Home

ରୋମାଞ୍ଚକର ବିଜୟ ସହ ଫାଇନାଲରେ ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌

ବର୍ମିଂହାମ,୬।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ପଦକ ପକ୍କା କରିଛି ଭାରତୀୟ ମହିଳା କ୍ରିକେଟ ଟିମ୍‌। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପ୍ରଥମଥର ମହିଳା କ୍ରିକେଟକୁ ସାମିଲ କରାଯାଇଥିବା ବେଳେ ଭାରତ ପ୍ରଥମ ଟିମ ଭାବେ ଫାଇନାଲରେ ପ୍ରବେଶ କରିଛି। ଶନିବାର ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା…

ଗୋଟାବାୟାଙ୍କୁ ଆଉ ଦୁଇ ସପ୍ତାହ ରଖିବାକୁ ସିଙ୍ଗାପୁର କର୍ତ୍ତୃପକ୍ଷଙ୍କୁ ଅନୁରୋଧ କଲେ ଶ୍ରୀଲଙ୍କା ସରକାର

କଲମ୍ବୋ,୬ା୮: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେଙ୍କୁ ସିଙ୍ଗାପୁରରେ ଆଉ ୨ ସପ୍ତାହ ରହିବାକୁ ଅନୁମତି ଦେବାକୁ ଶ୍ରୀଲଙ୍କା ସରକାର ଶନିବାର ଅନୁରୋଧ କରିଛନ୍ତି। ରାଜପାକ୍ସେ ବର୍ତ୍ତମାନ ସିଙ୍ଗାପୁରରେ ରହୁଛନ୍ତି। ତାଙ୍କର ଭିଜା ସମୟସୀମା ଥିବାରୁ ସେ ଅଗଷ୍ଟ ୧୧ରେ ଦେଶ…

ଏନ୍ତୁଡ଼ିଶାଳରେ କରୋନା ବେକାବୁ, ଚାଇନାର ସାନ୍ୟା ସହରରେ ଲକ୍‌ଡାଉନ, ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଚିନ୍ତାରେ…

ବେଜିଂ, ୬।୮ : କରୋନା ଏନ୍ତୁଡ଼ିଶାଳ ଚାଇନାରେ କରୋନା ପୁଣି ଥରେ ନିୟନ୍ତ୍ରିତ ହରାଇଛି। ଶନିବାର ଚାଇନାର ’ହାୱାଇ’ କୁହାଯାଉଥିବା ସାନ୍ୟା ସହରରେ କର୍ତ୍ତୃପକ୍ଷ ଲକ୍‌ଡାଉନ ଘୋଷଣା କରିଛନ୍ତି। ଫଳରେ ସେଠାରେ ଥିବା ପ୍ରାୟ ୮୦ ହଜାରରୁ ଅଧିକ ପର୍ଯ୍ୟଟକ ଅଟକି…

କଟକଣାକୁ ଖାତିର ନାହିଁ, କିମ୍‌ ଆଣବିକ ପରୀକ୍ଷଣ ପାଇଁ ପୁଣି ପ୍ରସ୍ତୁତ…

ପୋୟଙ୍ଗୟାଙ୍ଗ, ୬।୮ : ଭାରତ-ପ୍ରଶାନ୍ତ ମହାସାଗରରେ ଉତ୍ତେଜନା ବୃଦ୍ଧି ପାଇବା ମଧ୍ୟରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ ମଧ୍ୟ ଉତ୍ତେଜନାମୂଳକ କାର୍ଯ୍ୟ ଜାରି ରଖିଛନ୍ତି। ମିଳିତ ଜାତିସଂଘର ଏକ ରିପୋର୍ଟରେ ଏହା ଦାବି କରାଯାଇଛି। ଏହି ରିପୋର୍ଟ…

ପୋଲ ଉପରେ ୫ ଫୁଟର ପାଣି, ଉଭୟ ପାର୍ଶ୍ୱରେ ଅଟକି ରହିଛି ଗାଡ଼ିମୋଟର

କୋରୁକୋଣ୍ଡା,୬ା୮(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗତ ଦୁଇଦିନ ଧରି ଲଗାଣ ବର୍ଷା ହେବାରୁ ମାଲକାନଗିରି-ବାଲିମେଳା ମୁଖ୍ୟ ରାସ୍ତାର ଏମ୍‌ଭି-୩୭ରେ ଶନିବାର ପୋଲ ଉପରେ ପ୍ରାୟ ୫ଫୁଟ ଉପରେ ପାଣି ଚାଲୁଥିବାର ଦେଖିବାକୁ ମିଳିଛି। ତେବେ ଉପରମୁଣ୍ଡରୁ ପାଣି ଅତ୍ୟଧିକ ମାତ୍ରାରେ ଆସୁଥିବାରୁ ବନ୍ୟାଜଳ…

ଶ୍ରେୟସଙ୍କ ପ୍ରଦର୍ଶନ ଉପରେ ନଜର; ଆଜି ସିରିଜ କବ୍ଜା ଲକ୍ଷ୍ୟରେ ଓହ୍ଲାଇବ ଭାରତ

ଫୋର୍ଟ ଲାଉଡ୍‌ରହିଲ,୬।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁ ଥିବା ଚତୁର୍ଥ ଟି୨୦ ମୁକାବିଲା ଶନିବାର ଖେଳାଯିବ। ଭାରତ ଏବେ ସିରିଜରେ ୨-୧ରେ ଆଗୁଆ ଥିବା ଯୋଗୁ ଆଜିର ମ୍ୟାଚ୍‌ ଜିତି ସିରିଜ ଉପରେ କବ୍ଜା କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ସେହିଭଳି ଓ୍ବେଷ୍ଟଇଣ୍ଡିଜ…

ଫିଲ୍ମରେ ଭଉଣୀ-ଭାଇ ଭୂମିକାରେ ନଜର ଆସିଛନ୍ତି ଏହି ଅଭିନେତ୍ରୀ, ଅଭିନେତା

ମୁମ୍ବାଇ: ଫିଲ୍ମରେ ସବୁ କିଛି ସମ୍ଭବ ହୋଇଥାଏ। ପ୍ରତ୍ୟେକ ଅଭିନେତ୍ରୀ/ଅଭିନେତା ଭିନ୍ନଭିନ୍ନ ଚରିତ୍ରରେ ଅଭିନୟ କରିଥାନ୍ତି। କେତେବେଳେ ହିରୋ-ହିରୋଇନ ତ ଆଉ କେତେବେଳେ ସ୍ବାମୀ-ସ୍ତ୍ରୀ, ଆଉ କେତେବେଳେ ଭଉଣୀ-ଭାଇ ଭୂମିକାରେ ବି ଅଭିନୟ କରନ୍ତି । ଜାଣନ୍ତୁ ବଲିଉଡ୍‌ର ଏପରି କିଛି…

ନୀତୀଶଙ୍କ ପରେ କେସିଆର୍‌ ମୋଦିଙ୍କ ନୀତିି ଆୟୋଗ ବୈଠକକୁ ଆସିବାକୁ ମନା କଲେ, କିଛି ଫାଇଦା ହେଉନି କହିଲେ…

ନୂଆଦିଲ୍ଲୀ, ୬।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ପରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅଗଷ୍ଟ ୭ ରେ ହେବାକୁ ଥିବା ନୀତିି ଆୟୋଗର ବୈଠକରେ ଯୋଗ ଦେବାକୁ ମନା କରିଛନ୍ତି।…

ଜଟଣୀ ରାସ୍ତାରେ ବୁଡ଼ିଗଲା ‘ମୋ ବସ୍‌’: ପହଁରି ପହଁରି ଜୀବନ ବଞ୍ଚାଇଲେ ଯାତ୍ରୀ

ଖୋର୍ଦ୍ଧା ଅଫିସ,୬।୮: ସକ୍ରିୟ ଥିବା ମୌସୁମୀ ପ୍ରଭାବରେ ଶନିବାର ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାକୁ ନେଇ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସେଭଳି କିଛି ଦୃଶ୍ୟ ଜଟଣୀରେ ଦେଖିବାକୁ ମିଳିଛି। ବର୍ଷା ଯୋଗୁ…

ଫିଲ୍ମ ଉଦ୍ୟୋଗପତିଙ୍କ ବିରୋଧରେ ଆୟକର ଚଢ଼ାଉ, ୨୦୦ କୋଟିରୁ ଅଧିକ ଅଘୋଷିତ ଆୟ ଜବତ…

ନୂଆଦିଲ୍ଲୀ, ୬।୮ : କେନ୍ଦ୍ରୀୟ ଟିକସ ବୋର୍ଡର ମୁଖପାତ୍ର ଆୟକର ବିଭାଗର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଅଗଷ୍ଟ ୨ ତାରିଖରେ ଆୟକର ବିଭାଗ ଟିମ ଚଳଚ୍ଚିତ୍ର ଶିଳ୍ପ ସହିତ ଜଡିତ କେତେକ ନିର୍ମାତା, ବିତରକ ଏବଂ…

ଭାଇଚାରା: ପାହାଡ଼ ଚଢ଼ି ଦେବବେଦୀଙ୍କ ମୂର୍ତ୍ତି ମନ୍ଦିରରେ ପହଞ୍ଚାଇଲେ ମୁସଲମାନ…

ନୂଆଦିଲ୍ଲୀ, ୬।୮ : ଜମ୍ମୁ-କଶ୍ମୀରର ଡୋଡାରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟର ଏକ ଉଦାହରଣ ଦେଖିବାକୁ ମିଳିଛି। ଏଠାରେ ମୁସଲମାନ ଲୋକମାନେ ମଧ୍ୟ ୭୦୦ କିଲୋଗ୍ରାମ ଓଜନ ବିଶିଷ୍ଟ ଦେବବେଦୀଙ୍କ ମୂର୍ତ୍ତିଗୁଡ଼ିକୁ ପାହାଡ଼ ଚଢ଼ି ମନ୍ଦିରରେ ପହଞ୍ଚାଇବାକୁ ଆଗେଇ ଆସିଥିଲେ। ସୂଚନାନୁସାରେ, ମୁସଲମାନମାନେ ହିନ୍ଦୁ…

ରାସ୍ତାରେ ଯାଉଥିଲା କାର୍‌, ହଠାତ୍‌ ଭାଙ୍ଗିପଡ଼ିଲା ଇଲେକ୍ଟ୍ରି ପୋଲ୍‌, ଭିଡିଓ ଦେଖିଲେ..

ଦୁର୍ଘଟଣା କାହା ସହିତ କେତେବେଳେ ଘଟିବ କହିବ ହେବ ନାହିଁ। ବ୍ୟକ୍ତି ଯେତେ ସତର୍କ ରହିବାକୁ ଚେଷ୍ଟା କରନ୍ତୁ ନା କାହିଁକି, ଯଦି ଏହା ଘଟିବାର ଥିବ ତେବେ ତାକୁ କେହି ବି ଅଟକାଇ ପାରିବେ ନାହିଁ। ଯାହାର ପ୍ରମାଣ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri