Home

ଶ୍ମଶାନ ଜମିରେ ଡମ୍ପିଂୟାର୍ଡ

କେନ୍ଦୁଝର,୨୬ା୯(ସ୍ବ.ପ୍ର.): କେନ୍ଦୁଝର ସହରର ମଇଳା ଆବର୍ଜନା ଠିକ୍‌ ଭାବରେ ସଫେଇ ହେଉ ନ ଥିବା ବେଳେ ସହରର ମଇଳା ଆବର୍ଜନା ଠିକ୍‌ ପରିଚାଳନା ହେଉନାହିଁ। ଫଳରେ ସହରର ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶ୍ମାଶନ ଜମି, ମୁଖ୍ୟ ରାସ୍ତାକଡ଼,…

ଅବ୍ୟବସ୍ଥାରେ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର

ବାହାନଗା, ୨୬ା୯(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଧୀନ ଗୋପାଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଏବେ ଅବହେଳିତ ହୋଇ ରହିଛି। ବିଶେଷଜ୍ଞ ଡାକ୍ତର ନ ଥିବାରୁ ଏଠାକାର ମହିଳା ଓ ପ୍ରସୂତି ବିଭାଗ ଅବ୍ୟବସ୍ଥାରେ ଚାଲିଛି। ଏହି ସ୍ବାସ୍ଥ୍ୟକେନ୍ଦ୍ରଟି ୧୯୩୦ରେ ପ୍ରଥମେ ଏକ…

ଭସାଣିରେ ସିନ୍ଦୂର ଖେଳ

ବାରିପଦା ଅଫିସ,୨୬ା୯: ଦୁଇ ବର୍ଷର ଉତ୍କଣ୍ଠା ଓ ପ୍ରତୀକ୍ଷାର ଅନ୍ତ ପରେ ଚଳିତ ବର୍ଷ ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା ଉତ୍ସବ ଧୂମ୍‌ଧାମରେ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଧରାପୃଷ୍ଠକୁ ମା’ଙ୍କ ଆଗମନ ନେଇ ପୁରପଲ୍ଲୀ ଉତ୍ସବ ମୁଖର ହେବାରେ…

ମୋଦିଙ୍କ ଯୋଗୁ ଭାରତର ସ୍ବର ଆଜି ବିଶ୍ୱରେ ପ୍ରଭାବ ପକାଉଛି: ଜୟଶଙ୍କର

ନୂଆଦିଲ୍ଲୀ,୨୬।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ବିଦେଶରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଓ୍ବାଶିଂଟନ୍‌ରେ ଆମେରିକାର ଇଣ୍ଡିଆ ଫ୍ରେଣ୍ଡଶିପ କାଉନସିଲ ଏବଂ ଫାଉଣ୍ଡେଶନ ଫର୍‌ ଇଣ୍ଡିଆ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି…

ହାତୀପଲ ଧସ୍ତାଧସ୍ତି: ଚାପି ହୋଇ ଛୁଆ ହାତୀ ମୃତ

କପ୍ତିପଦା,୨୬ା୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା କପ୍ତିପଦା ବନାଞ୍ଚଳର ନଟୋ ସଂରକ୍ଷିତ ଜଙ୍ଗଲର କଟୁରିଆ-ଶାଣଦେଇଠାରେ ହାତୀପଲ ମଧ୍ୟରେ ଧସ୍ତାଧସ୍ତି ହୋଇ ଏକ ଛୁଆହାତୀର ମୃତ୍ୟୁ ହୋଇଛି। ଛୁଆହାତୀ ବୟସ ୪ରୁ ୫ ମାସ ହେବ। ଖବରପାଇ ବନବିଭାଗ ପହଞ୍ଚି ମୃତଦେହ ଜବତ କରିଛି। ଦୁଇଦିନ…

ସ୍କୁଲ୍‌ ଯିବାକୁ ଡରୁଛନ୍ତି ଛାତ୍ରୀ

ପାଟଣା,୨୬ା୯(ସ୍ବ.ପ୍ର.): ପ୍ରଧାନ ଶିକ୍ଷୟିତ୍ରୀ ଶ୍ରେଣୀ ଗୃହରେ ତାଲା ପକାଇ ରଖି ଦେଉଛନ୍ତି। ପରିସ୍ରା କରିବାକୁ ବି ଛାଡୁ ନାହାନ୍ତି। କବାଟ ବାଡ଼େଇଲେ ମାଡ଼ ମାରୁଛନ୍ତି। ଏଭଳି ଅଭିଯୋଗ କରିଛନ୍ତି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଚିନାମାଳି ପଶି ସରକାରୀ…

ପାକିସ୍ତାନ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୨ ମେଜରଙ୍କ ସମେତ ୬ ମୃତ…

ଇସଲାମାବାଦ, ୨୬।୯ : ପାକିସ୍ତାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ବାଲୁଚିସ୍ତାନରେ ଏକ ସୈନ୍ୟବାହିନୀ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଜିଓ ନ୍ୟୁଜ ରିପୋର୍ଟ ଅନୁଯାୟୀ, ଏହି ଦୁର୍ଘଟଣାରେ ଦୁଇ ସେନା ମେଜରଙ୍କ ସମେତ ୬ଜଣଙ୍କ ମୃତ୍ୟୁ ଘଟିଛି। ରବିବାର ବିଳମ୍ବିତ ରାତିରେ…

ମନମୋହନଙ୍କୁ ୯୦, ମୋଦି-ରାହୁଲ ଜଣାଇଲେ ଶୁଭେଚ୍ଛା…

ନୂଆଦିଲ୍ଲୀ, ୨୬।୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କୁ ତାଙ୍କର ୯୦ ତମ ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଏବଂ ତାଙ୍କର ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଟୱିଟ…

ଜ୍ୟାକଲିନଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ…

ନୂଆଦିଲ୍ଲୀ, ୨୬।୯ : ୨୦୦ କୋଟି ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ପଟିଆଲା ହାଉସ କୋର୍ଟରେ ମଧ୍ୟବର୍ତ୍ତୀ କାଳୀନ ଜାମିନ ମିଳିଛି। ଏଥି ସହିତ ଅତିରିକ୍ତ ସେସନ୍ସ ଜଜ ଶୈଳେନ୍ଦ୍ର ମଲିକ ମଧ୍ୟ ଜ୍ୟାକଲିନଙ୍କ ଜାମିନ ଆବେଦନ ଉପରେ ଇଡି…

ବିଜୟ ପରେ ଏମିତି ସେଲିବ୍ରେଶନ କଲେ ରୋହିତ, କୋହଲି, ଭାଇରାଲ ହେଉଛି ଭିଡିଓ

ହାଇଦ୍ରାବାଦ,୨୬।୯: ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ସିରିଜ ଜିତିଛି। ନିର୍ଣ୍ଣାୟକ ମ୍ୟାଚରେ ଭାରତ କଙ୍ଗାରୁ ଦଳକୁ ୬ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ରେ କବ୍‌ଜା କରିଥିଲା। ମ୍ୟାଚ୍‌ରେ ପ୍ରଥମ ଖେଳି ଅଷ୍ଟ୍ରେଲିଆ ୭ ଉଇକେଟ ହରାଇ…

ପୋଲ ତିଆରି କଲେ ଗାଁ ଲୋକେ

ପଦ୍ମପୁର,୨୬ା୯(ଡି.ଏନ.ଏ.): ବାରମ୍ବାର ଗୁହାରି ସତ୍ତ୍ୱେ ପ୍ରଶାସନ ଶୁଣିଲାନି। ଯିବା ଆସିବାରେ ଅସୁବିଧା ଭୋଗୁଥିବା ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲକ୍ଷ୍ମୀଦାସପୁର ପଞ୍ଚାୟତର ସାନଜଗନ୍ନାଥପୁର ଗ୍ରାମବାସୀ ଆଉ ପ୍ରଶାସନ ଉପରେ ଭରସା ନ କରି ନିଜ ସମସ୍ୟା ନିଜେ ସୁଧାରିବାକୁ ନିଷ୍ପତ୍ତି ନେଲେ।…

କାଜିରଙ୍ଗାରେ ରାତିରେ ବୁଲିବା ନେଇ ବିବାଦ, ପ୍ରଶ୍ନ ଘେରରେ ମୁଖ୍ୟମନ୍ତ୍ରୀ-ସଦ୍‌ଗୁରୁ…

ଗୁଆହାଟୀ, ୨୬।୯ : ରାତିରେ ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜିପ ଯାତ୍ରା ନେଇ ବିବାଦ ଉପୁଜିଛି। ଏନେଇ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଏବଂ ସଦ୍‌ଗୁରୁ ପ୍ରଶ୍ନ ଘେରରେ ରହିଛନ୍ତି। ବନ୍ୟପ୍ରାଣୀ ସୁରକ୍ଷା ଆଇନ ଉଲ୍ଲଂଘନ କରି ସେମାନଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?