Home

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ୨ କଳା, ଧନ୍ଦାମୂଳକ ଶିକ୍ଷାର ପରୀକ୍ଷାଫଳ

ଭୁବନେଶ୍ୱର,୬।୮(ବ୍ୟୁରୋ): ପୂର୍ବରୁ ଯୁକ୍ତ ୨ ବିଜ୍ଞାନ ଏବଂ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷାଫଳ ଘୋଷଣା…

ପୂର୍ବ ସିଜେଆଇଙ୍କ ନିଯୁକ୍ତି ବିରୋଧରେ ମାମଲା ଦାଖଲକାରୀଙ୍କଠାରୁ ଆଦାୟ ହେବ ଜରିମାନା, ପୋଲିସକୁ ଏସ୍‌ସିଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୬।୮ : ଭାରତରେ ପ୍ରଧାନ ବିଚାରପତି(ସିଜେଆଇ)ଙ୍କ ଉତ୍ତରାଧିକାରୀଙ୍କ ନାମ ସୁପାରିଶ କରିବାର ପରମ୍ପରା ଉପରେ ପ୍ରଶ୍ନ ଉଠାଇଥିବା ସ୍ବାମୀ ଓମ (ବର୍ତ୍ତମାନ ମୃତ) ଏବଂ ମୁକେଶ ଜୈନଙ୍କ ବିରୋଧରେ ଜରିମାନା ଆଦାୟ ପାଇଁ ସୁପ୍ରିମକୋର୍ଟ(ଏସ୍‌ସି) ଦିଲ୍ଲୀ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ…

ସୀମାରେ ଏଆଇ ପ୍ରଣାଳୀ ମୁତୟନ କରୁଛି ଭାରତୀୟ ସେନା, ଶତ୍ରୁ ଉପରେ ରହିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ, ୬।୮ : ଦକ୍ଷତା ବୃଦ୍ଧି ପାଇଁ ଭାରତୀୟ ସେନା ଉତ୍ତର ଏବଂ ପଶ୍ଚିମ ସୀମାରେ କୃତ୍ରିମ ଇଣ୍ଟେଲିଜେନ୍ସ (ଏଆଇ) ଆଧାରିତ ସିସିଟିଭି ସିଷ୍ଟମ ନିୟୋଜିତ କରୁଛି। ପ୍ରତିରକ୍ଷା ପକ୍ଷରୁ ନିଶ୍ଚିତ କରାଯାଇଛଯେ ସୀମାରେ ଏଆଇ ଆଧାରିତ ସିସିଟିଭି ସିଷ୍ଟମ ନିୟୋଜନ…

୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ଅବ୍ୟବସ୍ଥା : ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ ଆଲୋଚନା

ଢେଙ୍କାନାଳ ଅଫିସ,୬ା୮: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଶନିବାର ଉତ୍ତରାଞ୍ଚଳ ରାଜସ୍ବ କମିଶନର ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ବୈଠକ ବସିଥିଲା। ଏଥିରେ ୫୫ ନଂ ଜାତୀୟ ରାଜପଥ ଉନ୍ନତିକରଣ କାର୍ଯ୍ୟରେ ବ୍ୟାପକ ଅବ୍ୟବସ୍ଥା ନେଇ…

ଦ୍ୱିତୀୟ ବିବାହ କରିବେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ!

ବମ୍ବେ: ବଲିଉଡ୍‌ ସୁପରଷ୍ଟାର ଅଭିନେତା ତଥା ସ୍ବାମୀ ହ୍ରିତିକ୍‌ ରୋଶନଙ୍କଠାରୁ ଅଲଗା ହେବା ପରେ ଅର୍ସଲାନ ଗୋନୀଙ୍କୁ ଡେଟ୍‌ କରୁଛନ୍ତି ସୁଜୈନ ଖାଁ। ପ୍ରଥମେ ଲୁଚାଛପାରେ ପ୍ରେମ ଚାଲୁଥିବା ବେଳେ ଏବେ ସେମାନେ ଖୋଲାଖୋଲି ଭାବେ ସମ୍ପର୍କକୁ ସ୍ବୀକାର କରିଛନ୍ତି। ଏପରିକି…

ଆଫ୍ରିକାବାସୀଙ୍କ ଜୀବନ ଧାରଣ ବୟସରେ ୧୦ ବର୍ଷ ବୃଦ୍ଧି …

ଜେନେଭା, ୬।୮ : ବିଶ୍ୱ ଦ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଜୀବନ ଧାରଣ ବୟସ ଉପରେ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ୨୦୦୦ ରୁ ୨୦୧୯ ମଧ୍ୟରେ ଆଫ୍ରିକୀୟ ଅଞ୍ଚଳର ହାରାହାରି ମୁଣ୍ଡପିଛା ଜୀବନ ଧାରଣ ବୟସରେ ୧୦ ବର୍ଷ…

ଭାରତର ସ୍ବାଧୀନତା ଦିବସ ସମାରୋହରେ ଯୋଗଦେବେ ଆମେରିକା ଗାୟିକା

ଓ୍ବାଶିଂଟନ/ନୂଆଦିଲ୍ଲୀ,୬ା୮: ଏକ ନୂତନ ଶୈଳୀରେ ‘ଜନ ଗଣ ମନ’ ଏବଂ ‘ଓମ୍‌ ଜୟ ଜଗଦୀଶ ହରେ’ ଗାଇଥିବା ଆମେରିକାର ପ୍ରସିଦ୍ଧ ଗାୟିକା ମେରି ମିଲବେନ ଭାରତ ଆସିବେ। ସ୍ବାଧୀନତା ଦିବସ ପାଳନ ସମୟରେ ସେ ଭାରତରେ ଉପସ୍ଥିତ ରହିବେ। ଆଇସିଆରସି ଅର୍ଥାତ୍‌…

ଚାଇନା ଗୁପ୍ତଚର ଜାହାଜକୁ ପ୍ରବେଶ ଲାଗି ଅନୁମତି ଦେଲାନି ଶ୍ରୀଲଙ୍କା…

କଲମ୍ବୋ, ୬।୮ : ଦୁଇ ସରକାରଙ୍କ ମଧ୍ୟରେ ପରାମର୍ଶ ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କା ସରକାର ଚାଇନାର ସ୍ପେସ-ସାଟେଲାଇଟ ଟ୍ରାକର ଜାହାଜ ୟୁଆନ ୱାଙ୍ଗ ୫ର ହମ୍ବନଟୋଟା ବନ୍ଦରରେ ଅଟକ ରଖିବାକୁ କହିଛନ୍ତି। ଚାଇନାର ଗୁପ୍ତଚର ଜାହାଜ ଅଗଷ୍ଟ ୧୧ ରେ ଶ୍ରୀଲଙ୍କାର…

ନୂତନ ଅବକାରୀ ନୀତି, ୧୧ ଅଧିକାରୀଙ୍କୁ ନିଲମ୍ବିତ କଲେ ଉପରାଜ୍ୟପାଳ…

ନୂଆଦିଲ୍ଲୀ, ୬।୮ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ନୂତନ ଅବକାରୀ ନୀତି ନେଇ କଡ଼ା ପଦକ୍ଷେପ ନେଇଛନ୍ତି। ଭିଜିଲାନ୍ସ ରିପୋର୍ଟ ପରେ ସେ ଏକ୍ସାଇଜ ପଲିସିରେ ଦୁର୍ନୀତି ଅଭିଯୋଗ ଆଧାରରେ ଏକ୍ସାଇଜ କମିଶନର ଆରଓ୍ବ ଗୋପୀ କୃଷ୍ଣ, ତତ୍କାଳୀନ ଏକ୍ସାଇଜ…

୧୩ ଅଗଷ୍ଟରେ ପ୍ରଥମ ଡିଜିଟାଲ ଲୋକ ଅଦାଲତ…

ନୂଆଦିଲ୍ଲୀ,୬।୮ : ଭାରତର ପ୍ରଥମ ସମ୍ପୂର୍ଣ୍ଣ ଡିଜିଟାଲ ଲୋକ ଅଦାଲତ ୧୩ ଅଗଷ୍ଟରେ ରାଜସ୍ଥାନ ରାଜ୍ୟ ଆଇନ ସେବା ପ୍ରାଧିକରଣ ଏବଂ ମହାରାଷ୍ଟ୍ର ରାଜ୍ୟ ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ହେବ। ଲୋକ ଅଦାଲତର ଡିଜିଟାଇଜେଶନ ଦ୍ୱାରା ସାଧାରଣ ଲୋକେ…

ପୁଣି ସଙ୍କଟ…

ନୂଆଦିଲ୍ଲୀ, ୬।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ଚାଇନାର ଧମକ ମଧ୍ୟରେ ତାଇୱାନକୁ ବଡ ଝଟ୍‌କା, ମିଶାଇଲ ପ୍ରଡକଶନ ଲିଡ କରୁଥିବା ଅଧିକାରୀଙ୍କ ମିଳିଲା ମୃତଦେହ

ତାଇପେଇ ସିଟି,୬ ।୮: ଚାଇନାର ଉସକାଇବା ଭଳି ଯୁଦ୍ଧାଭ୍ୟାସ ସମୟରେ ତାଇୱାନକୁ ବଡ ଝଟ୍‌କା ଲାଗିଛି । ତାଇୱାନର ମିଶାଇଲ ପ୍ରଡକଶନରେ ଲିଡ କରୁଥିବା ଜଣେ ଅଧିକାରୀଙ୍କ ମୃତଦେହ ଏକ ହୋଟେଲରୁ ମିଳିବା ପରେ ତାଇୱାନ ଚିନ୍ତାରେ ପଡିଯାଇଛି । ଉକ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri