ପ୍ରବାସୀ ଶ୍ରମିକଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ: ୨ ଆହତ
ଶ୍ରୀନଗର,୪ ।୬: କଶ୍ମୀରରେ ଲଗାତାର ଭାବେ ପ୍ରବାସୀଙ୍କୁ ଟାର୍ଗେଟ କରାଯାଉଛି । ଗତ ୨୬ ଦିନ ମଧ୍ୟରେ ଏମିତି ୧୦ଟି ଘଟଣା ଘଟି ସାରିଲାଣି । ଏବେ ଦକ୍ଷିଣ କଶ୍ମୀରର ଶୋପିଆନରେ ପ୍ରବାସୀ ଶ୍ରମିକଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ । ପୋଲିସର…
୭ ଯାଏ ଝଡ଼ବର୍ଷା
ଭୁବନେଶ୍ୱର,୩।୬(ବ୍ୟୁରୋ): ଉତ୍ତର ଉପକୂଳ ଓଡ଼ିଶା ଓ ଉତ୍ତର ପଶ୍ଚିମବଙ୍ଗ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ଆସନ୍ତା ୭ ତାରିଖ ଯାଏ ଝଡ଼ବର୍ଷା ହେବାର ସମ୍ଭାବନା ରହିଛି। ୫ ତାରିଖରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର,…
ଏବେ ‘ତୁର୍କିୟେ’ ନାମରେ ଜଣାଯିବ ‘ତୁର୍କି’
ନୂଆଦିଲ୍ଲୀ, ୩ା୬: ବଦଳିଛି ତୁର୍କୀର ନାମ। ଏବେ ଏହି ଦେଶ ‘ତୁର୍କିୟେ’ ନାମରେ ଜଣାଯିବ। ମିଳିତ ଜାତିସଂଘ ବୁଧବାର ଏହି ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି। ଗତ ଡିସେମ୍ବରରେ ତୁର୍କି ରାଷ୍ଟ୍ରପତି ରିସେପ୍ ତାଇପ ଏରଡଗାନ୍ ତାଙ୍କର ରିବ୍ରାଣ୍ଡିଂ ଅଭିଯାନ ଆରମ୍ଭ କରିଥିଲେ।…
ପିଏଫ୍ ସୁଧ ହାର ଘୋଷଣା କଲା ଇପିଏଫ୍ଓ
ନୂଆଦିଲ୍ଲୀ, ୩ା୬: କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ(ଇପିଏଫ୍ଓ) ୨୦୨୧-୨୨ ବର୍ଷ ପାଇଁ ଆଧିକାରିକ ଭାବେ ସୁଧ ହାର ଘୋଷଣା କରିଛି। ୨୦୨୧-୨୨ ବର୍ଷ ପାଇଁ ଏବେ ୮.୧% ସୁଧ ମିଳିବ। ଗତବର୍ଷ ଏହା ୮.୫% ଥିଲା। ଏହାଦ୍ୱାରା କୋଟି କୋଟି ସରକାରୀ…
ଏହି ୬ ରାଶିର ବ୍ୟକ୍ତି ଭାରି ଜିଦିଆ, କାହା କଥା ଶୁଣନ୍ତି ନାହିଁ…
ଜ୍ୟୋତିଷଶାସ୍ତ୍ରରେ ମୋଟ ୧୨ ରାଶି ଥାଏ। ପ୍ରତ୍ୟେକଟି ରାଶିର ସ୍ବଭାବ ଅଲଗା। ଏଥିଯୋଗୁ ଭିନ୍ନ ରାଶି ଥିବା ବ୍ୟକ୍ତିର ବ୍ୟକ୍ତିତ୍ୱ ଭିନ୍ନ। ତେବେ କିଛି ରାଶି ଅଛି ଯେଉଁଥିରେ ଜନ୍ମିତ ବ୍ୟକ୍ତି ବହୁତ ଜିଦିଆ। ସେ ନିଜ ନିଷ୍ପତ୍ତି ନିଜେ ନେବାକୁ…
ପୁଣି ଟେଲି ପରଦାକୁ ଫେରୁଛନ୍ତି ହିନା !
ବମ୍ବେ: ପୁଣି ଟେଲି ପରଦାକୁ ଫେରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ହିନା ଖାଁ। ନିକଟରେ କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ରେ ନିଜର ଲୁକ୍କୁ ନେଇ ଚର୍ଚ୍ଚାରେ ଥିଲେ ସେ। ଏବେ ସେ ସେଠାରୁ ଫେରି ଛୁଟି କଟାଉଛନ୍ତି। ତେବେ ଦର୍ଶକେ ତାଙ୍କୁ…
ବିବାହ ନ କରି ବି ମା’ ହେଲେ ଏହି ଅଭିନେତ୍ରୀ
ବମ୍ବେ: ମା’ ହେଲେ ଟେଲି ଅଭିନେତ୍ରୀ, ହୋଷ୍ଟ ତଥା ଭିଜେ ଅନୁଷା ଦାଣ୍ଡେକର। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛି। ଅନୁଷା ନିଜେ ଏକ ପୋଷ୍ଟ କରି ପ୍ରଶଂସକଙ୍କୁ ଜଣାଇବା ପରେ ସମସ୍ତେ ଚକିତ ହୋଇଛନ୍ତି। କାରଣଟି ହେଉଛି ଅନୁଷା…
୨୩ତମ ଓଭରରେ ୨୩ ସେକେଣ୍ଡ
ଲର୍ଡସ,୩।୬: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ପୂର୍ବତନ ସ୍ପିନର ଶେନ ଓ୍ବର୍ନ ଆଉ ନାହାନ୍ତି ସତ, ହେଲେ ତାଙ୍କୁ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରଶଂସକମାନେ ମନେ ପକାଉଛନ୍ତି। ଏପରିକି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ…
ହରପ୍ରୀତ ସିଂଙ୍କୁ ଜେଡ୍ ସୁରକ୍ଷା
ଚଣ୍ଡିଗଡ଼,୩।୬: ପଞ୍ଜାବ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକାଲ ତଖତର ଜଥେଡର ଜିଆନି ହରପ୍ରୀତ ସିଂଙ୍କୁ କେନ୍ଦ୍ର ସରକାର ଜେଡ୍ ବର୍ଗର ସୁରକ୍ଷା ଯୋଗାଇଦେଇଛନ୍ତି। ସିଆରପିଏଫ୍ ଦ୍ୱାରା ଜାଥେଡର ହରପ୍ରୀତ ସିଂଙ୍କୁ ଏହି…
କାର୍ତି ଚିଦାମ୍ବରମଙ୍କୁ ଝଟ୍କା: ଅନ୍ତରୀଣ ଜାମିନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ,୩।୬: ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଏମ୍ପି କାର୍ତି ଚିଦାମ୍ବରମଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। କାର୍ତ୍ତିଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ ଆବେଦନକୁ ଶୁକ୍ରବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।…
କୋଭିଡ ଉଲ୍ଲଂଘନକାରୀଙ୍କୁ ବିମାନରୁ ବାହାର କର
ନୂଆଦିଲ୍ଲୀ,୩।୬: କୋଭିଡ ନିୟମ ଉଲ୍ଲଂଘନ ହେଉଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ବିମାନ ବନ୍ଦର ଏବଂ ବିମାନ ଭିତରେ ମାସ୍କ ପରିଧାନକୁ କଡ଼ାକଡି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…
ନିଷ୍ପତ୍ତି ବଦଳାଇଲେ ଧୀରଜ
ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ରିପ୍ଲେସମେଣ୍ଟ ଭାବେ ଖୋଜା ସରିଥିଲା। ପ୍ରଶଂସକ ଏହା ଜାଣିବା ପରେ ଅଭିନେତାଙ୍କ ସହ ଶୋ’…
Archives


