Home

କୋର୍ଟରେ ହାଜର ହେଲେ ନାହିଁ ରାମ୍‌କୋ କର୍ତ୍ତୃପକ୍ଷ

ଯାଜପୁର ଅଫିସ,୧୪ା୪: ଯେତେ ନୀତିନିୟମ ଉଲ୍ଲଂଘନ କଲେ ବି ଶିଳ୍ପ କାରଖାନା କର୍ତ୍ତୃପକ୍ଷଙ୍କ ପ୍ରତି ସରକାର କେତେ ସହାନୁଭୂତିଶୀଳ ଏକଥା ରାମ୍‌କୋ ସିମେଣ୍ଟ କମ୍ପାନୀ କ୍ଷେତ୍ରରେ ଦେଖିବାକୁ ମିଳୁଛି । ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାଶପୁରଠାରେ ପ୍ରତିଷ୍ଠିତ ରାମ୍‌କୋ ସିମେଣ୍ଟ…

ବରଷକରେ ଥରେ ହୁଏ ବାପ-ପୁଅ ମିଳନ

ବରୀ,୧୪ା୪(ଡି.ଏନ.ଏ.): ପ୍ରତିବର୍ଷ ପଣା ସଂକ୍ରାନ୍ତିରେ ବରୀ ବ୍ଲକ ଅଧୀନ ରତ୍ନଗିରିସ୍ଥିତ ମହାକାଳ ମନ୍ଦିରରେ ବାପ-ପୁଅଙ୍କ ମିଳନ ହୋଇଥାଏ। ଏହି ଦିନ ବିଶ୍ୱପ୍ରସିଦ୍ଧ ବୌଦ୍ଧ କୀର୍ତ୍ତିରାଜି ବିମଣ୍ଡିତ ରତ୍ନଗିରି ପାହାଡ଼ ଉପରେ ଥିବା ଧର୍ମରାଜ ମହାକାଳଙ୍କ ପୀଠରେ ପ୍ରସିଦ୍ଧ ଚାଙ୍ଗୁଡ଼ା ଯାତ୍ରା ଅନୁଷ୍ଠିତ…

ଘନେଇଲା ବିଦ୍ୟୁତ୍‌ ସଙ୍କଟ, ୧୦ ରାଜ୍ୟରେ କୋଇଲା ଅଭାବ…

ନୂଆଦିଲ୍ଲୀ, ୧୪।୪ : ସାରା ଦେଶରେ ତାତି ବଢ଼ିବାରେ ଲାଗିଛି। ଏପରିସ୍ଥଳେ ବିଦ୍ୟୁତ୍‌ ସଙ୍କଟ ଘନେଇବାରେ ଲାଗିଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଞ୍ଜାବ ସମେତ ଦଶଟି ରାଜ୍ୟରେ କୋଇଲା ଅଭାବ ଦେଖାଦେଇଛି। ଖରାଦିନେ ବିଦ୍ୟୁତ୍‌ ଚାହିଦା ବୃଦ୍ଧି ଏବଂ କୋଇଲା ଅଭାବ ଯୋଗୁ…

ଲୁଣାନଦୀର ଜଳସ୍ତର କମୁଛି, ମିଳୁନି ପାଣି

କେନ୍ଦ୍ରାପଡ଼ା ଅଫିସ, ୧୪ା୪: କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର ୨୦୨୧ ଡିସେମ୍ବରଠାରୁ କମିବାରେ ଲାଗିଛି। ଫଳରେ ଆଗାମୀଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ପିଇବା ପାଣି ସମସ୍ୟା ଉଭା ହେବା ସହ ଅବବାହିକାରେ ଥିବା ଚାଷଜମି ପଡିଆ ପଡିବା ଆଶଙ୍କା ଦେଖାଦେଇଛି। ଲୁଣା…

ସ୍ନେହ ବଦଳାଇଦେଲା ନରହନ୍ତା ଦନ୍ତା ‘ରାକେଶ’ର ହିଂସ୍ର ସ୍ବଭାବ

ଢେଙ୍କାନାଳ ଅଫିସ, ୧୪।୪:ଗୋଠରୁ ଅଲଗା ହେବା ପରେ ହୋଇଉଠିଥିଲା ହିଂସ୍ର। ମାରିଥିଲା ମଣିଷ। ମୁଣ୍ଡରେ ବୋହିଥିଲା ନରହନ୍ତାର କଳଙ୍କ। ହିଂସ୍ରପ୍ରବୃତ୍ତିରେ ପରିବର୍ତ୍ତନ ପାଇଁ ଟ୍ରାଙ୍କୁଲାଇଜ୍‌ ହୋଇ ଆସିଲା ଚିଡ଼ିଆଖାନା। ମାସ ମାସ ଧରି ଗୋଡ଼ରେ ପଡ଼ିଲା ବେଡ଼ି। ରଖାଗଲା କ୍ରଲ୍‌ (ସ୍ବତନ୍ତ୍ର…

ଏକାଧିକ ଭୋଟର ତାଲିକାରେ ନାଁ ଥିଲେ କାଟ

ଭୁବନେଶ୍ୱର,୧୪।୪(ବ୍ୟୁରୋ): ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ବୁଧବାର ରାଜ୍ୟର ୩୦ ଜିଲାର ଜିଲାପାଳଙ୍କ ସହ ଭିଡିଓ କନ୍‌ଫରେନ୍ସରେ ନିର୍ଭୁଲ୍‌ ଭୋଟର ତାଲିକା ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ଏହି ଅବସରରେ ଲୋହାନି କହିଛନ୍ତି, ଏକାଧିକ…

୩୯୮ ଆମେରିକୀୟ କଂଗ୍ରେସ ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରୁଷିଆ…

ମସ୍କୋ, ୧୪।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଆମେରିକା ସମେତ ଅନ୍ୟ ପାଶ୍ଚାତ୍ୟ ଦେଶ ରୁଷିଆ ଅର୍ଥନୈତିକ ବ୍ୟବସ୍ଥାକୁ ଦୁର୍ବଳ କରିବା ପାଇଁ କଟକଣା ଲଗାଇଛନ୍ତି। ଏହାର ଜବାବ ଦେଇ ରୁଷିଆ ଆମେରିକା କଂଗ୍ରେସର ୩୯୮…

ସୀମାରେ ୩୦୦ରୁ ଅଧିକ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ…

ଶ୍ରୀନଗର, ୧୪।୪ : ଜମ୍ମୁ-କଶ୍ମୀର ଉପତ୍ୟକାକୁ ଲାଗିଥିବା ଭାରତ ପାକିସ୍ତାନ ଲାଇନ ଅଫ କଣ୍ଟ୍ରୋଲ (ଏଲ୍‌ଓସି) ରେ ଆତଙ୍କବାଦୀମାନେ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ ରହିଛନ୍ତି। ଗୁପ୍ତଚର ଏଜେନ୍ସିର ଇନପୁଟ ଅନୁଯାୟୀ, ଚାରିଟି ଆତଙ୍କବାଦୀ ଲଞ୍ଚ ପ୍ୟାଡ ସୀମା ପାର ପାକିସ୍ତାନ…

ନିଆଁକୁ ଆୟତ୍ତ କରିବା ମୁଖ୍ୟ ଲକ୍ଷ୍ୟ

କୌଣସିଠାରେ ନିଆଁ ଲାଗିଲେ ଦମକଳ ବାହିନୀ ପହଞ୍ଚି ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥାନ୍ତି। ସେମାନଙ୍କ କାର୍ଯ୍ୟ ଏବଂ ଦାୟିତ୍ୱବୋଧକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ଏପ୍ରିଲ୍‌ ୧୪ରେ ଜାତୀୟ ଅଗ୍ନିଶମ ସେବା ଦିବସ ପାଳିତ ହୋଇଥାଏ। ୧୪ ଏପ୍ରିଲ୍‌…

ବୁଚାରେ ୨୫ ଦିନ ବଳାତ୍କାର

କିଭ୍‌, ୧୪ା୪: କିଭ୍‌ ଛାଡ଼ି ରୁଷୀୟ ସୈନ୍ୟ ଚାଲିଯାଇଥିଲେ ହେଁ ୟୁକ୍ରେନ୍‌ ଲୋକଙ୍କ ପ୍ରତି ସେମାନଙ୍କ ବର୍ବରତା ଓ ଅମାନବୀୟ ଅତ୍ୟାଚାର କାହାଣୀ ଏବେ ସାମ୍‌ନାକୁ ଆସିବାରେ ଲାଗିଛି। ରୁଷିଆ ଯୁଦ୍ଧ ଅପରାଧର ଯାଞ୍ଚ କରୁଥିବା ୟୁକ୍ରେନ୍‌ ସମେତ ବାହାର ଦେଶର…

ମୃତଦେହ ଖୋଳି ତନାଘନା

କିଭ୍‌, ୧୪ା୪: ବୁଚା ଗଣହତ୍ୟା ପରେ ରୁଷୀୟ ସୈନ୍ୟଙ୍କ ନରଂସହାରର ପ୍ରମାଣ ପାଇଁ ତଦନ୍ତକାରୀ ଟିମ୍‌ ସେଠାରେ ପହଞ୍ଚି ଯାଞ୍ଚ ଚଳାଇଛନ୍ତି। ଶୁକ୍ରବାରଠାରୁ କିଭ୍‌ର ଫରେନ୍ସିକ୍‌ ଟିମ୍‌ ବୁଚାରେ ପୋତାଯାଇଥିବା ମୃତଦେହ ଖୋଳି ତନାଘନା କରୁଛନ୍ତି। ଏହାସହ ବାହାର ଦେଶର ତଦନ୍ତକାରୀ…

ହଂସଖାଲି ଗଣବଳାତ୍କାର, ହତ୍ୟା: ତେଜିଲା ରାଜନୀତି

କୋଲକାତା/ନୂଆଦିଲ୍ଲୀ,୧୪ା୪: ପଶ୍ଚିମବଙ୍ଗର ନଦୀୟା ଜିଲା ହଂସଖାଲିରେ ଜଣେ ୧୪ ବର୍ଷୀୟା ଝିଅଙ୍କୁ ଗଣବଳାତ୍କାର ଓ ହତ୍ୟା କରାଯିବା ମାମଲାରେ ରାଜନୀତି ସରଗରମ ହେବାରେ ଲାଗିଛି। ବିରୋଧୀ ଭାଜପା ଏହି ପ୍ରସଙ୍ଗରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଟାର୍ଗେଟ କରିଛି। ଭାଜପା ରାଷ୍ଟ୍ରୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri