ମଣିଷ ପରି ଚାଲୁଛି କୁକୁର, ଭିଡିଓ ଦେଖିଲେ…
କୁହାଯାଏ, ଇଚ୍ଛା ଥିଲେ ସବୁ ସମ୍ଭବ। ଏହା କେବଳ ମଣିଷମାନଙ୍କ ପାଇଁ ଯେ, ପ୍ରଯୁଜ୍ୟ ତାହା ନୁହେଁ; ଏହା ପଶୁପକ୍ଷୀଙ୍କ କ୍ଷେତ୍ରରେ ମଧ୍ୟ ସମ୍ଭବ ହୋଇଥାଏ। ସୋସିଆଲ ମିଡିଆରେ ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିଲେ ଆଶ୍ଚର୍ଯ୍ୟ…
ପୁଟିନ୍ଙ୍କ ହାତରେ ପୁଣି ନ୍ୟୁକ୍ଲିୟର ବ୍ରିଫ୍କେସ୍, ତୃତୀୟ ବିଶ୍ୱ ଯୁଦ୍ଧ ଆଶଙ୍କା ନେଇ ଚର୍ଚ୍ଚା !…
ମସ୍କୋ, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୪୮ ଦିନ ବିତିଛି। କିନ୍ତୁ ଏତେ ଦିନ ପରେ ମଧ୍ୟ ରୁଷିଆର ସେନା ପଛଘୁଞ୍ଚା ଦେଇ ନାହାନ୍ତି କିମ୍ବା ୟୁକ୍ରେନ୍ ରାଜଧାନୀ କ୍ୱିଭ୍କୁ ଦଖଲ କରିବାରେ ସକ୍ଷମ ହୋଇ ନାହାନ୍ତ।…
ଶାଳଗଛରେ ଭାଲୁ: ଆତଙ୍କରେ ଗ୍ରାମବାସୀ
ଉମରକୋଟ,୧୩ା୪(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ କୁର୍ସୀ ପଞ୍ଚାୟତର ଜୁନାପାଣି ଗ୍ରାମ ନିକଟସ୍ଥ ଜଙ୍ଗଲର ଏକ ଶାଳଗଛରେ ଭାଲୁଟି ଚଢ଼ିଯାଇଛି। ଗଛଟି ବହୁତ ଉଚ୍ଚ ଥିବାରୁ ତଳକୁ ଆସି ପାରୁନାହିଁ। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ସକାଳୁ ଗ୍ରାମର କିଛି ଲୋକ…
କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ଅସମ୍ଭବ…
ନୂଆଦିଲ୍ଲୀ, ୧୩।୪ : ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପୱାର ଦେଶରେ ଏକ ତୃତୀୟ ମାମ୍ମୁଖ୍ୟ ଗଠନ ନେଇ ବୁଧବାର ଏକ ବଡ଼ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ କଂଗ୍ରେସ ବିନା ତୃତୀୟ ସାମ୍ମୁଖ୍ୟ ସମ୍ଭବ ନୁହେଁ।…
ମିଳିଲା ଶତାଧିକ ଚୋରି ମୋବାଇଲ
ବରଗଡ଼ ଅଫିସ,୧୩ା୪: ବରଗଡ଼ ଜିଲା ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର୍ ସେଲର ସହାୟତା ନେଇ ପୋଲିସ ୧୦୧ଟି ମୋବାଇଲ ଜବତ କରିଛି। ଜବତ ମୋବାଇଲର ସମୁଦାୟ ମୂଲ୍ୟ ୧୧ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ବୁଧବାର…
ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜରଙ୍କ ମୁକ୍ତି ପାଇଁ କେନ୍ଦ୍ର ସରକାରଙ୍କୁ ଏସ୍ସିଙ୍କ ଜବାବ୍ ତଲବ…
ନୂଆଦିଲ୍ଲୀ, ୧୩।୪ : ପାକିସ୍ତାନ ଜେଲରେ ୫୦ ବର୍ଷ ଧରି ବନ୍ଦୀ ଥିବା ମେଜର କନଓ୍ବଲଜିତ୍ ସିଂଙ୍କ ମୁକ୍ତି ନେଇ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ କରିଛନ୍ତି ସୁପ୍ରିମ୍କୋର୍ଟ (ଏସ୍ସି)। ଏହାର ଶୁଣାଣି ୩ ସପ୍ତାହ ପରେ ହେବ ବୋଲି କୋର୍ଟ…
ପ୍ରଧାନମନ୍ତ୍ରୀଙ୍କୁ ‘ଅନ୍ତର୍ଜାତୀୟ ଭିକାରୀ’ କହିଲେ ଏମ୍ପି
