‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’
ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ ନେତା ଆରସିପି ସିଂ କହିଛନ୍ତି, ମୁଁ ସମ୍ପୂର୍ଣ୍ଣ ଭାବେ ଭାଜପାରେ ଯୋଗଦେବି। ନୀତୀଶ କୁମାର…
ଝଲକ୍ ଦିଖ୍ଲା ଜା’ରେ ନଜର ଆସିବେ କପିଲଙ୍କ ‘ଦାଦି’
ବମ୍ବେ: ଖୁବ୍ଶୀଘ୍ର ଟେଲି ପରଦାରେ ପ୍ରସାରିତ ହେବ ଲୋକପ୍ରିୟ ରିଆଲିଟି ଶୋ’ ‘ଝଲକ ଦିଖ୍ଲା ଜା-୧୦’। ଧିରେ ଧିରେ ଏଥିରେ ଭାଗ ନେବାକୁ ଥିବା ପ୍ରତିଯୋଗୀଙ୍କ ବିଷୟରେ ଖୁଲାସା ହେଉଛି। ସେମାନଙ୍କ ମଧ୍ୟରେ କପିଲ ଶର୍ମାଙ୍କ ଶୋ’ରେ ଲୋକପ୍ରିୟ ଚରିତ୍ର ‘ଦାଦି’ର…
ସ୍ତ୍ରୀଙ୍କଠାରୁ ଚହଲ ଅଲଗା ହେବା ନେଇ ଚର୍ଚ୍ଚା: ସର୍ନେମ୍ ହଟାଇଲେ ଧନଶ୍ରୀ
ନୂଆଦିଲ୍ଲୀ,୧୮।୮: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ଯୁଜବେନ୍ଦ୍ର ଚହଲ ଏବେ କ୍ରିକେଟରୁ କିଛିଦିନ ପାଇଁ ବ୍ରେକ୍ ନେଇଛନ୍ତି। ଆଗାମୀ ଦିନରେ ହେବାକୁ ଥିବା ଏସିଆ କପ୍ କ୍ରିକେଟରେ ସେ ଦଳକୁ ଫେରିବେ। ଏହା ପୂର୍ବରୁ ଚହଲଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ। କାରଣ…
ବଳାତ୍କାର ଅଭିଯୋଗ ଘଟଣା: ସୁପ୍ରିମକୋର୍ଟ ଗଲେ ଶାହନୱାଜ
ନୂଆଦିଲ୍ଲୀ,୧୮।୮:ଭାଜପା ନେତା ଶାହନୱାଜ ହୁସେନଙ୍କ ବିରୋଧରେ ଏକ ବଳାତ୍କାର ମାମଲା ରୁଜୁ ପାଇଁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ଗୁରୁବାର ସୁପ୍ରିମକୋର୍ଟ ଯାଇଛନ୍ତି ଶାହନଓ୍ବାଜ। ଏହି ମାମଲାର ଶୁଣାଣି ଆଗାମୀ ସପ୍ତାହରେ ହେବ ବୋଲି ସୁପ୍ରିମକୋର୍ଟଙ୍କ ପକ୍ଷରୁ…
ମହିଳାଙ୍କୁ ବଳାତ୍କାର କରି ବନ୍ଧାହେଲେ ଲାଇନ୍ମ୍ୟାନ୍
ରମ୍ଭା,୧୮ା୮(ଡି.ଏନ୍.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର ହୋଇଥିବା ନେଇ ଗୁରୁବାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗ ପରେ ରମ୍ଭା ଥାନା ପୋଲିସ କେସ୍ ନଂ ୪୦୨/୨୨ରେ ମାମଲା ରୁଜୁ ସହ ବଳାତ୍କାରୀ ଅଭିଯୁକ୍ତଙ୍କୁ ଗିରଫ…
ମହାରାଷ୍ଟ୍ରରୁ ମିଳିଲା ସନ୍ଦିଗ୍ଧ ଡଙ୍ଗା
ପୁଣେ,୧୮।୮: ମହାରାଷ୍ଟ୍ରର ରାୟଗଡ ଜିଲାରେ ୨ଟି ସନ୍ଦିଗ୍ଧ ଡଙ୍ଗା ମିଳିଛି। ଡଙ୍ଗାରୁ ବହୁମାତ୍ରାରେ ଏକେ-୪୭ ରାଇଫଲ ଏବଂ କାର୍ଟ୍ରିଜ ମିଳିଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାୟଗଡ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି। ସୂଚନାନୁସାରେ, ଦୁଇ ସନ୍ଦିଗ୍ଧ ଡଙ୍ଗା ବେଆଇନ ବୋଲି…
ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ପରେ ମୁହଁ ଖୋଲିଲେ ନୀତୀଶ-ତେଜସ୍ବୀ…
ପାଟନା, ୧୮।୮ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ମହାମେଣ୍ଟ ସରକାର ଲଗାତାର ସଙ୍କଟରେ ପଡ଼ିବାରେ ଲାଗିଛନ୍ତି। ଆଇନ ମନ୍ତ୍ରୀ କାର୍ତ୍ତିକେୟ ସିଂଙ୍କ ପରେ ବର୍ତ୍ତମାନ କୃଷି ମନ୍ତ୍ରୀ ସୁଧାକର ସିଂ ମଧ୍ୟ ବିବାଦକୁ ଆସିଛନ୍ତି। ୨୦୧୩ରେ ସୁଧାକର ସିଂ…
ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବଙ୍କ ଅବସ୍ଥା ପୁଣି ଗୁରୁତର
ନୂଆଦିଲ୍ଲୀ,୧୮।୮: ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ ହୃଦଘାତରେ ଆକ୍ରାନ୍ତ ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ୨ ଦିନ ତଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ କିଛିଟା ଉନ୍ନତି ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ପୁଣି ତାଙ୍କ…
ଟ୍ରେନ୍ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ପାରଳାଖେମୁଣ୍ଡି,୧୮ା୮(ଡି.ଏନ୍.ଏ.): ଗଜପତି ଜିଲା ସଦରମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣପୁର କଟକ ମେମୁ ଟ୍ରେନ୍ ଧକ୍କାରେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି.ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ଶ୍ୱଶୁରଘରକୁ…
ଚାକରାଣୀ ସାଜି ୧୦୦ ଘରୁ କଲେ ଚୋରି, ଦିଲ୍ଲୀରେ କିଣିଲେ ଫ୍ଲାଟ୍
ଗାଜିଆବାଦ୍,୧୮।୮: ଗାଜିଆବାଦ୍ର ଇନ୍ଦିରାପୁରମରେ ଏକ ରୋଚକ ଘଟଣା ଘଟିଛି। ଚାକରାଣୀ ସାଜି ଜଣେ ମହିଳା ୧୦୦ରୁ ଅଧିକ ଘରେ ଚୋରି କରି ଦିଲ୍ଲୀରେ ଫ୍ଲାଟ କିଣିଛନ୍ତି। ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ମହିଳା ଜଣଙ୍କ ଆନ୍ତଃରାଜ୍ୟ ଗ୍ୟାଙ୍ଗର ସଦସ୍ୟ ପୁନମ…
ଟସ୍ ଜିତିଲା ଭାରତ
ହରାରେ,୧୮।୮: ଭାରତ ଏବଂ ଜିମ୍ବାୱେ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍ ଆଜି ହରାରେଠାରେ ଖେଳାଯାଉଛି। ଏହି ମ୍ୟାଚ୍ରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହି ସିରିଜରେ ଲୋକେଶ ରାହୁଲ ଭାରତୀୟ ଦଳର…
୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ, ଡଙ୍ଗା ଜାଳିଦେଲେ ଦୁର୍ବୃତ୍ତ
ନିରାକାରପୁର,୧୮ା୮(ଡି.ଏନ୍.ଏ.): କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ଜଗନ୍ନାଥପୁର ଘାଟରେ ଗୁରୁବାର ଡଙ୍ଗା ଏବଂ ଜାଲ ପୋଡ଼ିଦେଇଛନ୍ତି କେହି ଦୁର୍ବୃତ୍ତ। ଫଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ ଏବଂ ଡଙ୍ଗା ନଷ୍ଟ ହୋଇଛି। ଘଟଣାସ୍ଥଳରେ ପୋଲିସ କିମ୍ବା ନିଆଁକୁ ଆୟତ୍ତ କରିବା…
Archives


