Home

ଭାରତରେ ଚତୁର୍ଥ ଲହର ହେବନି ଗୁରୁତର, ବିଶେଷଜ୍ଞଙ୍କ ସୂଚନା…

ନୂଆଦିଲ୍ଲୀ,୨୧।୩ : ଚାଇନାରେ ଓମିକ୍ରନ ଯୋଗୁ ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ସଂକ୍ରମଣକୁ ରୋକିବା ପାଇଁ ସମଗ୍ର ଦେଶରେ ଲକଡାଉନ ପରି ପରିସ୍ଥିତି ସୃଷ୍ଟି ହେବାକୁ ଯାଉଛି । ଅନ୍ୟ କେତେକ ଦେଶରେ ମଧ୍ୟ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ୟୁରୋପରେ…

ପେଟ୍ରୋଲ ପମ୍ପ୍‌ରୁ ୨୦ ଲକ୍ଷ ଲୁଟ୍‌

କେନ୍ଦୁଝର,୨୧ା୩(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ପଦ୍ମପୁର ଅନ୍ତର୍ଗତ ଏକ ପେଟ୍ରୋଲ ପମ୍ପ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ସୋମବାର ୨୦ ଲକ୍ଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ତେଲ ପକାଇବା ବାହାନାରେ ଆସି ୬ ଦୁର୍ବୃତ୍ତ ଏହି ଲୁଟ୍‌ କରିଛନ୍ତି। ସୂଚନାନୁସାରେ, ସକାଳୁ ପଦ୍ମପୁର…

ରୁଷିଆ ଆକ୍ରମଣ ବନ୍ଦ ନ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚିତ…

କ୍ୱିଭ୍‌,୨୧।୩ : ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ଜାରି ରହିଛି। ଏହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ବଡ ବିବୃତ୍ତିି ଦେଇଛନ୍ତି। ଜେଲେନସ୍କି କହିଛନ୍ତି ଯେ ସେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଆଲୋଚନା ପାଇଁ…

୪୦ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୨୧।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍‌ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୫୪୯ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା କମି…

ମାଙ୍କଡ଼ା ପଥର ଚୋରାଚାଲାଣ

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧାରେ ବେଆଇନ ଲଘୁ ଖଣିଜ ଚୋରାଚାଲାଣ ରୋକିବା ପାଇଁ ପ୍ରଶାସନ ପକ୍ଷରୁ ଧରପଗଡ ଜୋରଦାର କରାଯାଇଛି। ପ୍ରଶାସନ ଏବଂ ପୋଲିସ ପକ୍ଷରୁ ଗଠିତ ମିଳିତ ସ୍କ୍ବାଡ୍‌ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଶୁକ୍ରବାର କୁମାରବସ୍ତରେ ବେଆଇନ ଭାବେ…

ଘର, ପାଚେରି ଭାଙ୍ଗିଲା: ଲୋକେ ଭୟଭୀତ

ନିରାକାରପୁର,୨୧।୩(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ସନ୍ଧ୍ୟା ହେଲେ ଖାଦ୍ୟ ଅନ୍ବେଷଣରେ ହାତୀପଲ ଗାଁ ମୁହାଁ ହେଉଛନ୍ତି। ଲୋକଙ୍କ ବାରି ଓ କ୍ଷେତରେ ପଶି ଫସଲ ଖାଇବା ସହ ଦଳଚକଟି ନଷ୍ଟ କରୁଛନ୍ତି।…

ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼, ୧୦୦ରୁ ଅଧିକ ସୈନ୍ୟ ନିହତ…

କ୍ୱିଭ୍‌,୨୧।୩ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ସଙ୍କଟ ଜନକ ହେବାରେ ଲାଗିଛି। ଇତିମଧ୍ୟରେ ରୁଷିଆ ଗଣମାଧ୍ୟମ ସ୍ପୁଟ୍ନିକ ଦାବି କରିଛି ଯେ ୟୁକ୍ରେନ୍‌ର ଜାଇଟୋମିର ଅଞ୍ଚଳର ଏକ ମିଲିଟାରୀ କ୍ୟାମ୍ପ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ ହୋଇଛି।…

ଆଜି ୫୦ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୧ା୩(ବ୍ୟୁରୋ): ରାଜ୍ୟରୁ ସୋମବାର ୪୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୭,୧୯୩ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୨୪ ଜଣ ଚିହ୍ନଟ ହୋଇଥିବା…

‘ଅସାନି’ ଆସିବା ପୂର୍ବରୁ ଭୂକମ୍ପ ଝଟ୍‌କା…

ନୂଆଦିଲ୍ଲୀ୨୧।୩ : ବର୍ଷର ପ୍ରଥମ ସାଇକ୍ଲୋନିକ ଝଡ ‘ଅସାନି’ ଧୀରେ ଧୀରେ ଉପକୂଳବର୍ତ୍ତୀ ଅଞ୍ଚଳ ଆଡକୁ ଗତି କରୁଛି। ରବିବାର ଏହା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ପହଞ୍ଚିଥିଲା। ଏପରିସ୍ଥଳେ ସୋମବାର ସକାଳେ ଏଠାରେ ଭୂକମ୍ପର କମ୍ପନ ମଧ୍ୟ ଅନୁଭୂତ ହୋଇଛି।…

ଇମ୍ରାନଙ୍କ ବିକଳ୍ପ କିଏ ?

ଇସଲାମାବାଦ,୨୧ା୩: ପାକିସ୍ତାନରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ସରକାର ଏବେ ଅଡୁଆରେ ପଡ଼ିଥିବା ଜଣାପଡ଼ିଛି। ଇମ୍ରାନ ସରକାରଙ୍କୁ ଅଳ୍ପ ସଂଖ୍ୟକ ମତ ଆସୁଛି। ତେବେ ତାଙ୍କ ଦଳର ୨୪ ଏମ୍‌ପି ବିପକ୍ଷରେ ଅଛନ୍ତି। ଅନ୍ୟପକ୍ଷରେ ଇମ୍ରାନଙ୍କ ବିରୋଧୀ ବୃଦ୍ଧି ପାଉଥିବାରୁ ପାକିସ୍ତାନୀ ସେନା…

ବୋମାମାଡ଼ ପରେ ସ୍କୁଲରେ ଆଶ୍ରିତ ଲୋକଙ୍କୁ ସ୍ଥାନାନ୍ତର

କ୍ୱିଭ୍‌,୨୧ା୩: ରୁଷିଆ-ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ୨୬ ଦିନ ପୂରିଛି। ତଥାପି ଏହା ଥମିବାର ନାଁ ନେଉନି। ୟୁକ୍ରେନର ଉପକୂଳବର୍ତ୍ତୀ ସହର ମାରିଉପୋଲ ରୁଷିଆ ସୈନ୍ୟମାନେ ଏକ ଆର୍ଟ ସ୍କୁଲ ଉପରେ ରବିବାର ବୋମାମାଡ଼ କରିଥିଲେ। ଯେଉଁଠାରେ ୪୦୦ରୁ ଅଧିକ ଲୋକ…

୭ ବର୍ଷୀୟା ଝିଅକୁ ମା’ର ନିର୍ଯାତନା

ଖୋର୍ଦ୍ଧା ଅଫିସ,୨୧ା୩: ଖୋର୍ଦ୍ଧା ମଧୁସୂଦନ ନଗର ଅଞ୍ଚଳରେ ଜଣେ ୭ବର୍ଷୀୟା ଝିଅକୁ ମା’ ଅକଥନୀୟ ନିର୍ଯାତନା ଦେଉଥିବା ଘଟଣା ସାମ୍ନାକୁ ଆସିଛି। ଦୀର୍ଘଦିନ ହେଲା ଦ୍ୱିତୀୟ ସ୍ବାମୀଙ୍କ ସହ ମା’ ମିଶି ଶିଶୁକନ୍ୟାକୁ ବିଭିନ୍ନ ପ୍ରକାର ନିର୍ଯାତନା ଦେଇଆସୁଥିଲେ। ରବିବାର ସ୍ଥାନୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri