Posted inଖେଳ

ଅବସର ପ୍ଲାନ୍‌ ଘୋଷଣା କଲେ ସେରେନା

ନ୍ୟୁୟର୍କ,୧୦ା୮(ପି.ଟି): ୨୩ଟି ଗ୍ରାଣ୍ଡସ୍ଳାମ ଚାମ୍ପିୟନ ସେରେନା ଓ୍ବିଲିୟମ୍ସ ଟେନିସ୍‌ ଛାଡିବା ନେଇ ପରୋକ୍ଷରେ ସୂଚନା ଦେଇଛନ୍ତି। ଅବସର ସମ୍ପର୍କରେ ସିଧାସଳଖ ସୂଚନା ଦେଇ ନଥିଲେ ହେଁ ଟେନିସ୍‌ରୁ ଦୂରେଇ ଆଉ ଏକ ସନ୍ତାନ ଜନ୍ମ କରିବା ସହିତ ନିଜର ବ୍ୟବସାୟ ଉପରେ ଧ୍ୟାନ କେନ୍ଦ୍ରିତ କରିବା ସପକ୍ଷରେ ସେରେନା ମତ ଦେଇଛନ୍ତି। ମଙ୍ଗଳବାର ଭୋଗ୍‌ ମାଗାଜିନରେ ସେରେନାଙ୍କ ଏକ ସ୍ତମ୍ଭରୁ ଏହି କଳ୍ପନା ଜଳ୍ପନା ଆରମ୍ଭ ହୋଇଥିଲା। ଅବସର ଶବ୍ଦଟି ମୋତେ ଠିକ୍‌ ଲାଗେ ନାହିଁ। ଚଳିତ ମାସରେ ମୁଁ ୪୧ ବର୍ଷରେ ପାଦଦେବି ତେଣୁ ଟେନିସରୁ ଦୂରେଇ ଅନ୍ୟ କିଛି ଜିନିଷ ଉପରେ ମୁଁ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହିଁବି। ଅଗଷ୍ଟ ୨୯ରୁ ଆରମ୍ଭ ହେଉଥିବା ୟୁଏସ୍‌ ଓପନର ପ୍ରସ୍ତୁତି ପାଇଁ ସେରେନା ଚଳିତ ସପ୍ତାହରେ ଟରଣ୍ଟୋରେ ଏକ ହାର୍ଡକୋର୍ଟ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ପ୍ରଫେସନାଲ ଏରାରେ ସେ ସର୍ବାଧିକ ୨୩ଟି ଗ୍ରାଣ୍ଡସ୍ଲାମ୍‌ ଟାଇଟଲ୍‌ ହାସଲ କରିଛନ୍ତି। ୨୪ ଟାଇଟଲ ସହିତ ମାର୍ଗାରେଟ୍‌ କୋର୍ଟ ପ୍ରଥମ ସ୍ଥାନରେ ରହିଥିଲେ ହେଁ ଏଥିମଧ୍ୟରୁ କିଛି ଟୁର୍ନାମେଣ୍ଟ ଓପନ ଏରାରେ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇରେ ଧୋନୀ: ଆଇପିଏଲ୍‌ ପାଇଁ ସିଏସ୍‌କେ ଟ୍ରେନିଂ କ୍ୟାମ୍ପ ୯ରୁ

ଚେନ୍ନାଇ, ୫ା୩ (ପି.ଟି.)-ଆସନ୍ତା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ ପାଇଁ ଚେନ୍ନାଇନ ସୁପର କିଙ୍ଗ୍ସ (ସିଏସ୍‌କେ)ର ଟ୍ରେନିଂ କ୍ୟାମ୍ପ ମାର୍ଚ୍ଚ ୯ରୁ ଆରମ୍ଭ ସମ୍ଭାବନା...

ନୂଆ ଆଇପିଏଲ ଦଳ ପାଇଁ ଇ-ବିଡିଂ ଯୋଜନା କରୁଛି ବିସିସିଆଇ

ମୁମ୍ବାଇ,୧୪।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅକ୍ଟୋବର ୧୭ ତାରିଖରେ ଦୁଇ ନୂଆ ଆଇପିଏଲ ଦଳ ଲାଗି ବିଡିଂ ପ୍ରକ୍ରିୟା ଆୟୋଜନ କରାଯିବ। ତେବେ...

ତିସିତ୍‌ସିପାସ୍‌ ପ୍ରି-କ୍ୱାର୍ଟରରେ

ପ୍ୟାରିସ, ୧ା୬ (ଏଏଫ୍‌ପି)-ଷ୍ଟିଫାନସ ତିସିତ୍‌ସିପାସ୍‌ ଦୀର୍ଘ ୮୩ ବର୍ଷ ବ୍ୟବଧାନରେ ପ୍ରଥମ ଗ୍ରୀକ୍‌ ଖେଳାଳି ହିସାବରେ ଫ୍ରେଞ୍ଚ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ଚତୁର୍ଥ ରାଉଣ୍ଡରେ...

ଏନ୍‌ସିଏ କ୍ୟାମ୍ପ ପାଇଁ ଓଡ଼ିଶାରୁ ୫ ମନୋନୀତ

ଭୁବନେଶ୍ୱର, ୧୫ା୩(କ୍ରୀଡ଼ା ପ୍ରତିନିଧି): ନିକଟରେ ଶେଷ ହୋଇଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଘରୋଇ ସିଜନରେ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶାର ୫ ଖେଳାଳି...

୪.୫ ମିଲିୟନ ଟଙ୍କା ଜରିମାନା ଦେଲେ ଆକମଲ

କରାଚି,୨୭।୫(ପି.ଟି.): ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ୪.୫ ମିଲିୟନ ଅର୍ଥାତ ୪୫ ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି। ପିସିବିର...

ମ୍ୟାନ ଅଫ ସିରିଜ’ ଟ୍ରଫିକୁ ଏହି ଖେଳାଳିଙ୍କୁ ଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ସିଡନୀ,୯।୧୨: ଅଷ୍ଟ୍ରେଲିଆ ବିପକ୍ଷ ଟି -୨୦ ସିରିଜରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି ନଟରାଜନ ପ୍ରାଧାନ୍ୟ ବିସ୍ତାର କରିଥିଲେ। ପାଣ୍ଡ୍ୟା ବ୍ୟାଟ ନଟରାଜନ ବଲରେ ଯାଦୁ...

ଏକମାତ୍ର ଭାରତୀୟ ଦ୍ରୁତ ବୋଲର ଭାବେ ଏହି ସଫଳତା ପାଇଛନ୍ତି ଶ୍ରୀନାଥ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟ୍‌ ଦଳରେ ବର୍ତ୍ତମାନ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ...

ବେୟର୍ନ ମ୍ୟୁନିକ୍‌ର ଟ୍ରେନିଂ ଆରମ୍ଭ

ବର୍ଲିନ, ୭ା୪ (ଏଏଫ୍‌ପି)- ବୁଣ୍ଡେସ୍‌ଲିଗାର ଅନ୍ୟତମ ଅଗ୍ରଣୀ ଫୁଟ୍‌ବଲ ଟିମ୍‌ ବେୟର୍ନ ମ୍ୟୁନିକ୍‌ ସୋମବାରଠାରୁ ଏହାର ଟ୍ରେନିଂ କାର୍ଯ୍ୟ ଆରମ୍ଭ କରିଛି। କରୋନା ଭାଇରସ୍‌ ପାଇଁ...

Advertisement
Archives

Model This Week