Home

ଧୋନୀ-ଯୁବରାଜଙ୍କ ୧୦ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଲେ ବିରାଟ-ହାର୍ଦ୍ଦିକ

ମେଲବୋର୍ନ,୨୪।୧୦: ଭାରତୀୟ କ୍ରିକେଟ ଟିମ୍‌ ରବିବାର ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ମ୍ୟାଚ୍‌ରେ ବିଜେତା ହୋଇ ଟି୨୦ ବିଶ୍ୱକପ୍‌ ୨୦୨୨ରେ ନିଜର ଅଭିଯାନ ଆରମ୍ଭ କରିଛି। ଏହି ବିଜୟ ପାଇଁ ୧୬୦ରନ୍‌ର ଲକ୍ଷ୍ୟ ରହିଥିଲା। ପ୍ରାରମ୍ଭିକ ଉଇକେଟ ପତନ ପରେ ବିରାଟ କୋହଲି…

ଅଜବ ଟୋପି ପିନ୍ଧି ପରୀକ୍ଷା ଦେଲେ ଛାତ୍ରୀଛାତ୍ର, ଏହା ପଛର କାରଣ ଜାଣିଲେ…

ସୋସିଆଲ ମିଡିଆରେ ଅନେକ ସମୟରେ ଅନେକ ଜିନିଷ ଭାଇରାଲ ହୋଇଥାଏ। ଏଥିରୁ କିଛି କଥା ଆମକୁ ଆଶ୍ଚର୍ଯ୍ୟ କରିଥାଏ। ଏବେ ଫିଲିପାଇନ୍ସରୁ ଏହିପରି କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଲୋକେ କିଛି ବୁଝିପାରିବେ ନାହିଁ। କଲେଜ ଛାତ୍ରୀଛାତ୍ର…

ନେଦରଲାଣ୍ଡ ୯ ରନ୍‌ରେ ହାରିଲା…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ରେ ସୋମବାର ନେଦରଲାଣ୍ଡ ଏବଂ ବାଲାଂଦେଶ ମଧ୍ୟରେ ହୋଇଥିବା ମ୍ୟାଚ୍‌ରେ ନେଦରଲାଣ୍ଡ ୯ ରନ୍‌ରେ ହାରଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଧାର୍ଯ୍ୟ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୪୪…

ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ୯ କୁଳପତି…

ଥିରୁଭାନନ୍ତପୁରମ୍‌,୨୪।୧୦ : କେରଳର ନଅ ବିଶ୍ୱବିଦ୍ୟାଳୟର କୁଳପତିମାନେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ଇସ୍ତଫା ଆଦେଶକୁ ଚ୍ୟାଲେଞ୍ଜ କରି କେରଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସମସ୍ତ କୁଳପତିମାନେ ଇସ୍ତଫା ଉପରେ ରୋକ ଲଗାଇବାକୁ ଦାବି କରିଛନ୍ତି। ଏଥି ସହ କେରଳ ହାଇକୋର୍ଟ…

କାର୍‌ ସହ ୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ବ୍ରହ୍ମପୁର ଅଫିସ,୨୪ା୧୦: ଗଞ୍ଜାମ ଜିଲା ଦେଇ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଗଜପତି ଓ କନ୍ଧମାଳରୁ ବେଆଇନ ଭାବେ ଏହି ଗଞ୍ଜେଇ ଚୋରା ଚାଲାଣ ହୋଇଥାଏ। ଏହି ଗଞ୍ଜେଇ ଚାଲାଣକାରୀଙ୍କୁ ଧରିବା ପାଇଁ ଅବକାରୀ ଗୁଇନ୍ଦା ବିଭାଗ ଜିଲାର…

ଦୀପାବଳିରେ ଏଠାରେ କୁକୁରଙ୍କୁ କରାଯାଏ ପୂଜା, ଦିଆଯାଏ ସ୍ବାଦିଷ୍ଟ ବ୍ୟଞ୍ଜନ

ଆମ ଦେଶ ଏବଂ ଏହାର ଆଖପାଖ ଅଞ୍ଚଳରେ ବେଶ୍‌ ଉତ୍ସାହର ସହ ଆଲୋକର ପର୍ବ ଦୀପାବଳି ପାଳନ କରାଯାଇଥାଏ। ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ଦୀପ ଜଳା ଯାଉଥିବା ବେଳେ ନେପାଳରେ ବି ଏହି ଉତ୍ସବ ପାଳନ କରାଯାଏ। ମାତ୍ର ଏଠାରେ ଏକ…

ଉତ୍ତର କୋରିଆ-ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା ଚରମ ସୀମାରେ, ସାମୁଦ୍ରିକ ସୀମାରେ ମୁହାଁମୁହିଁ…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨୪।୧୦ : ଉତ୍ତର କୋରିଆ ଏବଂ ଦକ୍ଷିଣ କୋରିଆ ମଧ୍ୟରେ ତିକ୍ତତା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସୋମବାର ଉଭୟ ଦେଶ ସାମୁଦ୍ରିକ ସୀମାରେ ମୁହାଁମୁହିଁ ହୋଇ ପରସ୍ପରକୁ ଚେତାବନୀ ଦେଇଛନ୍ତି। ବିବାଦୀୟ ପଶ୍ଚିମ ସାମୁଦ୍ରିକ ସୀମାରେ ଉଭୟପକ୍ଷରୁ ଗୁଳି ବିନିମୟ…

ଏଲଏସିରେ କାର୍ଯ୍ୟ କରୁଥିବା ୩ ପିଏଲଏ ଅଧିକାରୀଙ୍କ ପଦୋନ୍ନତି କଲେ ଜିନପିଙ୍ଗ…

ବେଜିଂ,୨୪।୧୦ : ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଦେଶର ନିର୍ଦ୍ଦେଶ ଗ୍ରହଣ କରିବା ମାତ୍ରେ ତାଙ୍କର ପଦକ୍ଷେପ ଆରମ୍ଭ କରିଛନ୍ତି। ଲଗାତାର ତୃତୀୟ ଥର ପାଇଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିବା ସି ଜିନପିଙ୍ଗ ଭାରତୀୟ ସୀମା ଏଲଏସିରେ କାର୍ଯ୍ୟ କରୁଥିବା…

ନେଦରଲାଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୧୪୫ ରନ୍‌…

ମେଲବୋର୍ନ,୨୪।୧୦ : ଟି-୨୦ ବିଶ୍ୱକପର ସୁପର-୧୨ ମ୍ୟାଚ୍‌ରେ ସୋମବାର ନେଦରଲାଣ୍ଡକୁ ବାଲାଂଦେଶ ଭେଟିଛି। ହୋବାର୍ଟର ବେଲେରିଭା ଓଭାଲରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ନେଦରଲାଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା। ନେଦରଲାଣ୍ଡ ଅଧିନାୟକ ସ୍କଟ୍‌ ଏଡଓ୍ବାର୍ଡଙ୍କ ନେତୃତ୍ୱରେ…

ରାଜ୍ୟବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୪ା୧୦(ବ୍ୟୁରୋ): ଆଲୋକର ପର୍ବ ଦୀପାବଳି ଏବଂ ପବିତ୍ର କାଳୀପୂଜା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଆଲୋକର ପର୍ବ ଦୀପାବଳି ଓ ପବିତ୍ର କାଳୀପୂଜା ଉପଲକ୍ଷେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ନିଜ…

ନିଜ ଦେଶରେ ରେଡିଓଆକ୍ଟିଭ୍‌ ଡାର୍ଟି ବୋମା ପକାଇ ପାରେ ୟୁକ୍ରେନ୍‌, ରୁଷିଆର ଅଭିଯୋଗ…

ମସ୍କୋ/କ୍ୱିଭ୍‌,୨୪।୧୦ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଦୁଇ ଦେଶ ମଧ୍ୟରେ ଲଗାତାର ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଯୁଦ୍ଧ ବନ୍ଦ କରିବାର ଉପାୟ କଥାବାର୍ତ୍ତା କିମ୍ବା ଅନ୍ତର୍ଜାତୀୟ ହସ୍ତକ୍ଷେପ ମାଧ୍ୟମରେ ସମ୍ଭବ ହୋଇ ପାରୁନାହିଁ। ଉଭୟ ଦେଶ…

ମୋର ଦୀପାବଳିର ମଧୁରତା ଆପଣମାନଙ୍କ ସହିତ ବଢ଼ିଯାଉଛି, ସେନାଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

କାର୍ଗିଲ,୨୪।୧୦ : ଗତ ଆଠ ବର୍ଷ ଧରି ଭାରତୀୟ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାର୍ଗିଲରେ ପହଞ୍ଚିଥିଲେ। ପିଏମ ମୋଦି ଏହି ଅବସରରେ ଯବାନଙ୍କୁ କହିଛନ୍ତି, ମୋ ପାଇଁ ତୁମେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri