Home

ଚିନି କଳ ପୁନରୁଦ୍ଧାରରେ ସରକାର ବିଫଳ

ଭୁବନେଶ୍ବର,୨୫ା୭(ବ୍ୟୁରୋ): ରାଜ୍ୟରେ ମୋଟ ୫ଟି ସମବାୟ ଭିତ୍ତିକ ଶିଳ୍ପ ଥିବାବେଳେ ମାତ୍ର ଗୋଟିଏ ଚାଲିଛି। ବିଧାନସଭାରେ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାଏକ ରଖିଥିବା ଉତ୍ତରରୁ ହିଁ ସମବାୟ ଭିତ୍ତିକ ଶିଳ୍ପଗୁଡିକର ଉନ୍ନତୀକରଣ ଲାଗି ସରକାରଙ୍କ ଆନ୍ତରିକତା କେତେ ରହିଛି ସେକଥା…

ଭାରତକୁ ମଙ୍କିପକ୍ସ ବିପଦ

ନୂଆଦିଲ୍ଲୀ, ୨୫ା୭: ଦେଶରେ ଗତ ୧୪ ତାରିଖରେ କେରଳରୁ ପ୍ରଥମ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରଠାରୁ ଏହି ଭୂତାଣୁଜନିତ ରୋଗ ଧୀରେ ଧୀରେ ମାଡ଼ିବାରେ ଲାଗିଲାଣି। ରବିବାର ଦିଲ୍ଲୀରୁ ଜଣେ ୩୪ ବର୍ଷୀୟ ଯୁବକ ସଂକ୍ରମିତ ହେବା ପରେ ମୋଟ…

ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷା ଜରୁରୀ

ନୂଆଦିଲ୍ଲୀ,୨୫ା୭: ପ୍ରକୃତି ମାତା ସଙ୍କଟରେ ପଡ଼ିଛି। ଜଳବାୟୁ ସଙ୍କଟ ପୃଥିବୀର ଭବିଷ୍ୟତକୁ ବିପଦରେ ପକାଇପାରେ। ତେଣୁ ଆଗାମୀ ପିଢ଼ି ପାଇଁ ପରିବେଶ ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ରବିବାର ଜାତି ଉଦ୍ଦେଶ୍ୟରେ ନିଜ ବିଦାୟୀ ଅଭିଭାଷଣରେ କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।…

କେନ୍ଦୁଝର ଜିଲାର ୩ ହାଇସ୍କୁଲକୁ ଅପ୍‌ଗ୍ରେଡ୍‌

କେନ୍ଦୁଝର,୨୫ା୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩ଟି ହାଇସ୍କୁଲକୁ ଅପ୍‌ଗ୍ରେଡ୍‌ କରି ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ ୨ କଳା)ରେ ପରିଣତ କରାଯାଇଛି। ଓଡ଼ିଶା ସ୍କୁଲ ଏଜୁକେଶନ ପ୍ରୋଗ୍ରାମ ଅଥରିଟି ପକ୍ଷରୁ ଚିଠି ନମ୍ବର ୮୮୦୭/୧୯ା୭ା୨୨ରେ ରାଜ୍ୟର ୫୭ ସ୍କୁଲକୁ ଅପ୍‌ଗ୍ରେଡ୍‌ କରଯାଇଥିବା…

ଆଧାର-ଭୋଟର କାର୍ଡ ଲିଙ୍କ୍‌ ଶୁଣାଣି ଆଜି

ନୂଆଦିଲ୍ଲୀ,୨୫ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ସୁପ୍ରିମକୋର୍ଟରେ କଂଗ୍ରେସ ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି। ବିରୋଧୀ ଦଳର ଯୁକ୍ତି ହେଲା, ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା କୌଣସି ବିତର୍କରେ ପାର୍ଲାମେଣ୍ଟରେ ଆଇନ…

ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ: ପ୍ରଜ୍ଞା ମିଶ୍ର ରାଜ୍ୟ ଟପ୍ପର

ଭୁବନେଶ୍ୱର,୨୫।୭(ବ୍ୟୁରୋ): କାଉନ୍‌ସିଲ ଫର୍‌ ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ୍‌ ଏକ୍‌ଜାମିନେଶନ (ସିଆଇଏସ୍‌ଇ) ଦ୍ୱାରା ପରିଚାଳିତ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ ରବିବାର ପ୍ରକାଶ ପାଇଛି। ଚଳିତବର୍ଷ ଓଡ଼ିଶାର ପାସ୍‌ ହାର ଅଧିକ ରହିଛି। ଦେଶରେ ପାସ୍‌ ହାର ୯୯.୩୮% ଥିବାବେଳେ ଓଡ଼ିଶାରେ…

ଦିନିକିଆ ରିମାଣ୍ଡରେ ଗଲେ ଅର୍ପିତା

କୋଲକାତା,୨୪।୭: ମନିଲଣ୍ଡରିଂ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖର୍ଜୀଙ୍କୁ ରବିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିନିକିଆ ରିମାଣ୍ଡରେ ନେଇଛି। ସୋମବାର ତାଙ୍କୁ ମନିଲଣ୍ଡରିଂ ନିରୋଧୀ ଆଇନ୍‌ (ପିଏମ୍‌ଏଲ୍‌ଏ) କୋର୍ଟରେ ହାଜର କରାଯିବ। ଗିରଫ ଅର୍ପିତାଙ୍କୁ…

ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୨୪।୭: ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବିଜେଡିର ଲୋକ ସଭା ଏବଂ ରାଜ୍ୟ ସଭା ଏମ୍‌ପିମାନେ ସେଠାରେ ଉପସ୍ଥିତ ଥିଲେ। ଦ୍ରୌପଦୀଙ୍କୁ ଭେଟିବା ପରେ ଟୁଇଟର୍‌ ନିଜର…

ପ୍ରକୃତି ମୋତେ ଭଲ ସାହାଯ୍ୟ କରୁଛନ୍ତି: ବାବୁସାନ

ଭୁବନେଶ୍ୱର,୨୪।୭(ବ୍ୟୁରୋ):ବଲିଉଡ୍‌ ଅଭିନେତା ବାବୁଶାନ, ତାଙ୍କ ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ଉଭୟଙ୍କ ପକ୍ଷରୁ ଜଣେ ପରେ ଜଣେ ଭିଡିଓ ଶେୟାର କରି ନିଜ ମତ ରଖୁଥିବା ଦେଖାଯାଇଛି। ପ୍ରକୃତି ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ…

ରାଷ୍ଟ୍ରପତିଙ୍କ ବିଦାୟୀ ଭାଷଣ: କହିଲେ, ମୁଁ ମୋର ଦାୟିତ୍ୱକୁ ଯଥାସମ୍ଭବ କରିଛି ପୂରଣ

ନୂଆଦିଲ୍ଲୀ,୨୪।୭: ଦେଶର ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ତାଙ୍କ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରବିବାର ଦେଶକୁ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ପାଞ୍ଚ ବର୍ଷ ପୂର୍ବେ ଆଜି ଆପଣ ସମସ୍ତେ ମୋ ଉପରେ ବିଶ୍ୱାସ ରଖିଥିଲେ ଏବଂ ଆପଣଙ୍କର ନିର୍ବାଚିତ…

ଦେଶର ମୁସଲମାନଙ୍କୁ ଦ୍ୱିତୀୟ ଶ୍ରେଣୀର ନାଗରିକ କରିଦେଇଛନ୍ତି ମୋଦି ସରକାର: ଓଓ୍ବାଇସି

ନୂଆଦିଲ୍ଲୀ,୨୪।୭: ସଂସଦର ଅଧିବେଶନ ମଧ୍ୟରେ ଏଆଇଏମଆଇଏମ ସଭାପତି ଅସଦୁଦ୍ଦିନ ଓୱାଇସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ସାଭରକର ଏବଂ ଗୋଲୱାଲକର ନୀତି ଉପରେ କାର୍ଯ୍ୟ କରୁଛନ୍ତି। ସମାନ ନୀତିରେ କାର୍ଯ୍ୟ କରି ସେ ଦେଶର…

ଟସ୍‌ ଜିତିଲା ଓ୍ବେଷ୍ଟଇଣ୍ଡିଜ୍‌

ପୋର୍ଟ ଅଫ୍‌ ସ୍ପେନ୍‌,୨୪।୭: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ରେ ଆରମ୍ଭ ହୋଇଛି। ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଭାରତ ପକ୍ଷରୁ ଆଭେଶ ଖାନ୍‌ ଏହି ମ୍ୟାଚ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri