ଐତିହାସିକ ରେକର୍ଡ, ଏପ୍ରିଲ୍ରେ କାଶୀ ବିଶ୍ୱନାଥ ମନ୍ଦିରକୁ ମିଳିଛି ୫.୪୫ କୋଟି ଦାନ…
ବାରାଣସୀ, ୮।୫ : ଶ୍ରୀ କାଶୀ ବିଶ୍ୱନାଥ ଧାମ ନିର୍ମାଣ ହେବା ପରଠାର ଏକ ମାସ ମଧ୍ୟରେ ସର୍ବାଧିକ ଦାନ ପାଇଁ ଏକ ଐତିହାସିକ ରେକର୍ଡ ହୋଇଛି। ପ୍ରକାଶିତ ତଥ୍ୟ ଅନୁଯାୟୀ, ଏପ୍ରିଲ ମାସରେ ମନ୍ଦିରକୁ ୫.୪୫ କୋଟି ଟଙ୍କାର ଦାନ…
ଦିଲ୍ଲୀ ଗସ୍ତରେ କଂଗ୍ରେସ ନେତା
ଭୁବନେଶ୍ବର,୮।୫(ବ୍ୟୁରୋ): ଦଳୀୟ ହାଇକମାଣ୍ଡଙ୍କ ଡାକରାରେ ଦିଲ୍ଲୀ ଗସ୍ତ କଲେ କଂଗ୍ରେସ ନେତା। ରବିବାର ଶରତ ପଟ୍ଟନାୟକ, ବିଧାୟକ ମହମ୍ମଦ ମୋକିମ, ସୁରେଶ ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା, ରମେଶ ଜେନା, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ…
ଏମିତି ଦ୍ୱୀପ, ଯାହା ଦେଖିବାକୁ କଦଳୀ ପରି
ବିଶ୍ୱରେ ଏମିତି ଏକ ଦ୍ୱୀପ ରହିଛି, ଯାହା ଦେଖିବାକୁ କଦଳୀ ପରି। ଏମିତି ଆକୃତିର ଦ୍ୱୀପ ନାଇଜେରିଆର ଲାଗୋସରେ ରହିଛି। ଏହି ଦ୍ୱୀପର ନାଁ ‘ବାନାନା ଆଇସ୍ଲାଣ୍ଡ୍’। ନାଁ ଶୁଣି ଆପଣ ଭାବିବେନି ଯେ, ଏଠାରେ କଦଳୀ ବୋଧେ ବହୁତ ଚାଷ…
ରାଜ୍ୟର ୪ ବନ୍ଦର ପାଇଁ ୧ ନଂ ବିପଦ ସଙ୍କେତ
ଭୁବନେଶ୍ୱର,୮।୫(ବ୍ୟୁରୋ): ଦକ୍ଷିଣପୂର୍ବ ବଙ୍ଗୋପସାଗରେ ସୃଷ୍ଟ ଅବପାତ ବାତ୍ୟା ‘ଅସାନି’ରେ ପରିଣତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ୧୦ ତାରିଖ ସନ୍ଧ୍ୟାରୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ…
କୁଲଗାମ୍ ଏନ୍କାଉଣ୍ଟର, ପାକିସ୍ତାନୀ ଆତଙ୍କବାଦୀ ନିହତ…
ଶ୍ରୀନଗର, ୮।୫ : ଜମ୍ମୁ-କଶ୍ମୀରର କୁଲଗାମ ଅଞ୍ଚଳରେ ଆତଙ୍କବାଦୀ ଏବଂ ମିଳିତ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି। ଏଥିରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ରବିବାର ସକାଳ ୮ଟା ୫୦ରେ ଏନ୍କାଉଣ୍ଟରରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ…
ହିମାଚଳପ୍ରଦେଶ ବିଧାନସଭା ମୁଖ୍ୟ ଫାଟକରେ ଖଲିସ୍ତାନ ପତାକା…
ଶିମଲା, ୮।୫ : ହିମାଚଳପ୍ରଦେଶର ବିଧାନସଭାର ମୁଖ୍ୟ ଫାଟକରେ ଖାଲିସ୍ତାନ ସମର୍ଥକ ପତାକା ଲଗାଯାଇଛି। ଏନେଇ ଉତ୍ତେଜନା ପ୍ରକାଶ ପାଇଛି। ଧର୍ମଶାଳାରେ ସ୍ଥାନୀୟ ଲୋକ ପ୍ରଶାସନକୁ ଏ ବିଷୟରେ ଅବଗତ କରାଇଥିଲେ। ପରେ ପତାକା ହଟାଇବା ସହିତ ତଦନ୍ତ ଜାରି ରହିଛି।…
ୟୁକ୍ରେନ୍ ଯୁଦ୍ଧକୁ ବିବାଦ ଭାବେ ଉଲ୍ଲେଖ କଲା ଜାତିସଂଘ ସୁରକ୍ଷା ପରିଷଦ…
ନ୍ୟୁୟର୍କ, ୮।୫ : ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ(ୟୁଏନଏସ୍ସି) ପ୍ରଥମ ଥର ପାଇଁଦ୍ ସର୍ବସମ୍ମତି କ୍ରମେ ଏହାର ବିବୃତ୍ତି ଜାରି କରିଛି। ୧୦ ସପ୍ତାହ ଧରି ଚାଲିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ମିଳିତ ଜାତିସଂଘର ସେକ୍ରେଟେରୀ…
ତାଇଓ୍ବାନ ଆକାଶ ମାର୍ଗରେ ଅନୁପ୍ରବେଶ କଲେ ୧୮ ଚାଇନା ବିମାନ…
ତାଇପେଇ ସିଟି, ୮।୫ : ତାଇୱାନର ଆକାଶ ମାର୍ଗରେ ଚାଇନାର ୧୮ଟି ସାମରିକ ବିମାନ ଅନୁପ୍ରବେଶ କରିଛି। ଏନେଇ ତାଇଓ୍ବାନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସାମରିକ ବିମାନ ଗୁଡିକ ତାଇଓ୍ବାନର ବାୟୁ ପ୍ରତିରକ୍ଷା ଜୋନରେ ପ୍ରବେଶ କରିଛି। ଇତିମଧ୍ୟରେ ଚଳିତ…
ସକ୍ରିୟ ମାମଲା ୨୦ ହଜାର ଟପିଲା…
ନୂଆଦିଲ୍ଲୀ, ୮।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଗୋଟିଏ କମ୍ପାନୀରେ ୮୪ ବର୍ଷ
ବୟସ ୧୦୦ ବର୍ଷ। ତଥାପି ସେ ଅଫିସ୍ ଯାଉଛନ୍ତି, ନିଷ୍ଠାର ସହ କାମ କରୁଛନ୍ତି। ସେପୁଣି ଗୋଟିଏ ଅଫିସ୍ରେ ଦୀର୍ଘ ୮୪ ବର୍ଷ ଧରି ଅର୍ଥାତ୍ ୧୯୩୮ରୁ ଆଜିଯାଏଁ କାମ କରି ଆସୁଛନ୍ତି। ତେଣୁ ତାଙ୍କ ନାମ ପୃଥିବୀର ସବୁଠାରୁ ଅନୁଗତ…
ବିଜୟ ଦିବସ ପରେଡ ଅଭ୍ୟାସରେ ଥର୍ମୋନ୍ୟୁକ୍ଲିୟର ମିଶାଇଲ ପ୍ରଦର୍ଶନ କରି ପଶ୍ଚିମ ଦେଶକୁ ଚେତାବନୀ ଦେଲା ରୁଷିଆ
ମସ୍କୋ,୮ ।୫: ଆଉ ମାତ୍ର ଦିନକ ପରେ ରୁଷିଆ ପାଳନ କରିବାକୁ ଯାଉଛି ତା’ର ବିଜୟ ଦିବସ ବା ଭିକ୍ଟ୍ରି ଡେ’ । ଏଥିପାଇଁ ପ୍ରସ୍ତୁତି ଯୋରସୋରରେ ଚାଲିଛି । ବିଜୟ ଦିବସ ପରେଡ ଅଭ୍ୟାସ ସମୟରେ ରୁଷିଆ ପଶ୍ଚିମ ଦେଶକୁ…
୫ ବର୍ଷରେ ୧% ମହିଳାଙ୍କୁ ନିଯୁକ୍ତି
ନୂଆଦିଲ୍ଲୀ,୮।୫: ଭାରତରେ ମାତ୍ର ୩୨% ବିବାହିତା ମହିଳା ଓ ଝିଅ (୧୫ରୁ ୪୯ ବର୍ଷୀୟା) ବିଭିନ୍ନ କ୍ଷେତ୍ରରେ ନିଯୁକ୍ତି ପାଇଛନ୍ତି। ସେମାନଙ୍କ ମଧ୍ୟରୁ ୮୩% ରୋଜଗାର କରୁଥିବାବେଳେ ଅବଶିଷ୍ଟ ୧୫ ପ୍ରତିଶତ ଅର୍ଥ ଉପାର୍ଜନ କରନ୍ତି ନାହିଁ। ଜାତୀୟ ପରିବାର ସ୍ବାସ୍ଥ୍ୟ…
Archives


