କୁତବ ମିନାରରେ ହେବ ପ୍ରତ୍ନତତ୍ତ୍ୱ ବିଭାଗର ଖନନ…
ନୂଆଦିଲ୍ଲୀ, ୨୨।୫ : ଦିଲ୍ଲୀର ସାକେତ କୋର୍ଟରେ କେନ୍ଦ୍ରୀୟ ସାଂସ୍କୃତିକ ମନ୍ତ୍ରଣାଳୟ କୁତବ ମିନାର ପରିସରରେ ଖନନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ କହିଛି। ମନ୍ତ୍ରଣାଳୟ ମଧ୍ୟ ଏହାର ରିପୋର୍ଟ ମାଗିଛି। କୁତବ ମିନାରର ଦକ୍ଷିଣରେ ମସଜିଦ୍ ଠାରୁ ୧୫ ମିଟର ଦୂରରେ…
ସମୁଦ୍ର ଉପରେ ନଜର ରଖିବ କ୍ୱାଡ୍, ଚାଇନାର ବଢ଼ିଲା ଚିନ୍ତା…
ନୂଆଦିଲ୍ଲୀ, ୨୨।୫ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ତିନି ମାସ ପୂରଣ ହୋଇଛି। ଏପରିସ୍ଥଳେ ଆୟୋଜିତ ହେଉଥିବା କ୍ୱାଡ ସମ୍ମିଳନୀ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କ୍ୱାଡର ଏହି ସମ୍ମିଳନୀ ମେ ୨୪ରେ ଜାପାନର ରାଜଧାନୀ ଟୋକିଓରେ ଅନୁଷ୍ଠିତ ହେବ। ଏହି…
ମରିୟମଙ୍କୁ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଲେ ଇମ୍ରାନ
ଇସଲାମାବାଦ,୨୨ା୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ଝିଅ ମରିୟମ ନଓ୍ବାଜଙ୍କୁ ଇମ୍ରାନ ଖାନ୍ ଆପତ୍ତିଜନକ ଟିପ୍ପଣୀ ଦେଇ ଫସିଯାଇଛନ୍ତି। ମୁଲତାନରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ଇମ୍ରାନ ସମ୍ମାନର ସମସ୍ତ ସୀମା ଅତିକ୍ରମ କରିଥିଲେ। ମରିୟମଙ୍କ ଏକ ରାଲି ବିଷୟରେ…
ମୋଦିଙ୍କୁ ପ୍ରଶଂସା କଲେ ଇମ୍ରାନ୍…
ଇସଲାମାବାଦ, ୨୨।୫ : ଆମେରିକାର ଚାପ ସତ୍ତ୍ୱେ ରୁଷିଆରୁ ସବସିଡିଯୁକ୍ତ ଅଶୋଧି ତୈଳ କ୍ରୟ କରୁଥିବାରୁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣିଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ଏକ ସ୍ବାଧୀନ ବହିର୍ବ୍ୟାପାର ନୀତି ସାହାଯ୍ୟରେ ଏହା…
ଚାଇନାକୁ ଆପଲର ଝଟ୍କା, ଭାରତରେ ଉତ୍ପାଦନ ଯୋଜନା…
ଓ୍ବାଶିଂଟନ, ୨୨।୫ : କରୋନା ସଂକ୍ରମଣ ଯୋଗୁ ଚାଇନାରେ କଡା ପ୍ରତିବନ୍ଧକ ଲଗାଯାଇଛି। ଏପରିସ୍ଥଳେ ପ୍ରସିଦ୍ଧ କମ୍ପାନୀ ଆପଲ ଚାଇନା ବାହାରେ ବ୍ୟବସାୟ କରିବା ବିଷୟରେ ସୂଚନା ଦେଇଛି। ୱାଲ ଷ୍ଟ୍ରିଟ ଜର୍ଣ୍ଣାଲରେ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ…
ପ୍ଲେ ଅଫ୍ ଲଢ଼େଇ: ଜାଣନ୍ତୁ କେବେ, କିଏ, କାହାକୁ ଭେଟିବ
ମୁମ୍ବାଇ,୨୨।୫: ଆଇପିଏଲ୍ ୨୦୨୨ ରେ ଶନିବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ଲାଭ କରିଥିଲା। ଏଥିସହ ଟୁର୍ନାମେଣ୍ଟର ପ୍ଲେ ଅଫ୍ରେ ପହଞ୍ଚିଥିବା ଚତୁର୍ଥ ଦଳ ସ୍ପଷ୍ଟ ହୋଇଛି। ଲିଗ୍ ପର୍ଯ୍ୟାୟ ଶେଷ ହେବା ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍ସିବି)…
ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…
ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି ଅନୁମତି ମାଗିଛନ୍ତି। ଏହା ପରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି। ଏହି ମାମଲା…
ସ୍ବାମୀଙ୍କ ସମ୍ପର୍କୀୟ ଦର୍ଶାଇ କାହାକୁ ଅଭିଯୁକ୍ତ କରାଯାଇ ପାରିବ ନାହିଁ, କୋର୍ଟଙ୍କ ରାୟ…
ନୂଆଦିଲ୍ଲୀ, ୨୨।୫ : ପାରିବାରିକ ହିଂସା ମାମଲାରେ ଦିଲ୍ଲୀର ଏକ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଅଦାଲତ କହିଛନ୍ତି ଯେ ଘରୋଇ ହିଂସା ମାମଲାରେ କୌଣସି ମହିଳା ଅତୀତ କିମ୍ବା ବର୍ତ୍ତମାନ ତାଙ୍କ ସହ ଗୋଟିଏ ଛାତ ତଳେ ରହୁ…
ବାଂଲାଦେଶ ଭୋଟର ତାଲିକାରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାମ…
କୋଲକାତା, ୨୨।୫ : ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ନେତ୍ରୀଙ୍କ ନାଗରିକତ୍ୱ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ୨୦୨୧ରେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବାଂଲାଦେଶୀ ମହିଳା ଆଲୋ ରାନୀ ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିକେଟ ଦେଇଥିଲେ। ବର୍ତ୍ତମାନ ଏହା…
ଆଇପିଏଲ୍ର ୧୫ ବର୍ଷର ଇତିହାସରେ ମୁମ୍ବାଇ ଇଣ୍ଡିଆନ୍ସ ସହ ଘଟିଲା ଏପରି
ମୁମ୍ବାଇ,୨୨।୫: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୫ତମ ସଂସ୍କରଣ ପାଞ୍ଚ ଥର ଚାମ୍ପିୟନ ହୋଇଥିବା ମୁମ୍ବାଇ ଲାଗି ନିରାଶାଜନକ ଥିଲା। ଲଗାତାର ଭାବେ ୮ ଥର ପରାଜିତ ହେବା ପରେ ଦଳ ଶେଷରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍କୁ ଜିତି ଟୁର୍ନାମେଣ୍ଟରେ ଯାତ୍ରା…
ଦୈନିକ ମୃତ୍ୟୁ ସଂଖ୍ୟା ୬୫, ସକ୍ରିୟ ମାମଲା ୧୫ ହଜାର ତଳେ…
ନୂଆଦିଲ୍ଲୀ, ୨୨।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଜୁନ ୮ରେ ଗୋଆରେ ନିର୍ବନ୍ଧ
ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଟେଲି ଅଭିନେତା ମନିଷ ନାଗଦେବ। ଖୁବ୍ଶୀଘ୍ର ସେ ପ୍ରେମିକା ମଲିକା ଜୁନେଜାଙ୍କ ସହ ଆଉ ପାଦେ ଆଗକୁ ବଢ଼ିବେ। ଜୁନ ୮ରେ ଏହି ଯୋଡ଼ି ଗୋଆରେ ନିର୍ବନ୍ଧ କରିବାକୁ ଯାଉଛନ୍ତି। ଏଥିପାଇଁ ସରିଛି ସମସ୍ତ…
Archives


