ଝାଡ଼ଖଣ୍ଡରେ ସରକାରଙ୍କୁ କ୍ଷମତାଚ୍ୟୁତ ଷଡ଼ଯନ୍ତ୍ର ଅଭିଯୋଗ, ଚିଠିରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ନାମ…
ରାଞ୍ଚି, ୩୧।୭ : ଝାଡଖଣ୍ଡର ୩ ବିଧାୟକଙ୍କଠାରୁ ନଗଦ ଟଙ୍କା ଜବତ ପରେ ଏବେ ଗୋଟିଏ ପରେ ଗୋଟିଏ ନୂଆ ଅଭିଯୋଗ ଆସୁଛି। ଝାଡଖଣ୍ଡର ଜଣେ କଂଗ୍ରେସ ବିଧାୟକ ଏକ ଚିଠି ପ୍ରକାଶ କରିଛନ୍ତି। ଏହି ଲେଟର ବମ୍ ଯୋଗୁ ରାଜ୍ୟ…
ସୁଦୃଢ଼ ଅର୍ଥବ୍ୟବସ୍ଥା ପାଇଁ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଜରୁରୀ, କହିଲେ ରଘୁରାମ ରାଜନ…
ରାୟପୁର, ୩୧।୭ : ଛତିଶଗଡର ରାଜଧାନୀ ରାୟପୁରରେ ଦୁଇ ଦିନିଆ ଅଲ ଇଣ୍ଡିଆ ପ୍ରଫେସନାଲ କଂଗ୍ରେସ ସମ୍ମିଳନୀରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରଫେସନାଲମାନେ ଯୋଗ ଦେଇଛନ୍ତି। ଭାରତର ଅର୍ଥନୈତିକ ବିକାଶ ପାଇଁ ଉଦାରବାଦୀ ଗଣତନ୍ତ୍ର କାହିଁକି ଆବଶ୍ୟକ ସେନେଇ ବକ୍ତାମାନେ ନିଜସ୍ବ…
ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା
ପଟ୍ଟାମୁଣ୍ଡାଇ,୩୧।୭(ଡି.ଏନ୍.ଏ.): ସୋମବାର ଅର୍ଥାତ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା। କୁମ୍ଭୀର ପ୍ରଜନନ ପାଇଁ ୩ ମାସ ଧରି ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ଥିଲା। ତେବେ ପର୍ୟ୍ୟଟକ ମାନଙ୍କୁ ଭିତରକନିକାକୁ ସ୍ବାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ହୋଇଛି।…
ପୂର୍ଣ୍ଣସଂଖ୍ୟା ୧୦୦ରୁ ପରୀକ୍ଷାରେ ୧୫୧ ରଖିଲେ ବିଶ୍ୱବିଦ୍ୟାଳୟ ସ୍ନାତକ ଛାତ୍ର, ସୋସିଆଲ ମିଡ଼ିଆରେ ଭାଇରାଲ…
ଦରଭଙ୍ଗା, ୩୧।୭ :ବିହାରର ଦରଭଙ୍ଗା ଜିଲାରେ ଅବସ୍ଥିତ ଲଲିତ ନାରାୟଣ ମିଥିଲା ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ପରୀକ୍ଷାରେ ପୂର୍ଣ୍ଣସଂଖ୍ୟା ୧୦୦ରୁ ୧୫୧ ମାର୍କ ପାଇଛନ୍ତି। ସେ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ୍ୟକ୍ରମର ଛାତ୍ର। ସିଲାବସର ପାର୍ଟ-୨ରେ ରାଜନୀତି ବିଜ୍ଞାନର ପେପର -୪ ରେ…
ଇଡ଼ିକୁ ଭୟ କରୁଥିବା ଲୋକେ ଆମ ଗୋଷ୍ଠୀକୁ ନ ଆସିବା ଭଲ, କହିଲେ ଶିନ୍ଦେ…
ମୁମ୍ବାଇ, ୩୧।୭ : ମହାରାଷ୍ଟ୍ରରେ ମନ୍ତ୍ରଣାଳୟ ଆବଣ୍ଟନ ଏବଂ ଇଡି ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରବିବାର ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇଛନ୍ତି। ସର୍ବପ୍ରଥମେ ମନ୍ତ୍ରଣାଳୟର ଆବଣ୍ଟନ ବିଷୟରେ କଥାବାର୍ତ୍ତା ବେଳେ ସେ କହିଛନ୍ତି ଯେ ରାଜ୍ୟ…
ହୀରାକୁଦ ଜଳଭଣ୍ଡାରରେ ଭାସୁଛି ଅଜଣା ଯୁବକଙ୍କ ମୃତଦେହ
ଝାରସୁଗୁଡ଼ା ଅଫିସ,୩୧ା୭: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଜମେରା ପଞ୍ଚାୟତ ପୁଡ଼ାପାଲି ଗ୍ରାମ ନିକଟ ହୀରାକୁଦ ଜଳଭଣ୍ଡାରରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଭାସୁଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ପୋଲିସ ପୁଡ଼ାପାଲି…
ସଞ୍ଜୟ ଆରୋରା ଦିଲ୍ଲୀ ପୋଲିସ କମିଶନର, ବୀରପ୍ପାନଙ୍କ ବିରୋଧରେ ଗ୍ରହଣ କରିଥିଲେ ଦୃଢ଼ ପଦକ୍ଷେପ…
ନୂଆଦିଲ୍ଲୀ, ୩୧।୭ : ସଞ୍ଜୟ ଆରୋରା ଦିଲ୍ଲୀର ନୂତନ ପୋଲିସ କମିଶନର ହେବେ। ସଞ୍ଜୟ ଆରୋରା ୧୯୮୮ ବ୍ୟାଚ ନାମିଲନାଡୁ କ୍ୟାଡରର ଆଇପିଏସ ଅଧିକାରୀ। ଏ ସମ୍ପର୍କରେ ରବିବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶ ଦିଆଯାଇଛି। ସଞ୍ଜୟ ପୂର୍ବରୁ ଆଇଟିବିପି…
ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର
କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ଦକ୍ଷିଣ କୋଲକାତାର ଚେତଲାସ୍ଥ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ନିର୍ମଳା…
ଏକ ଭାଷା-ଏକ ସଂସ୍କୃତି-ଏକ ଧର୍ମ ଲାଗୁ କରିବାକୁ ଚାହୁଁଥିବା ଲୋକେ ଦେଶର ପ୍ରକୃତ ଶତ୍ରୁ, କହିଲେ ଷ୍ଟାଲିନ୍…
ଚେନ୍ନାଇ, ୩୧।୭ : ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଭାରତ ଉପରେ ଗୋଟିଏ ଭାଷା, ଗୋଟିଏ ଧର୍ମ ଏବଂ ଗୋଟିଏ ସଂସ୍କୃତି ଲାଗୁ କରିବା ସମ୍ଭବ ନୁହେଁ। ସେ କହିଛନ୍ତି ଯେ ଯେଉଁମାନେ ଗୋଟିଏ ଭାଷା ଏବଂ ଗୋଟିଏ…
ସ୍କୁଲ ୟୁନିଫର୍ମରେ ମଲ୍-ରେଷ୍ଟୁରାଣ୍ଟ୍-ସିନେମା ହଲ-ପାର୍କରେ ପ୍ରବେଶ ମନା…
ଲକ୍ଷ୍ନୌ, ୩୧।୭ : ସ୍କୁଲ ୟୁନିଫର୍ମରେ ଆସୁଥିବା ଛାତ୍ରୀଛାତ୍ରଙ୍କୁ ପାଇଁ ଏବେ ମଲ୍,ରେଷ୍ଟୁରାଣ୍ଟ୍,ସିନେମା ହଲ, ପାର୍କରେ ପ୍ରବେଶ ମନା କରାଯାଇଛି। ଉତ୍ତରପ୍ରଦେଶର କୁଶୀନଗରର ଡିଆଇଓଏସ ଏନେଇ ମଲ, ରେଷ୍ଟୁରାଣ୍ଟ, ସିନେମା ହଲ ଏବଂ ପାର୍କ ସଞ୍ଚାଳକମାନଙ୍କୁ ନିବେଦନ କରିଛନ୍ତି। ଏହାକୁ ଉଲ୍ଲଂଘନ…
ଜବତ ଟଙ୍କା ନେଇ ୩ ବିଧାୟକଙ୍କ ଭିନ୍ନ ଭିନ୍ନ ଉତ୍ତର, ତଦନ୍ତ ଜାରି..
କୋଲକାତା, ୩୧।୭ : କୋଲକାତାର ହାୱଡ଼ାରେ ନଗଦ ଟଙ୍କା ସହିତ ଗିରଫ ହୋଇଥିବା ଝାଡଖଣ୍ଡର ତିନି ଜଣ କଂଗ୍ରେସ ବିଧାୟକଙ୍କୁ ପଶ୍ଚିମବଙ୍ଗ ପୋଲିସ ପଚରାଉଚରା ଜାରି ରଖିଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ କୋଲକାତା ପୋଲିସ, ହାୱଡ଼ା ପୋଲିସ ଏବଂ ସିଆଇଡି ଅଧିକାରୀଙ୍କ…
‘ଢେଙ୍କାନାଳ ହେଉଛି ଶିକ୍ଷାର ପୁଞ୍ଜି’
ଢେଙ୍କାନାଳ ଅଫିସ,୩୧ା୭: ଢେଙ୍କାନାଳ ସହର ପୁରୁଣା ଜିଲା ପରିଷଦ ସମ୍ମିଳନୀ ହଲ୍ରେ ରବିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ। ଏହାପରେ ସେ ଜିଲା ଶିକ୍ଷା ଓ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନରେ…
Archives


