ବ୍ରଜରାଜନଗର ଉପନିର୍ବାଚନ: ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କଲା ବିଜେଡି
ଭୁବନେଶ୍ୱର,୯ା୫(ବ୍ୟୁରୋ): ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ସୋମବାର ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଦିବଂଗତ ବିଧାୟକ କିଶୋର କୁମାର ମହାନ୍ତିଙ୍କ ସ୍ତ୍ରୀ ଶ୍ରୀମତୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ ଭାବେ ଚୟନ…
ଗଞ୍ଜାମକୁ ୬ ଜାତୀୟ ପଞ୍ଚାୟତ ଆଓ୍ବାର୍ଡ, ଟିମ୍କୁ ଶ୍ରେୟ ଦେଲେ ଜିଲାପାଳ
ଛତ୍ରପୁର,୯ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲାକୁ ୬ଟି ଜାତୀୟ ପଞ୍ଚାୟତ ଆଓ୍ବାର୍ଡ-୨୦୨୨ ମିଳିଛି। ସେଥିମଧ୍ୟରେ ଜିଲାର ହିଞ୍ଜିଳି ବ୍ଲକ, ଶେରଗଡ଼ ବ୍ଲକ, ସାରୁ ଓ କେଳୁଆପଲ୍ଲୀ ପଞ୍ଚାୟତକୁ ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ଆଓ୍ବାର୍ଡ ମିଳିଛି। ସେହିପରି କାଇଁଚପୁର ପଞ୍ଚାୟତକୁ ଚାଇଲ୍ଡ ଫ୍ରେଣ୍ଡଲି…
ଶାହିନ ବାଗରେ ବୁଲଡୋଜର, ଭାଜପାକୁ ଘେରିଲା କଂଗ୍ରେସ…
ନୂଆଦିଲ୍ଲୀ, ୯।୫ : ଶାହିନ ବାଗରେ ଅତିକ୍ରମଣ ହଟାଇବା କାର୍ଯ୍ୟ ସୋମବାର ଜାରି ରହିଛି। ଏନେଇ କଂଗ୍ରେସ ଭାଜପାକୁ ଘେରିବା ଆରମ୍ଭ କରିଛି। ଭାଜପା ନିର୍ଦ୍ଦେଶରେ ଏହା କରାଯାଉଥିବା କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଓ କର୍ମୀମାନେ ବୁଲଡୋଜର ସମ୍ମୁଖରେ…
ସ୍କୁଲ ଭ୍ୟାନ୍ରେ ଲାଗିଲା ନିଆଁ
ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲା ବିନିକା ସହର କଲେଜ ଛକଠାରେ ଏକ ସ୍କୁଲ ଭ୍ୟାନ୍ରେ ନିଆଁ ଲାଗି ଯାଇଥିଲା। ସୌଭାଗ୍ୟବଶତଃ ଛାତ୍ରୀଛାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି। ଉଲୁଣ୍ଡା ଥାନା ଶିନ୍ଧୋଲ ଅଞ୍ଚଳରୁ ବିନିକାର ଏକ…
ସୋନାକ୍ଷୀଙ୍କ ନିର୍ବନ୍ଧ ଶେଷ!
ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିବାହକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚା ଜୋର ଧରିଛି। ସେ ଅଭିନେତା ଜାହିର ଇକବାଲଙ୍କୁ ଡେଟ୍ କରୁଥିବା କୁହାଯାଉଛି। ଯଦିଓ ଉଭୟ ଏନେଇ ସ୍ପଷ୍ଟ କରିନାହାନ୍ତି କିନ୍ତୁ ଦୁହିଁଙ୍କୁ ଅନେକଥର ଏକାଠି ଦେଖିବାକୁ…
ଏଲପିଜି ସିଲିଣ୍ଡର ଦାମ୍ ବୃଦ୍ଧି, ସୋସିଆଲ ମିଡ଼ିଆରେ ମୋଦିଙ୍କ ପୁରୁଣା ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ, ୯।୫ : ଦେଶରେ ଦରଦାମ୍ ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପେଟ୍ରୋଲ ଏବଂ ଡିଜେଲ ପରେ ଏବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ପକେଟକୁ ଖାଲକରିି ଦେଇଛି। ରୋଷେଇ ଘରେ…
ଭାରତର ମହାନ୍ ପରମାଣୁ ପରୀକ୍ଷଣ
ବିଗତ ୧୯୯୮ ମସିହା ମେ ୧୧ ତାରିଖ ଥିଲା ଭାରତୀୟ ବୈଜ୍ଞାନିକମାନଙ୍କ ପାଇଁ ଏକ ଗୌରବୋଜ୍ଜ୍ୱଳ ଦିବସ। ଏହି ଦିନ ଭାରତ ସାରା ବିଶ୍ୱକୁ ଆଶ୍ଚର୍ଯ୍ୟ ଚକିତ କରି ରାଜସ୍ଥାନର ପୋଖରାନ ମରୁଭୂମିରେ ପରପର କରି ସମୁଦାୟ ତିନୋଟି ପରମାଣୁ ବୋମା…
ଧୋନୀଙ୍କ ତାତ୍ସଲ୍ୟ: ଦୁନିଆ ଶେଷ ହୋଇଯିବ ନାହିଁ…
ମୁମ୍ବାଇ,୯।୫: ଆଇପିଏଲ ୨୦୨୨ର ୫୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଚତୁର୍ଥ ବିଜୟ ହାସଲ କରିଛି। ସିଏସକେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୯୧ ରନ ବ୍ୟବଧାନରେ ପରାସ୍ତ କରିଛି। ଏହା ମଧ୍ୟ ଚଳିତ ଆଇପିଏଲର ସବୁଠାରୁ ବଡ ବିଜୟ ଥିଲା।…
ଗୁଣି ସନ୍ଦେହରେ ଦମ୍ପତିଙ୍କୁ ଅଖାଦ୍ୟ ଖୁଆଇଲେ
ଫୁଲବାଣୀ ଅଫିସ, ୯ା୫: କନ୍ଧମାଳ ଜିଲା ସାରଙ୍ଗଗଡ଼ ଥାନା ଅଞ୍ଚଳରେ ଗୁଣି ଗାରେଡ଼ି ସନ୍ଦେହ କରି ଏକ ବୃଦ୍ଧ ଦମ୍ପତିଙ୍କୁ ଲୋକେ ଅଖାଦ୍ୟ ଖୁଆଇଛନ୍ତି। ସେମାନେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଲୁହା ଛଡ଼ରେ ମାଡ଼ ମରାଯିବାରୁ ତାଙ୍କ ଡାହାଣ ଗୋଡ଼…
ନଗଡ଼ାରେ ବାଲ୍ୟବିବାହ, ଜନସଂଖ୍ୟା ବଢୁଛି
ଯାଜପୁର ଅଫିସ,୯ା୫: ଆଉ ମାସକ ପରେ ଯାଜପୁର ଜିଲା ନଗଡ଼ାରେ ଶିଶୁ ମୃତ୍ୟୁ ଘଟଣାର ପର୍ଦ୍ଦାଫାସକୁ ୬ ବର୍ଷ ପୂରିବ। ଇତିମଧ୍ୟରେ ରାଜ୍ୟ ସରକାରଙ୍କ ତତ୍ପରତା ଅନୁପାତରେ ବିଭିନ୍ନ ଲୋକହିତକର ଯୋଜନା ସହିତ ନଗଡ଼ାକୁ ରାସ୍ତା ଫିଟିଛି। ତଥାପି ନଗଡ଼ାର ସାମାଜିକ…
ବିରୋଧୀ ଏକତାକୁ ବଡ଼ ଝଟ୍କା,୨୦୨୪ରେ ମହାମେଣ୍ଟରେ ସାମିଲ୍ ହେବାକୁ ମନା କଲେ କେଜ୍ରିଓ୍ବାଲ …
ନୂଆଦିଲ୍ଲୀ, ୯।୫ : ବିରୋଧୀ ଏକତାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି)ର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଝଟକା ଦେଇଛନ୍ତି। ଏଏପି ୨୦୨୪ ଲୋକସଭା ନିର୍ବାଚନରେ କୌଣସି ମହାମେଣ୍ଟରେ ଯୋଗ ଦେବ ନାହିଁ ବୋଲି…
ଡେପୁଟି ସୁପରିଟେଣ୍ଡେଣ୍ଟ୍ଙ୍କୁ ମାଡ଼ ମାରି ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ଫେରାର
ପାଟଣା,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ବିଲା ରାମଚନ୍ଦ୍ରପୁର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଶନିବାର ଇତିହାସ ଭୂଗୋଳ ପରୀକ୍ଷା ସରିବା ପରେ କପିକୁ ପ୍ରଶୟ ନ ଦେବାରୁ ସେଣ୍ଟରର ଡେପୁଟି ସୁପରିଟେଣ୍ଡେଣ୍ଟ ଚିତ୍ତରଞ୍ଜନ ସାହୁଙ୍କୁ ବିଦ୍ୟାଳୟ ସମ୍ମୁଖ ଗେଟ ନିକଟରେ ମାଡ଼…
Archives


