ଭାରତରେ ପ୍ରାକ୍ଟିସ୍ କରିପାରିବେ ପାକିସ୍ତାନୀ ହିନ୍ଦୁ ଡାକ୍ତର…
ନୂଆଦିଲ୍ଲୀ, ୭।୮ : ପାକିସ୍ତାନର ହିନ୍ଦୁ ଡାକ୍ତରମାନଙ୍କ ପାଇଁ ଭାରତ ଦ୍ୱାର ଖୋଲିଛି। ଯେଉଁମାନେ ୩୧ ଡିସେମ୍ବର ୨୦୧୪ ପରେ ନିଜ ଦେଶ ଛାଡି ଭାରତରେ ଅଭ୍ୟାସ କରୁଛନ୍ତି ସେମାନଙ୍କୁ ଏହି ସୁବିଧା ମିଳିବ। ଜାତୀୟ ଚିକିତ୍ସା ଆୟୋଗ (ଏନଏମସି) ଆଧୁନିକ…
ରାମାୟଣ ଅନ୍ଲାଇନ କୁଇଜ୍ରେ ୨ ମୁସଲମାନ୍ ଛାତ୍ରଙ୍କ ସଫଳତା…
ଥିରୁଭାନନ୍ତପୁରମ୍, ୭।୮ : କେରଳର ମାଲାପୁରାମର ଦୁଇଜଣ ମୁସଲମାନ ଛାତ୍ର ବାସିତ ଏବଂ ଜବୀର ଏକ ଅନଲାଇନ ରାମାୟଣ କୁଇଜ ପ୍ରତିଯୋଗିତାରେ ସଫଳତା ହାସଲ କରିଛନ୍ତି। ମହାନ ମହାକାବ୍ୟର ଗଭୀର ଜ୍ଞାନ ବାସିତ ଏବଂ ଜବୀରଙ୍କୁ ବିଜୟୀ ହେବାକୁ ସାହାଯ୍ୟ କରିଛି।…
ଜୁଲାଇ ୧୨୨ ବର୍ଷର ତାତିର ରେକର୍ଡ ଭାଙ୍ଗିଛି, ୧୯୦୧ ପରେ ଏଭଳି ସ୍ଥିତି…
ନୂଆଦିଲ୍ଲୀ, ୭।୮ : ଗତ ୧୨୨ ବର୍ଷ ମଧ୍ୟରେ ଜୁଲାଇ ମାସରେ ପୂର୍ବ ଏବଂ ଉତ୍ତର ପୂର୍ବ ଭାରତରେ ସବୁଠାର ଅଧିକ ତାତି ଥିଲା। ଏହି ଅବଧିରେ, ଏସବୁ ଅଞ୍ଚଳରେ କମ ବର୍ଷା ମଧ୍ୟ ରେକର୍ଡ କରାଯାଇଥିଲା। ହାରାହାରି ସର୍ବାଧିକ ତାପମାତ୍ରା…
ବିଚାରପତି ନିଯୁକ୍ତିରେ ସିଜେଆଇ ରମନାଙ୍କ ରେକର୍ଡ…
ନୂଆଦିଲ୍ଲୀ, ୭।୮ : ଉଚ୍ଚ ନ୍ୟାୟପାଳିକାରେ ସର୍ବାଧିକ ସଂଖ୍ୟକ ବିଚାରପତି ନିଯୁକ୍ତି କରିବାରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରମନା ଦେଶର ପ୍ରଥମ ପ୍ରଧାନ ବିଚାରପତି ହୋଇଛନ୍ତି। ତାଙ୍କର ଏକ ବର୍ଷରୁ ଅଧିକ କାର୍ଯ୍ୟକାଳ ମଧ୍ୟରେ ସେ ହାଇକୋର୍ଟରେ ୧୦୦ ରୁ…
ଏସ୍ଏସ୍ଏଲଭି-ଡି-୧ର ସଫଳ ଉତ୍କ୍ଷେପଣ…
ଶ୍ରୀହରିକୋଟା,୭।୮ : ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରବିବାର ଏହାର ପ୍ରଥମ ଛୋଟ ରକେଟ ସ୍ମଲ୍ ସାଟେଲାଇଟ ଲଞ୍ଚ ଭେହିକିଲ ଏସ୍ଏସ୍ଏଲଭି-ଡି-୧ ପୂର୍ବାହ୍ନ ୯ଟା ୧୮ରେ ସଫଳତାର ସହିତ ଉତ୍କ୍ଷେପଣ କରିଛି। ଏହି ମିଶନକୁ ଏସ୍ଏସ୍ଏଲଭି-ଡି-୧/ ଇଓଏସ-୦୨ କୁହାଯାଉଛି। ଇସ୍ରୋର…
ଆଜି ରାଜ୍ୟରୁ ଚିହ୍ନଟ ହେଲେ ୭୩୦ ଆକ୍ରାନ୍ତ
ଭୁବନେଶ୍ୱର,୭।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୨୭ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୩୦୩ ଲୋକାଲ କେସ୍ ରହିଛି। ସେହିଭଳି ୧୮ ବର୍ଷରୁ କମ୍ ବୟସର ୧୩୦ଜଣ ଆକ୍ରାନ୍ତ ଅଛନ୍ତି। ଏହାକୁ…
ସଂକ୍ରମଣରେ ସାମାନ୍ୟ ବ୍ରେକ୍…
ନୂଆଦିଲ୍ଲୀ, ୭।୮ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ଇରାନ ସମର୍ଥିତ ଇସ୍ଲାମିକ ଜେହାଦ
ତେଲ ଆଭିଭ୍, ୭ା୮: ଗତ ବର୍ଷ ଇସ୍ରାଏଲ ଏବଂ ଆତଙ୍କବାଦୀ ସଙ୍ଗଠନ ହମାସ୍ ସଦସ୍ୟଙ୍କ ମଧ୍ୟରେ ୧୧ ଦିନ ଧରି ସୀମାରେ ସଂଘର୍ଷ ରହିବା ପରେ ଏବେ ୨ ଦିନ ହେଲା ପୁଣି ଅନୁରୂପ ସ୍ଥିତି ଉପୁଜିଛି। ଇରାନ୍ ସମର୍ଥିତ ପାଲେଷ୍ଟିନୀୟ…
ହାରିବା ପରେ ବିରୋଧିଙ୍କ ଉପରେ ହିଁ ବର୍ଷିଲେ ମାର୍ଗାରେଟ
ନୂଆଦିଲ୍ଲୀ,୭ ।୮: ଉପରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଶନିବାର ଘୋଷଣା ହେବା ପରେ ବିରୋଧୀ ଦଳର ଉପରାଷ୍ଟ୍ରପତି ପ୍ରାର୍ଥି ମାର୍ଗାରେଟ ଆଲଭା ନିଜ ସହଯୋଗୀଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ବିରୋଧୀ ଦଳଙ୍କୁ ଟାର୍ଗେଟ କରି କହିଛନ୍ତି, କିଛି ବିରୋଧୀ ଦଳ…
ନୀତି ଆୟୋଗ ବୈଠକରେ ଯୋଗ ଦେବେନାହିଁ ନୀତୀଶ, କେସିଆର କଲେ ବହିଷ୍କାର
ନୂଆଦିଲ୍ଲୀ,୭ ।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ନୀତି ଆୟୋଗର ଗର୍ଭନିଂ କାଉନସିଲର ସପ୍ତମ ବୈଠକରେ ଅଧ୍ୟକ୍ଷତା କରିବେ । ନୀତି ଆୟୋଗର ଏହି ବୈଠକରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଯୋଗ ଦେବେ ନାହିଁ ବୋଲି ଜଣାପଡିଛି । ଏହାସହ…
ତାଜମହଲରେ ନିଃଶୁଳ୍କ ପ୍ରବେଶ, ଗୋଟିଏ ଦିନରେ ବୁଲିଲେ ୬୦ ହଜାର ପର୍ଯ୍ୟଟକ
ନୂଆଦିଲ୍ଲୀ,୭ ।୮: ସ୍ୱାଧିନତାର ଅମୃତ ମହୋତ୍ସବ ପାଳନ ଅବସରରେ ତାଜମହଲ ସମେତ ସମସ୍ତ ଐତିହାସିକ ସ୍ଥଳରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ନିଃଶୁଳ୍କ ପ୍ରବେଶ ଅନୁମତି ମିଳିବା ପରେ ପ୍ରଥମ ୱିକଏଣ୍ଡରେ ଶନିବାର ତାଜମହଲରେ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ପ୍ରବେଶ…
ଟାଟୁକୁ ସାବଧାନ, ବ୍ୟାପୁଛି ଏଚ୍ଆଇଭି…
ବାରାଣସୀ, ୬।୮ : ବାରାଣସୀରେ ଟାଟୁ ତିଆରି କରିବା ପ୍ରକ୍ରିୟାରେ ଏଚ୍ଆଇଭି ବ୍ୟାପିବାରେ ଲାଗିଛି। ଏନେଇ ବାରାଣସୀର ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ହସ୍ପିଟାଲର ଆଣ୍ଟିରେଟ୍ରୋଭାଇରାଲ ଚିକିତ୍ସାର ଡାକ୍ତର ପ୍ରୀତି ଅଗ୍ରୱାଲଙ୍କ ଅନୁଯାୟୀ, ନିକଟରେ ଏଭଳି ଅନେକ ମାମଲା ରୁଜୁ ହୋଇଛି ଯେଉଁଥିରେ…
Archives


