ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ। ଏହି ସମୟରେ, ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଫେବୃଆରୀ ୨୪ଠାରୁ ଯୁଦ୍ଧ ଆରମ୍ଭ ଦିନଠାରୁ…
ଏକାଥରକେ ୟୁକ୍ରେନ୍ର ୧୮ରୁ ଅଧିକ ସହର ଉପରେ ବୋମାବର୍ଷା ଯୋଜନା…
ମସ୍କୋ/କ୍ୱିଭ୍,୨୦।୩ : ରୁଷିଆ ୟୁକ୍ରେନର ୧୮ ରୁ ଅଧିକ ସହରରେ ଏୟାର ଷ୍ଟ୍ରାଇକ କରବାକୁ ଯୋଜନା ପ୍ରସ୍ତୁତ କରିଛି। ଏକାଥରକେ ଏସବୁ ସହରଗୁଡ଼ିକ ଉପରେ ବୋମାବର୍ଷା କରାଯିବାର ଯୋଜନା ହୋଇଛି। ରୁଷିଆର ଯୋଜନା ସମ୍ପର୍କରେ ଜଣାପଡ଼ିବା ପରେ ଏସବୁ ସହରଗୁଡିକରେ କ୍ରମାଗତ…
ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ଆବଶ୍ୟକ ୫୭ ହଜାର କୋଟି…
ଲକ୍ଷ୍ନୌ,୨୦।୩ : ଉତ୍ତରପ୍ରଦେଶରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ଦ୍ୱିତୀୟ ଇନିଂସରେ କିଏ ନୂତନ ଅର୍ଥମନ୍ତ୍ରୀ ହେବେ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। କିନ୍ତୁ ନୂତନ ସରକାରଙ୍କ ପ୍ରଥମ ବଜେଟ ପାଇଁ ପ୍ରସ୍ତୁତ ହେଉଥିବା ଅର୍ଥ ବିଭାଗ ଭାଜପାର ଲୋକ କଲ୍ୟାଣ…
ୟୁକ୍ରେନ୍ ଲାଗି ସହାୟତା ଘୋଷଣା କଲେ ଫେଡେରର୍
ନୂଆଦିଲ୍ଲୀ,୨୦।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୨୫ ଦିନ ବିତିଗଲାଣି। ରୁଷିଆର ଲଗାତାର ରକେଟ ଓ ବୋମା ମାଡରେ ଧ୍ୱଂସ ହୋଇଗଲାଣି ୟୁକ୍ରେନର ଅନେକ ସହର। ଅନେକ ସ୍କୁଲ, କଲେଜ ମଧ୍ୟ ନଷ୍ଟ ହୋଇଗଲାଣି। ଏସବୁ ଭିତରେ…
ନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ନିର୍ଦ୍ଦେଶ ଦେଲେ ପୁଟିନ୍…
ମସ୍କୋ,୨୦।୩ : ରୁଷିଆ ଏବଂ ୟୁକ୍ରେନ୍ ଯୁଦ୍ଧ ୨୫ରେ ପହଞ୍ଚିଛି। ବ୍ରିଟେନର କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧ ଯୋଜନା କରୁଥିବା ସଙ୍କେତ ଦେଇଛନ୍ତି। ପୁଟିନନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍ ପାଇଁ ନିର୍ଦ୍ଦେଶ…
ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ଲୋକେ-ସିଆରପିଏଫ୍ ଯବାନ…
ଶ୍ରୀନଗର,୨୦।୩ : ଜମ୍ମୁ-କଶ୍ମୀରରେ ଏବେ ଆତଙ୍କବାଦୀମାନେ ସାଧାରଣ ଲୋକଙ୍କୁ ଟାର୍ଗେଟ କରିଛନ୍ତି। ଶନିବାର ଆତଙ୍କବାଦୀମାନେ ପୁଲୱାମା ଜିଲାର ସ୍ଥାନୀୟ ଲୋକଙ୍କ ଉପରକୁ ଗୁଳି ଚଳାଇଥିଲେ। ସେ ଗୁରୁତର ଆହତ ହୋଇଛନ୍ତି। ରାତି ପ୍ରାୟ ୯ ଟା ୧୧୦ ସମୟରେ ମହମ୍ମଦ ଆକ୍ରାମ…
କାହିଁକି ଅଲଗା ହୋଇଥିଲେ ସଲମାନ-ଐଶ୍ୱର୍ଯ୍ୟା…
ବମ୍ବେ: ଏକ ସମୟରେ ବଲିଉଡ୍ର ସବୁଠାରୁ ଚର୍ଚ୍ଚିତ ଯୋଡି ମଧ୍ୟରୁ ଜଣେ ଥିଲେ ସୁପରଷ୍ଟାର ସଲମାନ ଖାନ-ଐଶ୍ୱର୍ଯ୍ୟା ରାୟ। ଫିଲ୍ମ ‘ହମ୍ ଦିଲ ଦେ ଚୁକେ ସନମ’ ଶୁଟିଂ ବେଳରୁ ହିଁ ଏହି ପ୍ରେମକାହାଣୀ ଆରମ୍ଭ ହୋଇଥିଲା। ପରେ ପରସ୍ପରକୁ ଦୁଇ…
ମୃତ୍ୟୁ ସଂଖ୍ୟା ପୁଣି ବଢ଼ିଲା…
ନୂଆଦିଲ୍ଲୀ, ୨୦।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୭୬୧ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା ପୁଣି…
‘ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀରରେ ସିଆର୍ପିଏଫ୍ର ଆବଶ୍ୟକତା ପଡ଼ିବ ନାହିଁ’
ଶ୍ରୀନଗର,୨୦।୩: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ(ସିଆର୍ପିଏଫ୍)ର କାର୍ଯ୍ୟର ପ୍ରଶଂସା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଫୋର୍ସ ଯୋଗୁ ଜମ୍ମୁକଶ୍ମୀରରେ ଆତଙ୍କବାଦକୁ ନିୟନ୍ତ୍ରଣ କରାଯାଇପାରିଛି। ଏପରିକି ଆଉ କିଛି ବର୍ଷ ପରେ ଜମ୍ମୁ-କଶ୍ମୀର ଏବଂ ଉତ୍ତରପୂର୍ବ ଅଞ୍ଚଳରେ ସିଆର୍ପିଏଫ୍ ଯବାନଙ୍କ ଆବଶ୍ୟକ…
ପଶ୍ଚିମବଙ୍ଗରେ ଭାଜପା ଏମ୍ପିଙ୍କ ଉପରେ ଆକ୍ରମଣ, ଗାଡ଼ି ଉପରକୁ ବୋମା ଫିଙ୍ଗିଲେ…
କୋଲକାତା,୨୦।୩: ପଶ୍ଚିମବଙ୍ଗରେ ସାଧାରଣ ନିର୍ବାଚନ ଶେଷ ହେବା ପରଠାରୁ ରାଜନୈତିକ ହିଂସାକୁ ନେଇ ଖବର ଶିରୋନାମା ପାଲଟୁଛି। ଭାଜପା ଏମ୍ପିଙ୍କ ଉପରେ ଆକ୍ରମଣ ହୋଇଛି। ଏମ୍ପି ଜଗନ୍ନାଥ ସରକାର ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’ ଦେଖି ଫେରୁଥିବା ବେଳେ ତାଙ୍କ ଗାଡ଼ି…
ନିର୍ବାଚନୀ ପ୍ରତିଶ୍ରୁତି ପୂରଣରେ ବିଫଳତା ପାଇଁ ଦାୟୀ ନୁହନ୍ତି ରାଜନୈତିକ ଦଳ, ହାଇକୋର୍ଟଙ୍କ ରାୟ…
ଆହ୍ଲାବାଦ, ୧୯।୩ : ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି ଯେ ନିର୍ବାଚନ ଘୋଷଣାପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହେବା ପାଇଁ ରାଜନୈତିକ ଦଳଗୁଡ଼ିକୁ ଦାୟୀ କରାଯାଇ ପାରିବ ନାହିଁ। ଏକ୍ଷେତ୍ରରେ ଆଇନ ଅନୁଯାୟୀ କୌଣସି ଦଣ୍ଡବିଧାନର ବ୍ୟବସ୍ଥା ନାହିଁ।…
ପୁଅର ଶକ୍ତ ଚାପୁଡ଼ାରେ ଚାଲିଗଲା ମା’ଙ୍କ ଜୀବନ
ନବରଙ୍ଗପୁର,୧୯ା୩(ବି.ପ୍ର.): ନବରଙ୍ଗପୁର ସ୍ଥାନୀୟ ଦାରୁବନ୍ଧ ସାହି ପ୍ରତାପ ସାଗର (ପୋଖରୀ) ହୁଡ଼ାରେ ନବୀନ ଅମନାତ୍ୟ ଓ ତାଙ୍କ ମା’ ଜେମା ଅମନାତ୍ୟ (୮୦) ଏକ ଝୁପୁଡ଼ି ଘରେ ଦୀର୍ଘଦିନ ହେବ ରହି ଆସୁଥିଲେ। ସବୁବେଳେ ମଦ୍ୟପାନ କରି ମା’ଙ୍କ ସହିତ ଝଗଡ଼ା…
Archives


