Home

ବାପା ହେଲେ ଟେଲିପରଦାର ଏହି ହ୍ୟାଣ୍ଡସମ୍‌ ଅଭିନେତା

ବମ୍ବେ: ବାପା ହେଲେ ଟେଲି ପରଦାର ଲୋକପ୍ରିୟ ଧାରାବାହିକ ‘କୁଣ୍ଡଲୀ ଭାଗ୍ୟ’ ଫେମ୍‌ ଧୀରଜ ଧୁପର। ତାଙ୍କ ପତ୍ନୀ ବିନ୍ନି ଅରୋରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଇନ୍‌ଷ୍ଟାଗ୍ରାମ ଜରିଆରେ ପ୍ରଶଂସକଙ୍କ ସହ ଖୁସିଖବର ବାଣ୍ଟିଛନ୍ତି। ଏହାପରଠାରୁ ସାଥୀ…

ବରବରା ରାଓଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୦।୮ : ମହାରାଷ୍ଟ୍ରରେ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କବି ୮୪ ବର୍ଷ ବୟସ୍କ ପି. ବରବରା ରାଓଙ୍କୁ ସ୍ବାସ୍ଥ୍ୟ ଆଧାରରେ ସୁପ୍ରିମକୋର୍ଟ ବୁଧବାର ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରାଯାଇଥିଲା।…

ବୋମ୍ମାଇ ଜଣେ କାଠକଣ୍ଢେଇ ମୁଖ୍ୟମନ୍ତ୍ରୀ, କଂଗ୍ରେସର କଡ଼ା ସମାଲୋଚନା…

ବେଙ୍ଗାଲୁରୁ, ୧୦।୮ : କର୍ନାଟକ ଚର୍ଚ୍ଚା ଜୋର ଧରିଛି ଯେ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବଦଳ କରାଯିବା ସହିତ ଭାଜପା ପକ୍ଷରୁ ଦଳର ରାଜ୍ୟ ୟୁନିଟରେ ପରିବର୍ତ୍ତନ ଅଣାଯିବାର ସମ୍ଭାବନା ରହିଛି। ତେବେ ଦଳର ନେତାମାନେ ଏଭଳି ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଏଥି…

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ ଟେନିସ୍‌ରୁ ଦୂରେଇ ଆଉ ଏକ ସନ୍ତାନ ଜନ୍ମ କରିବା ସହିତ ନିଜର ବ୍ୟବସାୟ ଉପରେ…

ଛେତ୍ରୀ, ମନୀଷା ପ୍ଲେୟର ଅଫ୍‌ ଦି ଇୟର

ନୂଆଦିଲ୍ଲୀ,୧୦ା୮(ପି.ଟି.): ଭାରତ ପୁରୁଷ ଫୁଟ୍‌ବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ ମଙ୍ଗଳବାର ସର୍ବଭାରତୀୟ ଫୁଟ୍‌ବଲ ମହାସଂଘ (ଏଆଇଏଫ୍‌ଏଫ୍‌) ଦ୍ୱାରା ବର୍ଷର ଶ୍ରେଷ୍ଠ ପୁରୁଷ ଖେଳାଳି ବିବେଚିତ ହୋଇଛନ୍ତି। ସେ ୭ମ ଥର ପାଇଁ ଏହି ପୁରସ୍କାର ଜିତିଛନ୍ତି। ଅନ୍ୟପକ୍ଷରେ ମହିଳା ବର୍ଗରେ…

ଭାରତୀୟ ମହିଳା ଦଳକୁ ରୌପ୍ୟ ପଦକ

ଭୁବନେଶ୍ୱର, ୧୦ା୮ (କ୍ରୀଡ଼ା ପ୍ରତିନିଧି): ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ଏସିଆ ରଗ୍‌ବୀ ସେଭେନ୍ସ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତୀୟ ଦଳରେ କିସ୍‌ର ୩ ଖେଳାଳି ହୁପି ମାଝି, ତରୁଲତା ନାଏକ ଓ ଦୁମୁନି ମାର୍ଣ୍ଡି…

ପ୍ରତି ଘରେ ତ୍ରିରଙ୍ଗା ଗରିବଙ୍କ ଉପରେ ବୋଝ ନ ହେଉ, ବରୁଣ ଗାନ୍ଧୀଙ୍କ କଟାକ୍ଷ…

ନୂଆଦିଲ୍ଲୀ, ୧୦।୮ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ନୀତି ବିରୋଧରେ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିବା ଭାଜପା ଏମ୍‌ପି ବରୁଣ ଗାନ୍ଧୀ ପୁଣି ଥରେ ସରକାରୀ ନୀତି ଉପରେ ଆଘାତ କରିଛନ୍ତି। ଏଥର ଭାରତ ଗାନ୍ଧୀ ମୋଦି ସରକାରଙ୍କ ପ୍ରତି…

ରେଣୁକାଙ୍କୁ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ଦୁବାଇ,୧୦ା୮(ପି.ଟି.): ଭାରତୀୟ ପେସ୍‌ ବୋଲର ରେଣୁକା ସିଂ ମଙ୍ଗଳବାର ପ୍ରକାଶିତ ଆଇସିସି ଟି୨୦ ମହିଳା ର଼୍ୟାଙ୍କିଙ୍ଗରେ କ୍ୟାରିୟର ଶ୍ରେଷ୍ଠ ୧୮ତମ ସ୍ଥାନ ଅଧିକାର କରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର ହୋଇଥିଲେ। ବର୍ମିଂହାମ୍‌ ଗେମ୍ସରେ ସେ ୧୧ଟି…

ଯୌନଶୋଷଣ ଅଭିଯୋଗରେ ରେସିଂ କୋଚ ବାସନ୍ଦ

ଲଣ୍ଡନ,୧୦ା୮(ପି.ଟି): ଯୌନ ଶୋଷଣ ଅଭିଯୋଗରେ ଇଂଲଣ୍ଡ ରେସିଂ ଦଳର କୋଚ ଟୋନି ମିନିଚିଏଲୋଙ୍କୁ ଆଜୀବନ ବାସନ୍ଦ କରାଯାଇଛି। ଦୀର୍ଘ ୧୫ ବର୍ଷର କ୍ୟାରିୟର ମଧ୍ୟରେ ଏକାଧିକ ଖେଳାଳିଙ୍କ ସହିତ ଅସଦାଚରଣ କରିଥିବା ପ୍ରମାଣିତ ହେବା ପରେ ୟୁକେ ଆଥଲେଟିକ୍ସ ପରିଚାଳନା ବୋର୍ଡ…

ଡୋପିଂ: ଟେନିସ ଖେଳାଳି ମାର୍ଟିନ ସସ୍‌ପେଣ୍ଡ

ଲଣ୍ଡନ, ୧୦ା୮(ଏପି): ଟେନିସ ଖେଳାଳି ଆନ୍ଦ୍ରେଜ ମାର୍ଟିନ ଏକ ପ୍ରତିଯୋଗିତା ବେଳେ ହୋଇଥିବା ଡୋପ୍‌ ଟେଷ୍ଟରେ ବିଫଳ ହେବାରୁ ମଙ୍ଗଳବାର ତାଙ୍କୁ ସସ୍‌ପେଣ୍ଡ କରାଯାଇଛି। ସ୍ଲୋଭାକିଆର ଏହି ୩୨ ବର୍ଷୀୟ ଖେଳାଳିଙ୍କର ଗତ ଜୁନ୍‌ରେ ତାଙ୍କ ଦେଶର ଏକ ଦ୍ୱିତୀୟ ପାହ୍ୟା…

ପ୍ରଭାକର ନେପାଳ କ୍ରିକେଟ ଦଳ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୧୦ା୮(ପି.ଟି.): ପୁବୁଡୁ ଦାସାନାୟକେଙ୍କ ସ୍ଥାନରେ ପୂର୍ବତନ ଅଲରାଉଣ୍ଡର ମନୋଜ ପ୍ରଭାକର ନେପାଳ କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ପାଇଛନ୍ତି। ଦାସାନାୟକେ ଜୁଲାଇରେ ତାଙ୍କ ପଦ ତ୍ୟାଗ କରିଛନ୍ତି। ସେ କାନାଡା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦରୟିତ୍ୱ ଗ୍ରହଣ…

ଭାରତ ମହିଳା ‘ଏ’, ପୁରୁଷ ‘ବି’ ଦଳକୁ ବ୍ରୋଞ୍ଜ

ମାମାଲ୍ଲାପୁରମ, ୧୦ା୮(ପି.ଟି.): ଚେନ୍ନାଇର ମାମାଲ୍ଲାପୁରମଠାରେ ଚେସ୍‌ ଅଲିମ୍ପିଆଡ୍‌ର ୪୪ତମ ସଂସ୍କରଣ ମଙ୍ଗଳବାର ଶେଷ ହୋଇଛି। ଏଥିରେ ଭାରତର ମୋଟ ୬ଟି ଦଳ ଅଂଶଗ୍ରହଣ କରିଥିବାବେଳେ ମହିଳା ‘ଏ’ ଏବଂ ପୁରୁଷ ‘ବି’ ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତରେ ପ୍ରଥମଥରପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?