ଉଦ୍ଧବ ଠାକରେଙ୍କ ବୈଠକକୁ ଆସିଲେ ମାତ୍ର ୧୩ ବିଧାୟକ
ମୁମ୍ବାଇ,୨୩।୬: ମହାରାଷ୍ଟ୍ରରେ ରାଜନୈତିକ ସଙ୍କଟ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଗୁରୁବାର ବିଧାୟକଙ୍କ ସହ ଏକ ବୈଠକ କରିଥିଲେ। ଏହି ବୈଠରେ କେବଳ ୧୩ ଜଣ ବିଧାୟକ ପହଞ୍ଚିଥିଲେ। ଏହା ପରେ ଉଦ୍ଧବ ଠାକରେଙ୍କ ନିକଟ ସଞ୍ଜୟ ରାଉତ ଦାବି କରିଛନ୍ତି…
ଦ୍ରୌପଦୀ ମୁର୍ମୁଙ୍କ ମାଧ୍ୟମରେ ୧୩ ରାଜ୍ୟର ୧୨ କୋଟିରୁ ଅଧିକ ଭୋଟରଙ୍କ ଉପରେ ଭାଜପାର ଲକ୍ଷ୍ୟ…
ନୂଆଦିଲ୍ଲୀ, ୨୩।୬ : ରାଷ୍ଟ୍ରପତି ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରାଯାଇଛି। ଏହା ପଛରେ ଦେଶର ୧୩ ଟି ରାଜ୍ୟର ୧୨ କୋଟିରୁ ଅଧିକ ଜନଜାତି ଭୋଟରଙ୍କୁ ହାତେଇବା ଉପରେ ଭାଜପାର ଲକ୍ଷ୍ୟ ରହିଛି। ୨୦୧୧ ଜନଗଣନା…
ଭୂକମ୍ପ ପରେ ଦାଉ ସାଧିଲା ବନ୍ୟା, ୪୦୦ ଲୋକଙ୍କ ମୃତ୍ୟୁ
କାବୁଲ,୨୩ା୬: ଆଫଗାନିସ୍ତାନରେ ମଙ୍ଗଳବାର ବିଳମ୍ବିତ ରାତିରେ ହୋଇଥିଲା ଭୟଙ୍କର ଭୂକମ୍ପ। ଏଥିରେ ଅନେକ ଲୋକ ମୃତାହତ ହୋଇଥିଲେ। ଭୂକମ୍ପ ପରେ ଦେଶରେ ଏବେ ବନ୍ୟା ଆସିଛି। ଏଥିରେ ୪୦୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଅଞ୍ଚଳ ପ୍ରଭାବିତ ହୋଇଛି। ଆଫଗାନିସ୍ତାନର…
ଥାନା ପରିସରରେ ଆତ୍ମହତ୍ୟା ଉଦ୍ୟମ କଲେ ଜଣେ ବ୍ୟକ୍ତି
କଟକ ସଦର,୨୩ା୬(ଡି.ଏନ୍.ଏ.): କଟକ ସଦର ବ୍ଲକ ଅନ୍ତର୍ଗତ କିଶନନଗର ଥାନା ପରିସରରେ ଗୁରୁବାର ସକାଳେ ଜଣେ ଅଜଣା ବ୍ୟକ୍ତି ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଅବଶ୍ୟ ଲୋକମାନେ ନିଆଁ ଲିଭାଇବା ସହ ଆହତ ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ କଟକ…
ବଦଳି କରିଦେବାକୁ କହି ଠକି ନେଲେ ୩୪ ଲକ୍ଷ ଟଙ୍କା
ପଦ୍ମପୁର,୨୩ା୬(ଡି.ଏନ୍.ଏ.): ବଦଳି କରି ଦେବାକୁ କହି ଦୁର୍ବୃତ୍ତ ଠକି ନେଇଛନ୍ତି ୩୪ ଲକ୍ଷ ଟଙ୍କା। ତେବେ ଅଭିଯୁକ୍ତଙ୍କ ଠାରୁ ଏକ କାର୍,୫ ଲକ୍ଷ ଟଙ୍କାର ସୁନାଗହଣା ଏବଂ ୪୦ ହଜାର ଟଙ୍କା ଜବତ ହୋଇଛି। ଭଦ୍ରକ ସଦର ବ୍ଲକ ଅଧୀନ ସାବରଙ୍ଗ…
ମହାରାଷ୍ଟ୍ର ରାଜନୀତିରେ ଟିଏମ୍ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…
ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ ରେଡିସନ ବ୍ଲୁ ବାହାରେ ପ୍ରଦର୍ଶନ କରିଛନ୍ତି। ହୋଟେଲରେ ଏକନାଥ ସିନ୍ଦେ ୪୧ ଶିବସେନା ଏବଂ…
ଆୟାରଲାଣ୍ଡ ଗସ୍ତରେ ଭାରତୀୟ ଦଳ
ନୂଆଦିଲ୍ଲୀ,୨୩।୬: ଭାରତ ଏବଂ ଆୟାରଲାଣ୍ଡ ମଧ୍ୟରେ ଦୁଇଟି ଟି -୨୦ ମ୍ୟାଚ ସିରିଜ ଜୁନ ୨୬ଠାରୁ ଖେଳାଯିବ। ଏଥିପାଇଁ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡ ଅଭିମୁଖେ ଯାତ୍ରା କରିଛି। ସ୍ପିନର ୟୁଜଭେନ୍ଦ୍ର ଚହଲ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି…
ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ୨୫ ଲକ୍ଷ ଟଙ୍କା ଦାନ ଦେଲେ ମୁସଲମାନ ସରପଞ୍ଚ
ହାଇଦ୍ରାବାଦ୍,୨୩।୫: ତେଲେଙ୍ଗାନାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଖମ୍ମାମ ଜିଲାରେ ଜଣେ ମୁସଲମାନ ସରପଞ୍ଚ ପ୍ରଭୁ ଶ୍ରୀରାମଙ୍କ ଏକ ବିଶାଳ ମନ୍ଦିର ନିର୍ମାଣ କରିଥିଲେ। କେବଳ ଏତିକି ନୁହେଁ, ଏହି ମନ୍ଦିର ନିର୍ମାଣ ପାଇଁ ସେ ୨୫…
ନବୀନଙ୍କ ସହ କଥା ହେଲେ ନଡ୍ଡା
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାଜପା ସଭାପତି ଜେ.ପି ନଡ୍ଡା କଥା ହୋଇଥିବା ନବୀନ ଟୁଇଟ୍ କରି ସୂଚନା ଦେଇଛନ୍ତି। ତେବେ ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ ନେଇ ନଡ୍ଡା ନବୀନଙ୍କ ସହ କଥା ହୋଇଛନ୍ତି। ନାମାଙ୍କନପତ୍ରରେ ପ୍ରସ୍ତାବକ ରହିବେ ବିଜେଡିର…
ଯଦି କିଙ୍ଗ୍ ହୁଅନ୍ତି କିଙ୍ଗ୍ ମେକର, ସଫଳ ହେବା କଷ୍ଟକର…
ମୁମ୍ବାଇ, ୨୩।୬ : ଭାରତୀୟ ରାଜନୀତିରେ କିଙ୍ଗ୍ ଏବଂ କିଙ୍ଗ୍ ମେକରଙ୍କର ଲମ୍ବା କାହାଣୀ ଅଛି। ଅନେକ ମହାନ ବ୍ୟକ୍ତିତ୍ୱ କିଙ୍ଗ୍ ମେକର ଥିଲେ, କିନ୍ତୁ କେବେ କିଙ୍ଗ୍ ହୋଇ ନଥିଲେ। ଯେଉଁମାନେ ଏଭଳି କିଙ୍ଗ୍ ହେବାକୁ ଉଦ୍ୟମ କରିଥିଲେ, ସେମାନେ…
ରୋହିତ ଶର୍ମାଙ୍କ ପାଇଁ ଆଜି ଖାସ୍ ଦିନ: ପୋଷ୍ଟ ଶେୟାର କରି କହିଲେ…
ନୂଆଦିଲ୍ଲୀ,୨୩।୬: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପାଇଁ ଆଜିର ଦିନ ଅର୍ଥାତ ଜୁନ୍ ୨୩ ବହୁତ ଖାସ୍ ଅଟେ। ଆଜିକୁ ଠିକ୍ ୧୫ ବର୍ଷ ପୂର୍ବେ ସେ ଆୟାରଲାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଡେବ୍ୟୁ ପରେ ସେ…
ରଶ୍ମିରେଖାଙ୍କ ପ୍ରେମିକଙ୍କୁ ଥାନାରେ ହାଜର ହେବା ପାଇଁ ନୋଟିସ୍
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ଓଲିଉଡ୍ର ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣା ଦିନକୁ ଦିନ ନୂଆମୋଡ଼ ନେଉଛି। ତେବେ ତାଙ୍କ ପ୍ରେମିକ କୁହାଯାଉଥିବା ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନାରେ ହାଜର ହେବାକୁ ନୋଟିସ୍ କରାଯାଇଛି। ତଦନ୍ତରେ ସହଯୋଗ କରିବାକୁ ପୋଲିସ ପକ୍ଷରୁ ଏହି…

