Home

ନୋଟିସ ଲଗାଇ ପାର୍‌

ଢେଙ୍କାନାଳ ଅଫିସ, ୨୩।୯: ‘ଇଏନ୍‌ଟି ଓପିଡି ଇଜ୍‌ କ୍ଲୋଜଡ୍‌। ଇଏନ୍‌ଟି ସ୍ପେଶାଲିଷ୍ଟ ଅନ୍‌ ଲିଭ୍‌ ଫ୍ରମ୍‌ 13।9।2022 ଟୁ 6।11।2022’। ଏଭଳି ଲେଖାଥିବା ଏକ ନୋଟିସ ଲଗାଇ କର୍ଣ୍ଣ, ନାସା, ଗଳା ବିଭାଗର ଓପିଡିରେ ତାଲା ଝୁଲାଇ ଦେଇଛନ୍ତି ଢେଙ୍କାନାଳ ଜିଲା…

ଅଭିନେତା ବାବୁସାନ ଅସୁସ୍ଥ

ଭୁବନେଶ୍ୱର,୨୩।୯(ବ୍ୟୁରୋ): ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁସାନ ମହାନ୍ତି ଅସୁସ୍ଥ ଥିବା ତାଙ୍କ ଫ୍ୟାନ୍‌ଙ୍କ ମହଲରୁ ସୂଚନା ମିଳିଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ସେ ଚିକିତ୍ସାଧୀନ ଅଛନ୍ତି। ୬ ଦିନ ତଳେ ତାଙ୍କ ଶରୀରର ଅକ୍ସିଜେନ ମାତ୍ରା କମିଯିବାରୁ ସେ ଅସୁସ୍ଥ…

କାର୍‌ ସିକ୍ରେଟ ଚାମ୍ବରରେ ରୁପା ଇଟା

କଟକ ଅଫିସ,୨୩ା୯: ଗଞ୍ଜେଇ ଧରିବାକୁ ଯାଇ ଧରିଲେ ୧ କୁଇଣ୍ଟାଲ ରୁପା ଇଟା। ତା’ ସାଙ୍ଗକୁ ୧୧.୯୦ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି। ଏକ କାର୍‌ର ସିକ୍ରେଟ୍‌ ଚାମ୍ବରରୁ ବିପୁଳ ପରିମାଣର ରୁପା ଇଟା ଧରିବା ପରେ ଅବକାରୀ ବିଭାଗ…

ହିଜାବ ପିନ୍ଧିବାକୁ ମନାକଲେ ମହିଳା ନ୍ୟୁଜ ଆଙ୍କର, ଆମେରିକାରେ ହୋଇପାରିଲାନି ଇରାନ ରାଷ୍ଟ୍ରପତିଙ୍କ ସାକ୍ଷାତ୍‌କାର କାର୍ଯ୍ୟକ୍ରମ

ନ୍ୟୁୟର୍କ,୨୩ ।୯: ଇରାନରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ମଧ୍ୟରେ ଆମେରିକାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କୁ ଅସୁବିଧାର ସମ୍ମୁଖିନ ହେବାକୁ ପଡିଛି । ଇରାନ ରାଷ୍ଟ୍ରପତିଙ୍କ ଇଣ୍ଟରଭ୍ୟୁ ନେବାକୁ ଆମେରିକାର ଜଣେ ମହିଳା ନ୍ୟୁଜ ଆଙ୍କର ସମସ୍ତ ପ୍ରସ୍ତୁତି…

କାର୍ଯ୍ୟକ୍ଷମ ହୋଇନି ଅତ୍ୟାଧୁନିକ ମାଛ ବଜାର

ପୁରୀ ଅଫିସ,୨୩।୯: ପୁରୀ ସହରରେ ଗୋଟିଏ ଛାତ ତଳେ ସବୁ ଆମିଷଜାତ ଦ୍ରବ୍ୟ ଉପଲବ୍ଧ କରାଇବା ସହ ପ୍ରଦୂଷଣ ରୋକିବା ପାଇଁ ୨୦୧୯ ମସିହାରେ ତାଳବଣିଆରେ ଓଡ଼ିଶାର ଦ୍ୱିତୀୟ ଅତ୍ୟାଧୁନିକ ସ୍ବଚ୍ଛ ମାଛ ବଜାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ସମସ୍ତ…

ରାଜ୍ୟରେ ପ୍ରତିଷ୍ଠା ହେବ ୯ ଅବକାରୀ ଥାନା

ଭୁବନେଶ୍ୱର,୨୩ା୯(ବ୍ୟୁରୋ): ରାଜ୍ୟର ଗୋପାଳପୁର, ଖପ୍ରାଖୋଲ, ମୋହନା, ଦାରିଙ୍ଗବାଡ଼ି, ଯୋଡ଼ା, ହାଟଡ଼ିହି, ମୁନିଗୁଡ଼ା, କୋଇଡ଼ା ଓ ସୁକୃଳି ଆଦି ସ୍ଥାନରେ ୯ଟି ଅବକାରୀ ଥାନା ପ୍ରତିଷ୍ଠା ହେବ। ସେହିପରି ଭୁବନେଶ୍ୱର-୨, ଜଳେଶ୍ୱର, ବାସୁଦେବପୁର, ସାଲେପୁର, କାମାକ୍ଷାନଗର, ଆର. ଉଦୟଗିରି, ଭଞ୍ଜନଗର, ପାରାଦୀପ, ଯାଜପୁର…

ପୂର୍ବତନ ବିଚାରପତି ନାଗେଶ୍ୱରଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ, ୨୩ା୯ (ପି.ଟି.):ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ)ର ସମ୍ବିଧାନ ସଂଶୋଧନ ଓ ଇଲେକ୍ଟୋରାଲ କଲେଜ ପ୍ରସ୍ତୁତ କରିବା ଲାଗି ସୁପ୍ରିମକୋର୍ଟ ଗୁରୁବାର ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଏଲ୍‌. ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦେଇଛନ୍ତି। ଜଷ୍ଟିସ୍‌ ଡି. ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ…

ଆଇନ ବିଭାଗକୁ ଚିଠି ଲେଖିନି ଶ୍ରୀମନ୍ଦିର ପ୍ରଶାସନ

ପୁରୀ ଅଫିସ,୨୩।୯: ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ସହ ମରାମତି କରାଯିବା ପାଇଁ ରାଜ୍ୟ ସାରା ଜଗନ୍ନାଥପ୍ରେମୀମାନେ ଦାବି କରୁଛନ୍ତି। ମାତ୍ର ରାଜ୍ୟ ସରକାର କିମ୍ବା ଶ୍ରୀମନ୍ଦିର ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି। ୨୦୧୮ ଏପ୍ରିଲ ୪ ତାରିଖରେ…

ଜାତୀୟ ମାନବାଧିକାର ଆୟୋଗରେ ମାମଲା

କଟକ ଅଫିସ,୨୩ା୯: ନକଲି ମେଡିସିନ୍‌ କାରବାର ମାମଲାକୁ ନେଇ ଜନସାଧାରଣ ଧୀରେଧୀରେ ପ୍ରତିକ୍ରିୟାଶୀଳ ହେବାକୁ ଲାଗିଲେଣି। ବୁଧବାର ଏହି ମାମଲାର ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିବା ବେଳେ ଗୁରୁବାର ଜାତୀୟ ମାନବ ଅଧିକାର…

୪ ମହିଳାଙ୍କୁ ଗୋଲକିପର୍ସ ଗ୍ଲୋବାଲ୍‌ ଗୋଲ୍ସ ଆଓ୍ବାର୍ଡ

ନ୍ୟୁୟର୍କ: ଜାତିସଂଘର ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲରେ ଉଲ୍ଲେଖନୀୟ ଅବଦାନ ପାଇଁ ଭାରତର ରାଧିକା ବାତ୍ରା, ଆଫଗାନିସ୍ତାନର ଜହରା ଜୋୟା, ଉଗାଣ୍ଡାର ଭନେସା ନାକାଟେ ଏବଂ ୟୁରୋପୀୟ କମିଶନ ଅଧ୍ୟକ୍ଷା ଉର୍ସୁଲା ଭୋନ୍‌ ଡେୟାର୍‌ ଲେୟେନ୍‌ଙ୍କୁ ଗେଟ୍ସ ଫାଉଣ୍ଡେଶନ୍‌ ପକ୍ଷରୁ…

ସମବାୟ ସମୀକ୍ଷକ ବର୍ଗର ପଦବୀ ସଂଖ୍ୟା ୧୯ରୁ ୩୯କୁ ବୃଦ୍ଧି

ଭୁବନେଶ୍ବର,୨୩ା୯(ବ୍ୟୁରୋ): ପ୍ରଚଳିତ ନିୟମ ବ୍ୟବସ୍ଥାରେ ଓଡ଼ିଶା ସମୀକ୍ଷକ ବର୍ଗର ଅଧିକାରୀମାନଙ୍କୁ ସମବାୟ ସେବା ବର୍ଗରୁ ନିଯୁକ୍ତି ମିଳୁଥିଲା। ଓଡ଼ିଶା ସମବାୟ ସମୀକ୍ଷକ ବର୍ଗକୁ ଓଡ଼ିଶା ସମବାୟ ସେବାବର୍ଗରୁ ପୃଥକୀକରଣ କରି ଏହି ବର୍ଗକୁ ଅନୁଷ୍ଠାନିକ ଭାବେ ସୁସଙ୍ଗଠିତ ଏବଂ ମଜଭୁତ କରାଯାଇଛି।…

ବିହାର ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଲେ ରାଜ୍ୟ ସରକାର

ଭୁବନେଶ୍ୱର, ୨୩।୯(ବ୍ୟୁରୋ): ରାଜ୍ୟରେ ନକଲି ଔଷଧ କାରବାର ନେଇ ସ୍ବାସ୍ଥ୍ୟ ବିଭାଗ ତଦନ୍ତ ଆରମ୍ଭ କରିଛି। ବିହାରରୁ ନକଲି ଔଷଧ ଆସିଥିବାରୁ ଓଡ଼ିଶା ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ ବିହାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri