Home

ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

ଅମୃତସର,୩।୬:ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଶୁକ୍ରବାର ମାନସା ଗ୍ରାମରେ ପହଞ୍ଚି ଗାୟକ ସିଦ୍ଧୁ ମୂସେୱାଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ। ଆଜି ସକାଳ ୮ଟାରେ ମାନସା ଗ୍ରାମରେ ପହଞ୍ଚିବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଗାଁ ଲୋକଙ୍କ ବିରୋଧ ଯୋଗୁ ଏହି କାର୍ଯ୍ୟକ୍ରମ କିଛି…

ଝିଅ ବିଦାୟୀ ସମୟରେ ପିତା କରନ୍ତି ଏପରି ଅଜବ କାମ, କାରଣ ଜାଣିଲେ…

ଦୁନିଆରେ ଭିନ୍ନ ଜାତିର ଲୋକ, ଭିନ୍ନ ଧର୍ମର ଲୋକ ବାସ କରୁଛନ୍ତି। ପ୍ରତ୍ୟେକ ଧର୍ମ ଏବଂ ଅଞ୍ଚଳ ଅନୁଯାୟୀ ରୀତିନୀତି ପରିବର୍ତ୍ତନ ହୁଏ। ଏମିତି ଏକ ପରମ୍ପରା ବିଷୟରେ କହିବୁ ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। କେନିଆ ଏବଂ ତାଞ୍ଜାନିଆରେ ବାସ…

ରାହୁଲଙ୍କୁ ନୂଆ ସମନ ଜାରି କଲା ଇଡି

ନୂଆଦିଲ୍ଲୀ,୩।୬: ନ୍ୟାସନାଲ ହେରାଲ୍ଡ ମାମଲାରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏକ ନୂଆ ସମନ ଜାରି କରିଛି। ମିଳିଥିବା ସୂତ୍ର ଅନୁଯାୟୀ ମନି ଲଣ୍ଡରିଂ ମାମଲାରେ ରାହୁଲଙ୍କୁ ପଚରାଉଚରା ପାଇଁ ଜୁନ ୧୩ରେ ଦିଲ୍ଲୀ…

୨୪ ଘଣ୍ଟାରେ ୭୬୫ଥର ପାଣିକୁ ଡେଇଁ ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଦୁନିଆରେ ଅନେକ ସାହସୀ ଲୋକ ଅଛନ୍ତି, ଯେଉଁମାନେ ଏପରି କିଛି କାର୍ଯ୍ୟ କରନ୍ତି, ଯାହା ଆମେ ଚିନ୍ତା କରିବା ମଧ୍ୟ କଷ୍ଟକର। ଏମିତି ଅସମ୍ଭବ କାର୍ଯ୍ୟ କରି ଦେଖାଇଛନ୍ତି ଫ୍ରାନ୍ସର ଫ୍ରାଙ୍କୋସ୍‌-ମେରି। ୨୪ ଘଣ୍ଟାରେ ୭୬୫ ଥର ପାଣିକୁ ଡେଇଁ ସେ…

ପ୍ରିୟଙ୍କା ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୬: କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ କୋଭିଡ ସଂକ୍ରମିତ ହୋଇଛନ୍ତି। ଶୁକ୍ରବାର ପ୍ରିୟଙ୍କା ଗାନ୍ଧୀ ଟୁଇଟ୍‌ କରି କହିଛନ୍ତି, ‘ମୁଁ କୋଭିଡ ସଂକ୍ରମିତ ହୋଇଛି। କରୋନାର ସାମାନ୍ୟ ଲକ୍ଷଣ ରହିଛି। ମୁଁ କରୋନା ପ୍ରୋଟୋକଲ ଅନୁଯାୟୀ ଘରେ ନିଜକୁ…

ଐତିହାସିକ ବିଜୟ ହାସଲ କଲେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ୍‌ ବିଧାନସଭା ଉପ-ନିର୍ବାଚନ ଫଳାଫଳ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚମ୍ପାୱତ ବିଧାନସଭା ଆସନରୁ ଐତିହାସିକ ବିଜୟ ହାସଲ କରିଛନ୍ତି। ଭାଜପା ପ୍ରାର୍ଥୀ ଧାମି ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ…

ଦ୍ୱିତୀୟ ରାଉଣ୍ଡରେ ବି ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ/ସରଣ୍ଡା,୩ା୬(ଡି.ଏନ୍‌.ଏ.): ବ୍ରଜରାଜନଗର ଉପନିର୍ବାଚନର ଦ୍ୱିତୀୟ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ୧୦,୨୪୮ ଭୋଟ୍‌ ପାଇଥିବା ବେଳେ ଭାଜପା ୨୬୨୩, କଂଗ୍ରେସ ୧୬୯୯ ଏବଂ ସିପିଆଇ ୨୧୨ ଖଣ୍ଡ ଭୋଟ୍‌ ପାଇଛି।

ବିଳାସପୂର୍ଣ୍ଣ କାର୍‌ କିଣିଲେ ଶ୍ରେୟାସ, ଦାମ୍‌ ଜାଣିଲେ…

ମୁମ୍ବାଇ,୩।୬: ଭାରତୀୟ ବ୍ୟାଟ୍ସମ୍ୟାନ ତଥା କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ଅଧିନାୟକ ଶ୍ରେୟାସ ଆୟର ଏକ ବିଳାସପୂର୍ଣ୍ଣ କାର୍‌ କିଣିଛନ୍ତି। ସେ ମର୍ସିଡିଜ- ଏଏମ୍‌ଜି ଜି ୬୩ ୪ମେଟିକ୍‌ ଏସ୍‌ୟୁଭି କିଣିଛନ୍ତି। ଏହି କାରର ମୂଲ୍ୟ ୨.୪୫ କୋଟି ଟଙ୍କା। ଶ୍ରେୟାସ…

୩ ମାସ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୪ ହଜାର ଟପିଲା

ନୂଆଦିଲ୍ଲୀ,୩।୬: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୦୪୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଫଳରେ ଗତ ୩ ମାସ ପରେ ଦେଶରେ…

ଆଗରେ ମୁଖ୍ୟମନ୍ତ୍ରୀ

ଚମ୍ପାୱତ,୩।୬: ଉତ୍ତରାଖଣ୍ଡର ଚମ୍ପାୱତ ଆସନରେ ଉପ-ନିର୍ବାଚନ ପାଇଁ ମତଗଣନା ଚାଲିଛି। ଶୁକ୍ରବାର ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଗଣନାରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଆଗରେ ଅଛନ୍ତି। ଏପର୍ଯ୍ୟନ୍ତ ୮ଟି ରାଉଣ୍ଡ ଗଣତି ଶେଷ ହୋଇଛି। ଭାଜପା ପ୍ରାର୍ଥୀ ଧାମିଙ୍କୁ ଏପର୍ଯ୍ୟନ୍ତ…

ପ୍ରଥମ ରାଉଣ୍ଡ ଗଣନା ଶେଷ, ବିଜେଡି ଆଗୁଆ

ଝାରସୁଗୁଡ଼ା ଅଫିସ,୩ା୬: ବ୍ରଜରାଜନଗର ଉପନିର୍ବାଚନର ପ୍ରଥମ ରାଉଣ୍ଡର ଗଣତି ଶେଷ ହୋଇଛି। ଏହି ରାଉଣ୍ଡରେ ବିଜେଡି ଆଗୁଆ ଥିବା ଜଣାପଡ଼ିଛି। ପ୍ରଥମ ରାଉଣ୍ଡ ଗଣତି ସୁଦ୍ଧା ବିଜେଡି ୪୭୩୩ ଭୋଟ୍‌ ପାଇଥିବା ବେଳେ ଭାଜପା ୧୧୪୪ ଏବଂ କଂଗ୍ରେସ ୧୦୧୪ ଖଣ୍ଡ…

ପରିବାର ବିରୋଧ ସତ୍ତ୍ୱେ ପ୍ରେମିକଙ୍କୁ ଛାଡ଼ିପାରିଲେନି

ଭୁବନେଶ୍ୱର,୩।୬(ବ୍ୟୁରୋ): ବେଙ୍ଗାଲୁରୁରେ ରହୁଥିବା ଏକ ପ୍ରେମୀଯୁଗଳ ଗୁରୁବାର ବିମାନ ଯୋଗେ ଭୁବନେଶ୍ୱର ଆସୁଥିଲେ। ତେବେ ଯୁବତୀଙ୍କ ପରିବାର ଲୋକେ ସେମାନଙ୍କ ବିବାହ ପାଇଁ ରାଜି ନ ଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ଆଶଙ୍କାରେ ଦୁହେଁ କମିଶନରେଟ ପୋଲିସକୁ ଟୁଇଟ କରି ସହାୟତା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri