୨୦୪୭ ସୁଦ୍ଧା ସ୍ବାଧୀନତା ସଂଗ୍ରାମୀଙ୍କ ସ୍ବପ୍ନକୁ ସମ୍ପୂର୍ଣ୍ଣ ରୂପେ କରିବୁ ସାକାର: ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪।୮: ୭୬ତମ ସ୍ବାଧୀନତା ଦିବସ ପାଳନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ପ୍ରଥମଥର ସମ୍ବୋଧନ କରିଛନ୍ତି। ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ପ୍ରଣାମ ଜଣାଇବା ସହ ରାଷ୍ଟ୍ରପତି କହିଛନ୍ତି, ଦେଶ ସ୍ବାଧୀନ ହେବାର ୭୫ ବର୍ଷ ପୂରଣ ହୋଇଛି। ଏହି ଅବସରରେ…
ଛାତରେ ତ୍ରିରଙ୍ଗା ଉଡ଼ାଇଲେ ବୃଦ୍ଧା, ଫଟୋ ଶେୟାର କରି ଆନନ୍ଦ ମହିନ୍ଦ୍ରା କହିଲେ…
ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୧୫ ସୋମବାର ଭାରତ ସ୍ବାଧୀନତାର ୭୫ବର୍ଷ ପୂରଣ ହେଉଛି। ଏହି ଅବସରରେ ଭାରତ ସରକାର ‘ହର୍ ଘର ତ୍ରିରଙ୍ଗା’ ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ସାଧାରଣ ଭାରତୀୟ ମଧ୍ୟ ନିଜ ଘରେ ତ୍ରିରଙ୍ଗା ଉଡ଼ାଉଛନ୍ତି। ସେଲିବ୍ରିଟିମାନଙ୍କଠାରୁ ମଧ୍ୟ…
ବ୍ଲାକ୍ମେଲ୍ କରୁଥିବା ବ୍ୟକ୍ତିଙ୍କ ଫଟୋ ଶେୟାର କଲେ ଉର୍ଫି
ରିଆଲିଟି ଶୋ’ ‘ବିଗ ବସ ଓଟିଟି’ରୁ ଚର୍ଚ୍ଚାର ପରିସରକୁ ଆସିଥିବା ମଡେଲ୍ ଉର୍ଫି ଜାଭେଦ ଏବେ ଚିନ୍ତାରେ ପଡିଛନ୍ତି। ତାଙ୍କୁ ଜଣେ ବ୍ୟକ୍ତି ବାରମ୍ବାର ସୋସିଆଲ ମିଡିଆରେ ବ୍ଲାକ୍ମେଲ୍ କରୁଛନ୍ତି। କେବଳ ଏତିକି ନୁହେଁ, ତାଙ୍କୁ ଭୁଲ୍ କାର୍ଯ୍ୟ କରିବାକୁ ବାଧ୍ୟ…
ଭାରତକୁ କୃତଜ୍ଞତା ଜଣାଇଲା ତାଇଓ୍ବାନ
ତାଇପେ/ନୂଆଦିଲ୍ଲୀ,୧୪ା୮: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଥିବା ତିକ୍ତତାକୁ ସମନ୍ବୟ କରିବାରେ ଭାରତ ଏବଂ ଅନ୍ୟାନ୍ୟ ଦେଶ ତାଇଓ୍ବାନକୁ ସାହାଯ୍ୟ କରିଥିଲେ। ତାଇଓ୍ବାନ ଏନେଇ ରବିବାର ଭାରତକୁ ଧନ୍ୟବାଦ ଜଣାଇଛି। ତାଇଓ୍ବାନ କହିଛି, ଭାରତର ଉଦ୍ୟମ ସେମାନଙ୍କ ଆତ୍ମରକ୍ଷାକୁ ଦୃଢ଼ କରିବ।…
ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ: ଫଡନବିସ୍ଙ୍କୁ ଗୃହ, ଅର୍ଥ ମନ୍ତ୍ରଣାଳୟ
ମୁମ୍ବାଇ,୧୪।୮: ମହାରାଷ୍ଟ୍ରରେ ଦୀର୍ଘ ଦିନର ଅପେକ୍ଷା ପରେ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ରାଜ୍ୟ କ୍ୟାବିନେଟରେ ନବ ନିଯୁକ୍ତ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏମଆରଡିସି ଏବଂ ନଗର ଉନ୍ନୟନ ବିଭାଗର ଦାୟିତ୍ୱ ନିଜ ପାଖରେ ରଖିଥିବାବେଳେ ଉପ-ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର…
କୋର୍ଟରେ କହିଲେ ଏକାଠି ରହିବୁ, ବାହାରକୁ ଆସିବା ମାତ୍ରେ ସ୍ତ୍ରୀଙ୍କ ଗଳା କାଟିଦେଲେ ସ୍ବାମୀ
ବେଙ୍ଗାଲୁରୁ,୧୪।୮: କର୍ନାଟକର ହାସନ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ସ୍ଥାନୀୟ କୋର୍ଟ ପରିସରରେ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି। ଅଭିଯୁକ୍ତ ତାଙ୍କ ଝିଅକୁ ମଧ୍ୟ ହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲେ। କିନ୍ତୁ ସ୍ଥାନୀୟ…
ସାପ କାମୁଡିବାରୁ ତାକୁ ଦାନ୍ତରେ ଦୁଇଖଣ୍ଡ କରିଦେଲେ ୨ ବର୍ଷର ଝିଅ
ଆଙ୍କରା,୧୪।୮: ତୁର୍କୀରେ ଏକ ରୋଚକ ଘଟଣା ଘଟିଛି। ଜଣେ ୨ ବର୍ଷର ଝିଅକୁ ସାପ କାମୁଡିବାରୁ ସେ ରାଗିଯାଇ ଦାନ୍ତରେ ସାପଟିକୁ କାମୁଡି ଦୁଇଖଣ୍ଡ କରିଦେଇଛନ୍ତି। କୁନି ଝିଅଟି ଖେଳୁଥିବାବେଳେ ସାପ ତାଙ୍କ କୋଠରୀରେ ପ୍ରବେଶ କରିଥିଲା। ସେହି ସାପକୁ ଖେଳନା…
ଧୋଇଗଲା ଅସ୍ଥାୟୀ ପୋଲ
ରାଇକିଆ,୧୪ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ରାଇକିଆ ବ୍ଲକ ମୁରୁଡ଼ି କୁପୁଡ଼ାଠାରେ ଦାରିଙ୍ଗିବାଡ଼ି-ରାଇକିଆକୁ ସଂଯୋଗ କରୁଥିବା ଅସ୍ଥାୟୀ ପୋଲ ରବିବାର ଅପରାହ୍ନରେ ଧୋଇ ଯିବାରୁ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ୨୦୧୮ ତିତ୍ଲି ବାତ୍ୟାରେ ଏଠାରେ ଥିବା ସ୍ଥାୟୀ ପୋଲଟି ଧୋଇ ଯାଇଥିଲା।…
‘ବିଶ୍ୱରେ ୪୦୦୦ ବାଘ ଥିବେ, କିନ୍ତୁ ରାହୁଲ ଦ୍ରାବିଡ ଗୋଟିଏ’
ନୂଆଦିଲ୍ଲୀ,୧୪।୮: ନ୍ୟୁଜିଲାଣ୍ଡର ପୂର୍ବତନ ଖେଳାଳି ରସ ଟେଲର ଏବେ ନିଜ ଆତ୍ମଜୀବନୀ ‘ବ୍ଲାକ୍ ଆଣ୍ଡ୍ ହ୍ବାଇଟ୍’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ପୁସ୍ତକରେ ସେ ନିଜ କ୍ରିକେଟ୍ ଜୀବନରେ ଘଟିଥିବା ଅନେକ କାହାଣୀ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ ଭାରତୀୟ…
ଫୁଲୁଛି ବ୍ରାହ୍ମଣୀ: ବନ୍ୟା ଆଶଙ୍କାରେ ଲୋକେ ଆତଙ୍କିତ
ଢେଙ୍କାନାଳ ଅଫିସ,୧୪ା୮: ଢେଙ୍କାନାଳ ଜିଲାରେ ଲଗାଣ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଢେଙ୍କାନାଳ ଓ କାମାକ୍ଷାନଗର ରାସ୍ତାର ଗେଙ୍ଗୁଟିଆ ଏବଂ କମଗରା ମଧ୍ୟରେ ଥିବା ବ୍ରାହ୍ମଣୀ ଫୁଲିବାରେ ଲାଗିଛି। ନଦୀରେ ବନ୍ୟା ଜଳ ପ୍ରବେଶ କରିଛି। ଫଳରେ ନଦୀ…
ଲାଲ କିଲ୍ଲାରେ ସୁରକ୍ଷା ଛାଉଣୀ…
ନୂଆଦିଲ୍ଲୀ, ୧୪।୮ : ସ୍ବାଧୀନତା ଦିବସକୁ ଦୃଷ୍ଟିରେ ରଖି ଦିଲ୍ଲୀର ଲାଲ୍ କିଲ୍ଲା ସୁରକ୍ଷା ଛାଉଣୀରେ ପରିଣତ ହୋଇଛି। ଗୁଡ଼ି ଭଳି ଉଡ଼ନ୍ତା ବସ୍ତୁ ବ୍ୟବହାର କରି କିଛି ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଏଜେନ୍ସିମାନେ ପୋଲିସକୁ ସତର୍କ ସୂଚନା ଜାରି କରିଛନ୍ତି।…
ଧାନତଳି ରୋଇବାକୁ ଯାଇ ଫେରିଲେନି, ଆଜି ମିଳିଲା ମୃତଦେହ
ଆରଡ଼ି,୧୪ା୮(ଡି.ଏନ୍.ଏ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ରଇପୁର ଗ୍ରାମରେ ନାଳରେ ପଡ଼ି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ରମାକାନ୍ତ ରାଉତ (୫୦) ନାମକ ଚାଷୀ ଶନିବାର ବିଲକୁ ଧାନତଳି ରୋଇବା ପାଇଁ ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ଘରକୁ ନ…
Archives


