Home

ଡେବ୍ୟୁ କରିବେ ଉମରାନ

ଡବଲିନ୍‌,୨୬।୬: ଡବଲିନ୍‌ରେ ଖେଳାଯିବାକୁ ଥିବା ଆୟାରଲାଣ୍ଡ ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ ଆଜି ଅନୁଷ୍ଠିତ ହେଉଛି। ଶେଷ ଏକାଦଶରେ ଟିମ ଇଣ୍ଡିଆ ଉମରାନ ମଲିକଙ୍କୁ ସାମିଲ କରିଛି। ଉମରାନ ତାଙ୍କର ଟି-୨୦ ଅନ୍ତର୍ଜାତୀୟ ଡେବ୍ୟୁ ମ୍ୟାଚ ଖେଳିବେ। ସେ ଜଣେ…

ସୁପ୍ରିମକୋର୍ଟ ଗଲେ ସିନ୍ଦେ ଗୋଷ୍ଠୀ

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଶିବସେନା ବିଦ୍ରୋହୀ ଏକନାଥ ସିନ୍ଦେ ଗୋଷ୍ଠୀ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ବିଦ୍ରୋହୀ ଶିବସେନା ବିଧାୟକଙ୍କ ବିରୋଧରେ ଉପବାଚସ୍ପତି ପଠାଇଥିବା ଅଯୋଗ୍ୟ ନୋଟିସ ବିରୋଧରେ ଏକନାଥ ସିନ୍ଦେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଅଯୋଗ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉପରେ…

ଭାଜପାର ପ୍ରଚଣ୍ଡ ବିଜୟ ପରେ ମୋଦି କହିଲେ…

ନୂଆଦିଲ୍ଲୀ,୨୬।୬: ରାମପୁର ଏବଂ ଆଜମଗଡ ଲୋକ ସଭା ପାଇଁ ହୋଇଥିବା ଉପନିର୍ବାଚନରେ ଏକ ବଡ଼ ଓଲଟପାଲଟ ହୋଇଛି। ଭାଜପା ଏହି ଦୁଇଟି ଆସନକୁ ସମାଜବାଦୀ ପାର୍ଟିଠାରୁ ଛଡ଼ାଇ ନେଇଛି। ରାମପୁରରେ ଭାଜପା ପ୍ରାର୍ଥୀ ଘନଶ୍ୟାମ ଲୋଧି ସମାଜବାଦୀ ପାର୍ଟିର ଅସୀମ ରାଜାଙ୍କୁ…

ଭାଇ ଅର୍ଜୁନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଜାହ୍ନବୀ

ମୁମ୍ବାଇ: ଆଜି ଅର୍ଥାତ୍‌ ଜୁନ୍‌ ୨୬ରେ ବଲିଉଡ୍‌ ଅଭିନେତା ଅର୍ଜୁନ କପୁର ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ସେ ପ୍ୟାରିସରେ ତାଙ୍କ ଲେଡି ଲଭ୍‌ ମଲାଇକା ଆରୋରାଙ୍କ ସହ ଅଛନ୍ତି। ଫଟୋରେ ସେ ତାଙ୍କର…

ବଡ଼ଭାଇଙ୍କ ଜୀବନ ନେଲେ ସାନ

ବାରିପଦା ଅଫିସ,୨୬ା୬: ମୟୂରଭଞ୍ଜ ଜିଲା ବାରିପଦା ସଦର ଥାନା ଅନ୍ତର୍ଗତ ମାଧପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହକୁ କେନ୍ଦ୍ର କରି ବଡ଼ ଭାଇଙ୍କ ଜୀବନ ନେଇଛନ୍ତି ସାନ ଭାଇ। ମୃତକ ଜଣକ ହେଉଛି ମେଘରାୟ ସରେନ(୪୫)। ହତ୍ୟାକାରୀ…

‘ଏବେ ଆଇନଗତ ଲଢେଇ ଆରମ୍ଭ’

ମୁମ୍ବାଇ,୨୬।୬: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ରବିବାର ଶିବସେନା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଛି। ଶିବସେନା ଏମ୍‌ପି ଅରବିନ୍ଦ ସାୱନ୍ତ କହିଛନ୍ତି, ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ପରିସ୍ଥିତି କେବଳ ରାଜନୈତିକ ଲଢେଇ ନୁହେଁ, ବର୍ତ୍ତମାନ ଆଇନଗତ ଲଢେଇ ମଧ୍ୟ…

