Home

ସୌରଜଗତରେ ବୁଦ୍ଧିମାନ ଜୀବ ସନ୍ଧାନ

କୋଟି କୋଟି ଗାଲାକ୍ସିକୁ ନେଇ ବିଶ୍ୱ ଗଠିତ ଏବଂ ପ୍ରତ୍ୟେକ ଗାଲାକ୍ସିରେ କୋଟି କୋଟି ନକ୍ଷତ୍ର ଅଛନ୍ତି। ଆମ ସୌରଜଗତର ମୁଖ୍ୟ ସୂର୍ଯ୍ୟ ଆକାଶଗଙ୍ଗା ଗାଲାକ୍ସିରେ ଥିବା ଅନେକ ନକ୍ଷତ୍ର ମଧ୍ୟରୁ ଗୋଟିଏ। ସୂର୍ଯ୍ୟଠାରୁ ଅନୁକୂଳ ଦୂରତାରେ ଅବସ୍ଥାନ କରିଥିବାରୁ ପୃଥିବୀରେ…

ଲକ୍ଷ୍ମୀପୁର: ତୋୟାପୁଟ ଜଙ୍ଗଲରେ ହେଟା ବାଘ

କୋରାପୁଟ,୨୬ା୯(ସ୍ବ.ପ୍ର.): କୋରାପୁଟ ଜିଲାର ଲକ୍ଷ୍ମୀପୁର ରେଞ୍ଜ ଅଧୀନରେ ଥିବା ତୋୟାପୁଟ ଓ ଚମ୍ପି ଜଙ୍ଗଲରେ ବାଘ ବୁଲୁଛି। ବାଘକୁ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଦେଖିଥିବା ପ୍ରକାଶ କରିଛନ୍ତି। ଏନେଇ ତୋୟାପୁଟ ଓ ଆଖପାଖ ଅଞ୍ଚଳର ଗ୍ରାମବାସୀ ଭୟଭୀତ ହୋଇପଡିଛନ୍ତି। ଏସମ୍ପର୍କରେ…

ଅଚିନ୍ତାରେ ଫୁଟବଲ୍‌ ଖେଳିଲେ ରାହୁଲ

କୋଚି,୨୬।୯: କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ଏବଂ ରାଜସ୍ଥାନରେ ମୁଖ୍ୟମନ୍ତ୍ରୀ ପାଇଁ ଚାଲିଥିବା ଚର୍ଚ୍ଚାକୁ ନେଇ ରାହୁଲ ଗାନ୍ଧୀ ଅଚିନ୍ତା ଥିବା ପରି ମନେ ହେଉଛି। ରାହୁଲ ଗାନ୍ଧୀ ସୋମବାର କେରଳର ପାଲାକ୍କାଡରେ କଂଗ୍ରେସର ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ପିଲାମାନଙ୍କ ସହ…

ପ୍ରଦର୍ଶିତ ହେବ ରାବଣ ପୋଡ଼ି

ବଇଣ୍ଡା, ୨୬ା୯ (ଡି.ଏନ.ଏ.): ପାଖେଇ ଆସୁଛି ଦଶହରା ପର୍ବ। ଏଥିପାଇଁ ଶେଷ ହୋଇଆସୁଛି ପ୍ରସ୍ତୁତି। ମୂର୍ତ୍ତି, ମେଢ଼ ଓ ତୋରଣ ନିର୍ମାଣ ମଧ୍ୟ ଅନ୍ତିମ ପର୍ଯ୍ୟାୟରେ। ମଣ୍ଡପ ନିକଟରେ ଅସ୍ଥାୟୀ ଦୋକାନ ବଜାର ପଡ଼ିବା ଆରମ୍ଭ ହୋଇଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ…

ନୂଆ ଦଳ ଘୋଷଣା କଲେ ଗୁଲାମ ନବୀ ଆଜାଦ

ଶ୍ରୀନଗର,୨୬।୯: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଏକ ନୂତନ ଦଳ ଘୋଷଣା କରିଛନ୍ତି। ତାଙ୍କ ଦଳର ନାମ ହେଉଛି ‘ଡେମୋକ୍ରାଟିକ ଆଜାଦ ପାର୍ଟି’। ଜମ୍ମୁରେ ଏକ ଖବରଦାତା ସମ୍ମିଳନୀ କରି ସେ ଏହି ନାମ ଘୋଷଣା କରିଛନ୍ତି।…

‘ସଚିନଙ୍କ ପାଇଁ ଭାଜପା ଦ୍ୱାରା ଖୋଲା’

ଜୟପୁର,୨୬।୯: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ୟୁନିଟ ସଭାପତି ସତୀଶ ପୁନିଆ କଂଗ୍ରେସର କନ୍ଦଳକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ପୁନିଆ କହିଛନ୍ତି , ସଚିନ ପାଇଲଟଙ୍କ ପାଇଁ ଭାଜପାର ଦ୍ୱାର ବନ୍ଦ ନୁହେଁ। ଯଦି ଏପରି କିଛି ପରିସ୍ଥିତି ଉପୁଜେ…

ଚୌକିଦାରଙ୍କ ଘର ଭାଙ୍ଗିବାକୁ ନୋଟିସ୍‌

ଭଞ୍ଜନଗର,୨୬।୯(ଡି.ଏନ.ଏ): ଭଞ୍ଜନଗର ଜନସ୍ବାସ୍ଥ୍ୟ ବିଭାଗ କାର୍ଯ୍ୟାଳୟର ଏକ ଚୌକିଦାର ଘରକୁ ନେଇ ଜନସ୍ବାସ୍ଥ୍ୟ ବିଭାଗ ଏବଂ ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ମଧ୍ୟରେ ବହୁଦିନ ହେବ ବିବାଦ ଲାଗିରହିଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ ଉକ୍ତ କୋଠାକୁ ଭାଙ୍ଗିବା ପାଇଁ…

ଜାତୀୟ ପତାକାକୁ ଅସମ୍ମାନ

ଭଞ୍ଜନଗର,୨୬।୯(ଡି.ଏନ.ଏ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ସ୍ବାଧୀନତା ଦିବସରେ ପ୍ରତ୍ୟେକ ଘର ସମ୍ମୁଖରେ ଜାତୀୟ ପତାକା ଉଡ଼ାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଆହ୍ବାନ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ପୋଷ୍ଟ ଅଫିସଗୁଡିକରେ ଜାତୀୟ ପତାକା ବିକ୍ରି…

ସମ୍ବଲପୁରରୁ ଢେଙ୍କାନାଳ ଦେଇ କୋଲକାତାକୁ ଗଡ଼ିବ ଟ୍ରେନ୍‌

ଢେଙ୍କାନାଳ ଅଫିସ,୨୬ା୯: ଖୁବ୍‌ଶୀଘ୍ର ସମ୍ବଲପୁରରୁ ଅନୁଗୋଳ-ତାଳଚେର-ଢେଙ୍କାନାଳ ଦେଇ କୋଲକାତାକୁ ଦୈନିକ ଯାତ୍ରୀବାହୀ ଟ୍ରେନ୍‌ ଚାଲିବ। ଏଥିସହ ଢେଙ୍କାନାଳ ରେଳଷ୍ଟେଶନର ନବକଳେବର ହେବ। ଅବିଭକ୍ତ ଢେଙ୍କାନାଳ ଜିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହା ବଡ଼ ଉପହାର। କେନ୍ଦ୍ର ରେଳମନ୍ତ୍ରୀ ଏହାର ଶୁଭାରମ୍ଭ…

ଫୋରେନ୍‌ସିକ୍‌ ଲ୍ୟାବ୍‌କୁଗଲା ଜବତ ମୋବାଇଲ

ଭୁବନେଶ୍ୱର,୨୬ା୯ (ବ୍ୟୁରୋ): ପୁରୀ ଜିଲା ନିମାପଡ଼ା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୧ ନମ୍ବର ଜୋନ୍‌ର ବିଜେଡି ଜିଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁଙ୍କ ଭୁବନେଶ୍ୱରରେ ସନ୍ଦେହଜନକ ମୃତ୍ୟୁ ଘଟଣାକୁ ରବିବାର ୨ଦିନ ବିତିଛି। ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ ଏହା ଆତ୍ମହତ୍ୟା…

ଲଣ୍ଡନ କଫି ଶପ୍‌ରେ ପାକିସ୍ତାନ ମନ୍ତ୍ରୀଙ୍କୁ ‘ଚୋରଣୀ’ ଡାକିଲେ ଲୋକେ

ଲଣ୍ଡନ,୨୬।୯: ଲଣ୍ଡନ କଫି ଶପ୍‌ରେ ପାକିସ୍ତାନର ମନ୍ତ୍ରୀ ମରିୟମ ଔରଙ୍ଗଜେବଙ୍କୁ ଅନେକ ଅପମାନର ସମ୍ମୁଖୀନ ହେବାକୁ ପଡ଼ିଲା। କଫି ପିଇବା ପାଇଁ ମରିୟମ ଲଣ୍ଡନରେ ଏକ କଫି ଦୋକାନରେ ପହଞ୍ଚିଥିଲେ, ସେହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା କେବଳ ପାକିସ୍ତାନୀମାନେ…

ମଉଜ ମାନସିକତାରେ ଶିଳ୍ପୀ ଗଢ଼ିଥିଲେ ବିଶ୍ୱର ବିସ୍ମୟ

ନମସ୍ୟା ସେଇ ନାରୀ ଶ୍ରମିକମାନେ। ପିଲା ପରିବାରଙ୍କୁ ଛାଡ଼ି ଯେମିତି ସମୟକୁ ଖାତିର ନ କରି ଶ୍ରମଦାନ କରିଥିଲେ ତାହା ଜାଣିବା ପରେ ମନରେ ବିସ୍ମୟ ସୃଷ୍ଟି ହୁଏ। ଆମେ ‘ଦାନ’ ଶବ୍ଦ ଲେଖିଲୁ ସେଥିପାଇଁ ମନକୁ ପ୍ରଶ୍ନ ଆସିବ ବର୍ତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?