Home

ଲକ୍ଷେ ଥର ରାମ ରାମ ଲେଖି ଯୁବତୀ ଆଙ୍କିଲେ ରାମ, ଲକ୍ଷ୍ମଣ, ସୀତାଙ୍କ ଚିତ୍ର, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ପ୍ରକାରର କଳା ଏବଂ ଭକ୍ତି ଦେଖିଥିବେ। କିନ୍ତୁ ଏମିତି ଜଣେ ଯୁବତୀ ଯିଏ କି ଭଗବାନ ରାମଙ୍କୁ ଭକ୍ତି କରି ପ୍ରଭୁଙ୍କ ନାମକୁ ଲକ୍ଷେ ଥର ଲେଖି ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ…

ମୁଁ ଥିଲେ ଇସ୍ତଫା ଦେଇଥାନ୍ତି : ଶିନ୍ଦେ ସରକାରଙ୍କୁ ଆଦିତ୍ୟ ଠାକରେଙ୍କ ସମାଲୋଚନା…

ମୁମ୍ବାଇ,୩୦।୧୦ : ଟାଟା-ଏୟାରବସ ପ୍ରକଳ୍ପ ହରାଇବା ମହାରାଷ୍ଟ୍ର ସରକାରଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ବିରୋଧୀ ଦଳ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ଉଦ୍ଧବ ଠାକରେଙ୍କ ଦଳର ନେତା ଆଦିତ୍ୟ ଠାକରେ ମହାରାଷ୍ଟ୍ର ସରକାରଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ…

ସୌର ଶକ୍ତି-ମହାକାଶ କ୍ଷେତ୍ରର ସଫଳତା ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ,୩୦।୧୦ : ମନ କି ବାତ୍‌ର ୯୪ ତମ ଏପିସୋଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି। ସର୍ବପ୍ରଥମେ ସେ ଛଠ୍‌ ମହୋତ୍ସବରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ ଏହି ପର୍ବ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦେଇଥାଏ। କିଷାନ…

ମା’ କ୍ଷୀରରୁ ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଅଳଙ୍କାର, ବିଦେଶରୁ ଆସୁଛି ଅର୍ଡର

ପ୍ରତ୍ୟେକ ମାତାପିତା ନିଜ ପିଲାମାନଙ୍କର ପିଲାଦିନର ଜିନିଷ ସାଇତି ରଖିଥାନ୍ତି। ଏଗୁଡ଼ିକ ବହୁତ ମୂଲ୍ୟବାନ। ଏପରିକି ପିଲାମାନଙ୍କର ଖେଳନା, ପୋଷାକ ଆଦି ସ୍ମୃତି କରି ରଖିଥାନ୍ତି। ଏହା ପରେ ଡିଜିଟାଲ ଫଟୋ ଏବଂ ଭିଡିଓ ସାହାଯ୍ୟରେ ପିଲାମାନଙ୍କର ଫଟୋ ଫ୍ରେମ ତିଆରି…

ପୁଟିନ୍‌ କ୍ଷମତାଚ୍ୟୁତ ହେବା ଆଶଙ୍କା…

ନୂଆଦିଲ୍ଲୀ,୩୦।୧୦ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ଷମତାଚ୍ୟୁତ ପାଇଁ ଦେଶରେ ଆଲୋଚନା ଆରମ୍ଭ ହୋଇଛି। ୟୁକ୍ରେନର ପ୍ରତିରକ୍ଷା ଗୁପ୍ତଚର ମୁଖ୍ୟ ଜେନେରାଲ କାୟରଲୋ ବୁଡାନୋଭ ଏହି ଦାବି କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମେଜର ଜେନେରାଲ ବୁଡାନୋଭ କହିଛନ୍ତି ଯେ…

ରୋମାଞ୍ଚକର ମ୍ୟାଚ୍‌ରେ ବାଂଲାଦେଶ ୩ ରନ୍‌ରେ ଜିତିଲା…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପରେ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ୨୮ ତମ ମ୍ୟାଚ୍‌ରେ ରୋମାଞ୍ଚକର ଭାବେ ବାଂଲାଦେଶ ୩ ରନ୍‌ରେ ଜିତିଛି। ଧାର୍ଯ୍ୟ ୨୦ ଓଭରରେ ୭ ଓ୍ବିକେଟ ହରାଇ ବାଂଲାଦେଶ ୧୫୦ ରନ୍‌ ସ୍କୋର କରିଥିଲା।…

ରୁଷିଆ ନୌସେନା ବେସରେ ୟୁକ୍ରେନ୍‌ର ଆକ୍ରମଣ…

ମସ୍କୋ/କ୍ୱିଭ୍‌,୩୦।୧୦ : ରୁଷିଆ ଦ୍ୱାରା ୟୁକ୍ରେନ ଉପରେ ଚାଲିଥିବା ଇରାନ ଡ୍ରୋନ ଆକ୍ରମଣର ପାଲଟା ଜବାବ ମିଳିଛି। ଘାତକ ୟୁକ୍ରେନ ଡ୍ରୋନ ବିମାନ କ୍ରମିୟାର ସେଭାଷ୍ଟୋପୋଲ ଉପକୂଳରେ ଥିବା ଏକ ରୁଷିଆ ନୌସେନା ବେସକୁ ଟାର୍ଗେଟ କରିଛି। ତେବେ ରୁଷିଆ ୟୁକ୍ରେନର…

ମେଟାକୁ ଦେବାକୁ ପଡ଼ିବ ୮୬ କୋଟିର ଆଇନଗତ ଶୁଳ୍କ…

ଓ୍ବାଶିଂଟନ,୩୦।୧୦ : ଆମେରିକାର ୱାଶିଂଟନ ରାଜ୍ୟରେ ଫେସବୁକର ପ୍ୟାରେଣ୍ଟ କମ୍ପାନୀ ମେଟାକୁ ୨୫ ମିଲିୟନ ଡଲାର୍‌ ଅର୍ଥାତ୍‌ ୨ ବିଲିୟନ ଟଙ୍କାରୁ ଅଧିକ ଜରିମାନା କରାଯାଇଛି। ବର୍ତ୍ତମାନ କୋର୍ଟ ୱାଶିଂଟନ ରାଜ୍ୟକୁ ଆଇନଗତ ଶୁଳ୍କ ପାଇଁ ୧୦.୫ ମିଲିୟନ ଡଲାର୍‌ ଅର୍ଥାତ…

ଜମ୍ମୁ-କଶ୍ମୀରର ବିକାଶ ପାଇଁ ଯୁବବର୍ଗଙ୍କୁ ସ୍ବଚ୍ଛତାକୁ ପ୍ରାଥମିକତା ଦେବାକୁ ପଡିବ : ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୩୦।୧୦ : ଭିଡିଓ କନଫରେନ୍ସ ମାଧ୍ୟମରେ ରବିବାର ଜମ୍ମୁ-କଶ୍ମୀର ରୋଜଗାର ମେଳାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରି କହିଛନ୍ତି ଯେ ଆଗାମୀ ଦିନରେ ଅନ୍ୟ ବିଭାଗରେ ୭୦୦ ରୁ ଅଧିକ ନିଯୁକ୍ତି ପତ୍ର ଦେବା ପାଇଁ ପ୍ରସ୍ତୁତି ଚାଲିଛି। ଜମ୍ମୁ-କଶ୍ମୀରରେ…

ଜିମ୍ବାଓ୍ବେ ପାଇଁ ବିଜୟ ଲକ୍ଷ୍ୟ ୧୫୧…

ବ୍ରିସବେନ ,୩୦।୧୦ : ଟି-୨୦ ବିଶ୍ୱକପର ୨୮ ତମ ମ୍ୟାଚ ବାଂଲାଦେଶ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଉଛି। ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ ଟସ ଜିତି ରବିବାର ବ୍ରିସବେନ ଗ୍ରାଉଣ୍ଡରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଜିମ୍ବାଓ୍ବେ ଅଧିନାୟକ…

କାହା ପାଣ୍ଠିରେ ‘ଟ୍ରୁଥ୍‌ ସୋସିଆଲ’

ଓ୍ବାଶିଂଟନ୍‌: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ ମିଡିଆ ଜାଏଣ୍ଟ ଟୁଇଟରକୁ ଟକ୍କର ଦେବା ପାଇଁ ଏକ ନୂଆ ମିଡିଆ କମ୍ପାନୀ ଖୋଲିବା ପରଠୁ ଗୋଟିଏ ବିଷୟକୁ ନେଇ ପ୍ରଶ୍ନ ଉଠିଆସିଛି। ତାହା ହେଲା ତାଙ୍କ ଟ୍ରୁଥ୍‌ ସୋସିଆଲ୍‌କୁ ପାଣ୍ଠି…

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ରେ ଖଳନାୟକ ସାଜିବ କି ବର୍ଷା ?…

ମେଲବୋର୍ନ,୩୦।୧୦ : ରବିବାର ଟି -୨୦ ବିଶ୍ୱକପର ୩୦ ତମ ମ୍ୟାଚ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ପର୍ଥରେ ଅନୁଷ୍ଠିତ ହେବ । ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପରେ ଭାରତୀୟ ଦଳ ଶକ୍ତିଶାଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?