ଘରେ ଯଦି ମହମବତି ଜାଳିବା…

ଆପଣ ଜାଣନ୍ତି କି ମହମବତି ଛୋଟ ଜିନିଷଟିଏ ହେଲେ ବି ଏହାର କେତେକ ଗୁଣ ରହିଛି, ଯଦ୍ଦ୍ବାରା ଆପଣଙ୍କ ଜୀବନରେ ବଡ଼ ସମସ୍ୟାକୁ ଖୁବ୍‌ ସହଜରେ ସମାଧାନ ହୋଇପାରିବ। ଫେଙ୍ଗ୍‌ଶ୍ୱେ ଅନୁସାରେ ଘରକୁ ଯଦି କୌଣସି ସମସ୍ୟା ଆସୁଥାଏ ତେବେ ଏହାକୁ ଲଗାଇବା ଦ୍ୱାରା ଏହାର ସମାଧାନ ମିଳିଥାଏ।
ଘରେ ମହମବତି ଜଳାଇବା ଦ୍ୱାରା ଘରକୁ ନକାରାତ୍ମକ ଭାବନାରୁ ରକ୍ଷା ମିଳିଥାଏ। ଏଥିସହ ଘରର ଉତ୍ତର ଦିଗରେ ଯଦି ଧଳା କ୍ୟାଣ୍ଡେଲ ଲଗାଇ ରଖାଯାଏ ତେବେ ଘରେ ରହୁଥିବା ଲୋକଙ୍କର ଭାବନା ରଚନାତ୍ମକ ହୋଇଥାଏ।
ଯଦି ଆପଣଙ୍କ ପିଲା ପାଠପଢ଼ାରେ ମନ ଦେଉନି ତେବେ ତା’ ରୁମ୍‌ରେ ଉତ୍ତର ପୂର୍ବ ଦିଗରେ ଗ୍ରୀନ୍‌ କଲର କ୍ୟାଣ୍ଡେଲ ଲଗାନ୍ତୁ। ଏପରି କରିବା ଦ୍ୱାରା ପିଲାର ଏକାଗ୍ରତା ବଢ଼ିବ ଓ ପାଠପଢ଼ାରେ ମନ ଲାଗିବ।
ଯଦି ଘରେ ସୁଖ ଶାନ୍ତି ରଖିବାକୁ ଚାହଁୁଛନ୍ତି ତେବେ ଗୋଲାପି ଓ ହଳଦିଆ କ୍ୟାଣ୍ଡେଲ ଜଳାନ୍ତୁ। ଏପରି କରିବା ଦ୍ୱାରା ଘରର ସମସ୍ତ ସଦସ୍ୟଙ୍କ ମନରେ ଭଲପାଇବା ବଢ଼ିଥାଏ।
ଧଳା କ୍ୟାଣ୍ଡେଲ ଘରେ ଜଳାଇବା ଦ୍ୱାରା ଘରର ବାତାବରଣ ଶାନ୍ତ ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସିଗାରେଟ୍‌ ପିଉଥିବା ବ୍ୟକ୍ତିଙ୍କ ପିଲାମାନଙ୍କ ଶୁକ୍ରାଣୁ ହୋଇଥାଏ କମ୍‌

ନିଶାଦ୍ରବ୍ୟ ସେବନର ଭୟାବହତା ବିଷୟରେ ମାତ୍ରାଧିକ ସମସ୍ତେ ଜାଣିଥିଲେ ସୁଦ୍ଧା ଅନେକ ଏହାକୁ ନିଜର ଜୀବନଚର୍ଯ୍ୟାରେ ସାମିଲ କରିଥାନ୍ତି। ବିଶେଷକରି ପୁଅମାନେ ଏଥିପ୍ରତି ଆକୃଷ୍ଟ ହେବା...

ଝଗଡା ସମୟରେ କେବେ ବି ପାର୍ଟନରଙ୍କୁ କୁହନ୍ତୁ ନାହିଁ ଏହି ୪ କଥା, ନହେଲେ ପଶ୍ଚାତାପ କରିବେ

ବିବାହ ପରେ, ଦମ୍ପତିଙ୍କ ମଧ୍ୟରେ ଟିକିଏ କଥାବାର୍ତ୍ତା ସମ୍ପର୍କ ଭାଙ୍ଗିବାର ଏକ ବଡ଼ କାରଣ ହୋଇଯାଏ। ଯଦିଓ ସମ୍ପର୍କରେ ମଧୁରତା ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ...

ସୁଖୀ ଜୀବନର ମନ୍ତ୍ର

ମହାପୁରୁଷମାନଙ୍କ ଦ୍ୱାରା ଏମିତି କିଛି ନୀତିବାଣୀ କୁହାଯାଇଛି, ଯାହାକୁ ମାନିଲେ ଜୀବନରେ ସଫଳତା ମିଳିବା ସହ ଖୁସି ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଯଥା:...

ସ୍ବପ୍ନରେ ଦେଖୁଛନ୍ତି କି ଏହି ୫ ଜିନିଷ? ଖୁବ୍‌ଶୀଘ୍ର ଫିଟିବ ଭାଗ୍ୟ…

ଭାଗ୍ୟ ସହ ଜଡ଼ିତ ଥାଏ କିଛି ସ୍ବପ୍ନ। ଏନେଇ ସ୍ବପ୍ନ ଶାସ୍ତ୍ରରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ଭାଗ୍ୟ ସମ୍ବନ୍ଧୀୟ ସ୍ବପ୍ନ ଦେଖିବା ଭଲ। ହେଲେ...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ବଢ଼ାନ୍ତୁ ପିଲାଙ୍କ ଉଚ୍ଚତା

ପିଲାଙ୍କ ଖାଦ୍ୟରେ ଠିକ୍‌ ମାତ୍ରାରେ ପୋଷଣ ନ ରହିଲେ ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମିବା ସହିତ ଶାରୀରିକ ବିକାଶ ମଧ୍ୟ ହୋଇ ପାରି ନ...

ଏପରି ଲୋକଙ୍କୁ ଅମୃତଭଣ୍ଡା ଖାଇବା ମନା

ଅମୃତଭଣ୍ଡା ଖାଇଲେ ଶରୀର ପାଇଁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ଏବଂ ଶକ୍ତି ମିଳିଥାଏ। ତେଣୁ ବିଭିନ୍ନ ରୋଗର ଚିକିତ୍ସା ଭାବରେ ଅମୃତଭଣ୍ଡା ଖାଇବା ପାଇଁ ଡାକ୍ତର...

ଋତୁସ୍ରାବ ବ୍ୟତିକ୍ରମର କାରଣ କୋଭିଡ୍‌ ‘ଷ୍ଟ୍ରେସ୍‌’

ନ୍ୟୁୟର୍କ: କୋଭିଡ୍‌ ମହାମାରୀ କାରଣରୁ ବ୍ୟକ୍ତି ବିଶେଷଙ୍କ ଜବନଶୈଳୀରେ ଅନେକ ପରିବର୍ତ୍ତନ ଦେଖାଯାଉଛି। ମହିଳା, ପୁରୁଷ, ଶିଶୁ, ଯୁବକ, କିଶୋର ଏବଂ ବୃଦ୍ଧ ପ୍ରତ୍ୟେକ ବୟସ୍କ...

Advertisement
Archives

Model This Week