ନବନୀତଙ୍କ ଘର ଉପରେ ବୁଲ୍ଡୋଜର ଚାଲିବା ଆଶଙ୍କା…
ମୁମ୍ବାଇ, ୨୧।୫ : ଲାଉଡ ସ୍ପିକର ଏବଂ ହନୁମାନ ଚାଳିଶା ବିବାଦ ମଧ୍ୟରେ ଶିବସେନାଙ୍କ ଆଗରେ ହାରିଯାଇଥିବା ରାଣା ଦମ୍ପତିଙ୍କ ସମସ୍ୟା ହ୍ରାସ ପାଇବା ଭଳି ମନେ ହେଉନାହିଁ। ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ପରେ ଜେଲ ଯାଇଥିବା…
ଦେଶରେ କରୋନାର ଚତୁର୍ଥ ଲହର ନେଇ ଏମ୍ସ୍ର ପୂର୍ବତନ ନିର୍ଦ୍ଦେଶକ ଦେଲେ ଏଭଳି ଉତ୍ତର…
ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣର ଚତୁର୍ଥ ଲହର ନେଇ ଏମ୍ସ୍ର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ଏମସି ମିଶ୍ର କହିଛନ୍ତି ଯେ ତୃତୀୟ ଲହରରେ କରୋନା ମାମଲା ଲକ୍ଷ ଲକ୍ଷରେ ପହଞ୍ଚିବା ପରେ ସଂକ୍ରମଣର ଗତି ବନ୍ଦ ହୋଇଯାଇଥିଲା।…
‘ସବୁ ପରିସ୍ଥିତି ସାମ୍ନା କରିବାକୁ ଆମେରିକା ପ୍ରସ୍ତୁତ’
ଓ୍ବାଶିଂଟନ,୨୧।୫: ଆମେରିକାର ରାଷ୍ଟ୍ରପତି ଜୋ- ବାଇଡେନ ଏବଂ ଦକ୍ଷିଣ କୋରିଆ ପ୍ରତିପକ୍ଷ ୟୋନ ସୁକ୍-ୟୋଲଙ୍କ ମଧ୍ୟରେ ପ୍ରଥମ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ସମୟ ମଧ୍ୟରେ ଉଭୟ ଦେଶର ମୁଖ୍ୟ ଉତ୍ତର କୋରିଆକୁ ବନ୍ଦ କରିବା ଏବଂ ଏକାଠି ନୂଆ…
ପାଶ୍ଚାତ୍ୟ ଦେଶ କରୁଛନ୍ତି ସାଇବର ଆକ୍ରମଣ…
ମସ୍କୋ, ୨୧।୫ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ପରେ ତାଙ୍କ ଦେଶ ପାଶ୍ଚାତ୍ୟ ଦେଶରୁ ସାଇବର ଆକ୍ରମଣର ସମ୍ମୁଖୀନ ହେଉଛି। ଏହି ଆକ୍ରମଣ ସଫଳତାର ସହ ରୋକାଯାଉଛି ବୋଲି ସେ କହିଛନ୍ତି।…
ଶୂନ କୋଭିଡ ନୀତି ନେଇ ଜିନ୍ପିଙ୍ଗ୍ଙ୍କ କଡ଼ା କଟକଣା, ପାଲଟିଛି ସମ୍ମାନର ପ୍ରଶ୍ନ…
ବେଜିଂ, ୨୧।୫ : କରୋନାର ଓମିକ୍ରନ ଭାରିଆଣ୍ଟ୍ ଯୋଗୁ ଚାଇନାରେ ଆତଙ୍କ ସୃଷ୍ଟି ହୋଇଛି। ସାଂଘାଇ ସହର ଏବେ ଏନେଇ ସଙ୍କଟ ଦେଇ ଗତି କରୁଛି। ଏପରିସ୍ଥଳେ ଚାଇନାରେ ଶୂନ କୋଭିଡ ନୀତି ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ପାଇଁ ଏକ ସମ୍ମାନର…
ଯୋଗୀ ସରକାରଙ୍କୁ କେନ୍ଦ୍ରର ଚେତାବନୀ, ବକେୟା ନଦେଲେ ବିଦ୍ୟୁତ୍ କଟାଯିବ…
ନୂଆଦିଲ୍ଲୀ, ୨୧।୫ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କଡ଼ ାଚେତାବନୀ ଦିଆଯାଇଛି। ରାଜ୍ୟ ସରକାର 9692 କୋଟି ଟଙ୍କାର ଶକ୍ତି ଉତ୍ପାଦନକାରୀ କମ୍ପାନୀ (ଜେନକୋ) ଏବଂ କୋଇଲା ଇଣ୍ଡିଆର ବକେୟା ୯୬୯୨ କୋଟି ଟଙ୍କାର…
ଆଇପିଏଲ୍ ଫାଇନାଲରେ ରିଲିଜ ହେବ ‘ଲାଲ୍ ସିଂ ଚଡ୍ଢ଼ା’ର ଟ୍ରେଲର୍
ବମ୍ବେ: ବଲିଉଡ୍ର ମିଷ୍ଟର ପର୍ଫେକ୍ସନିଷ୍ଟ ଆମିର ଖାନ ସବୁବେଳେ କିଛି ନା କିଛି ନୂଆ କରିଥାନ୍ତି। ଭିନ୍ନ ଚରିତ୍ରରେ ଅଭିନୟଠାରୁ ଆରମ୍ଭ କରି ଫିଲ୍ମର କାହାଣୀ, ପ୍ରଚାର ଏବଂ ମାର୍କେଟିଂ ପ୍ରତି ସେ ଗୁରୁତ୍ୱ ଦେଇଥାନ୍ତି। ଏବେ ସେଭଳି କିଛି ପ୍ରୟୋଗ…
ମୋଦିଙ୍କ ରଣନୀତିରେ ରାଜସ୍ଥାନ ନିର୍ବାଚନ ଲଢ଼ିବ ଭାଜପା
ଜୟପୁର,୨୧।୫: ଭାଜପା ପାଇଁ ମୋଦି ମ୍ୟାଜିକ୍ କାମ କରୁଥିବାରୁ ରାଜସ୍ଥାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାବମୂର୍ତ୍ତିରେ ନିର୍ବାଚନ ଲଢ଼ିବାକୁ ଯାଉଛି ଦଳ। ଶନିବାର ଦଳର ରାଜ୍ୟ ଅଧ୍ୟକ୍ଷ ସତୀଶ ପୁନିଆ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ବର୍ତ୍ତମାନ କେନ୍ଦ୍ରୀୟ ନେତୃତ୍ୱରେ…
ସକ୍ରିୟ ମାମଲା ୧୫ ହଜାର ତଳେ, ଦୈନିକ ମୃତ୍ୟୁ ସଂଖ୍ୟା ୨୫…
ନୂଆଦିଲ୍ଲୀ, ୨୧।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ…
ଜେଲ୍ରେ ପ୍ରଥମ ରାତି କାଟିଲେ ସିଦ୍ଧୁ
ଚଣ୍ଡିଗଡ଼,୨୧।୫: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଜେଲ୍କୁ ପଠାଇ ଦିଆଯାଇଛି। ଏହାପରେ ଜେଲ୍ରେ ତାଙ୍କର ପ୍ରଥମ ରାତି କଟିଛି। ସିଦ୍ଧୁଙ୍କୁ ପଟିଆଲା କେନ୍ଦ୍ରୀୟ ସଂଶୋଧନ ଗୃହକୁ ପଠାଯାଇଛି। ଏଠାରେ ତାଙ୍କୁ…
ଭାଜପା କିରୋସିନ୍ ଛିଞ୍ଚିବା କାମ କରୁଛି
ଲଣ୍ଡନ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବର୍ତ୍ତମାନ ବ୍ରିଟେନରେ ଅଛନ୍ତି। ଶୁକ୍ରବାର ସେ ଲଣ୍ଡନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ‘ଆଇଡିଆ ଫର୍ ଇଣ୍ଡିଆ’ ସମ୍ମିଳନୀରେ ଭାଗ ନେଇଥିଲେ। ଏହି ଅବସରରେ ସେ ଭାଜପା ଉପରେ ବର୍ଷି କଡ଼ା ଟିପ୍ପଣୀ ରଖିଛନ୍ତି। ସେ କହିଛନ୍ତି,…
ଦୁଇଟି ପର୍ଯ୍ୟାୟରେ ରାଜ୍ୟ ସଭା ଭୋଟ: ୨୪ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି
ଭୁବନେଶ୍ୱର,୨୧।୫(ବ୍ୟୁରୋ): ରାଜ୍ୟ ସଭା ନିର୍ବାଚନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ହେବ। ରାଜ୍ୟ ସଭା ଏମ୍ପି ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ସରିଛି। ଫଳରେ…
Archives


