ଗିରଫ ହୋଇ ପାରନ୍ତି ସଞ୍ଜୟ ରାଉତ, ଘରେ ପହଞ୍ଚିଲା ଇଡି
ମୁମ୍ବାଇ,୩୧ ।୭: ମହାରାଷ୍ଟ୍ରର ଶିବସେନା ନେତା ସଞ୍ଜୟ ରାଉତଙ୍କ ଉପରେ ରବିବାର ବଡ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ରବିବାର ସକାଳୁ ସକାଳୁ ସଞ୍ଜୟଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ଟିମ ପହଞ୍ଚିଛନ୍ତି । ଅନୁମାନ କରାଯାଉଛି ସଞ୍ଜୟଙ୍କୁ ଗିରଫ…
ପୁଣିଥରେ କରୋନା ସଂକ୍ରମିତ ହେଲେ ବାଇଡେନ
ୱାଶିଂଟନ,୩୧ ।୭: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ରିପୋର୍ଟ ପୁଣିଥରେ ପଜିଟିଭ ଆସିଛି । ଦ୍ୱିତୀୟ ଥର ଲାଗି ସେ କରୋନାରେ ସଂକ୍ରମିତ ହୋଇଥିବ ଜଣାପଡିଛି । ଏପଟେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ପୁଣିଥରେ ଆଇସୋଲେଶନରେ ରହିବେ । ସୂଚନାଯୋଗ୍ୟ,…
ଜେଲନସ୍କି କହିଲେ ଖାଲି କର ଦୋନେସ୍କ, ଖେରସନରେ ୟୁକ୍ରେନର ଆକ୍ରମଣ
କ୍ୱିଭ,୩୧ ।୭: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୬ମାସ ହୋଇଥିଲେ ବି ଏବେବି ଉଭୟ ପକ୍ଷରୁ ଆକ୍ରମଣ ଜାରି ରହିଛି । ଏବେ ଦୋନେସ୍କରେ ଉଭୟ ଦେଶ ଆକ୍ରମଣକୁ ଯୋରଦାର କରିଛନ୍ତି । ଖେରସନରେ ବି ଭିଷଣ ଯୁଦ୍ଧ ଜାରି ରହିଛି । ଅନ୍ୟପଟେ…
ସଂସଦରେ ଅନୁଶାସନ-ମର୍ଯ୍ୟାଦା ବଜାୟ ରଖିବା ଜରୁରୀ…
ହାଇଦ୍ରାବାଦ୍, ୩୦।୭ : ହାଇଦ୍ରାବାଦ ପବ୍ଲିକ ସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁ ଶନିବାର ସଂସଦର କାର୍ଯ୍ୟକାରିତାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ହାଇଦ୍ରାବାଦର ରାମନ୍ତପୁରରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଛାତ୍ରମାନଙ୍କ ସହିତ…
ଭର୍ଚୁଆଲ ମାଧ୍ୟମରେ ୧.୭୮ କୋଟି ମାମଲାର ହୋଇଛି ଫଇସଲା…
ନୂଆଦିଲ୍ଲୀ, ୩୦।୭ : ପ୍ରଥମ ଅଲ ଇଣ୍ଡିଆ ଜିଲା ଆଇନ ସେବା ପ୍ରାଧିକରଣ ବୈଠକରେ ଯୋଗଦେଇ ସୁପ୍ରିମକୋର୍ଟର ଜଷ୍ଟିସ ଡକ୍ଟର ଡି.ଓ୍ବାଇ. ଚନ୍ଦ୍ରଚୂଡ଼ ନ୍ୟାୟପାଳିକାର ବୈଷୟିକ ପ୍ରଗତି ଉପରେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ଆମର…
ଦରଦାମ୍ ବୃଦ୍ଧି, ୫ ଅଗଷ୍ଟରେ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ କଂଗ୍ରେସ…
ନୂଆଦିଲ୍ଲୀ, ୩୦।୭ : ଦରଦାମ୍ ବୃଦ୍ଧି ନେଇ କଂଗ୍ରେସ ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆବାସ ଘେରାଉ କରିବ। ବ୍ୟାପକ ପ୍ରଦର୍ଶନ କରିବା ସହିତ କଂଗ୍ରେସ ସଂସଦଠାରୁ ରାଷ୍ଟ୍ରପତି ଭବନ ଏବଂ ପ୍ରଧାନମନ୍ତ୍ରୀଙ୍କ ଆବାସ ଘେରାଉ କରିବ ବୋଲି ଘୋଷଣା…
ଆଡଲ୍ଫ ହିଟ୍ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍ରେ ହେଲା ବିକ୍ରି
ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦ ଟଙ୍କାରେ ନିଲାମ କରାଯାଇଛି। ଜର୍ମାନ ଓ୍ବାଚ୍ ଫାର୍ମ ହ୍ୟୁବର୍ ଦ୍ୱାରା ନିର୍ମିତ ଏହି…
ଗୃହଯୁଦ୍ଧ ମୁହାଁ ଇରାକ୍, ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ…
ବାଗଦାଦ୍, ୩୦।୭ : ଇରାକ୍ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ ଶିଆ ଗୋଷ୍ଠୀର ହଜାରେରୁ ଅଧିକସମର୍ଥକ ସଂସଦରେ ପ୍ରବଳ ହଟ୍ଟଗୋଳ କରିଛନ୍ତି। ସେମାନେ ଇରାନ…
୨ ଲକ୍ଷ କୋଟିର ବ୍ୟୟମଞ୍ଜୁରୀ ବିଲ୍ ଗୃହୀତ
ଭୁବନେଶ୍ୱର,୩୦।୭(ବ୍ୟୁରୋ)-୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୨ ଲକ୍ଷ କୋଟି ଟଙ୍କାର ବ୍ୟୟମଞ୍ଜୁରୀ ବିଲ୍ ଶନିବାର ବିଧାନସଭାରେ ଗୃହୀତ ହୋଇଛି। ଏହି ଅବସରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି, ୨ ଲକ୍ଷ କୋଟିରୁ ପ୍ରଶାସନିକ ଖର୍ଚ୍ଚ ନିମନ୍ତେ ୮୯ ହଜାର ୫୬୦ କୋଟି…
କହିବା ଆରମ୍ଭ କଲେ ଭୂକମ୍ପ ଆସିବ, ଉଦ୍ଧବଙ୍କୁ ଶିନ୍ଦେଙ୍କ ଟାର୍ଗେଟ…
ମୁମ୍ବାଇ, ୩୦।୭ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ତାଙ୍କ ଗୋଷ୍ଠୀର ନେତାମାନଙ୍କୁ ଦେଶଦ୍ରୋହୀ ବୋଲି କହିଥିବା ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି। ଉଦ୍ଧବ ଠାକରେଙ୍କୁ ଏକ ପରୋକ୍ଷ ଚେତାବନୀରେ ଶିନ୍ଦେ କହିଛନ୍ତି ଯେ ଯଦି…
ଜିମ୍ବାଓ୍ବେ ଗସ୍ତ ପାଇଁ ଭାରତୀୟ ଦଳ ଘୋଷଣା: ପୁଣି ଧାଓ୍ବନ ହେବେ ଅଧିନାୟକ
ନୂଆଦିଲ୍ଲୀ,୩୦।୭: ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜ ଲାଗି ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଏଥିରେ ଶିଖର ଧାଓ୍ବନଙ୍କୁ ଦଳର ଅଧିନାୟକ କରାଯାଇଛି। ଦଳରେ ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଦ୍ରୁତ ବୋଲର ଦୀପକ ଚହର…
ସିରିଜ୍ ଦୁର୍ଘଟଣା: ୩ ବାଇକ୍, କାର୍କୁ ଧକ୍କା ଦେଲା ବସ୍
ହିଞ୍ଜିଳିକାଟୁ,୩୦ା୭(ଡି.ଏନ୍.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ପୌରାଞ୍ଚଳ ତଥା ୫୯ ନଂ. ଜାତୀୟ ରାଜପଥ ମାଣିକନଗର ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ଯାତ୍ରୀବାହୀ ବସ୍, କାର୍ ଓ ବାଇକ୍ ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ବାଇକ ଚାଳକ ଗୁରୁତର ହୋଇଥିବା ବେଳେ…

