Home

ରାଜ୍ୟ ସଭା ଏମ୍‌ପି ଭାବେ ଶପଥ ନେଲେ ସସ୍ମିତ୍‌ ପାତ୍ର

ଭୁବନେଶ୍ୱର,୧୮ା୭(ବ୍ୟୁରୋ): ରାଜ୍ୟ ସଭା ଏମ୍‌ପି ଭାବେ ସୋମବାର ଶପଥ ନେଇଛନ୍ତି ସସ୍ମିତ୍‌ ପାତ୍ର। ସେ ଦ୍ବିତୀୟ ଥର ଭାବେ ଶପଥ ନେଇଛନ୍ତି। ରାଜ୍ୟ ସଭା ଅଧ୍ୟକ୍ଷ ଭେଙ୍କାୟା ନାଇଡୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଜ୍ୟ ସଭା ନିର୍ବାଚନ…

ଶେହନାଜଙ୍କ ଗୋଡ ତଳେ ଲାଗୁନି

ଅଭିନେତ୍ରୀ ଶେହନାଜ ଗିଲ୍‌ଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ସୌନ୍ଦର୍ଯ୍ୟ ଏବଂ ଚୁଲ୍‌ବୁଲି ଅନ୍ଦାଜରେ ଲକ୍ଷ ଲକ୍ଷ ଫ୍ୟାନ ଫିଦା। ବିଗ୍‌ ବସ-୧୩ରୁ ରାତାରାତି ଫେମସ ହୋଇଥିବା ଏହି ପଞ୍ଜାବୀ ଅଭିନେତ୍ରୀ ଖୁବ୍‌ଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ…

ଗୋନାସିକାରେ ଜଳାଭିଷେକ ହେଲେ ବ୍ରହ୍ମେଶ୍ୱର

କେନ୍ଦୁଝର,୧୮ା୭(ସ୍ବ.ପ୍ର.): ଶ୍ରାବଣ ମାସ ପ୍ରଥମ ସୋମବାରରେ ବଂଶପାଳ ବ୍ଲକ ବୈତରଣୀ ନଦୀର ଉତ୍ପତ୍ତି ସ୍ଥଳ ଗୋନାସିକାସ୍ଥିତ ବ୍ରହ୍ମେଶ୍ୱର ମହେଶ ଶିବ ମନ୍ଦିର ଗୋନାସିକାରେ କାଉଡ଼ିଆ ଶ୍ରଦ୍ଧାଳୁଙ୍କ ଭିଡ଼ ଜାଣିଛି। ଶିବ ଭକ୍ତମାନେ ବୈତରଣୀର ଉତ୍ପତ୍ତି ସ୍ଥଳ ଗୁପ୍ତଗଙ୍ଗାରୁ ଜଳ ଆଣି ବ୍ରହ୍ମେଶ୍ୱର…

ବିଶ୍ୱ ବ୍ରହ୍ମାଣ୍ଡର ବିସ୍ମୟ କୃଷ୍ଣ ଗର୍ତ୍ତ

‘ମତେ ମୃତ୍ୟୁକୁ ଜମା ଭୟ ଲାଗେ ନାହିଁ କିମ୍ବା ମୁଁ ଏତେ ଶୀଘ୍ର ମରିବାକୁ ଚାହେଁ ନାହିଁ। କାରଣ ମୁଁ ମରିବା ପୂର୍ବରୁ ମୋ ଜୀବନରେ ବହୁତ କିଛି କରିବାର ଅଛି।’ ଏ ଉକ୍ତିଟି ମହାନ ବୈଜ୍ଞାନିକ ଷ୍ଟିଫେନ୍‌ ହକିଂସ୍‌ଙ୍କ ଜୀବନ…

୨୦ ବର୍ଷର ପ୍ରେମ ପରେ ଶେଷରେ ବିବାହ କଲେ ଷ୍ଟାର୍‌ ଯୋଡି

ଦୀର୍ଘ ୨୦ ବର୍ଷର ପ୍ରେମ ସମ୍ପର୍କ ପରେ ଶେଷରେ ବିବାହ କରିଛନ୍ତି ହଲିଉଡ ସିଙ୍ଗର ଜେନିଫର ଲୋପେଜ ଓ ଅଭିନେତା ବେନ ଆଫଲେକ। ଉଭୟ ଲସ ବେଗାସରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଜେନିଫରଙ୍କ ବୟସ ୫୨ ହୋଇଥିବା ବେଳେ ବେନଙ୍କ…

ପ୍ରଶଂସକଙ୍କ ଡିମାଣ୍ଡ୍‌ ପୂରଣ କଲେ ବିକି

ଅଭିନେତା ବିକି କୌଶଲ ଆଜିକାଲି ସ୍ତ୍ରୀ କ୍ୟାଟ୍ରିନା କୈଫଙ୍କ ସହ ମାଳଦ୍ୱୀପରେ ଛୁଟି କାଟୁଛନ୍ତି। ନିକଟରେ ବିକି ଇନଷ୍ଟାଗ୍ରାମରେ କ୍ୟାଟ୍ରିନାଙ୍କ ସହ ଏକ ସୁନ୍ଦର ରୋମାଣ୍ଟିକ୍‌ ଫଟୋ ଶେୟାର କରିଛନ୍ତି। ଫଟୋରେ ଉଭୟ ଧଳା ଡ୍ରେସ୍‌ ପିନ୍ଧି ବସିଥିବାର ଦେଖିବାକୁ ମିଳିଛି।…

୫ ବର୍ଷ ପରେ ନିର୍ଦ୍ଦୋଷରେ ଖଲାସ ହୋଇ ଘରକୁ ଫେରିଲେ ୧୨୧ ଆଦିବାସୀ…

ରାୟପୁର,୧୮।୭ : ଛତିଶଗଡର ଦନ୍ତେ ୱାଡା ଜିଲାରେ ବୁର୍କାପାଲ ମାଓବାଦୀ ଆକ୍ରମଣ ମାମଲାରେ ଏନଆଇଏ କୋର୍ଟ ୧୨୧ ଆଦିବାସୀଙ୍କୁ ଜେଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଗତ ପାଞ୍ଚ ବର୍ଷ ଧରି ସମସ୍ତ ଆଦିବାସୀ ଜେଲରେ ଥିଲେ। ୨୪ ଏପ୍ରିଲ ୨୦୦୭ରେ…

ହାତୀ ଆକ୍ରମଣରେ ନାବାଳକଙ୍କ ଜୀବନ ଗଲା

ଢେଙ୍କାନାଳ ଅଫିସ,୧୮ା୭: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜର କଲା ଗ୍ରାମରେ ରବିବାର ରାତିରେ ଦନ୍ତାହାତୀ ଆକ୍ରମଣରେ ଗ୍ରାମର ଶିବୁନ ମହାପାତ୍ର (୧୩)ଙ୍କର ମୃତ୍ୟୁ ଘଟିଛି। ଶିବୁନ ନବମ ଶ୍ରେଣୀରେ ପଢୁଥିବା ବେଳେ ସେ ଗ୍ରାମର ଜୁଆଙ୍ଗ ମହାପାତ୍ରଙ୍କ ପୁଅ ବୋଲି ଜଣାପଡ଼ିଛି।…

ଏଲ୍‌ଓସି ନିକଟରେ ଗ୍ରେନେଡ୍‌ ବିସ୍ଫୋରଣ, ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ୍‌…

ଶ୍ରୀନଗର,୧୮।୭ : ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାର ମେଣ୍ଢର ସେକ୍ଟରରେ ଏଲଓସି ନିକଟରେ ଯବାନମାନେ ଡ୍ୟୁଟି କରୁଥିବା ସମୟରେ ହଠାତ୍‌ ଏକ ଗ୍ରେନେଡ ବିସ୍ଫୋରଣ ଘଟିଛି। ଏହି ଘଟଣାରେ ଜଣେ ଅଧିକାରୀଙ୍କ ସମେତ ଜେସିଓ ଶହୀଦ ହୋଇଛନ୍ତି। ଏହି ବିସ୍ଫୋରଣରେ କେତେକ ଯବାନ…

ନର୍ମଦା ନଦୀକୁ ଖସିଲା ବସ୍‌: ଅନେକ ଯାତ୍ରୀଙ୍କ ମୃତ୍ୟୁ ଆଶଙ୍କା

ଭୋପାଳ,୧୮।୭:ମଧ୍ୟପ୍ରଦେଶର ଧର ଜିଲାର ଖାଲଘାଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ପ୍ରାୟ ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ ନର୍ମଦା ନଦୀରେ ଖସି ପଡିଛି। ବର୍ତ୍ତମାନ ସୁଦ୍ଧା ୫ ଜଣ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏଥିସହ ଆହତମାନଙ୍କୁ…

ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ

ସମ୍ବଲପୁର,୧୮ା୭(ବ୍ୟୁରୋ): ସୋମବାର ପୂର୍ବାହ୍ନ ୧୧ଟାରେ ହୀରାକୁଦ ଚଳିତବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଛି। ଫଳରେ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପ୍ରଥମେ ୭ ନଂ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ସୂଚନାଯୋଗ୍ୟ, ହୀରାକୁଦ ଡ୍ୟାମ୍‌ରେ ଉପର ମୁଣ୍ଡରେ…

ଏଲ୍‌ଓସିରେ ଗ୍ରେନେଡ ବିସ୍ଫୋରଣ: ଆର୍ମି କ୍ୟାପ୍ଟେନଙ୍କ ସମେତ ୨ ଶହୀଦ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର କଣ୍ଟ୍ରୋଲ ଲାଇନ ନିକଟରେ ହଠାତ୍‌ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନା କ୍ୟାପ୍ଟେନ ଏବଂ ଜଣେ ଜୁନିଅର କମିଶନ ଅଫିସର ଶହୀଦ ହୋଇଛନ୍ତି। ଏହାସହ ସ୍ଥଳ ସେନାର ଆଉ ୪ ଜଣ ଯବାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri