Home

ସିସୋଦିଆଙ୍କ ବିରୋଧରେ ୧୦୦ କୋଟିର ମାନହାନୀ ମକଦ୍ଦମା କଲେ ମୁଖ୍ୟମନ୍ତ୍ରୀ ହିମନ୍ତଙ୍କ ସ୍ତ୍ରୀ…

ନୂଆଦିଲ୍ଲୀ, ୨୨।୬ : ଦିଲ୍ଲୀର ଏଏପି ସରକାରଙ୍କ ଅସୁବିଧା ଶେଷ ହେବାର ନା ନେଉନାହିଁ। ବର୍ତ୍ତମାନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରାଯାଇଛି। ଆସାମର ମୁଖ୍ୟମନ୍ତ୍ରୀ ଡକ୍ଟର ହିମନ୍ତ ବିଶ୍ୱ ସରମାଙ୍କ ସ୍ତ୍ରୀ ରିଙ୍କି ଭୁୟାଁ ସରମା…

ବିବାହ ପୂର୍ବରୁ ଶାରୀରିକ ସମ୍ପର୍କକୁ ମନା ହିଁ ପ୍ରକୃତ ପ୍ରେମ, କହିଲେ ପୋପ ଫ୍ରାନ୍ସିସ…

ଭଟିକାନ ସିଟି, ୨୨।୬ : ଖ୍ରୀଷ୍ଟିଆନ ଧର୍ମର ସର୍ବୋଚ୍ଚ ଧାର୍ମିକ ନେତା ପୋପ ଫ୍ରାନ୍ସିସ ତାଙ୍କ ବିବୃତ୍ତି ଯୋଗୁ ଏବେ ଚର୍ଚ୍ଚାର କେନ୍ଦ୍ର ପାଲଟିଛନ୍ତି। ଲାଇମଲାଇଟକୁ ଆସିବାରେ ଲାଗିଛନ୍ତି। ବେଳେବେଳେ ସେ ଏପରି ବିବୃତ୍ତି ଦେଇଥାନ୍ତି ଯାହା ଭାଇରାଲ ହୋଇଥାଏ। କିଛି…

ଶୁଟିଂ ଶେଟ୍‌ରେ ଭେଟିବାକୁ ଆସିଥିବା ପ୍ରଶଂସକଙ୍କ ପ୍ରେମରେ ପଡ଼ିଥିଲେ ଏହି ସାଉଥ୍‌ ଷ୍ଟାର, ଏଭଳି ଥିଲା ଲଭ୍‌ଷ୍ଟୋରୀ

ହାଇଦ୍ରାବାଦ: ତାମିଲ ଫିଲ୍ମଜଗତର ଲୋକପ୍ରିୟ କଳାକାରଙ୍କ ମଧ୍ୟରୁ ଜଣେ ହେଲେ ଜୋସେଫ ବିଜୟ ଚନ୍ଦ୍ରଶେଖର ଓରଫ ଥାଲାପତି ବିଜୟ। ଦୁଇ ଦଶନ୍ଧି ଧରି ସେ ଅଭିନୟ କରି ଆସୁଛନ୍ତି। ସେ ପାଖାପାଖି ୬୫ ଫିଲ୍ମରେ ଅଭିନୟ କରିଥିବା ବେଳେ ସବୁଗୁଡ଼ିକ ହିଟ୍‌…

ରୋବର୍ଟ ଦୁନିଆର ସବୁଠୁ ହାଣ୍ଡସମ୍‌

ଓ୍ବାଶିଂଟନ୍‌, ୨୨।୬: ପରଫେକ୍ଟ ଫେସ୍‌ ଗଠନ ବିଷୟରେ ବିଜ୍ଞାନ ଅନୁସନ୍ଧାନ ପରେ ଇଂଲିଶ ଅଭିନେତା ରୋବର୍ଟ ପାଟିନ୍‌ସନ୍‌ଙ୍କୁ ଦୁନିଆର ସବୁଠାରୁ ହାଣ୍ଡସମ୍‌ ବ୍ୟକ୍ତି ଭାବେ ଘୋଷଣା କରାଯାଇଛି। ସେହିପରି ହଲିଉଡ୍‌ ଅଭିନେତ୍ରୀ ଅମ୍ବର ହର୍ଡଙ୍କ ମୁହଁ ମଧ୍ୟ ବିଶ୍ୱର ସବୁଠୁ ସୁନ୍ଦର…

ବାଇଡେନଙ୍କୁ କଟାକ୍ଷ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌, ୨୨।୬: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ସାଇକେଲରୁ ଖସିପଡ଼ିବାକୁ ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କୁ ଉପହାସ କଲାଭଳି ମନ୍ତବ୍ୟ ଦେଇଛନ୍ତି। ‘ଶପଥ କରୁଛି ମୁଁ ଜୀବନରେ କେବେ ବି ସାଇକେଲ ଚଢ଼ିବି ନାହିଁ’ ବୋଲି ଟ୍ରମ୍ପ୍‌…

ତାଇଓ୍ବାନ ଆକାଶ ମାର୍ଗରେ ୨୯ ଚାଇନା ଯୁଦ୍ଧ ବିମାନ…

ତାଇପେ, ୨୨।୬ : ତାଇୱାନକୁ ଭୟଭୀତ କରିବାକୁ ଚାଇନା ଲଗାତାର ଚେଷ୍ଟା କରୁଛି। ମଙ୍ଗଳବାର ଚାଇନା ତାଇୱାନର ଏୟାର ଡିଫେନ୍ସ ଜୋନକୁ ୨୯ ଯୁଦ୍ଧ ବିମାନ ପଠାଇଛି । ସେଥିମଧ୍ୟରେ ବୋମାବର୍ଷୀ ବିମାନକୁ ମଧ୍ୟ ସାମିଲ କରାଯାଇଥିଲା। କିନ୍ତୁ ତାଇୱାନ ସୈନ୍ୟ…

ଗୁପ୍ତଚରୀ ପାଇଁ ଅନ୍ତର୍ଜାତୀୟ କଲ୍‌କୁ ଲୋକାଲ କଲ୍‌ରେ କରାଯାଉଥିଲା ପରିବର୍ତ୍ତନ

ବେଙ୍ଗାଲୁରୁ,୨୨।୬: ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ପାକିସ୍ତାନକୁ ଦେଉଥିବା ଏକ ର଼୍ୟାକେଟକୁ ଠାବ କରାଯାଇଛି। କର୍ନାଟକ ପୋଲିସ ଓ ସାମରିକ ଗୋଇନ୍ଦା ଅଧିକାରୀଙ୍କ ମିଳିତ ଚଢ଼ାଉ ବେଳେ ର଼୍ୟାକେଟ ଠାବ ହେବା ସହ ଏଥିରେ ସମ୍ପୃକ୍ତ ଜଣକୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି।…

ଥରିଲା ପାକିସ୍ତାନ, ଘରେ ଶୋଇଥିବା ଲୋକେ ଭୟରେ ଦୌଡ଼ିଲେ ବାହାରକୁ…

ଇସଲାମାବାଦ, ୨୨।୬ : ମଙ୍ଗଳବାର-ବୁଧବାର ରାତି ପ୍ରାୟ ୨ଟା ୨୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୧ ଥିଲା। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ମାଲେସିଆର କିଛି ଅଂଶରେ ମଧ୍ୟ ୫.୧ ତୀବ୍ରତାଯୁକ୍ତ…

ଫ୍ରାନ୍ସରେ ୨୫ ଲୋକଙ୍କ ଶ୍ରବଣ ଶକ୍ତି କମୁଛି…

ପ୍ୟାରିସ, ୨୨।୬ : ଆଜିକାଲି, ଅଟୋ, ବସ କିମ୍ବା ମେଟ୍ରୋରେ ହେଉ, ଅନ୍ୟ ପ୍ରତ୍ୟେକ ବ୍ୟକ୍ତି ତାଙ୍କ କାନରେ ଇୟରଫୋନ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି। ତେବେ ଗବେଷକମାନେ କହିଛନ୍ତି ଯେ ଏହା ସ୍ବାସ୍ଥ୍ୟ ପାଇଁ ବିପଜ୍ଜନକ ହୋଇପାରେ। ଫ୍ରାନ୍ସରେ ଏନେଇ…

ଶିବସେନାରେ ବିଦ୍ରୋହ ମଧ୍ୟରେ ଏମ୍‌ଭିଏର ମନ୍ଥନ: ମୁଖ୍ୟମନ୍ତ୍ରୀ ଡକାଇଲେ ଉଚ୍ଚସ୍ତରୀୟ ବୈଠକ

ମୁମ୍ବାଇ,୨୨।୬: ଏକନାଥ ସିନ୍ଦେଙ୍କ ବିଦ୍ରୋହୀ ମନୋଭାବ ଯୋଗୁ ବର୍ତ୍ତମାନ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବର୍ତ୍ତମାନ ଉଦ୍ଧବ ସରକାରଙ୍କ ଉପରେ ଘାରିଥିବା ସଙ୍କଟକୁ ଦୃଷ୍ଟିରେ ରଖି ମହା ବିକାଶ ଅଘାଡି(ଏମଭିଏ)ର ସହଯୋଗୀ ଦଳ ଏବେ ଆକ୍ସନମୁଡରେ ଆସିଯାଇଛି। ଇତିମଧ୍ୟରେ ବୁଧବାର ଦିନ…

ଯୁଦ୍ଧରେ ୩୪ ହଜାର ରୁଷିଆ ସୈନ୍ୟଙ୍କ ମୃତ୍ୟୁ ଘଟିଲାଣି…

ମସ୍କୋ/କ୍ୱିଭ୍‌, ୨୨।୬ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧକୁ ୧୧୯ ଦିନ ବିତିଲାଣି। ୟୁକ୍ରେନର ବାୟୁସେନା ଦାବି କରିଛି ଯେ ରୁଷିଆର ଗୋଟିଏ କ୍ଷେପଣାସ୍ତ୍ର, ଦୁଇଟି ଡ୍ରୋନ ଏବଂ ଦୁଇଟି ଗୁଳି ଡିପୋକୁ ନଷ୍ଟ କରିଦେଇଛି। ୟୁକ୍ରେନ ଏୟାରଫୋର୍ସ ଏହି…

୩ ଲଶ୍କର ଆତଙ୍କବାଦୀଙ୍କ ସହଯୋଗୀ ଗିରଫ, ପାଖରୁ ମିଳିଲା ଚାଇନା ପିସ୍ତଲ…

ଶ୍ରୀନଗର, ୨୨।୬ : ଜମ୍ମୁ-କଶ୍ମୀରରେ ମିଳିତ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଆତଙ୍କବାଦ ବିରୋଧୀ ଅଭିଯାନ ଜାରି ରହିଛି। ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ତିନି ଜଣ ସହଯୋଗୀଙ୍କୁ ଗିରଫ କରିଛନ୍ତି। ଗିରଫ ହୋଇଥିବା ଆତଙ୍କବାଦୀ ସହଯୋଗୀଙ୍କ ନାମ ଆଶିକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri