Home

ଜୟାଙ୍କ ନମ୍ବରକୁ ଏହି ନାଁରେ ସେଭ୍‌ କରି ରଖଛନ୍ତି ଅମିତାଭ ବଚ୍ଚନ

ଆଜି ବଲିଉଡର ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ୪୯ ତମ ବିବାହ ବାର୍ଷିକୀ। ଏହି ଅବସରରେ ଅମିତାଭ ଏକ ପୁରୁଣା ଫଟୋ ଶେୟାର କରି ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ବର୍ଷ ଦାମ୍ପତ୍ୟ ଜୀବନକୁ ସଫଳତାର ସହ ଆଗେଇ…

ଡାଇବେଟିସର ଶିକାର ହୋଇ ମଧ୍ୟ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଅନେକ ରେକର୍ଡ କରିଥିଲେ ଏହି ବୋଲର୍‌

ପାକିସ୍ତାନର ପୂର୍ବତନ ଅଧିନାୟକ ୱାସିମ ଆକ୍ରାମ ଦୁନିଆର ଶ୍ରେଷ୍ଠ ବାମହାତୀ ପେସର ଭାବରେ ଜଣାଶୁଣା। ଆକ୍ରାମ ଜୁନ ୩, ୧୯୬୬ରେ ପାକିସ୍ତାନର ଲାହୋରରେ ଜନ୍ମଗ୍ରହଣ କରିଥିଲେ। ଆକ୍ରାମଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ୧୯ ବର୍ଷ ଧରି ଚାଲିଥିଲା, କିନ୍ତୁ ଏହି ସମୟ ମଧ୍ୟରେ…

‘ତୁମ ଇଚ୍ଛା ବିନା ପତ୍ରଟେ ହଲେ ନାହିଁ ଆହେ ଜଗନ୍ନାଥ’

ଭୁବନେଶ୍ୱର,୩ା୬(ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ସୁପ୍ରିମକୋର୍ଟରେ ଆଗତ ହୋଇଥିବା ପିଟିଶନ ଶୁକ୍ରବାର ଖାରଜ ହୋଇଯାଇଛି। ଦୁଇଟି ପିଟିଶନ ଖାରଜ ହୋଇଥିବାରୁ ଶ୍ରୀମନ୍ଦିରର ଏକ ଫଟୋ ଶେୟାର କରି ‘ତୁମ ବିନା ପତ୍ରଟେ ବି ହଲେ ନାହିଁ ଆହେ ଜଗନ୍ନାଥ’ ବୋଲି…

‘ଭାରତ ନିକଟରେ ପାକିସ୍ତାନ ବିଭାଜନ ଯୋଜନା’

ଇସଲାମାବାଦ,୩ା୬: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏକ ବିବାଦୀୟ ବିବୃତ୍ତି ଦେଇ ସେ ଏହି ଚର୍ଚ୍ଚାକୁ ଆସିଛନ୍ତି। ଯାହାକୁ ନେଇ ପାକିସ୍ତାନରେ ରାଜନୀତି ତୀବ୍ର ହୋଇଛି। ଇମ୍ରାନ କହିଛନ୍ତି, ଯଦି ସେନା ସଠିକ୍‌ ନିଷ୍ପତ୍ତି…

ଧାମିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୩।୬: ଉତ୍ତରାଖଣ୍ଡର ଚମ୍ପାୱାତ ବିଧାନସଭା ଉପ-ନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ରେକର୍ଡ ୫୪ ହଜାର ୧୨୧ ଭୋଟ ବ୍ୟବଧାନରେ ଜିତିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ନିର୍ମଳା ଗେହତୋଡିଙ୍କୁ ପରାସ୍ତ କରି ଏକ ବଡ଼ ବିଜୟ ହାସଲ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଶ୍ରୀୟାଙ୍କ ଦେଶୀ ଲୁକ୍‌

ମୁମ୍ବାଇ: ଫିଲ୍ମ ଆରଆର୍‌ଆର୍‌ରେ ଅଜୟ ଦେବଗନଙ୍କ ସ୍ତ୍ରୀ ଭୂମିକାରେ ଅଭିନୟ କରିଥିବା ଶ୍ରୀୟା ଶରଣ ଏବେ କାମକୁ ଫେରିଛନ୍ତି। ଏବେ ସେ ଅପ୍‌କମିଂ ଫିଲ୍ମର ଶୁଟିଂ କରୁଛନ୍ତି। ଏହା ମଧ୍ୟରେ ସେ ଶୁଟିଂସେଟ୍‌ର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି।…

ପଡ଼ୋଶୀ ଦେଶରେ ଲୁଚିଛନ୍ତି ହତ୍ୟାକାରୀ

ନୂଆଦିଲ୍ଲୀ,୩।୬: ପଞ୍ଜାବର ପ୍ରସିଦ୍ଧ ଗାୟକ ସିଧୁ ମୁସେଓ୍ବାଲାଙ୍କ ହତ୍ୟା ମାମଲାରେ ଦିଲ୍ଲୀ ଓ ପଞ୍ଜାବ ପୋଲିସ ଦ୍ୱାରା ଚଢ଼ାଉ ଜାରି ରହିଛି। ମିଳିଥିବା ସୂଚନା ଅନୁସାରେ, ସିଧୁଙ୍କ ହତ୍ୟା ପରେ ହତ୍ୟାକାରୀ ଲୁଚିବା ପାଇଁ ପଡ଼ୋଶୀ ଦେଶରେ ଆଶ୍ରୟ ନେଇଛନ୍ତି। ଏହି…

୧୦ ରାଉଣ୍ଡ: ବିଜେଡି ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନର ଭୋଟ ଗଣତି ଜାରି ରହିଛି। ୨୦ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ରାଉଣ୍ଡ ଭୋଟ ଗଣତି ଫଳାଫଳ ଆସିଯାଇଛି। ବିଜେଡି ଆଗୁଆ ଚାଳିଥିବା ବେଳେ ଭାଜପା ଓ କଂଗ୍ରେସ…

ଏହି ଗାଁର ସମସ୍ତ ପରିବାର ଧନୀ, ପ୍ରତ୍ୟେକ ବ୍ୟକ୍ତିଙ୍କ ଦରମା ଜାଣିଲେ…

ସାଧାରଣତଃ ସହର ବଜାରର ଲୋକେ ଚାକିରିଆ ଆଉ ଏମାନଙ୍କ ଦରମା ଅଧିକ ହୋଇଥାଏ। ମାତ୍ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏକ ଗାଁରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ବାର୍ଷିକ ଆୟ ଲକ୍ଷାଧିକ ଟଙ୍କା। ଏହି ଗାଁକୁ ବିଶ୍ୱର ସବୁଠାରୁ ଧନୀ ଗାଁ…

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲା: ପିଟିଶନ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩ା୬: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ମନ୍ଦିର ଚତୁଃପାର୍ଶ୍ୱରେ କରାଯାଉଥିବା ବେଆଇନ ଖନନ ଏବଂ ନିର୍ମାଣକୁ ବିରୋଧ କରି ଆଗତ ଆବେଦନ ଉପରେ ଶୁକ୍ରବାର ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାଲେଞ୍ଜ କରି ଦାୟର…

ରାଜସ୍ଥାନ ପରେ ହରିଆଣା କଂଗ୍ରେସର ଘୋଡ଼ା ବେପାର: ବିଧାୟକଙ୍କୁ ପଠାଗଲା ଛତିଶଗଡ଼

ଚଣ୍ଡିଗଡ଼,୩।୬: ରାଜ୍ୟସଭା ନିର୍ବାଚନ ଯେତିକି ପାଖେଇ ଆସୁଛି କଂଗ୍ରେସ ନିଜର ବିଧାୟକଙ୍କୁ ନେଇ ସେତିକି ସତର୍କ ହେଉଛି। ଜୁନ ୧୦ରେ ହେବାକୁ ଥିବା ରାଜ୍ୟ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଭାଜପା ଏବଂ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଛି। କିନ୍ତୁ…

ମାଡ଼ି ଚାଲିଛି ବିଜେଡି, ୬ଷ୍ଠ ରାଉଣ୍ଡ ସୁଦ୍ଧା ଦଳ ଆଗରେ

ଝାରସୁଗୁଡ଼ା ଅଫିସ,୩।୬: ବ୍ରଜରାଜନଗର ଉପନିର୍ବାଚନ ଭୋଟ ଗଣତି ଶୁକ୍ରବାର ଜାରି ରହିଛି। ୨୦ ରାଉଣ୍ଡ ଭୋଟ ଗଣତି ହେବାକୁ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ଷଷ୍ଠ ରାଉଣ୍ଡ ଭୋଟ ଗଣନା ଶେଷ ହୋଇଛି। ହେଲେ ବିଜେଡି ଆଗକୁ ମାଡି ଚାଲିଥିବା ବେଳେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri