୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀଦଣ୍ଡ, ମ୍ୟାନମାର୍ ମିଲିଟାରୀ ଶାସକଙ୍କୁ ବିରୋଧ…
ନାପିଦ୍ୱ, ୨୬।୭ : ମ୍ୟାନ୍ମାରର ମିଲିଟାରୀ ଶାସକ ୪ ଗଣତନ୍ତ୍ର ସମର୍ଥକଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି। ସେନା ପକ୍ଷରୁ କୁହାଯାଇଛି ଯେ ଏହି ଚାରିଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଫାଶୀ ଦିଆଯାଇଥିବା ବ୍ୟକ୍ତିଙ୍କ ମଧ୍ୟରେ ଡେମୋକ୍ରାଟିକ…
ନିର୍ବାଚନରେ ମାଗଣା ଉପହାର ଦେବା ମାମଲା, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୬।୭ : ର୍ନିବାଚନ ସମୟରେ ରାଜନୈତିକ ଦଳମାନଙ୍କ ଦ୍ୱାରା ମାଗଣା ଉପହାର ପ୍ରଦାନ ରୋକିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ ଉଠାଇ କହିଛନ୍ତି ଯେ କାହିଁକି ସରକାର ଏହି ପ୍ରସଙ୍ଗରେ ଦ୍ୱିଧା…
ରାଜ୍ୟ ସଭାରେ ବିପକ୍ଷ ଦଳଙ୍କ ୧୯ ଏମ୍ପି ନିଲମ୍ବିତ…
ନୂଆଦିଲ୍ଲୀ, ୨୬।୭ : ସଂସଦର ମୌସୁମୀ ଅଧିବେଶନରେ ମଙ୍ଗଳବାର ପୁଣି ୧୯ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ଓ୍ବେଲରେ ପ୍ରବେଶ କରିବା ଏବଂ ସ୍ଲୋଗାନ ଦେବା କାରଣରୁ ନିଲମ୍ବିତ କରାଯାଇଛି। ୧୯ ଜଣ ରାଜ୍ୟ ସଭା ଏମ୍ପିଙ୍କୁ ସପ୍ତାହର ଅବଶିଷ୍ଟ ସମୟ…
ଦେଶରେ ଚାଲିଛି ମୋଦି-ପୋଲିସଙ୍କ ରାଜୁତି…
ନୂଆଦିଲ୍ଲୀ, ୨୬।୭ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ସରକାରଙ୍କ ବିଭିନ୍ନ ନିୀତିର ବିରୋଧ କରି ଏକ ପ୍ରତିବାଦ ଆନ୍ଦୋଳନର ନେତୃତ୍ୱ ନେଇ ରାସ୍ତାରେ ଧାରଣା ଦେଇ ଥିଲେ। ସେ ମୂଲ୍ୟ ବୃଦ୍ଧି, ଜିଏସଟି ଏବଂ କେନ୍ଦ୍ରୀୟ ଏଜେନ୍ସିର ଅପବ୍ୟବହାର…
ଆଶିଷଙ୍କ ଜାମିନ୍ ଆବେଦନ ଖାରଜ କଲେ ହାଇକୋର୍ଟ…
ଆହ୍ଲାବାଦ,୨୬।୭ : ଲଖିମପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କ ଜାମିନ ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି। ଚଳିତ ବର୍ଷ ଫେବୃଆରୀରେ ହାଇକୋର୍ଟ ଆଶିଷଙ୍କୁ ଜାମିନ ପ୍ରଦାନ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟ ଏହି ଜାମିନକୁ ଖାରଜ କରି…
ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍, ୩ ରାଜ୍ୟରେ ସଙ୍କଟ…
ନୂଆଦିଲ୍ଲୀ, ୨୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…
ସହଜରେ ମନେରହିବ
ପାଠ ମନେରହୁନି ବୋଲି ପିଲାଙ୍କ ଉପରେ ରାଗନ୍ତୁ ନାହିଁ। ବରଂ ପିଲାଙ୍କ ଏଭଳି ସ୍ଥିତିରେ କିପରି ସାହାଯ୍ୟ କରିହେବ ସେଥିପ୍ରତି ଅଧିକ ଧ୍ୟାନ ଦିଅନ୍ତୁ। -ପ୍ରଥମେ ପିଲାଙ୍କୁ କୌଣସି ଏକ ବିଷୟରେ ପାଠ ପଢ଼ାଉଥିଲେ ଭଲଭାବେ ବୁଝାନ୍ତୁ। ସଙ୍ଗେ ସଙ୍ଗେ ମନେରଖିବା…
ମନ୍ସୁନ୍ ଟିପ୍ସ
ବର୍ଷାଦିନେ ଥଣ୍ଡା, କାଶ ଭଳି ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ପାଣିପାଗ ବଦଳୁଥିବାରୁ ଭାଇରାଲ୍ ଇନ୍ଫେକଶନ୍ ହୁଏ। ତେବେ ବିଭିନ୍ନ ପ୍ରକାର ଘରୋଇ ଉପାୟରେ ବି ଏହି ସମସ୍ୟାର ସମାଧାନ କରିପାରିବେ… -ବର୍ଷାଦିନେ ଯଦି କାଶ ହେଉଥାଏ ତେବେ ମହୁରେ ଲେମ୍ବୁରସ…
ବର୍ଷାଦିନେ ଲଗାନ୍ତୁ ନିମ୍ବପତ୍ର
ବର୍ଷାଦିନେ ତ୍ୱଚାର ବିଭିନ୍ନ ସମସ୍ୟା ଦୂରକରି ସୁନ୍ଦରତା ବଢ଼ାଇବା ପାଇଁ ନିମ୍ବପତ୍ର ବ୍ୟବହାର କରନ୍ତୁ। -ତ୍ୱଚାରେ ଥିବା କଳାଦାଗ ଦୂରକରିବା ପାଇଁ ନିମ୍ବପତ୍ରରେ ଟୋନର ତିଆରି କରିପାରିବେ। ଏଥିପାଇଁ ନିମ୍ବପତ୍ରକୁ ପାଣିରେ ଭଲଭାବେ ସିଝାଇ ଦିଅନ୍ତୁ। ଥଣ୍ଡା ହେବା ପରେ ତୁଳାରେ…
ଅତିଥି ଆସୁଥିଲେ…
ଘରେ ଅଚାନକ ପାର୍ଟି। ଏଥିପାଇଁ ସମୟ ବହୁତ କମ୍। ଏତେ ଶୀଘ୍ର କ’ଣ କେମିତି ହେବ! ଏକଥା ଭାବି ଚିନ୍ତାରେ ରହିବା ବଦଳରେ ଠିକ୍ ଭାବେ ପ୍ଲାନିଂକରି ଆପଣ ବି ହୋଇପାରିବେ ସ୍ମାର୍ଟ ଶ୍ରୀମତୀ… କେବେ ବନ୍ଧୁବାନ୍ଧବଙ୍କୁ ଏକାଠି କରିବା ପାଇଁ…
ଇତିହାସ ରଚିଲେ ଫ୍ରାନ୍ସ କ୍ରିକେଟର୍
ଭାଣ୍ଟା,୨୬।୭:ଫ୍ରାନ୍ସର ଓପନର୍ ଗୁସ୍ତାଭ ମ୍ୟାକେନ ଅନ୍ତର୍ଜାତୀୟ ଟି-୨୦ରେ ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ଶତକ ହାସଲ କରିଛନ୍ତି। ସେ ୧୮ ବର୍ଷ ୨୮୦ ଦିନ ବୟସରେ ଏହି କୀର୍ତ୍ତିମାନ କରିଥିଲେ। ସ୍ବିଜରଲ୍ୟାଣ୍ଡ ବିପକ୍ଷ ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ର ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗୁସ୍ତାଭ…
‘ପ୍ରତିିଶ୍ରୁତି ଦେଉଛି ଭାଜପା, ଟିଏମ୍ସି- ବିଜେଡି ଏମ୍ପିଙ୍କୁ ଫୋନ୍ କରିବି ନାହିଁ’
ନୂଆଦିଲ୍ଲୀ,୨୬।୭: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲ୍ଭା ମଙ୍ଗଳବାର ଏକ ଟୁଇଟ କରିଛନ୍ତି। ଉକ୍ତ ଟୁଇଟରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ମୋବାଇଲ ଫୋନରୁ କଲ୍ ଯାଉନାହିଁ କିମ୍ବା ଆସୁନାହିଁ। ଏଥିସହ ଏମ୍ଟିଏନ୍ଏଲ୍ ଉପରେ କ୍ଷୋଭ ପ୍ରକାଶ…
Archives


