Home

ଆଜି ଭୋଟ ଗଣତିର ଦ୍ୱିତୀୟ ଦିନ

ଭୁବନେଶ୍ୱର,୨୭।୨(ବ୍ୟୁରୋ): ରବିବାର ପଞ୍ଚାୟତ ନିର୍ବାଚନ ଭୋଟ ଗଣତିର ଦ୍ୱିତୀୟ ଦିନ। ଶନିବାର ପ୍ରଥମ ଦିନର ଗଣତି ଆରମ୍ଭ ହୋଇଥିଲେ ହେଁ ତାହା ଶେଷ ହୋଇପାରି ନାହିଁ। ପ୍ରଥମ ଦିନରେ ୩୧୫ଟି ଜିଲା ପରିଷଦ ଜୋନ୍‌ରେ ଭୋଟ ଗଣତି ଆରମ୍ଭ କରାଯାଇଥିଲା। ସେଥିରୁ…

ଦୈନିକ ସଂକ୍ରମଣ ୧୧ ହଜାର ତଳେ…

ନୂଆଦିଲ୍ଲୀ, ୨୭।୨ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧୧ହଜାର ତଳେ ରହିଛି। ଦୈନିକ ସଂକ୍ରମଣ ୧୦ ହଜାର୨୭୩ ରେ ପହଞ୍ଚିଛି।…

ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଚତୁର୍ଥ ଦିନ: ଖାର୍କିଭ ଗ୍ୟାସ ପାଇପ ଲାଇନକୁ ଉଡାଇଲେ ରୁଷିଆ ସେନା

ମସ୍କୋ,୨୭ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିନରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବେଳକୁ ବେଳ ୟୁକ୍ରେନର ସ୍ଥିତି ବିଗିଡିବାରେ ଲାଗିଛି । ଏପଟେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କ୍ୱିଭ ପର୍ଯ୍ୟନ୍ତ…

ଏହି ଖେଳାଳି ମୋ’ ଟିମ୍‌ର ଅସଲି ହିରୋ: ରୋହିତ

ନୂଆଦିଲ୍ଲୀ,୨୭।୨: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ପ୍ରଥମେ ନ୍ୟୁଜିଲାଣ୍ଡ ପରେ ଏବେ ଶ୍ରୀଲଙ୍କାକୁ ମଧ୍ୟ ଟି-୨୦ ସିରିଜରେ ପରାସ୍ତ କରିଛି ଭାରତ। ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ହରାଇବା ପରେ ସିରିଜକୁ ୨-୦ରେ…

ରୁଷିଆ ପାଇଁ ବନ୍ଦ ଜର୍ମାନୀର ଆକାଶ ମାର୍ଗ

ବର୍ଲିନ,୨୭ ।୨: ଯୁଦ୍ଧର ନିଆଁରେ ଜଳୁଛି ୟୁକ୍ରେନ୍ । ରୁଷିଆର ଆକ୍ରମଣରେ ବେଳକୁ ବେଳ ଧ୍ୱଂସ ହୋଇ ଚାଲିଛି ୟୁକ୍ରେନ୍ । ସମୟକ୍ରମେ ସ୍ଥିତି ଅଣାୟତ ହେଉଥିବା ବେଳେ ରୁଷିଆ ଆଗରେ ମୁଣ୍ଡ ନୁଆଁଇ ନାହିଁ ୟୁକ୍ରେନ୍ । ଏପଟେ ଆମେରିକା,…

ଉତ୍ତର ପ୍ରଦେଶ ବିଧାନସଭା ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ଆରମ୍ଭ: ୬୧ ଆସନ ପାଇଁ ହେଉଛି ମତଦାନ

ଲକ୍ଷ୍ନୌ,୨୭ ।୨: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ରବିବାର ସକାଳୁ ଆରମ୍ଭ ହୋଇ ଯାଇଛି । ସକାଳ ପ୍ରାୟ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଛି । ପଞ୍ଚମ ପର୍ଯ୍ୟାୟରେ ୧୨ ଜିଲାର ୬୧ ଆସନ…

ୟୁକ୍ରେନ୍‌ର ଆସ୍ଥା ‘ସେଣ୍ଟ ଜାଭେଲିନ୍‌’

କ୍ୱିଭ୍‌,୨୭।୨: ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିତିଯାଇଛି ତିନିଦିନ। ସାରା ବିଶ୍ୱବାସୀଙ୍କ ନଜର ଏହି ଯୁଦ୍ଧ ଉପରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନରେ ଏକ ଛବି ଲୋକଙ୍କ ଦୃ୍‌ଷ୍ଟି ଆକର୍ଷଣ କରିଛି। ଛବି ହେଉଛି ଜଣେ ସନ୍ଥଙ୍କର ଯେ, ଏକ ଜାଭେଲିନ୍‌…

ୟୁକ୍ରେନକୁ ସବୁ ପଟରୁ ଆକ୍ରମଣ କରିବ ରୁଷିଆ ସେନା: ପୁଟିନଙ୍କ ନିର୍ଦ୍ଦେଶ

ମସ୍କୋ,୨୭ ।୨: ୟୁକ୍ରେନର ରାଜଧାନୀ କ୍ୱିଭ ପାଇଁ ରବିବାର ରାତି ଏକ ଐତିହାସିକ ରାତି ହୋଇପାରେ । ରୁଷିଆ ସେନାଙ୍କ ପକ୍ଷରୁ ୟୁକ୍ରେନ୍ ଉପରେ ସମସ୍ତ ଶକ୍ତି ଲଗାଇ ଲଢୁ ନ ଥିବା ରୁଷିଆ ସେନା ଏଥର ତା’ର ସମସ୍ତ ଶକ୍ତି…

ଦିଲ୍ଲୀ ପହଞ୍ଚିଲା ୟୁକ୍ରେନରୁ ଆସିଥିବା ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ, ଯାତ୍ରୀଙ୍କୁ ସ୍ୱାଗତ କଲେ ସିନ୍ଧିଆ

ନୂଆଦିଲ୍ଲୀ,୨୭ ।୨: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଭିତରେ ଫସି ରହିଥିବା ଭାରତୀୟଙ୍କୁ ଉଦ୍ଧାର କରିବା କାର୍ଯ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ରହିଛି । ରବିବାର ଭୋର ପ୍ରାୟ ୨ଟା ୪୫ରେ ରୋମାନିଆର ବୁକାରେଷ୍ଟରୁ ବାହାରି ଏୟାର ଇଣ୍ଡିଆର ଦ୍ୱିତୀୟ ବିମାନ ନୂଆଦିଲ୍ଲୀରେ…

ମିଡ଼ିଆକୁ ପୁଟିନ୍‌ଙ୍କ ନାଲି ଆଖି, ଆକ୍ରମଣ-ଅନୁପ୍ରବେଶ-ଯୁଦ୍ଧ ଶବ୍ଦର ବ୍ୟବହାର କଲେ ଜେଲ ସହିତ ଜରିମାନା…

ମସ୍କୋ, ୨୬।୨ : ୟୁକ୍ରେନ୍‌ ଉପରେ ଆକ୍ରମଣ କରିବା ସହିତ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ ମିଡ଼ିଆକୁ ନାଲି ଆଖି ଦେଖାଇଛନ୍ତିି। ପୁଟିନ୍‌ ଧମକ ଦେଇ କହିଛନ୍ତି ଯେ, ଏହି ପ୍ରସଙ୍ଗରେ ଆକ୍ରମଣ,ଅନୁପ୍ରବେଶ ଅବା ଯୁଦ୍ଧ ଶବ୍ଦର ବ୍ୟବହାର ମିଡ଼ିଆ ସଂସ୍ଥାମାନେ…

‘ରାମାୟଣ’ର ଲକ୍ଷ୍ମଣଙ୍କ ଷ୍ଟାଇଲ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ରାମାନନ୍ଦ ସାଗରଙ୍କ ସିରିଏଲ ‘ରାମାୟଣ’ରେ ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରିଥିବା ଅଭିନେତାମାନେ ଲକ୍‌ଡାଉନ୍‌ ପରେ ପୁଣି ଲାଇମ୍‌ଲାଇଟ୍‌କୁ ଆସିଥିଲେ। ‘ରାମାୟଣ’ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନିଲ ଲହେରୀଙ୍କ ପ୍ରଶଂସକ ସେହି ଦିନଠାରୁ ବଢ଼ିବାରେ ଲାଗିଛନ୍ତି। ସୁନିଲ ସୋସିଆଲ…

ସିରିଜ୍‌ ଜିତିଲା ଟିମ୍‌ ଇଣ୍ଡିଆ

ଧର୍ମଶାଳା, ୨୬ା୨ (ପି.ଟି.)-ସ୍ଥାନୀୟ ହିମାଚଳ ପ୍ରଦେଶ କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ଧୂଳି ଚଟାଇଛି। ଏଥିସହ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ ଜିତି ନେଇଛି। ଓପନର ପାଥୁମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri