ଏସିଆ କପ୍ ଟାଇଟଲ ହାତେଇଲା ଶ୍ରୀଲଙ୍କା
ଦୁବାଇ,୧୧।୯: ଫାଇନାଲ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ପ୍ରଭାବୀ ପ୍ରଦର୍ଶନ କରି ଏସିଆ କପ୍ ଟାଇଟଲ ହାତେଇଛି ଶ୍ରୀଲଙ୍କା। ଭାନୁକା ରାଜପାକ୍ସେଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ପ୍ରମୋଦ ମଦୁଶାନ୍ ଓ ୱାନିଣ୍ଡୁ ହସରଙ୍ଗାଙ୍କ ଚମତ୍କାର ବୋଲିଂ ବଳରେ ଶ୍ରୀଲଙ୍କା ପାକିସ୍ତାନକୁ…
ସୋନାଲି ଫୋଗଟ ମୃତ୍ୟୁ ଘଟଣା: ପୁଣି ସିବିଆଇ ତଦନ୍ତ ଦାବି କଲେ ଝିଅ
ନୂଆଦିଲ୍ଲୀ,୧୧।୯: ଅଭିନେତ୍ରୀ ତଥା ଭାଜପା ନେତ୍ରୀ ସୋନାଲି ଫୋଗଟଙ୍କ ରହସ୍ୟଜନକ ମୃତ୍ୟୁ ନେଇ ଚର୍ଚ୍ଚା ଜାରି ରହିଛି। ଏହି ଘଟଣାରେ ଗୋଆ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଗୋଆ ପୋଲିସ ସୋନାଲିଙ୍କ ପିଏ ସୁଧୀର ସାଙ୍ଗୱାନଙ୍କୁ ଗିରଫ କରିଛି। ତେବେ…
ଏସିଆ କପ୍ ଫାଇନାଲ୍: ପାକିସ୍ତାନକୁ ୧୭୧ ରନ୍ର ଟାର୍ଗେଟ୍
ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ ପାକିସ୍ତାନକୁ ୧୭୧ ରନ୍ର ବିଜୟ ଲକ୍ଷ୍ୟ ମିଳିଛି। ଟସ ଜିତିବା ପରେ ପ୍ରଥମେ ବୋଲିଂ…
ବିବାହ ପ୍ରସ୍ତାବ କଥା ଶୁଣି ଏମିତି ପ୍ରତିକ୍ରିୟା ଦେଲେ ରାହୁଲ ଗାନ୍ଧୀ
ଚେନ୍ନାଇ,୧୧।୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦଳ ‘ଭାରତ ଯୋଡ’ ଯାତ୍ରା ଆରମ୍ଭ କରିଛି। ଏହି ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଭଲ ମନ୍ଦ ପଚାରି ବୁଝୁଛନ୍ତି। ଏହି କ୍ରମରେ ରାହୁଲ ତାମିଲନାଡୁରେ…
ପ୍ରମୋଶନରେ ବ୍ୟସ୍ତ ସ୍ବରା
ମୁମ୍ବାଇ:ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ଦ୍ୱାରା ଅଭିନୀତ ଫିଲ୍ମ ‘ଜାହାଁ ଚାର୍ ୟାର୍’ ଆସନ୍ତା ୧୬ ତାରିଖରେ ମୁକ୍ତିଲାଭ କରିବ। ସ୍ବରାଙ୍କ ସହିତ ଫିଲ୍ମରେ ଶୀଖା ତାଲସାନିଆ, ପୂଜା ଚୋପ୍ରା ଏବଂ ମେହେର ଭିଜ୍ ଅଭିନୟ କରିଛନ୍ତି। ଏହାର ନିର୍ଦ୍ଦେଶନା ଦେଇଛନ୍ତି…
ପୁରୁଷ ବନ୍ଧୁଙ୍କ ଗୁପ୍ତାଙ୍ଗ କାଟିଦେଲେ ଯୁବକ
ଲକ୍ଷ୍ନୌ, ୧୧।୯:ଉତ୍ତର ପ୍ରଦେଶ ବରେଲି ଜିଲା ସିଭିଲ୍ ଲାଇନ୍ରେ ଥିବା ଏକ ହୋଟେଲରେ ଜଣେ ଯୁବକ (୩୨) ତାଙ୍କ ପୁରୁଷବନ୍ଧୁ (୩୦)ଙ୍କ ଗୁପ୍ତାଙ୍ଗ କାଟି ଦେଇଛନ୍ତି। ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଜରିଆରେ ପୁରୁଷବନ୍ଧୁ ଯୁବକଙ୍କୁ ବ୍ଲାକ୍ମେଲ୍ କରୁଥିବା ପୋଲିସ କହିଛି। ସମ୍ପୃକ୍ତ…
ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି: ପ୍ରଫୁଲ୍ଲ ପଟେଲ
ନୂଆଦିଲ୍ଲୀ,୧୧।୯: ୨୦୨୪ ଲୋକ ସଭା ନିର୍ବାଚନରେ ଏନସିପି ସୁପ୍ରିମୋ ଶରଦ ପାଓ୍ବାର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନୁହଁନ୍ତି ବୋଲି ଏନସିପି ଏମ୍ପି ପ୍ରଫୁଲ୍ଲ ପଟେଲ ରବିବାର ସ୍ପଷ୍ଟ କରିଛନ୍ତି। ଦିଲ୍ଲୀର ଟକାଟୋରା ଷ୍ଟାଡିୟମରେ ଏନସିପିର ଅଷ୍ଟମ ଜାତୀୟ ସମ୍ମିଳନୀରେ ପ୍ରଫୁଲ୍ଲ କହିଛନ୍ତି, ଶରଦ…
ହ୍ବିଲ୍ଚେୟାରରେ ବସି ଫୁଡ୍ ଡେଲିଭରୀ କରୁଛନ୍ତି ଦିବ୍ୟାଙ୍ଗ ଯୁବତୀ, ଭିଡିଓ ଭାଇରାଲ
କଥାରେ ଅଛି, ଇଛା ଥିଲେ, ଉପାୟ ଆପେ ଆପେ ଆସେ। ଏହି ଉକ୍ତିଟିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ଜଣେ ଦିବ୍ୟାଙ୍ଗ ଯୁବତୀ। ନିଜ ଅକ୍ଷମତାକୁ ପଛରେ ପକାଇ ଏହି ଯୁବତୀ ଜଣଙ୍କ ହ୍ବିଲ୍ଚେୟାରରେ ବସି ଫୁଡ୍ ଡେଲିଭରୀ କାର୍ଯ୍ୟ କରୁଛନ୍ତି। ଏହି…
ଏସିଆ କପ ଫାଇନାଲ୍: ଟସ୍ ଜିତିଲା ପାକିସ୍ତାନ
ଦୁବାଇ,୧୧।୯:ଏସିଆ କପ ଟି-୨୦ ଟୁର୍ନାମେଣ୍ଟର ଫାଇନାଲ୍ ମ୍ୟାଚ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି। ଟାଇଟଲ ମ୍ୟାଚରେ ପାଞ୍ଚ ଥର ଚାମ୍ପିୟନ ଶ୍ରୀଲଙ୍କା ଏବଂ ଦୁଇଥର ଚାମ୍ପିୟନ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍ରେ ପାକିସ୍ତାନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି…
ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍ରେ ମୃତ୍ୟୁ
ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ରବିବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ମିନି (୫୬)…
କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍କା
ଗୁଆହାଟୀ,୧୧।୯: ଆସାମରେ କଂଗ୍ରେସକୁ ଏକ ବଡ଼ ଝଟ୍କା ଲାଗିଛି। ଦଳର ବଡ଼ ନେତା କାମରୁଲ ଇସଲାମ ଚୌଧୁରୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସାମ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା…
୩୫ ଲକ୍ଷ ପିଲାଙ୍କ ଶିକ୍ଷା ପ୍ରଭାବିତ
ଇସଲାମାବାଦ,୧୧ା୯: ପାକିସ୍ତାନରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଯୋଗୁ ସବୁକିଛି ଉଜୁଡ଼ି ଯାଇଛି। ବନ୍ୟା ପ୍ରଭାବିତ ପାକିସ୍ତାନକୁ ବିଶ୍ୱର କିଛି ଦେଶ ସହାୟତାର ହାତ ବଢ଼ାଇଛନ୍ତି। ଏହି ସମୟରେ ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁଟେରସ୍ ପାକିସ୍ତାନରେ ପହଞ୍ଚିଛନ୍ତି। ଆଣ୍ଟୋନିଓ ରବିବାର…
Archives


