ଗେହଲଟଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଛି, କହିଲେ ଶାନ୍ତି କୁମାର…
ଜୟପୁର, ୨୭।୯ : ରାଜସ୍ଥାନରେ ନୂତନ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଚାଲିଥିବା ଛକାପଞ୍ଛା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଅଶୋକ ଗେହଲଟଙ୍କ ସ୍ଥାନରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ସଚିନ ପାଇଲଟଙ୍କ ନାମ ଆସିବା ମାତ୍ରେ ଗେହଲଟଙ୍କ ସମର୍ଥକ ବିଧାୟକମାନେ ବିଦ୍ରୋହୀ ଆଭିମୁଖ୍ୟ…
ଟିମ୍ ଇଣ୍ଡିଆରୁ ବାଦ୍ ପଡ଼ିଛନ୍ତି ସଞ୍ଜୁ ସାମସନ୍; କିଛି ଏଭଳି ଢଙ୍ଗରେ ବିରୋଧ କଲେ ପ୍ରଶଂସକ
ନୂଆଦିଲ୍ଲୀ,୨୭।୯: ଟି୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଟି୨୦ ସିରିଜରେ ବିଜେତା ହୋଇଛି। ଏବେ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଯାଉଛି। ସେପ୍ଟେମ୍ବର ୨୮ରେ ସିରିଜର ପ୍ରଥମ ମୁକାବିଲା…
ପୋର୍ଟେବୁଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ…
ନୂଆଦିଲ୍ଲୀ/ ବାଲେଶ୍ୱର, ୨୭।୯ : ଡିଆରଡିଓ ପକ୍ଷରୁ ସଫଳତାର ସହିତ ୟଏକ ପୋର୍ଟେବଲ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି। ଏନେଇ ଭାରତୀୟ ସେନା ଦୀର୍ଘ ସମୟ ଧରି ଗବେଷଣା କରୁଥିଲା। ଏହି କ୍ଷେପଣାସ୍ତ୍ର ଶର୍ଟ ରେଞ୍ଚ ବିଶିଷ୍ଟ। ଏହା ଉଡ଼ୁଥିବା ବସ୍ତୁକୁ…
ଦକ୍ଷିଣ ଆଫ୍ରିକା ବିପକ୍ଷ ଗୋଟିଏ ବି ଘରୋଇ ସିରିଜରେ ବିଜେତା ହୋଇନାହିଁ ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ,୨୭।୯: ନିକଟରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ସିରିଜରେ ବିଜେତା ହୋଇଛି ଟିମ୍ ଇଣ୍ଡିଆ। ଏବେ ଦଳର ଲକ୍ଷ୍ୟ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବାକୁ ଥିବା ଟି୨୦ ଏବଂ ଦିନିକିଆ ସିରିଜ ଉପରେ। ସେପ୍ଟେମ୍ବର ୨୮ରୁ ସିରିଜର ଆରମ୍ଭ ହେବାକୁ ଯାଉଛି। ଭାରତ-ଦକ୍ଷିଣ…
ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳର ଚିନ୍ତା ବଢ଼ିଲା
ନୂଆଦିଲ୍ଲୀ,୨୭।୯: ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ର ଗୋଟିଏ ପରେ ଗୋଟିଏ ଖେଳାଳି ଆହତ ହେଉଛନ୍ତି। ପ୍ରଥମରୁ ରବିନ୍ଦ୍ର ଜାଡେଜା, ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିବା ବେଳେ ଏବେ ଏହି ତାଲିକାରେ ଯୋଡ଼ି ହୋଇଛି ଦୀପକ ହୁଡାଙ୍କ ନାମ। ହୁଡାଙ୍କ ପିଠିରେ ସମସ୍ୟା…
ଉଦ୍ଧବ ସମର୍ଥକଙ୍କୁ ଝଟ୍କା, ନିର୍ବାଚନ ଆୟୋଗ ନିଷ୍ପତ୍ତି ନେବେ ଅସଲି ଶିବସେନା କିଏ: ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ, ୨୭।୯ : ଶିବସେନାଙ୍କ ଉଦ୍ଧବ ଠାକରେଙ୍କ ସମର୍ଥକଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଝଟ୍କା ମିଳିଛି। ଦଳର ଚିହ୍ନ ସମ୍ପର୍କରେ ନିର୍ବାଚନ ଆୟୋଗଙ୍କର କାର୍ଯ୍ୟ ବନ୍ଦ କରିବାକୁ ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ମନା କରି ଦେଇଛନ୍ତି। ଉଦ୍ଧବଙ୍କ ଦଳର…
ପ୍ରଥମେ ଶୋ’ରୁ କଲେ ବାହାର, ଏବେ ଦେଲେ ଖାସ୍ ଅଫର୍; ଭତ୍ସନା କରୁଛନ୍ତି ପ୍ରଶଂସକ
ବମ୍ବେ: ଲୋକପ୍ରିୟତା ଅପେକ୍ଷା ଏବେ ବିବାଦରେ ଅଧିକ ରହୁଛି ସିଙ୍ଗିଂ ରିଆଲିଟି ଶୋ’ ‘ଇଣ୍ଡିଆନ୍ ଆଇଡଲ’। ଦେଶର ସବୁଠାରୁ ବଡ ଶୋ’ ହୋଇଥିଲେ ହେଁ ଏହା ଏବେ ପ୍ରଶଂସକଙ୍କୁ ନିରାଶ କରୁଛି। ବିଗତ କିଛି ବର୍ଷ ଧରି କିଛି ନା କିଛି…
ଭାରତର ଜାତିସଂଘ ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟତାକୁ ଶ୍ରୀଲଙ୍କାର ସମର୍ଥନ…
କଲମ୍ବୋ, ୨୭।୯ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଭାରତ ଏବଂ ଜାପାନକୁ ସ୍ଥାୟୀ ସଦସ୍ୟ କରିବା ପାଇଁ ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ବିକ୍ରମସିଂଙ୍ଘେ କହିଛନ୍ତି। ସେ ଏବଂ ତାଙ୍କ ସରକାର ଏହାକୁ ସମର୍ଥନ କରିବେ ବୋଲି ସେ ପ୍ରକାଶ କରିଛନ୍ତି।…
ବାଲିଘାଟ ଲିଜ୍ ବାତିଲ ଦାବିରେ ଆନ୍ଦୋଳନ
ପୁରୁଷୋତ୍ତମପୁର,୨୭।୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ ଅନ୍ତର୍ଗତ ଭୀମପୁର ଗ୍ରାମର ଋଷିକୁଲ୍ୟା ନଦୀ ବାଲିଘାଟର ଲିଜ୍ ଘଟଣା ଏବେ ଅଞ୍ଚଳରେ ଏକ ପ୍ରକାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି। ଅଞ୍ଚଳର ବିଭିନ୍ନ ଗ୍ରାମର ହଜାର ହଜାର ଜନସାଧାରଣ ବାଲିଘାଟ ଲିଜ୍କୁ ତୁରନ୍ତ…
ଧାର୍ମିକ ଉତ୍ତେଜନା ସୃଷ୍ଟି କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ ସର୍ଜିକାଲ ଷ୍ଟ୍ରାଇକ୍…
ନୂଆଦିଲ୍ଲୀ, ୨୭।୯ : ଭାରତରେ ମିଥ୍ୟା ଖବର ମାଧ୍ୟମରେ ଧାର୍ମିକ ଉତ୍ତେଜନା ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା ୟୁଟ୍ୟୁବ ଚ୍ୟାନେଲ-ଭିଡ଼ିଓ ଉପରେ କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକ କରିଛନ୍ତି। ଏହା ଅନ୍ତର୍ଗତ ୧୦ଟି ୟୁଟ୍ୟୁବ ଚ୍ୟାନେଲକୁ ସରକାର ବ୍ଲକ୍ କରିଛନ୍ତି।ଏହା ବ୍ୟତୀତ…
ଇଡବ୍ଲୁଏସ୍ ମାମଲାର ରାୟ ସଂରକ୍ଷିତ…
ନୂଆଦିଲ୍ଲୀ, ୨୭।୯ : ଆର୍ଥିକ ସ୍ଥିତିକୁ ଆଧାର କରି ଉଚ୍ଚଶିକ୍ଷା ତଥା ନିଯୁକ୍ତି ପ୍ରସଙ୍ଗରେ ଅଥନୈତିକ ଦୁର୍ବଳ ବର୍ଗ(ଇଡବ୍ଲୁଏସ୍)ଙ୍କ ପାଇଁ ସଂରକ୍ଷଣର ସାମ୍ବିଧାନିକ ବୈଧତା ସମ୍ବନ୍ଧୀୟ ଏକ ମାମଲାରେ ସୁପ୍ରିମକୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚ ଇଡବ୍ଲୁଏସ୍ କୋଟାରେ…
ନା ଜେନିଫର, ନା ଶ୍ରଦ୍ଧା; କାର୍ତ୍ତିକଙ୍କ ନାୟିକାକୁ ନେଇ ବଢ଼ିଲା ଚିନ୍ତା
ବମ୍ବେ: ଫିଲ୍ମ ଘୋଷଣା ସିନା ହେଲା, ହେଲେ ନାୟିକା କିଏ ହେବ ସେ ଚିନ୍ତାରେ ଏବେ ନିର୍ମାତା। ଆମେ କହୁଛୁ ଫିଲ୍ମ ‘ଆଶିକି-୩’ ବିଷୟରେ। ନିକଟରେ ଆଶିକିର ତୃତୀୟ ସିକୁଏଲ ଆସିବା ନେଇ ଘୋଷଣା ହେବା ପରେ ପ୍ରଶଂସକଙ୍କ ଉତ୍କଣ୍ଠା ବୃଦ୍ଧି…
Archives


