ତୁଟିଲା ଚାରି ବର୍ଷର ସମ୍ପର୍କ
ବମ୍ବେ: ଡେଟିଂର ଚାରି ବର୍ଷ ପରେ ବାଟ ଅଲଗା। ଟେଲିପରଦାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହର୍ଷଦ ଅରୋରା ଏବଂ ଅପର୍ନା କୁମାର ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍ କରି ଆସୁଥିଲେ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଜୁନ୍ରେ ସେମାନେ…
ଟସ୍ ଜିତିଲା ହଂକଂ: ପ୍ରଥମେ ବ୍ୟାଟିଂ କରିବ ଭାରତ
ଦୁବାଇ,୩୧।୮: ଏସିଆ କପ୍ ୨୦୨୨ରେ ଭାରତ ଦ୍ୱିତୀୟ ମ୍ୟାଚ୍ ଆଜି ହଂକଂକୁ ଭେଟୁଛି। ଏହି ମ୍ୟାଚ୍ରେ ହଂକଂ ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ୍ରେ ଭାରତର ଅଧିନାୟକ ରୋହିତ ଶର୍ମା ଟିମ୍ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛନ୍ତି।…
ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା
ଫୁଲନଖରା,୩୧ା୮(ଡି.ଏନ୍.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀଘାଟରେ ଗାଧୋଇବାକୁ ଯାଇ ୫ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ ମିଳିଛି। ସେ ହେଲେ ଭୁବନେଶ୍ବର ପଟିଆ ଅଞ୍ଚଳର ଆଶୁତୋଷ ପାଲ। ଅନ୍ୟ ଜଣେ ଛାତ୍ର…
ଭାରତଠାରୁ ସହାୟତା ନେବ କି ନାହିଁ ଚିନ୍ତା କରୁଛି ପାକିସ୍ତାନ
ଇସଲାମାବାଦ,୩୧ା୮: କିଛି ସପ୍ତାହ ଧରି ପାକିସ୍ତାନରେ ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ଲାଗି ରହିଛି। ବନ୍ୟା ଯୋଗୁ ଦେଶରେ ବିସ୍ଥାପିତ ହୋଇଥିବା ହଜାର ହଜାର ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ବନ୍ୟାଜଳ ଦ୍ୱାରା ଫସଲ ନଷ୍ଟ ହୋଇଯାଇଛି। ବର୍ତ୍ତମାନ…
‘ଏବେ ଗୁଣ୍ଡାଗର୍ଦ୍ଦି ରାଜନୀତିକୁ ଓହ୍ଲାଇଛି ଭାଜପା’
ନୂଆଦିଲ୍ଲୀ,୩୧।୮: ଗୁଜରାଟରେ ଆମ୍ ଆଦମୀ ପାର୍ଟି ନେତା ମନୋଜ ସୋରାଥିଆଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଏଏପି ଏମ୍ପି ରାଘବ ଚଢା ଭାଜପାକୁ ଘେରିଛନ୍ତି। ବର୍ତ୍ତମାନ ଭାଜପା ଗୁଣ୍ଡାଗର୍ଦ୍ଦିର ରାଜନୀତି କରିବାକୁ ଓହ୍ଲାଇଛି। ଭାଜପାର ଗୁଣ୍ଡାମାନେ ଏଏପିର ରାଜ୍ୟ ସାଧାରଣ ସମ୍ପାଦକ…
ଏଏପି ବିଧାୟକଙ୍କ ବିରୋଧରେ ମାନହାନି କେସ୍ କରିବେ ଦିଲ୍ଲୀ ଉପରାଜ୍ୟପାଳ
ନୂଆଦିଲ୍ଲୀ,୩୧।୮: ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାର ଏବଂ ଉପରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଏକ ନୂଆ ମୋଡ଼ ନେଇଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସକ୍ସେନାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆଣିଥିବା ଆମ୍ ଆଦମୀ ପାର୍ଟି(ଏଏପି) ନେତା ସୌରଭ ଭରଦ୍ୱାଜ, ଆତିଶି, ଦୁର୍ଗେଶ…
ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି ଭାରତୀ, ହେଲେ ଏଥିପାଇଁ ମନଦୁଃଖ
ବମ୍ବେ: ଦ୍ୱିତୀୟ ସନ୍ତାନ ଚାହୁଁଛନ୍ତି କମେଡିକୁଇନ୍ ଭାରତୀ ସିଂହ। ହେଲେ ପରିସ୍ଥିତି ଏଭଳି ଯେ ତାଙ୍କୁ ବର୍ଷେ କିମ୍ବା ଦୁଇ ବର୍ଷ ଅପେକ୍ଷା କରିବାକୁ ହେବ। ଏହି କଥା ଭାବି ଏବେ ଦୁଃଖ ପ୍ରକାଶ କରିଛନ୍ତି ସେ। ଏପ୍ରିଲ ୩ରେ ଏକ…
ଏହି ଅଭିନେତ୍ରୀଙ୍କ ସହ ଫଟୋ ଶେୟାର କରି କପିଲ ପଚାରିଲେ ଏମିତି ପ୍ରଶ୍ନ
ମୁମ୍ବାଇ: କମେଡି କିଙ୍ଗ୍ କପିଲ ଶର୍ମା କିଛି ସମୟ ପୂର୍ବରୁ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ତାଙ୍କର କିଛି ନୂଆ ଫଟୋ ଶେୟାର କରିଛନ୍ତି। କପିଲ ଶେୟାର କରିଥିବା ଫଟୋରେ ସେ ବଲିଉଡ୍ ଅଭିନେତ୍ରୀ ହୁମା କୁରେଶୀଙ୍କ ସହ ନଜର ଆସିଛନ୍ତି। ଏହି ଫଟୋକୁ…
ଜରିମାନା ଦେବେ ଭାରତ, ପାକିସ୍ତାନ ଦଳ
ନୂଆଦିଲ୍ଲୀ,୩୧।୮: ଏସିଆ କପ ୨୦୨୨ ଗ୍ରୁପ ଏ ମ୍ୟାଚ୍ରେ ଭାରତ ଏବଂ ପାକିସ୍ତାନ ଦଳକୁ ‘ମନ୍ଥର ଓଭର ହାର’ ପାଇଁ ୪୦% ଜରିମାନା କରାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ବୁଧବାର ଏହି ସୂଚନା ଦିଆଯାଇଛି। ରବିବାର ମ୍ୟାଚ ସମୟରେ…
ସୋନିଆ ଗାନ୍ଧୀଙ୍କ ମା’ଙ୍କ ପରଲୋକ
ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ମା’ ପାଓଲା ମେନୋଙ୍କ ପରଲୋକ ଘଟିଛି। ୨୭ ଅଗଷ୍ଟ ଶନିବାର ଇଟାଲୀରେ ଥିବା ତାଙ୍କ ବାସଭବନରେ ପାଓଲା ଦେହାନ୍ତ ହୋଇଛି। ଅଗଷ୍ଟ ୩୦ରେ ପାଓଲାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ…
ଦିଶାଙ୍କ ସହ ବ୍ରେକ୍ଅପ୍ ପରେ ଏବେ ଶ୍ରଦ୍ଧାଙ୍କ ଆଡକୁ ଢଳିଲେଣି ଟାଇଗର
ବମ୍ବେ: ପ୍ରଥମେ ଡେଟିଂ ପରେ ପ୍ରେମ। ଆଉ ଏବେ ବାଟ ଅଲଗା। ଆମେ କଥା ହେଉଛୁ ବଲିଉଡ୍ର ମୋଷ୍ଟ ଏଲିଜିବୁଲ୍ ବ୍ୟାଚଲର ଟାଇଗର ଶ୍ରଫଙ୍କ ବିଷୟରେ। ଦୀର୍ଘଦିନର ପ୍ରେମିକା ଦିଶା ପଟାନୀଙ୍କଠାରୁ ଅଲଗା ହେବା ପରେ ସେ ଏବେ ସିଙ୍ଗଲ ବୋଲି…
ବଢିଲା ଜ୍ୟାକଲିନ୍ଙ୍କ ଅଡ଼ୁଆ
ନୂଆଦିଲ୍ଲୀ,୩୧।୮:ବଲିଉଡ୍ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ସମସ୍ୟା ବଢିବାରେ ଲାଗିଛି। ୨୧୫ କୋଟି ଟଙ୍କା ଠକେଇ ମାମଲାରେ ଦିଲ୍ଲୀର ପଟିଆଲା ହାଉସ କୋର୍ଟ ଜ୍ୟାକଲିନଙ୍କୁ ଡକାଇଛନ୍ତି। ଏହି ମାମଲାରେ ସେପ୍ଟେମ୍ବର ୨୬ରେ ଜ୍ୟାକଲିନ୍ଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବର ୧୨ରେ…
Archives


