ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ
ମୋଦିଙ୍କୁ ରାଖୀ ପଠାଇଲେ ପାକିସ୍ତାନ ଭଉଣୀ ନୂଆଦିଲ୍ଲୀ,୭।୮: ଆଗକୁ ଆସୁଛି ରକ୍ଷାବନ୍ଧନ। ଭାଇ ହାତରେ ରାଖୀ ବାନ୍ଧିବାକୁ ଭଉଣୀମାନେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାକିସ୍ତାନୀ ଭଉଣୀ କମାର ମୋହସିନ ଶେଖ ତାଙ୍କ ପାଇଁ ରାଖୀ ପଠାଇଛନ୍ତି।…
ଟସ୍ ଜିତିଲା ଭାରତ: ରୋହିତ୍ଙ୍କୁ ବିଶ୍ରାମ
ଲଡରହିଲ,୭।୮:ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ୫ଟିକିଆ ଟି-୨୦ ସିରିଜ୍ର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଫ୍ଲୋରିଡାଠାରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ ହୋଇଛି।…
ଅଜିତ ପାଓ୍ବାର ସହଜରେ ସବୁକିଛି ଭୁଲିଯାଆନ୍ତି: ଫଡ୍ନଭୀସ
ମୁମ୍ବାଇ,୭।୮: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନଭୀସ ରବିବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ କ୍ୟାବିନେଟର ସମ୍ପ୍ରସାରଣ ଘୋଷଣାକୁ ଦୋହରାଇଛନ୍ତି। ତେବେ ସେ ଏଥିପାଇଁ କୌଣସି ତାରିଖ ଦେଇନାହାଁନ୍ତି। ରବିବାର ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଫଡ୍ନଭୀସ କ୍ୟାବିନେଟ ବିସ୍ତାରରେ ବିଳମ୍ବ…
‘ନୀତିଶ କୁମାରଙ୍କ ବିରୋଧରେ ଷଡ଼ଯନ୍ତ୍ର’
ପାଟନା,୭।୮: ବିହାରରେ ରାଜନୀତି ସରଗରମ ହୋଇଛି। ଅଗଷ୍ଟ ୬ରେ ଆରସିପି ସିଂ ଜେଡିୟୁ ଛାଡିବା ପରେ ଏବେ ଦଳ ପକ୍ଷରୁ ତାଙ୍କ ବିରୋଧରେ ଅନେକ ଅଭିଯୋଗ ଅଣାଯାଇଛି। ରବିବାର ଜେଡିୟୁ ପକ୍ଷରୁ ଏକ ଖବରଦାତା ସମ୍ମିଳନୀ କରାଯାଇଥିଲା। ଏଥିରେ ଜେଡିୟୁ ନେତା…
ବାଂଲାଦେଶରେ ଶ୍ରୀଲଙ୍କା ସ୍ଥିତି: ପୋଲିସ ଗାଡ଼ି ଭଙ୍ଗାରୁଜା
ଢାକା,୭ା୮: ଶ୍ରୀଲଙ୍କା ପରେ ଏବେ ବାଂଲାଦେଶରେ ଆର୍ଥିକ ସଙ୍କଟ ସବୁଠୁ ଖରାପ ସ୍ଥିତି ଦେଇ ଗତି କରୁଛି। ଏଠାରେ ତୈଳ ଦର ବୃଦ୍ଧି ପାଇବାରୁ ଶ୍ରୀଲଙ୍କା ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଦରଦାମ୍ ବୃଦ୍ଧି ନେଇ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଦେଶର…
ଡ. ଏନ୍ କଲାଇସେଲ୍ଭି ସିଏସ୍ଆଇଆର୍ର ପ୍ରଥମ ମହିଳା ମହାନିର୍ଦ୍ଦେଶକ
ନୂଆଦିଲ୍ଲୀ,୭ା୮: ଇଲୋକ୍ଟ୍ରୋକେମିକାଲ ପାଓ୍ବାର ସିଷ୍ଟମ ଉପରେ ୨୫ ବର୍ଷରୁ ଅଧିକ ଗବେଷଣା ପାଇଁ ଜଣାଶୁଣା ବୈଜ୍ଞାନିକ ଡକ୍ଟର ଏନ୍ କଲାଇସେଲ୍ଭିଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି। କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍ଆଇଆର)ର ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ…
ଟ୍ରିପଲ ଜମ୍ପରେ ଭାରତ ରଚିଲା ଇତିହାସ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଟ୍ରିପଲ ଜମ୍ପ ଇଭେଣ୍ଟରେ ଭାରତୀୟ ଆଥଲେଟ୍ ମାନେ ରବିବାର ୨ଟି ପଦକ ଜିତିଛନ୍ତି। ଭାରତର ଏଲଡୋଜ ପଲ ଏବଂ ଅବଦୁଲ୍ଲା ଆବୁବାକର୍ ଦେଶ ପାଇଁ ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଛନ୍ତି। ଭାରତ ମଧ୍ୟ ଏହି…
ଶର୍ଟ ଡ୍ରେସ୍ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଫିଲ୍ମ ନିର୍ମାତା କରଣ ଜୋହର ତାଙ୍କ ଘରେ ‘ଯୁଗ୍ ଯୁଗ୍ ଜିଓ’ର ସଫଳତାକୁ ପ୍ରତିପାଦନ କରିବା ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ଏହି ସମୟରେ ପୂରା ଷ୍ଟାର କାଷ୍ଟ ଉତ୍ସବ ପାଳନ ପାଇଁ କରଣଙ୍କ ଘରେ ପହଞ୍ଚିଥିଲେ। ଏହି…
ପ୍ରେମିକାଙ୍କୁ କାର୍ ଚଲାଇବାକୁ ଦେବା ପଡିଲା ମହଙ୍ଗା
ବିଳାଶପୁର,୭।୮: ଛତିଶଗଡର ବିଳାଶପୁର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ କାର ଚଳାଇବାକୁ ଦେବା ମହଙ୍ଗା ପଡିଛି। ଯୁବତୀ ଜଣକ କାରଟିକୁ ଏକ ବାଇକ୍ ସହ ଧକ୍କା ଦେଇଥିଲେ। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର…
ପଦକ ସଂଖ୍ୟା ୪୩ ଛୁଇଁଲା,ସ୍ବର୍ଣ୍ଣ ୧୫-ରୌପ୍ୟ ୧୧-ବ୍ରୋଞ୍ଜ ୧୭…
ବର୍ମିଂହାମ୍, ୭।୮ : ବର୍ମିଂହାମରେ ଖେଳାଯାଉଥିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ଖେଳାଳିମାନେ ନିଜର ଦୃଢ଼ ପ୍ରଦର୍ଶନ ଜାରି ରଖିଛନ୍ତି। ଭାରତର ପଦକ ସଂଖ୍ୟା ଇତିମଧ୍ୟରେ ଦଶମ ଦିନ ସୁଦ୍ଧା ୪୩ରେ ପହଞ୍ଚିଛି। ସେଥିମଧ୍ୟରେ ୧୫ ସ୍ବର୍ଣ୍ଣ, ୧୧ ରୌପ୍ୟ ଏବଂ…
ମାତ୍ର ୧୫ ମିନିଟ୍ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ
ବର୍ମିଂହାମ,୭।୮: ରାଜ୍ୟଗୋଷ୍ଠୀ କ୍ରୀଡାର ଦଶମ ଦିନ ଭାରତ ପାଇଁ ବହୁତ ଭଲ ରହିଛି। ବକ୍ସିଂରେ ଭାରତ ଦୁଇଟି ସ୍ବର୍ଣ୍ଣ ପଦକ ଜିତିଥିବାବେଳେ ମହିଳା ହକିରେ ବ୍ରୋଞ୍ଜ ପଦକ ମିଳିଛି। ବକ୍ସିଂରେ ମାତ୍ର ୧୫ ମିନନିଟ୍ ମଧ୍ୟରେ ଭାରତକୁ ୨ ସ୍ବର୍ଣ୍ଣ ପଦକ…
ନୀତୁଙ୍କ ଚମତ୍କାର ପ୍ରଦର୍ଶନ: ବକ୍ସିଂରେ ଭାରତକୁ ସ୍ବର୍ଣ୍ଣ
ବର୍ମିଂହାମ,୭।୮:ରାଜ୍ୟଗୋଷ୍ଠୀ କ୍ରୀଡାରେ ବକ୍ସିଂରେ ଭାରତ ସ୍ବର୍ଣ୍ଣ ପଦକ ମିଳିଛି। ହରିୟାଣାର ବକ୍ସର ନୀତୁ ଘଙ୍ଗାସ ଭାରତକୁ ଏହି ପଦକ ଜିତାଇଛନ୍ତି। ମହିଳା ୪୫-୪୮ କିଗ୍ରା ଫାଇନାଲରେ ନୀତୁ ଇଂଲଣ୍ଡ ବକ୍ସର ଡାମି ଜାଡେ ରେଜଟାନଙ୍କୁ ପରାସ୍ତ କରିଛନ୍ତି। ଏକପାଖିଆ ଢଙ୍ଗରେ ନୀତୁ…
Archives


