Home

ସୋନିଆଙ୍କ ଜୋତା ଫିତା ବାନ୍ଧିଲେ ରାହୁଲ

ବେଙ୍ଗାଲୁରୁ,୬।୯: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଦୁଇ ଦିନର ବିରତି ପରେ ଗୁରୁବାର କର୍ନାଟକର ମାଣ୍ଡ୍ୟା ଜିଲାରେ ପୁଣି ଆରମ୍ଭ ହୋଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ପ୍ରଥମ ଥର ପାଇଁ ଏହି ଯାତ୍ରାରେ ଯୋଗ…

ଜାପାନ ଗଣମାଧ୍ୟମ ପ୍ରତିନିଧିଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ…

ନାପିଦ୍ୱ,୬।୧୦ : ଜାପାନର ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମ୍ୟାନମାର କୋର୍ଟ ଦ୍ୱାରା ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସରକାର ବିରୋଧୀ ଭିଡିଓ ପ୍ରସ୍ତୁତ କରି ଗଣମାଧ୍ୟମ ପ୍ରତିନିଧି ଜଣକ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ଜାପାନର କୂଟନୀତିଜ୍ଞ ଗୁରୁବାର ଏହି ସୂଚନା…

ନିର୍ବାଚନରେ ଜୟନ୍ତ-ଅଖିଳେଶଙ୍କୁ କରିବି ସହାୟତା: ସତ୍ୟପାଲ ମଲିକ …

ବାଗପତ,୬।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ରାଜନୈତିକ ଆକ୍ରମଣକୁ ତୀବ୍ର କରି ମେଘାଳୟର ରାଜ୍ୟପାଳ ପଦରୁ ଅବସର ନେବା ପରେ ସତ୍ୟପାଲ ମଲିକ ସ୍ପଷ୍ଟ ଭାବେ କହିଛନ୍ତି ଯେ ସେ ଆଗାମୀ ନିର୍ବାଚନରେ ସମାଜବାଦୀ ପାର୍ଟି (ଏସପି) ଏବଂ…

ଏତିକି ଟଙ୍କାର ଘଣ୍ଟା ପିନ୍ଧି ଅଷ୍ଟ୍ରେଲିଆ ଗଲେ କୋହଲି, କିଣି ହୋଇଯିବ ବଡ଼ ଫ୍ଲାଟ୍‌

ମୁମ୍ବାଇ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଯାତ୍ରା କରିଛି। ବିସିସିଆଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛି। ଏଥିରେ ଅଧିନାୟକ ରୋହିତ ଶର୍ମା, ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ସମେତ ସମସ୍ତ…

ପୂର୍ବତନ ସ୍ବାମୀଙ୍କ ନାଁରେ ଗୁରୁତର ଅଭିଯୋଗ ଆଣିଲେ ଆଞ୍ଜେଲିନା ଜୋଲି

ଆଜିକାଲି ହଲିଉଡର ସୁପରଷ୍ଟାର ବ୍ରାଡ ପିଟ ଏବଂ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଚର୍ଚ୍ଚାରେ ଅଛନ୍ତି। ଆଞ୍ଜେଲିନା ତାଙ୍କ ପୂର୍ବତନ ସ୍ବାମୀ ବ୍ରାଡଙ୍କ ବିରୋଧରେ ପ୍ରାୟ ୨୫୦ ମିଲିୟନ ଡଲାରରେ ମକଦ୍ଦମା ଦାୟର କରିଛନ୍ତି। ଏହାସହ ସେ ତାଙ୍କ ବିରୋଧରେ ଅନେକ ଗୁରୁତର…

ଡିଆରଡିଓର ମାନବ ବିହୀନ ବୋଟ, ସାମୁଦ୍ରିକ ସୀମା ଉପରେ ରଖିବ ତୀକ୍ଷ୍‌ଣ ନଜର…

ନୂଆଦିଲ୍ଲୀ,୬।୧୦ : ଦେଶର ବାୟୁ ମାର୍ଗ ସୀମା ଉପରେ ନଜର ରଖିବା ପାଇଁ ମାନବ ବିହୀନ ଡ୍ରୋନ ନିୟୋଜିତ କରାଯାଇଛି। ସେହିପରି ସାମୁଦ୍ରିକ ସୀମା ଉପରେ ତୀକ୍ଷ୍‌ଣ ନଜର ରଖିବା ପାଇଁ ଏକ ମାନବ ବିହୀନ ବୋଟ ବିକଶିତ କରିବାକୁ ପ୍ରସ୍ତୁତି…

କଖାରୁର ଓଜନ ଜାଣିଲେ ଉଡ଼ିଯିବ ହୋସ୍‌

ସୋସିଆଲ ମିଡିଆରେ ଏପରି ଅନେକ ଜିନିଷ ଭାଇରାଲ ହୋଇଥାଏ। ଯାହା ଆଶ୍ଚର୍ଯ୍ୟଜନକ ହୋଇଥାଏ। ବେଳେବେଳେ ଅନେକ ଜିନିଷର ରଙ୍ଗ, ରୂପ ଏବଂ ଆକୃତିକୁ ନେଇ ଆଶ୍ଚର୍ଯ୍ୟ ଲାଗିଥାଏ। ଏବେ ସେମିତି ଏକ କଖାରୁ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାର ଓଜନ…

ଉତ୍ତର କୋରିଆକୁ ସୁରକ୍ଷା ପ୍ରଦାନ କରୁଛନ୍ତି ଚାଇନା-ରୁଷିଆ, ଜାତିସଂଘରେ ଆମେରିକାର କଡ଼ା ସମାଲୋଚନା…

ଜେନେଭା,୬।୧୦ : ଦୀର୍ଘ ଦିନ ଧରି ଉତ୍ତର କୋରିଆ କ୍ରମାଗତ ଭାବରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରୁଛି। ନିକଟରେ ଉତ୍ତର କୋରିଆ ଜାପାନ ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଉତ୍ତର କୋରିଆ ଉପରେ କ୍ରୋଧିତ ଆମେରିକା ମିଳିତ ଜାତିସଂଘରେ ରୁଷିଆ…

ଟି-୧୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଅଭିମୁଖେ ଭାରତୀୟ ଦଳ

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ଦଳ ଗୁରୁବାର ସକାଳେ ଟି-୨୦ ବିଶ୍ୱକପ୍‌ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ବିସିସିଆଇ ଏ ବିଷୟରେ ସୂଚନା ଦେଇଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ଦ୍ୱିତୀୟ ଥର ପାଇଁ…

ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଦିନିକିଆ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍‌

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ଆଜିଠାରୁ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବ। ଭାରତର ତାରକା ଖେଳାଳିମାନେ ଏହି ସିରିଜରେ ଖେଳୁ ନାହାଁନ୍ତି। ଏହି ସିରିଜରେ ଶିଖର…

୪ ଅପହୃତ ଭାରତୀୟଙ୍କ ମୃତ ଦେହ ମିଳିଲା, ୮ ମାସର ଶିଶୁକନ୍ୟା ବି ସାମିଲ…

ସ୍କ୍ରାମେଣ୍ଟୋ,୬।୧୦ : ଆମେରିକାର କାଲିଫର୍ନିଆର ମର୍ସିଡ ସହରରେ ଅପହୃତ ହୋଇଥିବା ଚାରିଜଣ ଭାରତୀୟ ମୂଳ ଲୋକଙ୍କର ମୃତଦେହ ମିଳିଛି। ମୃତକଙ୍କ ମଧ୍ୟରେ ଭାରତୀୟ ମୂଳ ଦମ୍ପତି ଏବଂ ସେମାନଙ୍କର ଆଠ ମାସର ଶିଶୁ କନ୍ୟା ଓ ସେମାନଙ୍କର ଜଣେ ବନ୍ଧୁ ଅଛନ୍ତି।…

୫ ତଳେ ଦୈନିକ ମୃତ୍ୟୁ ସଂଖ୍ୟା…

ନୂଆଦିଲ୍ଲୀ, ୬।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୩୩ ହଜାର ତଳେ ରହିଛି। ଗତ ୨୪…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri