Home

ଭାଲୁ ଆକ୍ରମଣରେ ୨ ମୃତ, ୫ ଗୁରୁତର

ପାରଳାଖେମୁଣ୍ଡି,୨୨ା୬(ଡି.ଏନ୍‌.ଏ.): ଗଜପତି ଜିଲା ଗୋଷାଣୀ ବ୍ଲକ ସୀମାନ୍ତରେ ଭାଲୁ ଆକ୍ରମଣରେ ଦୁଇ ଦିନରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଆହତ ହୋଇଛନ୍ତି। ମୃତକମାନଙ୍କ ପରିଚୟ ମିଳିନଥିବା ବେଳେ ସେମାନେ ପଲାସା ଅଞ୍ଚଳର ବୋଲି ଜଣାପଡ଼ିଛି। ଆନ୍ଧ୍ର ବନ ବିଭାଗ…

ବିକଶିତ-ବିକାଶଶୀଳ ଦେଶ ମଧ୍ୟରେ ମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ, ସିଜେଆଇ…

ନୂଆଦିଲ୍ଲୀ, ୨୧।୬ : ବିକଶିତ ତଥା ବିକାଶଶୀଳ ଦେଶ ମଧ୍ୟରେ ଅନ୍ତର୍ଜାତୀୟମଧ୍ୟସ୍ଥତା ଦ୍ୱାରା ପୃଥିବୀର ସନ୍ତୁଳନ ବଜାୟ ରହିବ ବୋଲି ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଏନ.ଭି.ରମନା ଆହ୍ବାନ ଜଣାଇଛନ୍ତି। ମଙ୍ଗଳବାର ଭାରତର ପ୍ରଧାନ ବିଚାରପତି ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଭଳି…

ଅଗ୍ନିପଥ ଯୋଜନା, ପ୍ରଦର୍ଶନକାରୀ ଯୁବବର୍ଗଙ୍କୁ ସମର୍ଥନ ଦେବ ଚାଷୀ ସଂଗଠନ…

ନୂଆଦିଲ୍ଲୀ, ୨୧।୬ : ଭାରତୀୟ ସେନାରେ ନୂତନ ନିଯୁକ୍ତି ଯୋଜନା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିରୋଧ ଚାଲିଛି। କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ନେଇ ଉତ୍ତରପ୍ରଦେଶର ବିହାରରେ ସବୁଠାରୁ ବଡ ଧରଣର ବିରୋଧ ଦେଖିବାକୁ ମିଳିଛି। ଏହି ସମୟରେ,…

ରଶ୍ମିରେଖାଙ୍କ ଦୁଇ ପୁରୁଷ ବନ୍ଧୁଙ୍କୁ ହେବ ଜେରା

ଭୁବନେଶ୍ୱର,୨୧।୬(ବ୍ୟୁରୋ): ଅଭିନେତ୍ରୀ ରଶ୍ମିରେଖା ଓଝା ଓରଫ ସୋନି(୨୨)ଙ୍କ ରହସ୍ୟଜନକ ମୃତ୍ୟୁକୁ ୪ ଦିନ ବିତିଛି। ପ୍ରାଥମିକ ତଦନ୍ତରୁ ରଶ୍ମିରେଖା ଆତ୍ମହତ୍ୟା କରିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଉଥିବାବେଳେ ପରିବାର ଲୋକେ କିନ୍ତୁ ହତ୍ୟା ଅଭିଯୋଗକୁ ଦୋହରାଇଛନ୍ତି। ଏପରିସ୍ଥିତିରେ ତଦନ୍ତକୁ ଆଗକୁ ବଢ଼ାଇବା…

ମୋବାଇଲ୍‌ରେ ଗେମ୍‌ ଖେଳୁଥିବା ବେଳେ ଫାଟିଲା ବ୍ୟାଟେରୀ

ଗଞ୍ଜାମ,୨୧।୬(ଡି.ଏନ୍‌.ଏ.): ମୋବାଇଲରେ ଗେମ୍‌ ଖେଳୁଥିବା ବେଳେ ବ୍ୟାଟେରୀ ଫାଟି ଆହତ ହୋଇଛନ୍ତି ଜଣେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ବ୍ଲକ ଅଧିନସ୍ଥ ରମ୍ଭା ଥାନା ଝାଟି ପଦର ଗ୍ରାମରେ। ଉକ୍ତ ଗ୍ରାମର ଯୁବକ ରଞ୍ଜନ ସାହୁ ମଙ୍ଗଳବାର ସକାଳେ ମୋବାଇଲରେ ଗେମ୍‌…

ଦ୍ରୌପଦୀ ମୁର୍ମୁ ଭାଜପା ରାଷ୍ଟ୍ରପତି ପ୍ରାର୍ଥୀ…

ନୂଆଦିଲ୍ଲୀ, ୨୧।୬ : ଭାଜପା ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଚୟନ କରାଯାଇଛି। ଭାଜପା ମୁଖ୍ୟାଳୟରେ ସଂସଦୀୟ ବୋର୍ଡ ବୈଠକରେ ଆଲୋଚନା ପରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏନେଇ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଘୋଷଣା କରିଛନ୍ତି।…

ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୨୧।୬: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ବିଭାଗରେ ଭାରତର ସ୍ମୃତି ମନ୍ଧାନା ୮ମ ସ୍ଥାନ ବଜାୟ ରଖିଛନ୍ତି। ତେବେ ବୋଲର୍‌ଙ୍କ ତାଲିକାରେ ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ତଳକୁ ଖସି ୬ଷ୍ଠରେ ପହଞ୍ଚିଛନ୍ତି। ଓ୍ବେଷ୍ଟଇଣ୍ଡିଜ…

ଭାଜପା ସହିତ ମେଣ୍ଟ କଲେ ମିଳିବ ସମର୍ଥନ, କହିଲେ ସିନ୍ଦେ…

ମୁମ୍ବାଇ, ୨୧।୬ : ମହାରାଷ୍ଟ୍ର ସରକାରରେ ସଙ୍କଟ ସୃଷ୍ଟି କରିଥିବା ଏକନାଥ ସିନ୍ଦେଙ୍କ ସହିତ ଆଲୋଚନା ଜାରି ରହିଛି। ସେ କହିଛନ୍ତି ଯେ ରାଜ୍ୟରେ ଶିବସେନାର ପୂର୍ବତନ ସହଯୋଗୀ ଭାଜପା ସହିତ ମେଣ୍ଟ କଲେ ବିଦ୍ରୋହୀ ବିଧାୟକଙ୍କ ସମର୍ଥନ ମିଳିବ। ଆମେ…

ଟି୨୦ ବିଶ୍ୱକପ୍‌ରେ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହୋଇପାରନ୍ତି ଏହି ବୋଲର୍‌: ଗାଭାସ୍କର

ନୂଆଦିଲ୍ଲୀ,୨୧।୬: ଭାରତୀୟ ଦ୍ରୁତ ବୋଲର ହର୍ଷଲ ପଟେଲ ନିଜ ବୋଲିଂ ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ନିଜର ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ହର୍ଷଲଙ୍କୁ ୨୦୨୧ରେ ଭାରତୀୟ ଟି୨୦ ସ୍କ୍ବାର୍ଡରେ ସୁଯୋଗ ମିଳିଥିଲା। ଏଯାବତ ସେ ୧୩ ଅନ୍ତର୍ଜାତୀୟ ମୁକାବିଲା ଖେଳି ୧୮…

ଅଗ୍ନିପଥ ଯୋଜନାକୁ ଓଡ଼ିଶାର ସମର୍ଥନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-କେନ୍ଦ୍ର ସରକାର ଆଣିଥିବା ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଥିବା ବେଳେ କଂଗ୍ରେସ ମଧ୍ୟ ଏହି ଯୋଜନାକୁ ପ୍ରତ୍ୟାହାର କରି ନେବାକୁ ଦାବି କରିଛି। ହେଲେ ରାଜ୍ୟ ସରକାର ଏହି ଯୋଜନାକୁ ସମର୍ଥନ କରିଛନ୍ତି। ରାଜ୍ୟ କ୍ରୀଡ଼ା…

ଗାନ୍ଧିଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ରୋମ ଗସ୍ତ ଆରମ୍ଭ କଲେ ନବୀନ

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱର ସର୍ବପୁରାତନ ସହର ରୋମରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମଙ୍ଗଳବାର ନବୀନ ରୋମର ପିଆଜା ଗାନ୍ଧୀଠାରେ ଥିବା ମହାତ୍ମାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ରୋମ ଗସ୍ତ ଆରମ୍ଭ କରିଛନ୍ତି । ଶାସନ ଓ…

ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ପ୍ରବୃତ୍ତି ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ଦର୍ଶାଉଛି…

ନୂଆଦିଲ୍ଲୀ, ୨୧।୬ : ସମାଜ ତଥା ନୀତିର ଜଟିଳ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଶେଷ ସମାଧାନର ପଥ ହୋଇପାରିବ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ସମାଜ ନିଶ୍ଚିତ ଭାବରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri