ବର୍ଷକ ପରେ ଖୋଲିଲା ସିନେମାଘର
କରାଚୀ,୨୯।୮: ନିକଟରେ ଆଫଗାନିସ୍ଥାନରେ କଠୋରପନ୍ଥୀ ତାଲିବାନୀ ଶାସନକୁ ଏକ ବର୍ଷ ପୂରିଥିବା ବେଳେ ପାଖାପାଖି ବର୍ଷକ ପରେ ଦେଶରେ ସିନେମା ଘର ଖୋଲିଛି। ଏହି ଫିଲ୍ମରେ ତାଲିବାନ ସରକାର ନୂଆ ନିୟମ ଲାଗୁ କରିଛନ୍ତି। ଫିଲ୍ମରେ ମହିଳାଙ୍କର ଅଧିକାଂଶ ଦୃଶ୍ୟ କାଟି…
ମିସ୍ ଡିଭା ୟୁନିଭର୍ସ ଦିବିତା ରାୟ
ନୂଆଦିଲ୍ଳୀ,୨୯।୮: ଚଳିତବର୍ଷର ମିସ୍ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ କର୍ନାଟକର ଦିବିତା ରାୟ ବିଜୟିନୀ ହୋଇଛନ୍ତି। ୧୦ମ ଡିଭା ୟୁନିଭର୍ସ ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଗତବର୍ଷର ମିସ୍ ୟୁନିଭର୍ସ ହରନାଜ ସନ୍ଧୁ। ହରନାଜ ଦିବିତାଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ।…
ସୋନାଲୀ ମୃତ୍ୟୁ ମାମଲା: ଖଟ୍ଟରଙ୍କ ସହ କଥା ହେଲେ ଗୋଆ ମୁଖ୍ୟମନ୍ତ୍ରୀ
ପଣଜୀ,୨୯।୮: ହରିଆଣା ଭାଜପା ନେତ୍ରୀ ତଥା ଟିକ୍ଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଏପର୍ଯ୍ୟନ୍ତ ୫ଜଣଙ୍କୁ ଗିରଫ କରାଯାଇଛି। ଯଦି ଆବଶ୍ୟକ ହୁଏ, ତେବେ ସୋନାଲୀଙ୍କ ହତ୍ୟା…
‘ମୋତେ ଗିରଫ କରି ଦେଖାଉ ଭାଜପା’
କୋଲକାତା,୨୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ଭାଜପାକୁ ଟାର୍ଗେଟ କରି ବର୍ଷିଛନ୍ତି। ସେ କହିଛନ୍ତି, ଦେଶର ନିର୍ବାଚିତ ସରକାରମାନଙ୍କୁ ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ନିର୍ବାଚିତ ରାଜ୍ୟସରକାରଙ୍କୁ ହଟାଇବା ପାଇଁ ଭାଜପା ସିବିଆଇ, ଇଡି ଅସ୍ତ୍ର ଏବଂ କଳାଧନର ବ୍ୟବହାର କରୁଛି।…
୧୩୭ ବର୍ଷରେ ୫୬ ନେତା ସମ୍ଭାଳିଛନ୍ତି ଦାୟିତ୍ୱ: ପରବର୍ତ୍ତୀ ଅଧ୍ୟକ୍ଷ ରେସ୍ରେ ରହିଛି ଏମାନଙ୍କ ନାମ
xନୂଆଦିଲ୍ଲୀ,୨୯।୮: କଂଗ୍ରେସରେ ଜାରି ରହିଥିବା ରାଜନୈତିକ ଅଶାନ୍ତି ମଧ୍ୟରେ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ସୋମବାର କାର୍ଯ୍ୟସୂଚୀ ଜାରି କରାଯାଇଛି। ଅକ୍ଟୋବର ୧୭ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ। ୧୯ରେ ଫଳାଫଳ ଆସିବ। ତେବେ ନିର୍ବାଚନ ପାଇଁ ସେପ୍ଟେମ୍ବର ୨୨ରେ…
ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ
ଦୁବାଇ,୨୯।୮: ଏସିଆ କପ୍ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍ ନେବା ପରେ ୩୩ ରନ୍ର ଏକ ମ୍ୟାଚ୍ ବିଜୟୀ…
ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ୍
ଭୁବନେଶ୍ୱର,୨୯।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ। ଚଳିତ ବର୍ଷ ସେପ୍ଟେମ୍ବର ୧ରେ ନୂଆଖାଇ ପର୍ବ ପାଳନ ହେବ। ଏ ଅବସରରେ ସେପ୍ଟେମ୍ବର ୧ରେ ରାଜ୍ୟରେ ବ୍ୟାଙ୍କ୍ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ସୋମବାର ଘୋଷଣା କରିଛନ୍ତି।…
ଭୂସ୍ଖଳନରେ ଗୋଟିଏ ପରିବାରର ଚାଲିଗଲା ୫ ଜୀବନ
ଥିରୁଭାନନ୍ତପୁରମ୍,୨୯।୮: କେରଳର ଥୋଡୁପୁଜାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଇଡୁକି ଜିଲାର ଥୋଡୁପୁଜା ନିକଟ କଞ୍ଜର ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇଥିବା…
କଂଗ୍ରେସ ଛାଡିଲେ ପୁଣି ୩ ନେତା
ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକ, କାଥୁଆରୁ ସୁବାସ ଗୁପ୍ତା ଏବଂ ଡୋଡାରୁ ଶ୍ୟାମ ଲାଲ ଭାଗବତ…
ଥାର୍ଡ ହ୍ୟାଣ୍ଡ ଧୂଆଁ
”ଆପଣ ବାଲ୍କୋନୀରେ ନିଜ ଘର ବାହାରେ ଧୂମପାନ କଲେ ମଧ୍ୟ ଆପଣଙ୍କ ପିଲାମାନେ ଧୂମପାନ କରିବାର ଆଶଙ୍କାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଏକ ଘରେ ରହୁଛନ୍ତି, ଯେଉଁଥିରେ ପୂର୍ବ ଭଡ଼ାଟିଆ ଯିଏ ପୂର୍ବରୁ ଧୂମପାନ କରୁଥିଲେ, ତେବେ ଆପଣ…
କୁକୁର ଛାତିରୁ ବାହାରିଲା ୪ କିଲୋ ଓଜନର ଟ୍ୟୁମର
ପୁଣେ,୨୯।୮: ପୁଣେର ଏକ କୁକୁର ଛାତିରୁ ୪ କିଲୋଗ୍ରାମ ଓଜନର ଏକ ଟ୍ୟୁମର ଅପରେଶନ ମାଧ୍ୟମରେ ବାହାର କରାଯାଇଛି। ଏହି ଟ୍ୟୁମର ଏକ ଫୁଟବଲ ପରି ବଡ ଥିଲା। ପ୍ରାଣୀ ଚିକିତ୍ସିକ ଡା. ନରେନ୍ଦ୍ର ପରଦେଶୀଙ୍କ ନେତୃତ୍ୱରେ ଏକ ଟିମ୍ ଦ୍ୱାରା…
ରଣବୀରଙ୍କୁ ୨ ଘଣ୍ଟା ପଚରାଉଚରା କଲା ମୁମ୍ବାଇ ପୋଲିସ
ମୁମ୍ବାଇ,୨୯।୮: ବଲିଉଡ ଅଭିନେତା ରଣବୀର ସିଂ ସୋମବାର ପୋଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଏକ ପତ୍ରିକା ପାଇଁ ନଗ୍ନ ଫଟୋଶୁଟ୍ ନେଇ ରଣବୀରଙ୍କୁ ଏହି ପଚରାଉଚରା କରାଯାଇଛି। ଏହି ଘଟଣାରେ ସେ ନିଜକୁ ନିର୍ଦ୍ଦୋଷ ବୋଲି କହିଛନ୍ତି। କିଛି ଦିନ ପୂର୍ବରୁ…
Archives