ଇସଲାମାବାଦ୍,୧୩।୪: ପାକିସ୍ତାନରେ ରାଜନୈତିକ ସଙ୍କଟ ଶେଷ ହୋଇଛି। ଅନାସ୍ଥା ଭୋଟରେ ପରାଜୟ ପରେ ଇମ୍ରାନ ଖାନ ସରକାର ଗାଦିଚ୍ୟୁତ ହୋଇଛି। ଶେହଓ୍ବାଜ୍ ଶରିଫ ବର୍ତ୍ତମାନ ଦେଶର ନୂତନ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପାକିସ୍ତାନକୁ ଆର୍ଥିକ ସଙ୍କଟରୁ ମୁକ୍ତ କରିବା ପାଇଁ ଶେହଓ୍ବାଜ୍ ଅନ୍ତର୍ଜାତୀୟ…
ପୁଟିନ୍ଙ୍କ ନିକଟତମ ଭିକ୍ଟରଙ୍କୁ ଗିରଫ, ବଦଳରେ ୟୁକ୍ରେନ୍ ନାଗରିକଙ୍କ ମୁକ୍ତି ଦାବି କଲେ ଜେଲେନସ୍କି…
କ୍ୱିଭ୍, ୧୩।୪ : ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିନ୍ଙ୍କ ନିକଟତମ କୁହାଯାଉଥିବା ଭିକ୍ଟର ମେଦଓ୍ବେଦଚୁକ୍ଙ୍କୁ ୟୁକ୍ରେନ୍ ସୈନ୍ୟ ଗିରଫ କରିଛନ୍ତି। ରାଷ୍ଟ୍ରପତି ଭୋଲଡାମିଅର ଜେଲେନସ୍କି ଭିକ୍ଟରଙ୍କ ବଦଳରେ ଅଟକଥିବା ୟୁକ୍ରେନ୍ ନାଗରିକଙ୍କ ମୁକ୍ତି ଦାବି କରିଛନ୍ତି। ଭିକ୍ଟରଙ୍କର ଏକ ଫଟୋ ମଧ୍ୟ…
ପୁଣି ବଢ଼ିଲା ସିଏନ୍ଜି, ପିଏନ୍ଜି ଦାମ୍
ମୁମ୍ବାଇ,୧୩।୪: ପୁଣିଥରେ ସିଏନ୍ଜି ଓ ରନ୍ଧନ ଗ୍ୟାସ୍ ପିଏନ୍ଜି ଦାମ ବୃଦ୍ଧି କରିଛି ମହାନଗର ଗ୍ୟାସ ଲିମିଟେଡ୍ (ଏମ୍ଜିଏଲ୍)। ଏହି ତୈଳ କମ୍ପାନୀ ସିଏନ୍ଜି ଦାମ କେଜି ପିଛା ୫ ଟଙ୍କା ବଢ଼ାଇଥିବା ବେଳେ ପିଏନ୍ଜି ଦର ୪.୫୦ ଟଙ୍କା ବୃଦ୍ଧି…
କର୍ନାଟକ ସ୍କୁଲର ମଧ୍ୟାହ୍ନ ଭୋଜନରେ ସାମିଲ ହେବ ଅଣ୍ଡା
ବେଙ୍ଗାଲୁରୁ,୧୩।୪: କେତେକ ଧାର୍ମିକ ଗୋଷ୍ଠୀ ଏବଂ ସମ୍ପ୍ରଦାୟର ବିରୋଧ ସତ୍ତ୍ୱେ ମଧ୍ୟ କର୍ନାଟକରେ ମଧ୍ୟାହ୍ନ ଭୋଜନରେ ଅଣ୍ଡାକୁ ସାମିଲ କରାଯାଇପାରେ। ଆଗାମୀ ଏକାଡେମିକ ସେସନରେ ଭାଜପା ସରକାର ଏହାକୁ ଆରମ୍ଭ କରିପାରନ୍ତି। ଭାଜପା ସରକାର ଏକ ପାଇଲଟ ପଦକ୍ଷେପ ଉପରେ କାର୍ଯ୍ୟ…
ପୂର୍ବ ୟୁକ୍ରେନ୍କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…
ମସ୍କୋ/କ୍ୱିଭ୍, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍ ଦଖଲ କରିବା ଯୋଜନା କରୁଥିବା ଚେଚେନ୍ୟା କହିଛି। ସେହିପରି ରୁଷିଆ ପୂର୍ବ ୟୁକ୍ରେନ୍ ଦଖଲ କରିବା ଲାଗି ନିଜର…
ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ରେ ବୋମା! ଯାତ୍ରୀଙ୍କୁ ବାହାର କରି ଚାଲିଛି ଯାଞ୍ଚ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସରେ ବୋମା ଥିବା ନେଇ ସୂଚନା ମିଳିଛି। ଏହାପରେ ଟ୍ରେନ୍କୁ ଅଟକାଇ ବମ ସ୍କ୍ବାର୍ଡ ବୁଧବାର ଯାଞ୍ଚ ଆରମ୍ଭ କରିଛି । ମଙ୍ଗଳବାର ଭୁବନେଶ୍ୱରରୁ କୋଣାର୍କ ଏକ୍ସପ୍ରେସ୍ ଛାଡ଼ିଥିଲା। ତେବେ ଏହି ଏକ୍ସପ୍ରେସରେ ବୋମା ଥିବା ଖବର…
Archives


