Advertisement
Posted inଖେଳ

ନ୍ୟୁଜିଲାଣ୍ଡ-ଆଫଗାନିସ୍ତାନ ମ୍ୟାଚ ବାତିଲ

ମେଲବୋର୍ନ, ୨୭ା୧୦ (ପି.ଟି.): ଲଗାଣବର୍ଷା ଯୋଗୁ ଏଠାରେ ବୁଧବାର ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ ବାତିଲ କରିଦିଆଯାଇଛି। ଗ୍ରୁପ୍‌-୧ର ଏହି ସୁପର ୧୨ ମ୍ୟାଚ ଅପରାହ୍ନ ୧ଟା ୩୦ରେ ଖେଳାଯିବା କାର୍ଯ୍ୟକ୍ରମ ରହିଥିଲା।

ମାତ୍ର ବର୍ଷା ଯୋଗୁ ଖେଳାଳିମାନଙ୍କୁ ଇନ୍‌ଡୋରରେ ରହିବାକୁ ହୋଇଥିଲା। ଅମ୍ପାୟର ମ୍ୟାଚ୍‌କୁ ବାତିଲ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟି ନେଇଛନ୍ତି। ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ପୂର୍ବରୁ ବର୍ଷାରେ ବାଧାପ୍ରାପ୍ତ ଓପନିଂ ଗେମ୍‌ରେ ଆୟର୍ଲାଣ୍ଡ ଡକ୍‌ଓ୍ବର୍ଥ-ଲିଓ୍ବିସ ପଦ୍ଧତିରେ ଇଂଲଣ୍ଡ ବିପକ୍ଷରେ ୫ରନରେ ଚମକପ୍ରଦ ବିଜୟ ହାସଲ କରି ବିପର୍ଯ୍ୟୟ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ରାଜସ୍ଥାନକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କଲେ ଓ୍ବାର୍ନର

ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍‌ର ୪୦ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ପରସ୍ପର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ହାଇଦ୍ରାବାଦ୍‌...

ରଣ୍‌ଜୀ ଟ୍ରଫି: ଓଡ଼ିଶାର ରୋମାଞ୍ଚକ ବିଜୟ

କଟକ ଅଫିସ,୧୫ା୧- ରୋହତକର ଚୌଧୁରୀ ବଂଶୀଲାଲ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଚଳିତ ରଣଜୀ ଟ୍ରଫିର ଏକ ମ୍ୟାଚ୍‌ରେ ଓଡ଼ିଶା ରୋମାଞ୍ଚକ ବିଜୟ ହାସଲ କରିଛି। ପେସ୍‌...

୧୫୦ ରନ୍‌ର ଅପରାଜିତ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ମାତ୍ର ୫ ରନ୍‌ ପାଇଁ ବିଶ୍ୱରେକର୍ଡରୁ ବଞ୍ଚିତ

ହରାରେ,୯।୭: ଜିମ୍ବାୱେ ବନାମ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚରେ ବାଂଲାଦେଶ ସ୍ଥିତି ଦୃଢ ରହିଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବାଂଲାଦେଶର ତାରକା...

ଅପାଠୁଆ କ୍ରିକେଟର୍ସଙ୍କ ପାଠୁଆ ସ୍ତ୍ରୀ

ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ...

ସ୍ମିଥ୍‌ ନୁହେଁ, କୋହଲି ଇଆନଙ୍କ ଫେଭରାଇଟ୍‌

ନୂଆଦିଲ୍ଲୀ,୧।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଅଷ୍ଟ୍ରେଲୀୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏ ନେଇ ଚର୍ଚ୍ଚା ଓ ବିତର୍କ...

‘ମହିଳା ଆଇପିଏଲ୍‌ ଗେମ୍‌ ଚେଞ୍ଜର ହୋଇପାରେ’

ନୂଆଦିଲ୍ଲୀ, ୨୮ା୧୦ (ପି.ଟି.):ମହିଳା କ୍ରିକେଟରଙ୍କ ମ୍ୟାଚ୍‌ ଫି’ ପୁରୁଷଙ୍କ ସହ ସମାନ କରିବା ଲାଗି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯେଉଁ ନିଷ୍ପତ୍ତି ନେଇଛି...

୫ ଉଇକେଟ୍‌ ନେବା ପରେ ବି ଏମିତି ଭୁଲ୍‌ କରିଦେଲେ ଅକ୍ଷର

କାନପୁର,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା କାନପୁର ଟେଷ୍ଟର ତୃତୀୟ ଦିନରେ ଭାରତୀୟ ସ୍ପିନର୍‌ ଅକ୍ଷର ପଟେଲ ୫ଟି ଉଇକେଟ ନେଇଥିଲେ। ଚତୁର୍ଥ ଟେଷ୍ଟ ଖେଳୁଥିବା ଅକ୍ଷର...

ଟସ୍‌ ଜିତିଲା ଇଂଲଣ୍ଡ

ବର୍ମିହାମ,୧୦।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତୃତୀୟ ଟି -୨୦ ଆଜି ନଟିଂହାମରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର୍‌ ଟସ ଜିତି...

Advertisement
Archives

Model This Week