Home

ଶିକ୍ଷକଙ୍କ ଉନ୍ମତ୍ତକାଣ୍ଡ: ଚାକିରୀରୁ ବିଦା

ଲେଫ୍ରିପଡା,୩୦।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଲେଫ୍ରିପଡା ବ୍ଲକ ଅନ୍ତର୍ଗତ ସୁର୍ଗୁଡା କ୍ଲଷ୍ଟରର କୁଲାବିରା କିଶାନପଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ପ୍ରଦୀପ ପଟେଲ ନିଲମ୍ବିତ। ନିଶାସକ୍ତ ଅବସ୍ଥାରେ ଉନ୍ମତ୍ତକାଣ୍ଡ ଘଟାଇଥିବାରୁ ସରକାରୀ ଚାକିରୀର ଅପବ୍ୟବହାର ନେଇ ଲେଫ୍ରିପଡା ବ୍ଲକ ଶିକ୍ଷା ଅଧିକାରୀଙ୍କ…

ଅଜୟଙ୍କୁ ଶ୍ରେଷ୍ଠ ଅଭିନେତା, ବିଶାଲଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର

ମୁମ୍ବାଇ: ରାଷ୍ଟ୍ରପତି ଭବନରେ ଶୁକ୍ରବାର ଚଳିତବର୍ଷର ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିତରଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ବଲିଉଡ୍‌ ଫିଲ୍ମ ‘ତାନହା ଜୀ: ଦ ଅନ୍‌ସଙ୍ଗ ଓ୍ବାରିୟର୍‌’ ପାଇଁ ଅଜୟ ଦେବଗନ୍‌ ଓ ସାଉଥ୍‌ ଫିଲ୍ମ ‘ସୂରାରି ପୋତ୍ତ୍ରୁ’ ପାଇଁ ସୂୟ୍ୟାଙ୍କୁ…

ଗିରଫ ହୋଇପାରନ୍ତି ରାଘବ ଚଡ୍ଡା: କେଜ୍‌ରିଓ୍ବାଲଙ୍କ ଦାବି

ନୂଆଦିଲ୍ଲୀ,୩୦।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଟୁଇଟ କରି ଏକ ବଡ଼ ଦାବି କରିଛନ୍ତି। ଏଥିସହ ସେ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ରାଘବ ଚଡ୍ଡାଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯାଇପାରେ। ତାଙ୍କର ଏହି ଟୁଇଟକୁ ନେଇ ଚର୍ଚ୍ଚା ଜୋର…

ଭାଜପା ଗଡ଼ରେ ୫ଶହ କି.ମି. ପଦଯାତ୍ରା କରିବେ ରାହୁଲ

ବେଙ୍ଗାଲୁରୁ,୩୦।୯: ଗୋଟିଏ ପଟେ ଦିଲ୍ଲୀ କଂଗ୍ରେସରେ ରାଜନୈତିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ଅନ୍ୟପଟେ ‘ଭାରତ ଯୋଡୋ ଯାତ୍ରା’ ଶୁକ୍ରବାର କର୍ନାଟକରେ ପ୍ରବେଶ କରିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରାର ୨୧ତମ ଦିନରେ କେରଳ ସୀମାରେ ଥିବା…

‘ମୁଁ ଖୁସିରେ ନାହିଁ, ମୋତେ ଶାନ୍ତି ଦରକାର’

ବମ୍ବେ: କ୍ଷମା କରିବେ। ଏଥିଲାଗି କେହି ବି ଦାୟୀ ନୁହନ୍ତି। କାହାକୁ ବି ହଇରାଣ କରିବେ ନାହିଁ। ମୁଁ ଖୁସିରେ ନାହିଁ। ଖାଲି ଶାନ୍ତି ଦରକାର। କିଛି ଏଭଳି ଲେଖି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଛନ୍ତି ଜଣେ ମଡେଲ। ମାୟାନଗରୀ…

ବୁମ୍‌ରାଙ୍କ ସ୍ଥାନରେ ଏହି ଦ୍ରୁତ ବୋଲର୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୩୦।୯: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି୨୦ ଅନ୍ତର୍ଜାତୀୟ ସିରିଜର ଅନ୍ତିମ ୨ ମ୍ୟାଚ୍‌ ଲାଗି ଦ୍ରୁତ ବୋଲର୍‌ ମହମ୍ମଦ ସିରାଜଙ୍କୁ ଦଳରେ ସାମିଲ କରାଯାଇଛି। ସିରାଜ ଦଳରେ ଜସପ୍ରିତ ବୁମ୍‌ରାଙ୍କ ସ୍ଥାନ ନେବେ ବୋଲି ଶୁକ୍ରବାର ବିସିସିଆଇ ପକ୍ଷରୁ ଟୁଇଟ୍‌ କରି…

୮.୯ କୋଟି! ରୋଜଗାରରେ ରେକର୍ଡ କଲେ କୋହଲି; ଗୋଟିଏ…

ନୂଆଦିଲ୍ଲୀ,୩୦।୯: ବିଗତ କିଛି ବର୍ଷ ମଧ୍ୟରେ ବିରାଟ କୋହଲିଙ୍କ ପ୍ରଶଂସକ ସଂଖ୍ୟା ବହୁତ ବୃଦ୍ଧି ପାଇଛି। ସେ ବିଶ୍ୱ କ୍ରିକେଟର ସବୁଠାରୁ ଅଧିକ ଅନୁସରଣ କରାଯାଉଥିବା କ୍ରିକେଟରମାନଙ୍କ ମଧ୍ୟରୁ ଜଣେ। ସୋସିଆଲ ମିଡିଆରେ ଏହି ପୂର୍ବତନ ଭାରତୀୟ ଅଧିନାୟକଙ୍କର ବହୁତ ପ୍ରଶଂସକ…

ଡ୍ରାଇଭରଙ୍କ ନିଆରା ଅପିଲ- ଦୟାକରି ମୋତେ ଭାଇ କି ଅଙ୍କଲ୍‌ ଡାକନ୍ତୁ ନାହିଁ…

ଆଜିକାଲିର ସମୟରେ କୌଣସି ସ୍ଥାନକୁ ଯାତ୍ରା ଲାଗି ‘ଉବେର’ ନଚେତ ‘ଓଲା’ ପ୍ରମୁଖ ସାଧନ ପାଲଟିଛନ୍ତି। ଏହାଦ୍ୱାରା ଗାଡି ସହଜରେ ବୁକ୍‌ ହେବା ସାଙ୍ଗକୁ କିଭଳି ଯିବେ ତାର ଚିନ୍ତା ଦୂର ହୋଇଥାଏ। ଆପଣ କେବେ ଏହି ଗାଡ଼ି ବୁକ୍‌ କଲେ…

କାର୍‌କେଡକୁ ଅଟକାଇ ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିଲେ ମୋଦି

ଅହମଦାବାଦ,୩୦।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ଗୁଜରାଟ ଗସ୍ତରେ ଅଛନ୍ତି। ଶୁକ୍ରବାର ଗାନ୍ଧୀନଗରରୁ ମୁମ୍ବାଇ ମଧ୍ୟରେ ଚାଲିବାକୁ ଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ର ସେ ଉଦ୍‌ଘାଟନ କରିଛନ୍ତି। ଟ୍ରେନ୍‌ରେ ବସି ମୋଦି ଗାନ୍ଧିନଗରରୁ ଅହମଦାବାଦର କାଲୁପୁର ଷ୍ଟେସନ ପର୍ଯ୍ୟନ୍ତ…

କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଶଶି ଥରୁର, ମଲିକାର୍ଜୁନ ଖଡଗେ, କେ.ଏନ୍ ତ୍ରିପାଠୀ

ନୂଆଦିଲ୍ଲୀ,;୩୦ ।୯: କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି । ଏହି ରେସ୍‌ରେ ହଠାତ୍ କେତେଜଣ ନୂଆ ଚେହେରାଙ୍କୁ ଦେଖିବାକୁ ମିଳିଥିବା ବେଳେ ଯେଉଁ ଦୁଇ ଜଣଙ୍କ ନାମକୁ ନେଇ ବେଶୀ ଚର୍ଚ୍ଚା ହେଉଥିଲା ସେମାନେ…

ବିଷ୍ଣୁ ସେଠୀଙ୍କ ଦ୍ୱାଦଶାହରେ ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭଦ୍ରକ ଅଫିସ,୩୦ା୯: ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ସ୍ବର୍ଗତ ବିଷ୍ଣ ସେଠୀଙ୍କ ଦ୍ୱାଦଶାହ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗମୋହନ ନଡ୍ଡା। ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ସଭାପତିତ୍ୱରେ ଶୁକ୍ରବାର ପୂର୍ବାହ୍ନରେ…

ଘରେ ବ୍ରାଉନସୁଗାର ବିକୁଥିଲେ ବୃଦ୍ଧା, ଗ୍ରାହକ ସାଜି ଧରିଲା ଅବକାରୀ ବିଭାଗ

ଢେଙ୍କାନାଳ ଅଫିସ,୩୦ା୯: ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ନୂଆ ଆଳୁତୁମା ଗ୍ରାମରୁ ଅବକାରୀ ବିଭାଗ ଶୁକ୍ରବାର ୩୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଘରେ ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଅଧିକାରୀ ଓ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri