Home

ଡ୍ରଗ୍ସ ନିଅନ୍ତି ସଲମାନ ଖାନ୍‌: ବାବା ରାମଦେବ

ନୂଆଦିଲ୍ଲୀ,୧୮।୯: ଯୋଗ ଗୁରୁ ବାବା ରାମଦେବ ଏକ କାର୍ଯ୍ୟକ୍ରମରେ ନିଶା ମୁକ୍ତି ଭାରତ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ। ଏହି ସମୟରେ ସେ ବଲିଉଡର ଅଭିନେତା ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କୁ ଟାର୍ଗେଟରେ କରିଥିଲେ। ସେ କହିଛନ୍ତି, ଯଦି ସମଗ୍ର…

ଦେଶରେ ୧,୫୪୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୧୮।୧୦: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଶୁକ୍ରବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୫୪୨ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୮ ଜଣଙ୍କ ମୃତ୍ୟୁ ଘଟଥିବା ଜଣାପଡିଛି। ନୂତନ ମାମଲା…

ତେଜସ୍ବୀଙ୍କୁ ତାଗିଦ୍‌ କଲେ କୋର୍ଟ

ନୂଆଦିଲ୍ଲୀ,୧୮।୧୦: ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ କର୍ପୋରେସନ (ଆଇଆରସିଟିସି) ସ୍କାମ ମାମଲାରେ ବିହାରର ଉପମୁଖ୍ୟମନ୍ତ୍ରୀ ତଥା ଆରଜେଡି ନେତା ତେଜସ୍ବୀ ଯାଦବ ମଙ୍ଗଳବାର ଦିଲ୍ଲୀ ସ୍ଥିତ ରାଉସ ଏଭେନ୍ୟୁ କୋର୍ଟରେ ପହଞ୍ଚିଛନ୍ତି। ଆଇଆରସିଟିସି ଦୁର୍ନୀତି ମାମଲାରେ ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ…

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ: ୬ ମୃତ

ଡେରାଡୁନ,୧୮।୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ କେଦାରନାଥ ଧାମରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କେଦାରନାଥଠାରୁ ଦୁଇ କିଲୋମିଟର ଦୂରରେ ଥିବା ଗରୁଡଚଟ୍ଟୀରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ସମୟରେ ହେଲିକପ୍ଟରରେ ୬…

ଦୀପାବଳିରେ କିପରି ସଜାଇବେ ଘର

ଦଶହରା ସରୁ ସରୁ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ ହୋଇଯାଏ। ଦୀପାବଳିରେ ସମସ୍ତେ ଘରକୁ ସଜାଇଥାନ୍ତି। କିନ୍ତୁ ଏଠାରେ କେତୋଟି ସହଜ ଉପାୟ ଦେଉଛୁ ଯାହାକୁ ଆପଣ ଆପଣାଇ ଘରକୁ ସୁନ୍ଦର ଲୁକ୍‌ ଦେଇପାରିବେ। ଏଥିପାଇଁ ଘରେ ଖାଲିଟାରେ ଜାଗା ନେଉଥିବା…

୭ ମାସର ଝିଅକୁ ଝୁଣି ଖାଇଗଲେ କୁକୁର

ନୋଏଡା,୧୮।୧୦: ନୋଏଡା ସେକ୍ଟର ୩୯ ପୋଲିସ ଷ୍ଟେଶନ ପରିସରରେ ଅବସ୍ଥିତ ଲୋଟସ ବଲ୍ଲଭ ସୋସାଇଟି ଅଫ ସେକ୍ଟର ୧୦୦ରେ କୁକୁର ଆକ୍ରମଣରେ ଜଣେ ସାତ ମାସର ଶିଶୁ ମୃତ୍ୟୁବରଣ କରିଛି। ପୋଲିସ ଏହି ସୂଚନା ଦେଇଛି। ଇନ୍ସପେକ୍ଟର ରାଜୀବ ବାଲିଆନ କହିଛନ୍ତି,…

ରୁଷିଆ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ: ୧୩ ମୃତ

ମସ୍କୋ,୧୮।୧୦: ରୁଷିଆର ସୁପରସୋନିକ ଯୁଦ୍ଧ ବିମାନ ୟୁକ୍ରେନ ସୀମା ନିକଟ ଦକ୍ଷିଣ ରୁଷିଆର ୟେସ୍କ ସହରର ଏକ ଆବାସିକ କୋଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ତିନି ପିଲାଙ୍କ ସମେତ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ…

କ୍ଷମା ମାଗିଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ,୧୮।୧୦: ଆଜିକାଲି ବ୍ରିଟେନ ପ୍ରଧାନମନ୍ତ୍ରୀ ଲିଜ ଟ୍ରସ୍‌ ସଙ୍କଟ ଦେଇ ଗତି କରୁଛନ୍ତି। ଟିକସ ହ୍ରାସ ନିଷ୍ପତ୍ତି ତାଙ୍କ ପାଇଁ କାଳ ହୋଇଛି। ତାଙ୍କ ଦଳର ସଦସ୍ୟମାନେ ତାଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ଏସବୁ ମଧ୍ୟରେ,…

ଅଷ୍ଟ୍ରେଲିଆ ଦିନିକିଆ ଦଳର ଅଧିନାୟକ ହେଲେ ପ୍ୟାଟ କୁମିନ୍ସ

ସିଡନୀ,୧୮।୧୦: ଦିନିକିଆ କ୍ରିକେଟରୁ ଆରୋନ ଫିଞ୍ଚଙ୍କ ଅବସର ପରେ କ୍ରିକେଟ ଅଷ୍ଟ୍ରେଲିଆ ନୂତନ ଅଧିନାୟକ ଘୋଷଣା କରିଛି। କ୍ରିକେଟ ଅଷ୍ଟ୍ରେଲିଆ ଏହାର ଏକ ନମ୍ବର ଦ୍ରୁତ ବୋଲର ପ୍ୟାଟ କୁମିନ୍ସଙ୍କୁ ଦିନିକିଆ ଦଳର ଅଧିନାୟକ ନିଯୁକ୍ତ କରିଛି। ଡେଭିଡ ୱାର୍ନର ମଧ୍ୟ…

ଆଜି ରାଜ୍ୟରେ ୫୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୮।୧୦(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୪…

ଗ୍ୟାଙ୍ଗଷ୍ଟରଙ୍କ ଉପରେ ଆକ୍ସନ, ଦିଲ୍ଲୀ-ପଞ୍ଜାବ ସମେତ ୫ ରାଜ୍ୟର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢାଉ

ନୂଆଦିଲ୍ଲୀ,୧୮ ।୧୦: ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି(ଏନଆଇଏ) ଗ୍ୟାଙ୍ଗଷ୍ଟରଙ୍କ ବିରୋଧରେ ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ମଙ୍ଗଳବାର ଏନଆଇଏ ପକ୍ଷରୁ ସାରା ଦେଶର ପ୍ରାୟ ୫ ରାଜ୍ୟରେ ୪୦ରୁ ଅଧିକ ସ୍ଥାନରେ ଚଢାଉ ଆରମ୍ଭ କରିଛି । ଏହି ଚଢାଉ ଦେଶ ତଥା…

ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କଲେ ମନ୍ତ୍ରୀ

ଜୟପୁର,୧୮।୧୦: ରାଜସ୍ଥାନର ଅଶୋକ ଗେହଲଟ ସରକାରରେ ସ୍ବାସ୍ଥ୍ୟ ମନ୍ତ୍ରୀ ଥିବା ପ୍ରସାଦି ଲାଲ ମୀନା ପୁଣି ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାକୁ ଆସିଛନ୍ତି। ସେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିଛନ୍ତି। ଲାଲସୋଟ ସହରର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?