ଧାନ ବିହନ ବୁଣି ବର୍ଷାକୁ ଚାହିଁଛି ଚାଷୀ
ମହାକାଳପଡ଼ା,୧୩ା୬ (ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ ଚାଷୀମାନେ ଜମି ପ୍ରସ୍ତୁତି କରି ଧାନ ବିହନ ବୁଣିବା କାମ ସାରିଲେଣି। ବର୍ଷାକୁ ଅପେକ୍ଷା କରି ଆସି ଆଷାଢ଼ ଧରିଲା। ଆକାଶରୁ ବୁନ୍ଦାଏ ବର୍ଷା ପଡୁନି। ଆକାଶରେ…
ଖର୍ଚ୍ଚ ୨୨ କୋଟି: ଝୁଡ଼ି, କୋଦାଳଟିଏ କିଣାଯାଇନି
କେନ୍ଦ୍ରାପଡ଼ା ଅଫିସ, ୧୩ା୬: କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଚୂନବନ୍ଧ ଗଁାର ଏକ ପୋଖରୀ ଖନନ ହେଉଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍ଜିଏନ୍ଆର୍ଇଜିଏସ୍)ରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ହେଉଛି।…
ସକାଳୁ ସକାଳୁ ଥରିଲା ମେଘାଳୟ…
ଶିଲଂ, ୧୩।୬ : ସୋମବାର ସକାଳ ୬ଟା ୩୨ରେ ଉତ୍ତର ପୂର୍ବ ରାଜ୍ୟ ମେଘାଳୟର ତୁରାରେ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ମାପ କରାଯାଇଥିଲା। ଭୂକମ୍ପ ଯୋଗୁଁ ଧନ…
ଆଇନଗତ ଦ୍ୱନ୍ଦ୍ୱ, ମହିଳା ପୁରୁଷଙ୍କୁ କରିପାରିବେ କି ବଳାତ୍କାର, ହାଇକୋର୍ଟଙ୍କ ମୌଖିକ ଟିପ୍ପଣୀ…
ଥିରୁଭାନନ୍ତପୁରମ୍, ୧୩।୬ : ଜଣେ ମହିଳା ପୁରୁଷକୁ ବଳାତ୍କାର କରିପାରିବ କି? ବଳାତ୍କାର ବିରୋଧରେ ଆଇନ ତାଙ୍କୁ ଦଣ୍ଡ ଦେବା ପାଇଁ ଲିଙ୍ଗ ନିରପେକ୍ଷ ହୋଇପାରେ କି? କେରଳ ହାଇକୋର୍ଟ ଏକ ମାମଲାର ଶୁଣାଣି ବେଳେ ଏହା ପାଇଁ ମୌଖିକ ଟିପ୍ପଣୀ…
ରାଜଧାନୀରେ ବୁଲୁଛି ଚୋରି ବାଇକ୍
ଖୋର୍ଦ୍ଧା ଅଫିସ,୧୩ା୬: ଜଟଣୀ ଥାନା ଅଧୀନ ବଡ଼ତୋଟା ଭୋଇସାହିର ଅଶୋକ ଭଣ୍ଡଙ୍କ ବାଇକ୍ ମେ ମାସରେ ଚୋରି ହୋଇଯାଇଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏଯାବତ ତାଙ୍କ ଚୋରି ବାଇକ୍ ମିଳି ନ ଥିବାବେଳେ ଗତ ୭ତାରିଖରେ ଟ୍ରାଫିକ…
ରୁଷିଆ-ୟୁକ୍ରେନ ଯୁଦ୍ଧ: ଗୁଜରାଟର ଲକ୍ଷ ଲକ୍ଷ ହୀରା ଶ୍ରମିକଙ୍କ ଜୀବନ ଜୀବିକା ପ୍ରଭାବିତ
ମସ୍କୋ/ଗାନ୍ଧୀନଗର,୧୩ ।୬: ରୁଷିଆ-ୟୁକ୍ରେନ ଯୁଦ୍ଧ ସାରା ବିଶ୍ୱରେ କିଛି ନା କିଛି ପ୍ରଭାବ ନିଶ୍ଚିତ ଭାବେ ପକାଇଛି । ଏବେ ଏହାର ପ୍ରଭାବ ଗୁଜରାଟର ହୀଳା ଶିଳ୍ପ ଉପର ପଡିଥିବା ଦେଖାଯାଇଛି । ବିଶେଷ କରି ସ୍ୱରାଷ୍ଟ୍ରର ଗ୍ରାମାଞ୍ଚଳରେ କାମ କରୁଥିବା…
ରୁଷିଆରେ ଓମିକ୍ରନ୍ର ନୂଆ ବିପଜ୍ଜନକ ଭାରିଆଣ୍ଟ ଚିହ୍ନଟ, ୧୬୬ ଆକ୍ରାନ୍ତ ଚିହ୍ନଟ…
ମସ୍କୋ, ୧୩।୬ : ରୁଷିଆରେ ଓମିକ୍ରନର ଏକ ନୂତନ ବିପଜ୍ଜନକ ସବ-ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହା ଅନ୍ୟ ପ୍ରକାର ଅପେକ୍ଷା ଶୀଘ୍ର ବିସ୍ତାର ହୋଇଥାଏ ବୋଲି ବିଶେଷଜ୍ଞ ମତପୋଷଣ କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ଓମିକ୍ରନର ସବ-ଭାରିଆଣ୍ଟ ଅପେକ୍ଷା ଏହି ବିଏ.୪…
ଫ୍ଲାଟ୍ ଦେବା ନାଁରେ ୧୭ ଲକ୍ଷ ଚଳୁ, ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଫ୍ଲାଟ୍ ଦେବାକୁ କହି ୧୭ ଲକ୍ଷ ୬୦ ହଜାର ଟଙ୍କା ନେଲେ। ହେଲେ ଫ୍ଲାଟ୍ ଦେଲେ ନାହିଁ। ଯେତେବେଳେ ଟଙ୍କା ଫେରାଇବାକୁ କହିଲେ, ବିଭିନ୍ନ ପ୍ରକାର ବାହାନାକରି ଦିନ ଗଡାଇବା ସହ ଧମକ ଦେଲେ। ଶେଷରେ ଠକାମିର ଶିକାର ହୋଇଥିବା…
ଆଜି ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ ଅଫିସ, ୧୩ା୬: ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ସେବକ ଦଇତାପତି ସେବକମାନେ ଏହି ଅଣସର ଗୁପ୍ତ ନୀତିକୁ ସମ୍ପାଦନ କରିବେ।…
ସଭିଏ ସମାନ
ଅନ୍ତର୍ଜାତୀୟ ଆଲବିନିଜମ ସଚେତନତା ଦିବସ (ଆଇଏଏଡି) ପ୍ରତିବର୍ଷ ଜୁନ୍ ୧୩ରେ ସାରା ବିଶ୍ୱରେ ଆଲବିନିଜମ ଥିବା ବ୍ୟକ୍ତିଙ୍କ ମାନବିକ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପାଳନ କରାଯାଇଥାଏ। ୨୦୦୦ ଦଶକ ମଧ୍ୟଭାଗରେ, ସର୍ବସାଧାରଣରେ ତାଞ୍ଜାନିଆରେ ଆଲବିନିଜମ ବ୍ୟକ୍ତିମାନଙ୍କ ଉପରେ ହିଂସାତ୍ମକ…
ରଜ ପାଇଁ ସବୁଠି ଉତ୍ସାହ
ଭୁବନେଶ୍ୱର,୧୩।୬(ବ୍ୟୁରୋ): ଦିନକ ପରେ ମଙ୍ଗଳବାରଠାରୁ ଆରମ୍ଭ ହେଉଛି ରଜ ପର୍ବ। ଓଡ଼ିଆ ଘରର ଏହି ମହାନ ପର୍ବକୁ ଏଥର ଧୁମ୍ଧାମ୍ରେ ପାଳନ କରିବାକୁ ପ୍ରସ୍ତୁତ ହେଉଛି ରାଜଧାନୀ ଭୁବନେଶ୍ୱର ସମେତ ସାରା ରାଜ୍ୟ। କରୋନା ମହାମାରୀ ପାଇଁ ୨ବର୍ଷ ହେବ ଫିକା…
ଆଦାନୀଙ୍କ ପାଓ୍ବାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ ମୋଦି
କଲମ୍ବୋ, ୧୩ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ୫ଶହ ମେଗାଓ୍ବାଟ୍ ବିଶିଷ୍ଟ ପବନଚାଳିତ ଏକ ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍କୁ ଦେବା ପାଇଁ ଜୋର ଦେଇଥିବା ନେଇ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ କହିଥିଲେ। ଶ୍ରୀଲଙ୍କା ବିଦ୍ୟୁତ୍…
Archives