ବୋଲ୍ଡ ଲୁକ୍‌ରେ ଜ୍ୟାକ୍‌ଲିନ୍‌

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ନାଡିଜ୍‌ ସବୁବେଳେ ନିଜର ହଟ୍‌ ଆଉ ସୁନ୍ଦର ଚେହେରାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ଏବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ବୋଲ୍ଡ ଲୁକ୍‌ରେ ସେ ନଜର ଆସିଛନ୍ତି। ଏହି ଫଟୋରେ ସିନେମା ହଲ୍‌…

୩୦ ବର୍ଷ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କ ପାଇଁ ନୀତି ନିର୍ଦ୍ଧାରଣ ନିର୍ଦ୍ଦେଶ

କଟକ ଅଫିସ,୨୬ା୬: ଦୀର୍ଘ ୩୦ ବର୍ଷରୁ ଅଧିକ ଦିନ ଧରି ସରକାରୀ ଜମିରେ ଚାଷ କରୁଥିବା ଚାଷୀଙ୍କୁ ଜମିର ମାଲିକାନା ପ୍ରଦାନ ପ୍ରସଙ୍ଗରେ ନୀତି ନିର୍ଦ୍ଧାରଣ ପାଇଁ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୬ ମାସ ମଧ୍ୟରେ ଏନେଇ ନୀତିଗତ…

ରାଇମୋହନଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ

ଭୁବନେଶ୍ୱର,୨୬ା୬(ବ୍ୟୁରୋ): ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟାକୁ ୩ ଦିନ ପୂରିଛି। ତେବେ ଏହି ମାମଲାର ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି କମିଶନରେଟ୍‌ ପୋଲିସ। ବର୍ତ୍ତମାନ ସୁଦ୍ଧା ତାଙ୍କ ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ। ଏହି ଘଟଣାରେ ରାଇମୋହନଙ୍କ ଝିଅ, ଜ୍ବାଇଁ…

ଜିତିଲେ ମୁଖ୍ୟମନ୍ତ୍ରୀ

ଅଗରତାଲା,୨୬।୬: ତ୍ରିପୁର ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ମାଣିକ ସାହା ବରଦୋଓ୍ବାଲି ଉପନିର୍ବାଚନରେ ବିଜୟ ହାସଲ କରିଛନ୍ତି। ସେ ନିକଟତମ କଂଗ୍ରେସ ପ୍ରାର୍ଥୀ ଆଶିଷ କୁମାର ସାହାଙ୍କୁ ପରାସ୍ତ କରିଛନ୍ତି। ମାଣିକଙ୍କୁ ୧୬,୮୭୦ ଖଣ୍ଡ ଭୋଟ ମିଳିଥିବାବେଳେ ଆଶିଷଙ୍କୁ ୧୦,୯୩୦ ଖଣ୍ଡ…

ଦଲବୀର କୌରଙ୍କ ପରଲୋକ

ଚଣ୍ଡିଗଡ,୨୬।୬: ଗୁପ୍ତଚର ଅଭିଯୋଗରେ ପାକିସ୍ତାନ ଜେଲ୍‌ରେ ବନ୍ଦୀ ହୋଇ ସେଠାରେ ମୃତ୍ୟୁବରଣ କରିଥିବା ସରବଜିତ ସିଂଙ୍କ ଭଉଣୀ ଦଲବୀର କୌରଙ୍କର ରବିବାର ଦେହାନ୍ତ ହୋଇଛି। ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା। ହୃଦ୍‌ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡିଛି। ୧୯୯୦, ଅଗଷ୍ଟ…

ପ୍ରଥମଥର ପାଇଁ ରଣଜୀ ଚାମ୍ପିୟନ୍‌ ହେଲା ମଧ୍ୟପ୍ରଦେଶ

ବେଙ୍ଗାଲୁରୁ,୨୬।୬: ମଧ୍ୟପ୍ରଦେଶ ଟିମ୍‌ ଫାଇନାଲ ମ୍ୟାଚରେ ମୁମ୍ବାଇକୁ ପରାସ୍ତ କରି ରଣଜୀ ଟ୍ରଫି ୨୦୨୧-୨୨ ଟାଇଟଲ ଜିତିଛି। ମଧ୍ୟପ୍ରଦେଶ ଦଳ ପ୍ରଥମ ଥର ପାଇଁ ଏହି ଟୁର୍ନାମେଣ୍ଟ ଜିତିଛି। ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମଧ୍ୟପ୍ରଦେଶ ମୁମ୍ବାଇକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri