Home

ଦୀପାବଳିରେ ଆତଙ୍କବାଦୀଙ୍କ ଷଡ଼ଯନ୍ତ୍ର ପଣ୍ଡ

ଶ୍ରୀନଗର,୨୪।୧୦: ସାରା ଦେଶରେ ଦୀପାବଳୀ ପର୍ବ ବହୁ ହସ ଉଲ୍ଲାସରେ ପାଳନ କରାଯାଉଛି। ଗତ ୨ବର୍ଷ ହେଲା କରୋନା ଯୋଗୁ କୌଣସି ପର୍ବ ଧୁମ୍‌ଧାମ୍‌ରେ ପାଳନ କରାଯାଇନାହିଁ। କରୋନା ବିପଦ କମି ନ ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ…

ପ୍ରାକ୍ଟିକାଲ ଉତ୍ତର ଖାତାରେ ଭୋଜ୍‌ପୁରୀ ଗୀତ ଲେଖିଲେ ଛାତ୍ର

ପାଟନା,୨୪।୧୦: ପରୀକ୍ଷା ସମୟରେ ଉତ୍ତର ଖାତାରେ ଛାତ୍ରୀଛାତ୍ରମାନେ ଅନେକ ଅଜବ କଥା ଲେଖୁଥିବାର ନଜିର ରହିଛି। କିଏ ଗପ ତ କିଏ ନିଜ କାହାଣୀ ଆଉ କିଏ ପ୍ରଶ୍ନର ଉତ୍ତର ବଦଳରେ ଗୀତ ଲେଖି ପଳେଇ ଆସନ୍ତି। କିଛି ଏଭଳି ଏକ…

ନଭେମ୍ବର ୭ରେ ମହାରାଷ୍ଟ୍ରରେ ପହଞ୍ଚିବ ଭାରତ ଯୋଡୋ ଯାତ୍ରା

ମୁମ୍ବାଇ,୨୪।୧୦: ସମାଜରେ ଏକତା ଆଣିବା ଉଦ୍ଦେଶ୍ୟରେ କଂଗ୍ରେସ ଦଳ ପକ୍ଷରୁ ଭାରତ ଯୋଡ଼ୋ ଯାତ୍ରା ଅଭିଯାନ ଜାରି ରହିଛି। ରବିବାର ଏହି ଯାତ୍ରା ତେଲେଙ୍ଗାନାରେ ପ୍ରବେଶ କରିଛି। ଏହି ରାଜ୍ୟରେ ପହଞ୍ଚିବା ପରେ ତେଲେଙ୍ଗାନାର କଂଗ୍ରେସ ନେତାମାନେ ତେଲେଙ୍ଗାନା ଓ କର୍ନାଟକ…

ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ

ସୋରଡା,୨୪।୧୦(ଡି.ଏନ୍‌.ଏ.): ସୋମବାର ଦୀପାବଳି ପାଇଁ ସୋରଡା ଚଳଚଞ୍ଚଳ ହୋଇପଡ଼ିଛି। ପୋଲିସ ପ୍ରଶାସନ ପକ୍ଷରୁ ସହରଠାରୁ କିଛି ଦୂରରେ ଅସ୍ଥାୟୀ ଭାବେ ବାଣ ଦୋକାନ ଖେଳିବାକୁ ଅନୁମତି ଦିଆଯାଇଛି। ଏହିକମରେ ଋଷିକୁଲ୍ୟା ବ୍ରିଜ ନିକଟରେ ଖୋଲିିଥିବା ବାଣ ଦୋକାନରେ ଲୋକଙ୍କ ଭିଡ ଲାଗିଛି।…

ଇମ୍ରାନଙ୍କ ଆବେଦନ ଖାରଜ

ଇସଲାମାବାଦ,୨୪ା୧୦: ଇସଲାମାବାଦ ହାଇକୋର୍ଟ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ତୋଶଖାନା ମାମଲାରେ ଅଯୋଗ୍ୟ ଘୋଷଣାକୁ ତୁରନ୍ତ ସ୍ଥଗିତ ରଖିବା ଆବେଦନକୁ ସୋମବାର ଖାରଜ କରିଦେଇଛନ୍ତି। ଏହାପୂର୍ବରୁ ପାକିସ୍ତାନର ନିର୍ବାଚନ ଆୟୋଗ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କୁ ଅନ୍ୟ ଦେଶର ମୁଖ୍ୟ ତଥା…

ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ଏଭଳି ଦେଖିପାରିବେ ଐତିହାସିକ ମ୍ୟାଚ୍‌ର ଲାଇଭ୍‌ ଭଳି ପ୍ରସାରଣ…

ନୂଆଦିଲ୍ଲୀ,୨୪।୧୦: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଭାରତ-ପାକିସ୍ତାନ ମହାମୁକାବିଲାର ମଜା ଉଠାଇଛନ୍ତି କ୍ରିକେଟ ପ୍ରଶଂସକ। ପାକିସ୍ତାନ ବିପକ୍ଷ ଏହି ରୋମାଞ୍ଚକର ମ୍ୟାଚ୍‌ରେ ଭାରତ ୪ ଉଇକେଟରେ ବିଜେତା ହୋଇ ପ୍ରଶଂସକଙ୍କୁ ଦୀପାବଳି ଭେଟି ଦେଇଛି। ଏବେ ପ୍ରଶଂସକ ପୁଣି ଥରେ ଏହି…

ନୋ-ବଲ୍‌କୁ ନେଇ ଅମ୍ପାୟାରଙ୍କୁ କଟାକ୍ଷ କଲେ ଶୋଏବ-ରମିଜ୍‌

ନୂଆଦିଲ୍ଲୀ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ ସିଜନରେ ପ୍ରଥମ ବିଜୟ ସହ ପ୍ରଶଂସକଙ୍କୁ ଦୀପାବଳିର ଭେଟି ଦେଇଛି ଭାରତୀୟ ଟିମ୍‌। ମେଲବୋର୍ନରେ ଖେଳାଯାଇଥିବା ପାକିସ୍ତାନ ବିପକ୍ଷ ଏହି ମୁକାବିଲାରେ ହିରୋ ପାଲଟିଥିଲେ ବିରାଟ କୋହଲି। ଏହାକୁ ନେଇ ତାଙ୍କୁ ପ୍ଲେୟାର ଅଫ୍‌ ଦ…

ପ୍ଲାଷ୍ଟିକ୍‌ ମୁକ୍ତ ହେବ ବେଳାଭୂମି

ଛତ୍ରପୁର,୨୪ା୧୦(ଡି.ଏନ୍‌.ଏ.): ବେଳାଭୂମିରେ ପ୍ଲାଷ୍ଟିକ ଓ ପଲିଥିନ ପଡ଼ିରହି ଏହା ପରିବେଶ ଉପରେ କୁ-ପ୍ରଭାବ ପକାଉଛି। ଜୈବ ବିବିଧତା ନଷ୍ଟ ହେଉଛି। ଏଥିପାଇଁ ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ ଓ ସ୍ବଚ୍ଛତା ପାଇଁ ପ୍ରୟାସ ଆରମ୍ଭ କରିଛି ଗଞ୍ଜାମରର…

ଏକ୍ସ ବୟଫ୍ରେଣ୍ଡଙ୍କ ସହ ନଜର ଆସିଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ବୃତ୍ତିଗତ ଜୀବନ ତଥା ବ୍ୟକ୍ତିଗତ ଜୀବନ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ଏବେ ସେ ତାଙ୍କ ଏକ୍ସ ବୟଫ୍ରେଣ୍ଡଙ୍କୁ ନେଇ ଚର୍ଚ୍ଚାରେ। ଜାହ୍ନବୀଙ୍କୁ ତାଙ୍କ ପୂର୍ବତନ ପ୍ରେମିକ ଶିଖର ପହାଡିଆଙ୍କ ସହ ଦେଖିବାକୁ…

ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ,୨୪।୧୦: ଦେଶର ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଲଗାତର ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସକାଳେ ଅର୍ଥାତ୍‌ ଅକ୍ଟୋବର ୨୪ରେ ରବିବାର ତୁଳନାରେ ଦିଲ୍ଲୀ ଓ ନୋଏଡାରେ ପ୍ରଦୂଷଣ ସ୍ତର ଅଧିକ ବୃଦ୍ଧି ପାଇଛି। ଦିଲ୍ଲୀର ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୨୭୬…

ଭାରତଠାରୁ ପରାଜୟ ପରେ ମୁଣ୍ଡ ନୁଆଁଇ ବସିଲେ ନଓ୍ବାଜ୍‌; ଡ୍ରେସିଂ ରୁମ୍‌ରେ ଅଧିନାୟକ ଦେଲେ ଏଭଳି ସ୍ପିଚ୍‌…

ମେଲବୋର୍ନ,୨୪।୧୦: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଟିମ୍‌ ଇଣ୍ଡିଆ ବିପକ୍ଷରେ ପରାଜିତ ହେବା ପରେ ପାକିସ୍ତାନ ଟିମ୍‌ ନିରାଶ ହୋଇଛି। ଅଧିନାୟକ ବାବର ଆଜମ ଡ୍ରେସିଂ ରୁମ୍‌ରେ ସମସ୍ତ ଖେଳାଳିଙ୍କ କ୍ଲାସ ନେଇଛନ୍ତି। ନିଜର ବାର୍ତ୍ତାରେ ସେ ସ୍ପିନର ମହମ୍ମଦ ନଓ୍ବାଜଙ୍କ ସହ…

୩ ବର୍ଷ ନ ପୂରୁଣୁ ରାସ୍ତା ଫାଟି ଆଁ

ବୁଗୁଡ଼ା,୨୪ା୧୦(ଡି.ଏନ୍‌.ଏ.): ଗ୍ରାମ୍ୟ ନିର୍ମାଣ ବିଭାଗ ଦ୍ୱାରା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା ୩ ବର୍ଷ ନପୂରୁଣୁ ଫାଟି ଆଁ ହୋଇଗଲାଣି। ଏମିତି ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ବୁଗୁଡ଼ା ବୁଦ୍ଧଖୋଲ ରାସ୍ତାଠାରୁ ଆଦିପୁର ଗ୍ରାମକୁ ସଂଯୋଗ କରିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri