୬୧ଥର ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡ

ଲକ୍ଷ୍ନୌ:ଉତ୍ତର ପ୍ରଦେଶର ୧୦୬ ବର୍ଷୀୟ କହ୍ନେୟା ଲାଲ୍‌ ଗୁପ୍ତା ୬୧ ଥର ଉତ୍ତର-ପୂର୍ବ ରେଲଓ୍ବେ ମଜ୍‌ଦୁର ୟୁନିୟନ୍‌ (ନେର୍‌ମୁ) ନିର୍ବାଚନ ଜିତି ଗିନିଜ୍‌ ଓ୍ବାଲର୍‌ଡ ରେକର୍ଡରେ ନିଜ ନାମ ସାମିଲ କରିଛନ୍ତି। କହ୍ନେୟା ଲାଲ ଏବେ ବିଶ୍ୱର ସବୁଠାରୁ ବୟସ୍କ ଟ୍ରେଡ୍‌ ୟୁନିୟନ୍‌ ଲିଡର। ସେ ଭି.ଭି. ଗିରିଙ୍କ ସମେତ ଜେ.ପି. ନାରାୟଣଙ୍କ ଭଳି ବରିଷ୍ଠ ନେତାଙ୍କ ସହ କାମ କରିଛନ୍ତି। ୧୯୪୬ରେ ସେ ପ୍ରଥମ କରି ନେର୍‌ମୁରେ ଜେନେରାଲ ସେକ୍ରେଟାରି ପଦ ଦାୟିତ୍ୱରେ ଥିଲେ। ଏହାପୂର୍ବରୁ ୧୦ ବର୍ଷ ସେ ଭାରତୀୟ ସେନାରେ କାମ କରିଛନ୍ତି। ନେର୍‌ମୁରେ ଯୋଗ ଦେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତ୍ୟେକ ଥର ଟ୍ରେଡ୍‌ ୟୁନିୟନ୍‌ ନିର୍ବାଚନ ସେ ଲଢ଼ିବା ସହ ଜିତି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ୟାସ୍‌ ଫାଟି ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର

ପାଟନା, ୨୮।୫: ରୋଷେଇ ଗ୍ୟାସ୍‌ ଫାଟି ବିହାରର ଜଣେ ବିଧାୟକ ଏବଂ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଦୁହିଁଙ୍କୁ ପାଟନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।...

୨ରୁ ଅଧିକ ସନ୍ତାନ ଥିଲେ ସରକାରୀ ଚାକିରି-ନିର୍ବାଚନ ଲଢ଼ିବା ମନା …

ଲକ୍ଷ୍ନୌ,୧୦।୭: ଏଣିକି ଉତ୍ତରପ୍ରଦେଶରେ ୨ ରୁ ଅଧିକ ସନ୍ତାନ ଥିବା ଲୋକଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ନାହିଁ। ସେହିପରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ପଦୋନ୍ନତି ଦିଆଯିବ...

ଲକ୍‌ଡାଉନ୍‌: ଘରକୁ ଫେରୁଥିବା ବ୍ୟକ୍ତିଙ୍କ ଶେଷ କଥା, ଯଦି ନେବାକୁ ଆସିପାରିବ ତେବେ ଆସ…

ଆଗ୍ରା,୩୦।୩: କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ବର୍ତ୍ତମାନ ସାରା ଦେଶରେ ୨୧ ଦିନ ଯାଏଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ରେ ଜରୁରୀ ସେବା ଜାରି...

ବିଷାକ୍ତ ମଦ ପିଇବା ଘଟଣା, ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି: ୧୪ ଗିରଫ

ଅହମଦାବାଦ,୨୭।୭: ଗୁଜୁରାଟର ବାଟୋଡ୍‌ଠାରେ ବିଷାକ୍ତ ମଦ ପିଇ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ପୋଲିସ ଏହି ମାମଲାରେ ତଦନ୍ତକୁ ଜୋରଦାର କରିଥିବା ବେଳେ ଏପର୍ଯ୍ୟନ୍ତ...

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡିଲେ ୭ ଆତଙ୍କବାଦୀ

ଶ୍ରୀନଗର,୧୯।୬: ଜମ୍ମୁ-କଶ୍ମୀରର ପମ୍ପୋର ଏବଂ ଶୋପିଆନରେ ଶୁକ୍ରବାର ସକାଳୁ ସୁରକ୍ଷାକର୍ମୀ ଏବଂ ଆତଙ୍କବାଦୀ ମୁହାଁମୁହିଁ ହୋଇଛନ୍ତି। ସୁରକ୍ଷାକର୍ମୀଙ୍କ ଗୁଳିରେ ୭ ଆତଙ୍କବାଦୀ ଟଳିପଡିଥିବା ସୂଚନା ମିଳିଛି।...

ଲିଙ୍ଗଗତ ଅସମାନତା: ୧୪୦ ତମ ସ୍ଥାନକୁ ଖସିଲା ଭାରତ

ନୂଆଦିଲ୍ଲୀ, ୨ା୪:ବିଶ୍ୱ ଅର୍ଥନୈତିକ ଫୋରମ୍‌(ଡବ୍ଲ୍ୟୁଇଏଫ୍‌)ର ବୈଶ୍ୱିକ ଲିଙ୍ଗଗତ ଅସମାନତା ରିପୋର୍ଟରେ ଭାରତ ଖରାପ ପ୍ରଦର୍ଶନ କରିଛି। ଏହି ସୂଚକାଙ୍କରେ ଭାରତ ୨୮ଟି ସ୍ଥାନ ତଳକୁ ଖସି...

ରାହୁଲ ହୋଇ ପାରିବେ ପ୍ରଧାନମନ୍ତ୍ରୀ,ପିକେଙ୍କ କଥା ବଦଳିଲା…

ନୂଆଦିଲ୍ଲୀ, ୧୬।୧୨: ଦେଶର ପ୍ରାୟ ସମସ୍ତ ପ୍ରମୁଖ ରାଜନୈତିକ ଦଳ ସହ କାମ କରିଥିବା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପିକେ) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ...

ଭାରତରେ ନୂଆ ପ୍ରଜାତିର ବାଦୁଡି ସନ୍ଧାନ

ନୂଆଦିଲ୍ଲୀ,୨୩।୮: ଅନ୍ତର୍ଜାତୀୟ ଅନୁସନ୍ଧାନକାରୀଙ୍କ ଏକ ଦଳ ଭାରତ ଏବଂ ଶ୍ରୀଲଙ୍କାରେ ଏକ ନୂତନ ପ୍ରଜାତିର ବାଦୁଡି ସନ୍ଧାନ କରିଛନ୍ତି, ଯାହାର ଲମ୍ବା ଆଙ୍ଗୁଠି ଅଛି। ଅନୁସନ୍ଧାନକାରୀମାନେ...

Advertisement
Archives

Model This Week