Home

ଗୋଟିଏ ଦଳ ପାଇଁ ଖେଳୁଛନ୍ତି ୨ ଦେଶର ଖେଳାଳି: ଅଧିନାୟକ ପାକିସ୍ତାନର, ଉପଅଧିନାୟକ ଭାରତୀୟ

ଦୁବାଇ,୩୧।୮: ଏସିଆ କପ ୨୦୨୨ରେ ଭାରତର ଦ୍ୱିତୀୟ ମ୍ୟାଚ ହଂକଂ ଦଳ ସହିତ। କ୍ରିକେଟ ଦୁନିଆରେ ଏହି ଦଳର ନାମ କ୍ୱଚିତ୍‌ ଶୁଣାଯାଏ। ଭାରତ ବର୍ତ୍ତମାନ ପର୍ଯ୍ୟନ୍ତ ହଂକଂ ବିପକ୍ଷରେ କେବଳ ଦୁଇଟି ଦିନିକିଆ ଖେଳିଛି ଏବଂ ଉଭୟ ଜିତିଛି। ଭାରତୀୟ…

ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି ସିବିଆଇ, ତେଜସ୍ବୀଙ୍କ ସମାଲୋଚନା…

ପାଟନା, ୩୧।୮ : ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଗୁରୁବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ସିବିଆଇକୁ ଏକ ରାଜନୈତିକ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି। ସେ ଟୁଇଟ କରି ଲେଖିଛନ୍ତି ଯେ ଏଜେନ୍ସିର ଅଧିକାରୀଙ୍କ ପ୍ରତି ଆମର…

ବିହାର ଗସ୍ତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌…

ପାଟନା, ୩୧।୮ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗୁରୁବାର ବିହାରର ରାଜଧାନୀ ପାଟନା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ୨୦୨୦ ମସିହାରେ ଗାଲୱାନ ଉପତ୍ୟକାରେ ସହିଦ ହୋଇଥିବା ୧୯ ଜଣ ଭାରତୀୟ ଯବାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ…

ସନ୍ୟାସ ଘୋଷଣା କଲେ ଏହି ତାରକା ଅଲରାଉଣ୍ଡର, ଦଳକୁ କରିଥିଲେ ବିଶ୍ୱ ଟେଷ୍ଟ ଚାମ୍ପିୟନ

ନୂଆଦିଲ୍ଲୀ,୩୧।୮: ନ୍ୟୁଜିଲ୍ୟାଣ୍ଡର ତାରକା ଅଲରାଉଣ୍ଡର କଲିନ ଡି ଗ୍ରାଣ୍ଡହୋମେ କ୍ରିକେଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୬ ବର୍ଷୀୟ ଏହି ଖେଳାଳି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇ ଘୋଷଣା କରି ସମସ୍ତଙ୍କୁ ଚମକାଇଛନ୍ତି। ସେ ୧୦ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟର ଅଂଶବିଶେଷ…

ଭାରତ-ଫ୍ରାନ୍ସ ରଣନୀତିକ ଚୁକ୍ତି ନେଇ ଆଲୋଚନା…

ନୂଆଦିଲ୍ଲୀ/ପ୍ୟାରିସ, ୩୧।୮ : ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ରଣନୀତିକ ସହଭାଗିତାକୁ ଆହୁରି ସୁଦୃଢ଼ କରିବା ପାଇଁ ମଙ୍ଗଳବାର ପ୍ୟାରିସରେ ଏକ ଆଲୋଚନା ହୋଇଥିଲା। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଏଜେଣ୍ଡା ସହିତ ପାରସ୍ପରିକ ସ୍ବାର୍ଥର କେତେକ ନିର୍ଦ୍ଦିଷ୍ଟ ପ୍ରସଙ୍ଗ ଉପରେ…

ଆଜି ଭାରତ-ହଂକଂ ଲଢ଼େଇ: ଜାଣନ୍ତୁ କେବେ,କେଉଁଠି ଆଉ କେତେବେଳେ ଦେଖିବେ ମ୍ୟାଚ୍‌…

ଦୁବାଇ,୩୧।୮: ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଚତୁର୍ଥ ମୁକାବିଲା ବୁଧବାର ଖେଳାଯିବ। ଏଥିରେ ହଂକଂକୁ ଭେଟିବ ଭାରତ। ଟୁର୍ନାମେଣ୍ଟରେ ଏହା ଭାରତର ଦ୍ୱିତୀୟ ମ୍ୟାଚ୍‌ ହୋଇଥିବା ବେଳେ ହଂକଂ ପ୍ରଥମ ମୁକାବିଲା ଖେଳିବ। ଭାରତ ପାଇଁ ଏହି ମୁକାବିଲାଟି ଏକ ନେଟ୍‌…

ଗର୍ଭାଶୟ କର୍କଟ ପାଇଁ ପ୍ରଥମ ସ୍ବଦେଶୀ ଟିକାର ଗୁରୁବାର ଶୁଭାରମ୍ଭ…

ନୂଆଦିଲ୍ଲୀ, ୩୧।୮ : ଗର୍ଭାଶୟ କର୍କଟ ବିରୋଧରେ ଭାରତ ପ୍ରଥମ ସ୍ବଦେଶୀ ଟିକା ପାଇବାକୁ ଯାଉଛି। ଏହା ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ଏବଂ ବାୟୋଟେକ୍ନୋଲୋଜି ବିଭାଗ ଦ୍ୱାରା ସେପ୍ଟେମ୍ବର ୧ରେ ଶୁଭାରମ୍ଭ ହେବ। ସରକାରୀ ସୂତ୍ର ଅନୁଯାୟୀ, ଭାରତର ପ୍ରଥମ…

ଚିନୁକ୍‌ ହେଲିକପ୍ଟର ଇଞ୍ଜିନରେ ନିଆଁ ଲାଗିବା ଆଶଙ୍କା, ବୋଇଙ୍ଗ୍‌ କମ୍ପାନୀକୁ ଜବାବ ମାଗିଲା ଭାରତ…

ନୂଆଦିଲ୍ଲୀ, ୩୧।୮ : ଭାରତୀୟ ସେନାର ବଡ ଶକ୍ତି କୁହାଯାଉଥିବା ଚିନୁକ୍‌ ହେଲିକପ୍ଟର ବିଷୟରେ ଏକ ବଡ଼ ଖବର ଆସିଛି। ଆମେରିକାର ସେନା ସମସ୍ତ ଚିନୁକ୍‌ ହେଲିକପ୍ଟରକୁ ଏହାର ସେନାର କୌଣସି ଅପରେଶନ କିମ୍ବା ଟ୍ରେନିଂରେ ବ୍ୟବହୃତ ନ କରିବାକୁ ନିଷ୍ପତ୍ତି…

ଶାମିଙ୍କୁ କାହିଁକି ଟି୨୦ ଦଳରେ ଚୟନ କରାଯାଉନାହିଁ? ପ୍ରଶ୍ନ ଉଠାଇ ବର୍ଷିଲେ…

ନୂଆଦିଲ୍ଲୀ,୩୧।୮: ୧୯୮୩ ବିଶ୍ୱକପ୍‌ ବିଜେତା ଭାରତୀୟ ଟିମ୍‌ର ସଦସ୍ୟ ମଦନ ଲାଲ ଏସିଆ କପ୍‌ରେ ମହମ୍ମଦ ଶାମିଙ୍କ ଚୟନ କରା ନ ଯିବାକୁ ନେଇ ପ୍ରଶ୍ନ ଉଠାଇବା ସହ ଚୟନକର୍ତ୍ତାଙ୍କ ଉପରେ ବର୍ଷିଛନ୍ତି। ଶାମିଙ୍କୁ ନିଶ୍ଚିତ ଭାବେ ଆସନ୍ତା ବିଶ୍ୱକପ୍‌(ଟି୨୦) ଲାଗି…

ଧ୍ୟାନ ହଟାଇବା ଲାଗି ଏଏପି କରିଛି ଯୋଜନା, ୭ ଭାଜପା ଏମ୍‌ପି ଉପରାଜ୍ୟପାଳଙ୍କୁ ଲେଖିଲେ ଚିଠି…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ୭ ଜଣ ଭାଜପା ଏମ୍‌ପି  ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ଚିଠି ଲେଖିଛନ୍ତି। ଚିଠିରେ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନୀଷ ସିସୋଡିଆଙ୍କ ଭାଜପା ବିଧାୟକ କିଣିବା ଅଭିଯୋଗ ମଦ ନୀତି ବିବାଦରୁ…

ନିର୍ବାଚିତ ସରକାରଙ୍କୁ କ୍ଷମତାଚ୍ୟୁତ କରୁଛି ଭାଜପା, ଅପରେଶନ ଲୋଟସରେ କିଣା ହୋଇଛନ୍ତି ୨୭୭ ବିଧାୟକ, ଏଏପିର ଅଭିଯୋଗ…

ନୂଆଦିଲ୍ଲୀ, ୩୧।୮ : ଦିଲ୍ଲୀର ମଦ ନୀତିକୁ ନେଇ ଏଏପି ଏବଂ ଭାଜପା ମଧ୍ୟରେ ଆରମ୍ଭ ହୋଇଥିବା ଆରୋପ ପ୍ରତ୍ୟାରୋପ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ଆମ ଆଦମୀ ପାର୍ଟି (ଏଏପି) ବିଧାୟକ ତଥା ମୁଖପାତ୍ର ଆତିଶି ମାର୍ଲେନା ଏକ ଗଣମାଧ୍ୟମ ସମ୍ମିଳନୀରେ…

ଭୋଟର ତାଲିକା ବିନା କିଭଳି ହେବ ନିରପେକ୍ଷ ଅଧ୍ୟକ୍ଷ ନିର୍ବାଚନ, ମନୀଷ ତିଓ୍ବାରୀଙ୍କ ପ୍ରଶ୍ନ …

ନୂଆଦିଲ୍ଲୀ, ୩୧।୮ : କଂଗ୍ରେସର ବରିଷ୍ଠ ତଥା ଅସନ୍ତୁଷ୍ଟ ଜି-୨୩ର ସଦସ୍ୟ ମନୀଷ ତିୱାରୀ ଦଳର ଅଧ୍ୟକ୍ଷ ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ଯେ ଭୋଟର ତାଲିକା ବିନା କିପରି ନିର୍ବାଚନ ନିରପେକ୍ଷ ହେବ? ନିରପେକ୍ଷ ନିର୍ବାଚନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri