Home

କାର୍‌ ଦୁର୍ଘଟଣାରେ ଚାଲିଗଲା ଖ୍ୟାତନାମା ଅମ୍ପାୟାର ରୁଡି କର୍ଜନଙ୍କ ଜୀବନ

ନୂଆଦିଲ୍ଲୀ,୯।୮: ଦକ୍ଷିଣ ଆଫ୍ରିକାର ପୂର୍ବତନ ଅନ୍ତର୍ଜାତୀୟ ଅମ୍ପାୟାର ରୁଡି କର୍ଜନଙ୍କ ଏକ କାର୍‌ ଦୁର୍ଘଟଣାରେ ମଙ୍ଗଳବାର ମୃତ୍ୟୁ ଘଟିଛି। ତାଙ୍କୁ ୭୩ ବର୍ଷ ହୋଇଥିଲା। ପରିବାରରେ ତାଙ୍କର ସ୍ତ୍ରୀ ଏବଂ ୪ ସନ୍ତାନ ରହିଛନ୍ତି। ୧୯୯୦ରୁ ୨୦୧୦ ପର୍ଯ୍ୟନ୍ତ ସେ କ୍ରିକେଟର…

ଜଣେ ହତାଶ ବ୍ୟକ୍ତି ନିଜକୁ ବଞ୍ଚାଇବାର ପ୍ରୟାସ କରୁଛନ୍ତି, ସିସୋଦିଆଙ୍କୁ ଅନୀଲ ବୈଜଲଙ୍କ ଉତ୍ତର…

ନୂଆଦିଲ୍ଲୀ, ୯।୮ : ଦିଲ୍ଲୀର ନୂତନ ଅବକାରୀ ନୀତି ନେଇ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଅଭିଯୋଗର ଉତ୍ତର ଦେଇ ପୂର୍ବତନ ଉପରାଜ୍ୟପାଳ ଅନୀଲ ବୈଜଲ କହିଛନ୍ତି ଯେ ଜଣେ ହତାଶ ବ୍ୟକ୍ତି ନିଜକୁ ବଞ୍ଚାଇବାର ପ୍ରୟାସ କରୁଛନ୍ତି। ସେ ଏକ ବିବୃତି…

ନୀତୀଶଙ୍କ ଇସ୍ତଫା ଏକ ଶୁଭାରମ୍ଭ, ଦେଶରୁ ଭାଜପା ପୋଛି ହୋଇଯିବ, କହିଲେ ଅଖିଳେଶ …

ଲକ୍ଷ୍ନୌ, ୯।୮ : ବିହାରରେ ଜାରି ରହିଥିବା ରାଜନୈତିକ ସ୍ଥିତି ନେଇ ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ନୀତୀଶ କୁମାରଙ୍କ ଇସ୍ତଫାକୁ ଅଖିଳେଶ ଏକ ଭଲ ଶୁଭାରମ୍ଭ କରିଛନ୍ତି। ଏଣିକି ଦେଶରୁ ଭାଜପା ପୋଛି…

ମହାମେଣ୍ଟ ନେତା ହେଲେ ନୀତୀଶ, ହେବେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ…

ପାଟନା, ୯।୮ : ମହାମେଣ୍ଟର ନେତା ଭାବେ ଜେଡ଼ିୟୁ ନେତା ନୀତୀଶ କୁମାରଙ୍କୁ ଚୟନ କରାଯାଇଛି। ମଙ୍ଗଳବାର ଅପରାହ୍ନରେ ନୀତୀଶ ରାବ୍ରୀ ଦେବୀଙ୍କ ବାସଜ ଭବନରେ ପହଞ୍ଚିଥିଲେ। ସେଠାରୁ ଆରଜେଡି ନେତା ତେଜସ୍ବୀ ଯାଦବ ଏବଂ କଂଗ୍ରେସର ଭକ୍ତ ଚରଣ ଦାସଙ୍କ…

ପୁରୁଷୋତ୍ତମପୁରବ୍ଲକ ଜିଆରଏସ ନିଖୋଜ ଅଭିଯୋଗ 

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ)ଗଞ୍ଜାମଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ସୋମବାର ରାତ୍ରରୁ ନିଖୋଜ ହୋଇଯାଇଛନ୍ତି। ଏଥିନେଇ ତାଙ୍କ ପତ୍ନୀ ଲିଜାରାଣି ପଣ୍ଡା ପୁରୁଷୋତ୍ତମ ପୁର ପୋଲିସରେ ଅଭିଯୋଗ ଜଣାଇଥିବା ନେଇ ବିଡିଓ ବିଜୟ କୁମାର…

ବହୁତ ଯନ୍ତ୍ରଣା ହେଉଛି, ଆପଣମାନଙ୍କ ଆଶୀର୍ବାଦ ଲୋଡ଼ା: ଅଖ୍‌ତର

ନୂଆଦିଲ୍ଲୀ,୯।୮: ପାକିସ୍ତାନର ପୂର୍ବତନ ମହାନ ଦ୍ରୁତ ବୋଲର୍‌ ଶୋଏବ ଅଖତର୍‌ ଏବେ ହସ୍ପିଟାଲ୍‌ରେ। ତାଙ୍କ ଆଣ୍ଠୁର ସର୍ଜରୀ କରାଯାଇଛି। ଦୀର୍ଘଦିନଧରି ଆଣ୍ଠୁରେ ସମସ୍ୟା ଲାଗି ରହିଥିବା ବେଳେ ସେ ଏକାଧିକ ଥର ସର୍ଜରୀ କରାଇଥିଲେ। ହେଲେ କୌଣସି ସୁଫଳ ନ ମିଳିବାରୁ…

ମ୍ୟାଜିକ୍‌ ନମ୍ବର ୧୨୨, କିଏ ହାତେଇବ କ୍ଷମତା …

ପାଟନା, ୯।୮ : ବର୍ତ୍ତମାନ ବିହାର ବିଧାନସଭାରେ ମୋଟ ଆସନ ସଂଖ୍ୟା ୨୪୩ ରହିଛି। ରାଜ୍ୟରେ ନୂଆ ସରକାର ଗଠନ ପାଇଁ ମ୍ୟାଜିକ୍‌ ନମ୍ବର ୧୨୨ ଲୋଡ଼ା ହେଉଛି। ସାମ୍ପ୍ରତିକ ଆକଳନକୁ ଦେଖିଲେ, ଆରଜେଡି ବିହାରର ସବୁଠାରୁ ବଡ ପାର୍ଟି। ବିଧାନସଭାରେ…

ମୋତେ ତାଙ୍କ ନାଁ ବହୁତ ପସନ୍ଦ, ‘ମଲାଇକା’: ଅର୍ଜୁନ କପୁର

ବମ୍ବେ: ବଲିଉଡ୍‌ର ଚର୍ଚ୍ଚିତ ଲଭ୍‌ବାର୍ଡଙ୍କ ମଧ୍ୟରୁ ଅର୍ଜୁନ କପୁର- ମଲାଇକା ଅରୋରା ଅନ୍ୟତମ। ବୟସାଗତ ତଫାତ ଥିଲେ ହେଁ ଦୁହେଁ ଦୁହିଁଙ୍କୁ ବହୁତ ଭଲପାଆନ୍ତି। ଏହାର ଝଲକ ତାଙ୍କ ସୋସିଆଲ ମିଡିଆ ପୋଷ୍ଟ ନଚେତ କଥାବାର୍ତ୍ତାରୁ ସ୍ପଷ୍ଟ ବାରିହୁଏ। ନିକଟରେ ‘କଫି…

ନୂଆ ମହାମେଣ୍ଟରେ ଜେଡ଼ିୟୁ ହାତରେ ମୁଖ୍ୟମନ୍ତ୍ରୀ-ଆରଜେଡ଼ିର ଉପମୁଖ୍ୟମନ୍ତ୍ରୀ-କଂଗ୍ରେସର ବାଚସ୍ପତି ପଦବୀ ନେଇ ଚର୍ଚ୍ଚା..

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରି ତାଙ୍କ ପାଖରେ ନୂଆ ସରକାର ଗଠନ ପାଇଁ ୧୬୦ ବିଧାୟକଙ୍କ ସମର୍ଥନ ଥିବା ଦାବି…

ଇସ୍ତଫା ଦେଇ ନୂଆ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲେ ନୀତୀଶ…

ପାଟନା, ୯।୮ : ନୀତୀଶ କୁମାର ବିହାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଜ୍ୟପାଳ ଫାଗୁ ଚୌହ୍ବାନଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାକୁ ରାଜ୍ୟପାଳ ଗ୍ରହଣ କରିଥିବା ସେ ସୂଚନା ଦେଇଛନ୍ତି। ଏହା ସହିତ ନୀତୀଶ ନୂଆ…

୨୬ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାଜପାଠାରୁ ଦୂରେଇଲେ ନୀତୀଶ…

ପାଟନା, ୯।୮ : ବିହାରରେ ଭାଜପା ଏବଂ ଜେଡିୟୁ ମେଣ୍ଟ ପୁଣି ଥରେ ଭାଙ୍ଗିଛି। ଗତ ୨୬ବର୍ଷରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ ଭାଜପାଠାରୁ ଅଲଗା ହେଉଛନ୍ତି। ସମତା ପାର୍ଟିରୁ ନୀତୀଶ କୁମାର ଭାଜପା ସହ ମିଳିତ ହୋଇଥିଲେ। ୨୦୦୦ରେ…

ଭାରତ-ମ୍ୟାନ୍‌ମାର ସୀମାରେ ଗୁଳି ବିନିମୟ…

କୋହିମା/ଇଟାନଗର, ୯।୮ : ଭାରତ-ମ୍ୟାନମାର ସୀମାରୁ ଆସିଥିବା ଉଗ୍ରବାଦୀ ଗୋଷ୍ଠୀ ମଙ୍ଗଳବାର ଅରୁଣାଚଳ ପ୍ରଦେଶରେ ଏବଂ ପରେ ନାଗାଲାଣ୍ଡରେ ଆସାମ ରାଇଫଲ୍ସ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଛନ୍ତି। ଅରୁଣାଚଳଠାରେ ମଙ୍ଗଳବାର ସକାଳେ ତିରାପ ଚାଙ୍ଗଲାଙ୍ଗ ଅଞ୍ଚଳରେ ଏହି ଘଟଣା ଘଟିଛି। ସେହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri