟଙ୍କଠାରୁ ଅଲଗା ଅଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କ ଝିଅ ସମାଇରାଙ୍କ ଏକ ଭିଡିଓ ଭାଇରାଲ ହେଉଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?